ପ୍ରାୟ ୪୬ଲକ୍ଷ ଲୋକଙ୍କୁ ଦିଆଗଲାଣି କରୋନା ଭ୍ୟାକ୍ସିନ: ୩୪ ଜଣ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୫ ।୨: କରୋନା ମହାମାରୀକୁ ଦୂରେଇବା ଲାଗି ଟିକାକରଣ ପ୍ରକ୍ରିୟା ପାଖାପାଖି ୨୦ ଦିନ ହେବ ଲାଗି ରହିଛି । ମିଳିଥିବା ସରକାରୀ ସୂଚନା ଅନୁଯାୟୀ ଗୁରୁବାର ପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୫,୯୩,୪୨୭ ଜଣଙ୍କୁ ଏହି ଟିକା ଦିଆ ସରିଛି । ଏହାସହ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ୧୩ ଫେବୃୟାରୀରୁ ଆରମ୍ଭ ହେବ । ତେବେ ୪୬ ଲକ୍ଷ ଟିକା ଦେବା ପରେ ପାୟ ୧,୧୫୦ ଜଣଙ୍କ ମଧ୍ୟରେ ଜଣଙ୍କ ନିକଟରେ ଏହାର ବିପରିତ ପ୍ରଭାବ ଦେଖାଯାଇଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ଏପର୍ଯ୍ୟନ୍ତ ଟିକା ନେବା ପରେ କାହାର ମୃତ୍ୟୁ ହୋଇଥିବା ଦେଖାଯାଇ ନାହିଁ । ତେଣୁ କୁହାଯାଉଛି କି କରୋନା ଟିକା ସୁରକ୍ଷିତ ରହିଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, ୯୭ ପ୍ରତିଶତରୁ ଅଧିକ ଲୋକ ଟିକା ନେବା ପରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇ ନ ଥିବା ପ୍ରକାଶ କରିଛନ୍ତି । ତେବେ ଟିକା ନେଇଥିବା ପ୍ରାୟ ୩୭ ଲକ୍ଷ ଲୋକଙ୍କୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ କେବଳ ୫,୧୨,୧୨୮ ଜଣ ଉତ୍ତର ଦେଇଥିଲେ । ଆଡଭର୍ସ ଇଭେଣ୍ଟ ଫଲୋଇଙ୍ଗ ଇମୁନାଇଜେଶନ(ଏଇଏଫ୍‌ଆଇ)ର ସୂଚନା ଅନୁଯାୟୀ, ଟିକା ନେବା ପରେ ୮,୫୬୩ ଜଣ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ ଆଉ ଏମାନଙ୍କ ମଧ୍ୟରୁ ୩୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ୟୁପିରେ ଭାଜପାକୁ ବଡ଼ ଝଟ୍‌କା

ଲକ୍ଷ୍ନୌ,୧୩।୧୨: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଅଧ୍ୟକ୍ଷା ମାୟାବତୀଙ୍କୁ ବଡ଼ ଝଟ୍‌କା...

ଜେଲ ଗଲେ ଭୀମ୍‌ ଆର୍ମି ମୁଖ୍ୟ

ନୂଆଦିଲ୍ଲୀ, ୨୨ା୧୨(ପି.ଟି.): ସିଏଏକୁ ବିରୋଧ କରି ଦେଶରେ ପ୍ରତିବାଦର ସ୍ବର ବଢ଼ିବାରେ ଲାଗିଥିବାବେଳେ ଶନିବାର ଦିଲ୍ଲୀ ପୋଲିସ ବିକ୍ଷୋଭରତ ଭୀମ୍‌ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ...

ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ପ୍ରଚାର କଲେ ଆଲିଆ

ଚଣ୍ଡିଗଡ଼,୬ା୧୧: ଅଭିନେତ୍ରୀ ଆଲିଆ ଭଟ୍ଟ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ଏହି କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓଟି ହରିୟାଣା ରାଜ୍ୟର...

ଜଣେ ପ୍ରେମିକଙ୍କୁ ଦୁଇ ପ୍ରେମିକା, ରାସ୍ତା ମଝିରେ ଟଣାଓଟରା; ଭାଇରାଲ ହେଉଛି ଭିଡିଓ

ଲକ୍ଷ୍ନୌ,୨୭ା୧୦: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ମାଡ୍‌ପିଟ୍‌ର ଭିଡିଓ ଭାଇରାଲ ହେଉଛି। ଯାହା ସାଧାରଣ ଜନତାଙ୍କୁ ଚକିତ କରିଦେଇଛି। ଲକ୍ଷ୍ନୌର ବାରାବୀରୟା ଚୌରାହ ନିକଟରେ ଥିବା...

୨ ବର୍ଷରେ ୬ ବିବାହ, ସମସ୍ତଙ୍କ ସାମ୍ନାରେ ପ୍ରେମିକଙ୍କ ବାଇକ୍‌ରେ ଛୁ’ ମାରିଲେ ଯୁବତୀ

ଭୋପାଳ,୩ା୨: ମଧ୍ୟପ୍ରଦେଶର ଜବଲପୁରରୁ ଏକ ଲୁଟେରା କନ୍ୟା ମାମଲା ସାମ୍ନାକୁ ଆସିଛି। ନିଜକୁ ଅନାଥ କହିଥିବା ଯୁବତୀ ଜଣଙ୍କ କୋର୍ଟ ପରିସରସ୍ଥିତ ମନ୍ଦିରରେ ବିବାହ କରିଥିଲେ।...

୫-ଜି ଠକେଇ ପ୍ରତି ସାବଧାନ ! ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୦।୧୦ : ଦେଶର ବିଭିନ୍ନ ସହରରେ ୫ ସେବା ଆରମ୍ଭ ହୋଇଛି। ୮ ଟି ସହରରେ ଏୟାରଟେଲ (ଭାରତୀ ଏୟାରଟେଲ) ଏବଂ ଜିଓ (ରିଲାଏନ୍ସ ଜିଓ)...

ଆଫଗାନିସ୍ତାନ ଗୁରୁଦ୍ୱାରରେ ଫସି ରହିଥିବା ୨୦୦ ଶିଖଙ୍କୁ ସୁରକ୍ଷିତ ଉଦ୍ଧାର କରୁ କେନ୍ଦ୍ର: କ୍ୟାପଟେନ ଅମରିନ୍ଦର

ଚଣ୍ଡିଗଡ଼,୧୬ ।୮: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ କହିଛନ୍ତି, ତାଲିବାନ ଅକ୍ତିଆର କରିଥିବା ଆଫଗାନିସ୍ତାନର ଏକ ଗୁରୁଦ୍ୱାରରେ...

ଉଦ୍ଧବ ଠାକରେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୭ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍ କରି ମୋଦି ଠାକରେଙ୍କ ସୁସ୍ଥ...

Advertisement
Archives

Model This Week