ବିବାହ ପରେ ପ୍ରଥମ ଭାଲେଣ୍ଟାଇନ ଡେ’କୁ ମନାନ୍ତୁ ଏମିତି

ବିବାହ ପରେ ପ୍ରଥମ ଭାଲେଣ୍ଟାଇନ୍ସ ଡେ’ ପାଇଁ ସ୍ତ୍ରୀ-ସ୍ବାମୀ ଉଭୟଙ୍କ ମନରେ ଏକ ଭିନ୍ନ ଉତ୍ସାହ ଥାଏ। କାରଣ ସେମାନେ ପ୍ରଥମ ଥର ଗୋଟିଏ ଘରେ, ଏହି ପ୍ରେମ ସପ୍ତାହକୁ ଏକାଠି ପାଳନ କରିବେ। ସମସ୍ତେ ଚାହାନ୍ତି ଏହି ପ୍ରଥମ ଭାଲେଣ୍ଟାଇନ୍ସ ଡେ ସ୍ମରଣୀୟ ହେଉ। ମାତ୍ର ପ୍ରଶ୍ନ ଉଠେ ଏହାକୁ କିପରି ସ୍ବତନ୍ତ୍ର ଏବଂ ସ୍ମରଣୀୟ କରିହେବ। ଜାଣନ୍ତୁ କେଉଁ ଉପାୟ ଦ୍ୱାରା ପ୍ରଥମ ଭାଲେଣ୍ଟାଇନ୍ସ ଡେକୁ ସବୁଦିନ ପାଇଁ ସ୍ମରଣୀୟ କରିପାରିବେ।

ତକିଆ ପାଖରେ ଉପହାର ରଖନ୍ତୁ
ଯଦି ଆପଣ ବିବାହ ପରେ ପ୍ରଥମ ଭାଲେଣ୍ଟାଇନ୍ସ ଡେ’ ପାଳନ କରୁଛନ୍ତି। ଜୀବନସାଥୀଙ୍କୁ ସ୍ବତନ୍ତ୍ର ଅନୁଭବ କରିବାକୁ ଚାହାନ୍ତି ତେବେ ସେ ଶଯ୍ୟା ଛାଡିବା ପୂର୍ବରୁ ତକିଆ ନିକଟରେ ଏକ ସୁନ୍ଦର ଉପହାର ରଖନ୍ତୁ। ଜୀବନସାଥୀ ଉଠିବା ପରେ ଏହାକୁ ଦେଖି ବେଶି ଖୁସି ହୋଇଯିବେ।

ଅପରିଚିତ ବ୍ୟକ୍ତିଙ୍କ ହାତରେ ଗୋଲାପ ପଠାନ୍ତୁ
ଏହି ସମୟକୁ ସ୍ବତନ୍ତ୍ର କରିବା ପାଇଁ, ଜୀବନସାଥୀଙ୍କ ପାଖକୁ ଅପରିଚିତ ବ୍ୟକ୍ତିଙ୍କ ହାତରେ ଏକ ଗୋଲାପ ଓ ସୁନ୍ଦର ବାର୍ତ୍ତା ପଠାନ୍ତୁ।

ସୋସିଆଲ ମିଡିଆ
ଏହି ଦିନ ତୁମେ ସୋସିଆଲ ମିଡିଆରେ ତୁମର ଏବଂ ଜୀବନସାଥୀଙ୍କ ଫଟୋ ଡିପି ରଖିଲେ ସେ ବହୁତ ଖୁସି ହେବେ।

କ୍ୟାଣ୍ଡେଲ ନାଇଟ୍‌ ଡିନର
ଜୀବନସାଥୀଙ୍କୁ କ୍ୟାଣ୍ଡେଲ ନାଇଟ୍‌ ଡିନରରେ ନିଅନ୍ତୁ କିମ୍ବା ଘରେ ଏହା ପାଳନ କରନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଘରେ କରନ୍ତୁ ଲେମ୍ବୁରେ ମେନିକିଓର୍‌

ହାତ ଓ ନଖର ସୌନ୍ଦର୍ଯ୍ୟକୁ ବଢାଇବା ପାଇଁ ଅତିକମ୍‌ରେ ମାସକୁ ୨ରୁ ୩ ଥର ମେନିକିଓର୍‌ କରାଇନେବା ଉଚିତ। ବିୟୁଟି ପାର୍ଲରରେ ଅନେକ ପ୍ରକାର ପଦ୍ଧତି...

ବ୍ରେକ୍‌ଅପ ପରେ ମନକୁ ଆସିଥାଏ ଏପରି କଥା

ଯେପରି ଭାବେ କ୍ୟାରିଅର୍‌, ପାଠପଢ଼ାରେ କିଛି ତ୍ରୁଟି ନେଇ ଆମେ ଭାବିଥାଉ ପରେ କିଛି ଜିନିଷକୁ ଭଲ ଭାବରେ ବୁଝିଥାଉ। ସେହିଭଳି ଯେତେବେଳେ କେହି ଜଣେ...

ଶରୀରର କୌଣସି ସ୍ଥାନରେ ଖଣ୍ଡିଆ ହୋଇଥିଲେ ଆପଣାନ୍ତୁ ଅରଖ ଫୁଲ

ଅରଖ ଫୁଲରେ ରହିଥାଏ ଅନେକ ପ୍ରକାର ଔଷଧୀୟ ଗୁଣ। ଏହା ଶ୍ୱାସ, କ୍ଷତଚିହ୍ନ, ରକ୍ତଚାପ ଏବଂ ଆଲର୍ଜି ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ଅରଖ...

ସନ୍ତୁଳିତ ଖାଦ୍ୟ ଓ ଖୁସି

ଖୁସିରେ ରହିବାକୁ କିଏ ବା ନ ଚାହେଁ? ହେଲେ ଅନେକ କ୍ଷେତ୍ରରେ ଏହା ସମ୍ଭବ ହୋଇ ନ ଥାଏ। କାରଣ ପାରିପାର୍ଶ୍ୱିକ ପରିସ୍ଥିତି, କାର୍ଯ୍ୟଚାପ ଆମକୁ...

ଅତ୍ୟଧିକ ଆମ୍ବ ଖାଉଛନ୍ତି କି…

ଆମ୍ବ ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ତା’ଠୁ ଅଧିକ ସ୍ବାଦିଷ୍ଟ। ବର୍ଷାଦିନରେ ଆମ୍ବର ମଜା ନେବାକୁ ପ୍ରାୟ ସମସ୍ତଙ୍କୁ ବେଶି ପସନ୍ଦ ହୋଇଥାଏ। ଏହା ପୋଷକ...

ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ସୋରିଷ ତେଲ, ଘିଅ, ରିଫାଇନ୍‌ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ...

ଓଜନ କମ୍‌ କରିବାକୁ ଚାହୁଁଥିଲେ ଡାଏଟ୍‌ରେ ସାମିଲ କରନ୍ତୁ ଘିଅ

ଦେଶୀ ଘିଅ ନିୟମିତ ଭାବେ ଖାଇଲେ ଶରୀର ପାଇଁ ଉପକାରୀ ହୋଇଥାଏ। ଆର୍ୟୁବେଦ ଅନୁଯାୟୀ, ଗାଈ ଘିଅ ଖାଇଲେ ମୋଟାପଣ ଦୂର ହେବା ସହ ଏହା...

ଓଜନ ନିୟନ୍ତ୍ରଣ କରେ ସାଗୁ

ଅନେକ ଅଛନ୍ତି ବ୍ରତ ଉପବାସ ସମୟରେ ହିଁ କେବଳ ସାଗୁଦାନା ଭିଜେଇ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଜାଣିରଖନ୍ତୁ, ଏସମୟରେ ସାଗୁଦାନା ଯେତିକି ଆବଶ୍ୟକ ଅନ୍ୟସମୟରେ...

Advertisement
Archives

Model This Week