ବିବାହ ପରେ ପ୍ରଥମ ଭାଲେଣ୍ଟାଇନ ଡେ’କୁ ମନାନ୍ତୁ ଏମିତି

ବିବାହ ପରେ ପ୍ରଥମ ଭାଲେଣ୍ଟାଇନ୍ସ ଡେ’ ପାଇଁ ସ୍ତ୍ରୀ-ସ୍ବାମୀ ଉଭୟଙ୍କ ମନରେ ଏକ ଭିନ୍ନ ଉତ୍ସାହ ଥାଏ। କାରଣ ସେମାନେ ପ୍ରଥମ ଥର ଗୋଟିଏ ଘରେ, ଏହି ପ୍ରେମ ସପ୍ତାହକୁ ଏକାଠି ପାଳନ କରିବେ। ସମସ୍ତେ ଚାହାନ୍ତି ଏହି ପ୍ରଥମ ଭାଲେଣ୍ଟାଇନ୍ସ ଡେ ସ୍ମରଣୀୟ ହେଉ। ମାତ୍ର ପ୍ରଶ୍ନ ଉଠେ ଏହାକୁ କିପରି ସ୍ବତନ୍ତ୍ର ଏବଂ ସ୍ମରଣୀୟ କରିହେବ। ଜାଣନ୍ତୁ କେଉଁ ଉପାୟ ଦ୍ୱାରା ପ୍ରଥମ ଭାଲେଣ୍ଟାଇନ୍ସ ଡେକୁ ସବୁଦିନ ପାଇଁ ସ୍ମରଣୀୟ କରିପାରିବେ।

ତକିଆ ପାଖରେ ଉପହାର ରଖନ୍ତୁ
ଯଦି ଆପଣ ବିବାହ ପରେ ପ୍ରଥମ ଭାଲେଣ୍ଟାଇନ୍ସ ଡେ’ ପାଳନ କରୁଛନ୍ତି। ଜୀବନସାଥୀଙ୍କୁ ସ୍ବତନ୍ତ୍ର ଅନୁଭବ କରିବାକୁ ଚାହାନ୍ତି ତେବେ ସେ ଶଯ୍ୟା ଛାଡିବା ପୂର୍ବରୁ ତକିଆ ନିକଟରେ ଏକ ସୁନ୍ଦର ଉପହାର ରଖନ୍ତୁ। ଜୀବନସାଥୀ ଉଠିବା ପରେ ଏହାକୁ ଦେଖି ବେଶି ଖୁସି ହୋଇଯିବେ।

ଅପରିଚିତ ବ୍ୟକ୍ତିଙ୍କ ହାତରେ ଗୋଲାପ ପଠାନ୍ତୁ
ଏହି ସମୟକୁ ସ୍ବତନ୍ତ୍ର କରିବା ପାଇଁ, ଜୀବନସାଥୀଙ୍କ ପାଖକୁ ଅପରିଚିତ ବ୍ୟକ୍ତିଙ୍କ ହାତରେ ଏକ ଗୋଲାପ ଓ ସୁନ୍ଦର ବାର୍ତ୍ତା ପଠାନ୍ତୁ।

ସୋସିଆଲ ମିଡିଆ
ଏହି ଦିନ ତୁମେ ସୋସିଆଲ ମିଡିଆରେ ତୁମର ଏବଂ ଜୀବନସାଥୀଙ୍କ ଫଟୋ ଡିପି ରଖିଲେ ସେ ବହୁତ ଖୁସି ହେବେ।

କ୍ୟାଣ୍ଡେଲ ନାଇଟ୍‌ ଡିନର
ଜୀବନସାଥୀଙ୍କୁ କ୍ୟାଣ୍ଡେଲ ନାଇଟ୍‌ ଡିନରରେ ନିଅନ୍ତୁ କିମ୍ବା ଘରେ ଏହା ପାଳନ କରନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାଦିନେ ଷ୍ଟ୍ରିଟ୍‌ଫୁଡ୍‌

ମୌସୁମୀ ଆସିଲେ ପ୍ରଥମେ ସମସ୍ତଙ୍କ ମନକୁ ଆସେ ଘରେ ବସି କେମିତି ଗରମ ଗରମ ଖାଦ୍ୟର ମଜାନେବା। ଗରମ ପକୁଡ଼ି ସାଙ୍ଗକୁ ଗରମ ଚା’ ହୋଇଗଲେ...

ପ୍ରଥମ ପାରିଶ୍ରମିକ ବହିକିଣା, ଜଳଖିଆ ଓ ବଣ୍ଟାବଣ୍ଟିରେ ସରିଥିଲା

ସାହିତି୍ୟକା ବନ୍ଦିତା ଦାଶ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ପ୍ରଥମ ହେବା ଅନୁଭବ ସତରେ ନିଆରା। ସତରେ ପୁଲକିତ କରେ ତନୁମନ। ଯେକୌଣସି...

ପୁରୁଷ ଶୁକ୍ରାଣୁ ହ୍ରାସର କାରଣ, ଉପଚାର

ଆଜିକାଲି ଅନେକ ଦମ୍ପତିି ସନ୍ତାନ ଲାଭ ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତିି। ବର୍ତ୍ତମାନ ବନ୍ଧ୍ୟାକରଣ ଏକ ବିଶ୍ୱ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି।...

ଭାତ ବଳିଯାଇଥିଲେ ସେଥିରୁ ତିଆରି କରନ୍ତୁ ଏହି ସ୍ବାଦିଷ୍ଟ ଖାଦ୍ୟ

ଦୈନନ୍ଦିନ ଜୀବନରେ ସନ୍ଧ୍ୟା ସମୟରେ କିଛି ଜଳଖିଆ ଖାଇବାକୁ ସବୁ ପସନ୍ଦ କରିଥାନ୍ତି। ପ୍ରତିଦିନ ମହିଳା ମାନେ ରୋଷେଇ କରିବା ପରେ ବେଳେ ବେଳେ ଅଳ୍ପ...

ଶିଶୁଙ୍କ ହସ୍ତ ପଦ ମୁଖ ବ୍ୟାଧି

  ବର୍ତ୍ତମାନ ଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପିଲାମାନଙ୍କ ଠାରେ ଦେଖା ଦେଉଥିବା ଏକ ପ୍ରକାରର ରୋଗ ଚିନ୍ତା ବଢ଼ାଉଛି; ଯାହାକି ହାଡ଼ ଫୁଟି...

ଦାମ୍ପତ୍ୟ ଜୀବନରେ ଖୁସି ଚାହୁଁଥିଲେ

ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ସମସ୍ତଙ୍କର ଇଚ୍ଛା ଥାଏ। କିନ୍ତୁ ଏ ସୌଭାଗ୍ୟ ସମସ୍ତଙ୍କୁ ମିଳେନା। ତେବେ ବାସ୍ତୁଶାସ୍ତ୍ରରେ ଏମିତି କିଛି ନିୟମ ରହିଛି;...

ସ୍ବାସ୍ଥ୍ୟୋପକାରୀ ଲେମ୍ବୁପାଣି

ଲେମ୍ବୁପାଣି ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ, ତାହା କହିବା ବାହୁଲ୍ୟ। ସେ ସମ୍ପର୍କିତ କେତୋଟି ଟିପ୍ସ.. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ...

ନୂଆବର୍ଷରୁ…

ଆରମ୍ଭ ହୋଇଛି ପୁଣି ଏକ ନୂଆବର୍ଷ। ମନରେ କେତେ ଆଶା, ଆକାଂକ୍ଷା ଓ କିଛି ନୂଆ କରିବାର ସଂକଳ୍ପ ନେଇ ଏହାକୁ ସ୍ବାଗତ ଜଣାଇଛନ୍ତି ସଭିଏଁ।...

Advertisement
Archives

Model This Week