କେବେ ଓ୍ବାଇଡ୍ ବଲ୍ ପକାଇ ନ ଥିଲେ ଏହି ବିଶ୍ୱସ୍ତରୀୟ ଖେଳାଳି
ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ୬୮ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୫୨, ଅକ୍ଟୋବର ୫ରେ ଲାହୋରରେ ଜନ୍ମଗ୍ରହଣ କରିଥିବା ଇମ୍ରାନ ଖାନ ନିଜ ଖେଳ ପାଇଁ ବେଶ୍ ପ୍ରସିଦ୍ଧ ଥିଲେ। ପାକିସ୍ତାନ ପାଇଁ ଆଇସିସି ବିଶ୍ୱକପ…
ସ୍ମରଣ ଶକ୍ତି ଓ ମେଦବହୁଳତା
ଆଜିକାଲି ମେଦବହୁଳତା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏପରି କି ଅନେକ ଯୁବପିଢ଼ି ଏପରି ସମସ୍ୟାର ସମ୍ମୁଖୀନ ହେଉନ୍ତି। ତେବେ ମେଦବହୁଳତାର ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ…
ସୁଶାନ୍ତ ମୃତ୍ୟୁ ମାମଲା: ଏମ୍ସ ରିପୋର୍ଟକୁ ନେଇ ମୁହଁ ଖୋଲିଲେ ସଞ୍ଜୟ
ମୁମ୍ବାଇ,୫ ।୧୦: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରାଜନୈତିକ ବାକ୍ଯୁଦ୍ଧ ଲାଗି ରହିଛି । ସିବିଆଇ ଦ୍ୱାରା ଗଠନ କରାଯାଇଥିବା ଏମ୍ସ ପ୍ୟାନେଲର ରିପୋର୍ଟ କହିଛି ଯେ ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନୁହେଁ ବରଂ ଆତ୍ମହତ୍ୟା ।…
କରୋନା ଭୟ: ସାଧାରଣ ଜ୍ୱରରେ ବି ଲୋକେ କିଣୁଛନ୍ତି କରୋନା ଔଷଧ, ବଢୁଛି ଲିଭର ସମସ୍ୟା
ନୂଆଦିଲ୍ଲୀ, ୫।୧୦: କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଋତୁ ପରିବର୍ତ୍ତନ ସମୟରେ ସାଧାରଣତଃ ସିଜିନାଲ ଜ୍ୱର ହୋଇଥାଏ। ତେବେ ଏବେ କରୋନା ଭୟରେ ଲୋକେ କରୋନା ଆକ୍ରାନ୍ତଙ୍କ ପ୍ରେସକ୍ରିପସନ୍ ଦେଖାଇ ଔଷଧ ଦୋକାନରୁ କରୋନା ଔଷଧ…
ଦୁର୍ଗା ପେଣ୍ଡାଲରେ ଦେଖିବାକୁ ମିଳିବ ପ୍ରବାସୀ ଶ୍ରମିକଙ୍କ ଦୁଃଖ
କୋଲକତା, ୫।୧୦: ଆଗକୁ ଆସୁଛି ଦୁର୍ଗାପୂଜା। କରୋନା ଯୋଗୁ ଏଥର ଦୁର୍ଗାପୂଜା ଫିକା ପଡିବାର ସମ୍ଭାବନା ରହିଛି। ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କୋଲକତାରେ ଏବର୍ଷ ଏକ ନିଆରା ଦୁର୍ଗାପୂଜା ପାଳନ କରାଯିବ। ଦୁର୍ଗା ପେଣ୍ଡାଲରେ ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା ଦେଖିବାକୁ ମିଳିବ।…
ଜରା ଯନ୍ତ୍ରଣା
ସତୁରି ବର୍ଷ ପରେ ମଣିଷ ଜରାଗ୍ରସ୍ତ ହୁଏ। ଏହି ବୟସରେ ଅନେକ ବ୍ୟାଧି ଦେଖାଯାଏ। ଶାରୀରିକ, ମାନସିକ ଓ ସାମାଜିକ ସମସ୍ୟା ବଞ୍ଚତ୍ବାର ଆଶାକୁ ଧୂଳିସାତ କରିଦିଏ। ଯୌଥପରିବାର ଦେଖିବାକୁ ମିଳୁନାହିଁ। ମହିଳାମାନେ ସ୍ବାବଲମ୍ବୀ ହୋଇ ଚାକିରି କରୁଛନ୍ତି। ବୃଦ୍ଧମାନେ ଘରେ…
ମିଳିନି ଫସଲ ବୀମା କ୍ଷତିପୂରଣ, ଜିଲାପାଳଙ୍କଠାରେ ଫେରାଦ ହେଲେ ଚାଷୀ
ବରଗଡ଼ ଅଫିସ,୫ା୧୦: ବରଗଡ଼ ବ୍ଲକ ଅନ୍ତର୍ଗତ ଏସ୍. ଡୁମ୍ବେରପାଲି ଗ୍ରାମର ଅଧିକାଂଶ ଚାଷୀଙ୍କୁ ଗତ ଫସଲ କ୍ଷତିପୂରଣ ବୀମା ମିଳିପାରି ନ ଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାମର ଅନେକ ଚାଷୀ ଗତବର୍ଷ ବରଗଡ଼ରେ ଥିବା ଏକ ବ୍ୟାଙ୍କରେ ବୀମା ପ୍ରିମିୟମ…
ବନ୍ଧୁ କହିଲେ ମୋତେ ଉପେକ୍ଷା କରୁଛ, ଏହାର ଜବାବରେ ଅମିତାଭ ବଚ୍ଚନ କହିଲେ ଏମିତି
ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ଏବେ ଲୋକପ୍ରିୟ ଟିଭି ଶୋ’ ‘କୌନ୍ ବନେଗା କରୋଡପତି’ ସିଜିନ୍ ୧୨ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କରୋନା ସମୟରେ ସେ ୧୨-୧୫ ଘଣ୍ଟା କାମ କରୁଛନ୍ତି। ଏହି କାରଣରୁ ସେ ତାଙ୍କ ବନ୍ଧୁମାନଙ୍କୁ ମଧ୍ୟ ସମୟ…
ଚିନ୍ତାରୁ ମୁକ୍ତି ପାଇବାର ସରଳ ଉପାୟ
ଚିନ୍ତାରୁ ମୁକ୍ତି ପାଇବାକୁ କିଏ ବା ଚେଷ୍ଟା କରି ନ ଥାଏ। ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ଯୋଗ, ପ୍ରାଣାୟମ କରନ୍ତି ତେବେ ସେ ନିଜକୁ ଚିନ୍ତାଠାରୁ କେତେକାଂଶରେ ଦୂରେଇ ରଖିପାରିବେ। ଏ ସମ୍ପର୍କରେ ଗବେଷଣା କରିବା ସମୟରେ…
ଅସଲ ସ୍କୁଲ ଯାଇ କୋଭିଡ-୧୯ ସମ୍ପର୍କରେ ଜାଣିଲି ଅନେକ କଥା: ଟ୍ରମ୍ପ
ୱାଶିଂଟନ,୫ ।୧୦: କରୋନା ସଂକ୍ରମଣର ଚିକିତ୍ସା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଛି । ଏହି ସମୟ ମଧ୍ୟରେ ସେ କିଛି ସମୟ ପାଇଁ ସମ୍ପୂର୍ଣ୍ଣର୍ ସୁରକ୍ଷା ସହ ହସ୍ପିଟାଲ ବାହାରକୁ ଆସିଥିଲେ ।…
ପ୍ରକୃତି, ପରିବେଶ ଓ ସ୍ବାସ୍ଥ୍ୟ
ନିଜ ଘରଠାରୁ ଆରମ୍ଭ କରି ସମାଜ, ଗାଁ, ଜିଲା, ରାଜ୍ୟ ଓ ଦେଶ ସ୍ତରରେ ମଧ୍ୟ ସମୟ ଅନୁଯାୟୀ ଆବଶ୍ୟକ ପଦାର୍ଥ ବହୁମୂଲ୍ୟରେ କ୍ରୟ କରି ପରବର୍ତ୍ତୀ ସମୟରେ ସେହି ପଦାର୍ଥ ପୁରୁଣା ଅଦରକାରୀ ହୋଇ ପାହାଡ଼ ସଦୃଶ ଜମା ହୋଇଥାଏ…
ଏଲ୍ଏସିରେ ଚାଇନାକୁ ସହଯୋଗ କରୁଛି ପାକିସ୍ତାନ ସୈନ୍ୟ ବାହିନୀ
ନୂଆଦିଲ୍ଲୀ, ୫।୧୦: ଏଲ୍ଏସିରେ ଚାଇନା ଭାରତ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତକୁ ହଇରାଣ କରିବା ଲାଗି ଏଠାରେ ପାକିସ୍ତାନ ସୈନ୍ୟ ବାହିନୀ ଚାଇନାକୁ ଆବଶ୍ୟକ ସହାୟତା ଯୋଗାଇ ଦେଉଛି। ଚାଇନା ଗଣମାଧ୍ୟମ ପ୍ରତିନିଧି ଶେନ୍ ଶିବାଇଙ୍କ ପକ୍ଷରୁ ଶୁଟିଂ କରାଯାଇଥିବା…
Archives


