ରାଜ୍ୟରେ ୩,୬୩୬ ଜନଶୂନ୍ୟ ଗ୍ରାମ
ଭୁବନେଶ୍ୱର,୫।୧୦(ବ୍ୟୁରୋ): ରାଜ୍ୟରେ ୩,୬୩୬ଟି ଜନଶୂନ୍ୟ ଗ୍ରାମ ତଥା ବସତି ରହିଛି। ଏହାମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୪୧୨ଟି ମାନବଶୂନ୍ୟ ଗ୍ରାମ ରହିଛି। ଏହାତଳକୁ ବାଲେଶ୍ୱରରେ ୨୯୭, ଅନୁଗୋଳ ୨୧୭, ମୟୂରଭଞ୍ଜ ୧୯୯, ରାୟଗଡ଼ା ୧୯୭, ଯାଜପୁର ୧୮୫, ଖୋର୍ଦ୍ଧା ୧୭୮, କନ୍ଧମାଳ…
ବେଆଇନ ପଥର ଖାଦାନରେ ପୁଣି ମୁଣ୍ଡ ଗଡ଼ିଲା
ଯାଜପୁର ଅଫିସ/ଧର୍ମଶାଳା/ ଜେନାପୁର(ଡି.ଏନ.ଏ.)୫।୧୦: ଜଙ୍ଗଲ ଜମିରେ ଥିବା ବେଆଇନ ପଥର ଖାଦାନରେ ଗତ ସପ୍ତାହ ମଧ୍ୟରେ ୨ ଜଣ ଶ୍ରମିକଙ୍କ ଅକାଳ ବିୟୋଗ ଘଟିଛି। ପଥର ଖାଦାନ ଓ କମ୍ପ୍ରେସର ମାଲିକ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରି ଗମ୍ଭାରିଆ ଗ୍ରାମର…
କରୋନା ଲାଗି ୩,୧୩୬ ଏମ୍ଏସ୍ଏମ୍ଇ ବନ୍ଦ
ଭୁବନେଶ୍ୱର,୫।୧୦(ବ୍ୟୁରୋ): କରୋନା ସମୟରେ ଗତ ମାର୍ଚ୍ଚ ଠାରୁ ଏବେସୁଦ୍ଧା ପ୍ରାୟ ୩,୧୩୬ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ବନ୍ଦ ଥିବା ରାଜ୍ୟ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ ସୂଚନା ଦେଇଛନ୍ତି। ତେବେ କେତେ କର୍ମଚାରୀ ଏବଂ…
ଶିଳ୍ପ ପାଇଁ ଆସିବ ୪ ନୂଆ ପଲିସି
ଭୁବନେଶ୍ୱର,୫।୧୦(ବ୍ୟୁରୋ): ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ଏବେସୁଦ୍ଧା ୯ଟି ସ୍ବତନ୍ତ୍ର ନୀତି ଆଣିଛନ୍ତି। ଏହାମଧ୍ୟରେ ଆପାରେଲ ପଲିସି, ବାୟୋଟେକ୍ନୋଲୋଜି ପଲିସି, ଓଡ଼ିଶା ଫୁଡ୍ ପ୍ରୋସେସିଂ ପଲିସି, ଓଡ଼ିଶା ଏମ୍ଏସ୍ଏମ୍ଇ ଡେଭଲପ୍ମେଣ୍ଟ ପଲିସି, ହେଲ୍ଥକେୟାର ଇନ୍ଭେଷ୍ଟମେଣ୍ଟ ପ୍ରମୋଶନ ପଲିସି, ଓଡ଼ିଶା ଷ୍ଟାର୍ଟଅପ୍…
ଅସହାୟ ପରିବାରକୁ ପଲିଥିନ ଭରସା
ବାରିପଦା ଅଫିସ,୫ା୧୦- ଦିନରେ ଚାଳରୁ ପାଣି ଗଳୁଛି ତ ରାତିରେ ଜହ୍ନ ଆଲୁଅ ଦିଶୁଛି। ଓଳିଏ ଖାଇ ଓଳିଏ ଉପବାସ ରହୁଥିବା ପରିବାରକୁ ମିଳୁନି ପକ୍କାଘର। ସରକାରଙ୍କ ଯୋଜନା ସତେ ଯେପରି ସେମାନଙ୍କ ପାଇଁ ଅପହଞ୍ଚ ସାଜିଛି। ପ୍ରଶାସନ ଓ ରାଜନେତାଙ୍କ…
ଅନିଶ୍ଚିତତାରେ ‘ବଳଦଯାତ୍ରା’
ଭୁବନ, ୫।୧୦(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନର ପ୍ରସିଦ୍ଧ ବଳଦଯାତ୍ରା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗିରହିଛି। କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ହେଲେ ଏହାକୁ ସହଜରେ ଗ୍ରହଣ…
ଦିବ୍ୟାଙ୍ଗ ସୁକାନ୍ତିଙ୍କ ହାତ ଧରିଲେ ନିରଞ୍ଜନ
ଖଇରା,୫।୧୦(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଧୀନ ସମ୍ପେଇ ଗ୍ରାମରେ ଗ୍ରାମବାସୀଙ୍କ ସହଯୋଗରେ ଦିବ୍ୟାଙ୍ଗ ଯୁବତୀଯୁବକଙ୍କ ବିବାହ ରବିବାର ସମ୍ପନ୍ନ କରାଯାଇଛି। ସମ୍ପେଇ ଗ୍ରାମର ମାୟାଧର ଜେନାଙ୍କ ପୁଅ ନିରଞ୍ଜନଙ୍କ ବିବାହ ବୟସ ହୋଇ ଯାଇଥିବା ବେଳେ ସେ ଜଣେ…
କ୍ଷତିପୂରଣ ବିକଳ୍ପକୁ ବିରୋଧ କରିବେ କିିଛି ରାଜ୍ୟ
ନୂଆଦିଲ୍ଲୀ: ସୋମବାର ଜିଏସ୍ଟି ପରିଷଦ ବୈଠକ ବସୁଛି। ଏହି ବୈଠକ ଅନେକ ଗୁରୁତ୍ୱ ବହନ କରିବ ବୋଲି ଜଣାପଡିଛି। ଜିଏସ୍ଟି କ୍ଷତିପୂରଣ ଭରଣା କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ବିକଳ୍ପ ପ୍ରଦାନ କରିଛନ୍ତି। ଏହାକୁ ଅଣଭାଜପା ଶାସିତ ରାଜ୍ୟ ଯଥା,…
ସ୍ବାବଲମ୍ବୀ କରିଛି ଚିନାବାଦାମ ବିକ୍ରି
କେନ୍ଦୁଝର, ୫ା୧୦(ସ୍ବ.ପ୍ର.)-ବର୍ତ୍ତମାନ ଚିନାବାଦାମ ଅମଳର ସମୟ। ଚାଷୀ ଚିନାବାଦମ ଅମଳ କରି ବିକି ବେଶ ଦୁଇ ପଇସା ଲାଭ କରିଥାଏ। ବେପାରୀ ମାନେ ଏହି ଚିନାବାଦାମକୁ କିଣି ନେଇ ଅନ୍ୟ ଜିଲା ଓ ରାଜ୍ୟକୁ ଚାଲାଣ କରି ଲାଭ କରିଥାନ୍ତି। ତେବେ…
ମୋର୍ଗାନ ଓ ରସେଲ୍ଙ୍କ ପରେ ବ୍ୟାଟିଂ କରନ୍ତୁ କାର୍ତ୍ତିକ
ଶାରଜା, ୫ା୧୦(ପି.ଟି.)-ଦୁଇଥର ଆଇପିଏଲ୍ ବିଜୟୀ କୋଲକାତା ନାଇଟ୍ ରାଇଡର୍ସ(କେକେଆର)ର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀରଙ୍କ ମତରେ ଇଅନ ମୋର୍ଗାନ ଓ ଆନ୍ଦ୍ରେ ରସେଲଙ୍କ ପରେ ଦୀନେଶ କାର୍ତ୍ତିକ ବ୍ୟାଟିଂ କରିବା ଲାଗି ଆସିଲେ ଭଲ। ଅନ୍ୟପକ୍ଷରେ ଟପ୍ ଅର୍ଡରରୁ ସୁନୀଲ ନାରିନ୍ଙ୍କୁ…
ଖୋଲିଲା କପିଳାସ ପ୍ରାଣୀ ଉଦ୍ୟାନ
ଢେଙ୍କାନାଳ ଅଫିସ, ୫।୧୦: ଦୀର୍ଘ ୭ମାସ ପରେ କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି କପିଳାସ ପ୍ରାଣୀ ଉଦ୍ୟାନ। ବର୍ଷାପାଗ ସତ୍ତ୍ୱେ ରବିବାର ପ୍ରଥମ ଦିନରେ ୫୪ ଜଣ ଜୁ’ ବୁଲିଛନ୍ତି। ସଂକ୍ରମଣ ପ୍ରତିହତ କରିବାକୁ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏବଂ ବନ ବିଭାଗ…
କିଟାଟା ଜିତିଲେ ଲଣ୍ଡନ ମାରାଥନ
ଲଣ୍ଡନ, ୫ା୧୦ (ଏପି)- ଇଥିଓପିଆର ଶୁରା କିଟାଟା ଲଣ୍ଡନ ମାରାଥନ ଜିତିଛନ୍ତି। ରବିବାର ଅନୁଷ୍ଠିତ ଏହି ଇଭେଣ୍ଟରେ ୪ଥର ଟାଇଟଲ ବିଜେତା ଏଲିଉଡ୍ କିପ୍ଚୋଗେଙ୍କୁ ପଛରେ ପକାଇ ବିଜୟ ଲାଭ କରିଛନ୍ତି। ରୋମାଞ୍ଚକ ସ୍ପ୍ରିଣ୍ଟ୍ ଫିନିଶରେ କେନିୟାର ଭିନ୍ସେଣ୍ଟ କିପ୍ଚୁମ୍ବାଙ୍କୁ ପଛରେ…
Archives


