ଛାତିରୁ ଜାଣନ୍ତୁ ପୁରୁଷଙ୍କ ସ୍ବଭାବ

ପୁରୁଷଙ୍କ ଛାତି ସେମାନଙ୍କ ଶରୀରର ଆକାର ଅନୁଯାୟୀ ଭିନ୍ନ ଭିନ୍ନ ହୋଇଥାଏ। କାହାର ଛାତି ଚଉଡ଼ା ହୋଇଥିବା ବେଳେ ଆଉ କାହାର ଶକ୍ତିଶାଳୀ। ସେହିପରି କାହା ଛାତିରେ କେଶ ନ ଥିବା ବେଳେ ଆଉ କାହାର କେଶ ଭର୍ତ୍ତି ହୋଇ ରହିଥାଏ। ଶାସ୍ତ୍ରରେ ପୁରୁଷଙ୍କ ଛାତିର ଆକାର ଅନୁଯାୟୀ ସେମାନଙ୍କ ସ୍ବଭାବ ବିଷୟରେ ବର୍ଣ୍ଣନା କରାଯାଇଛି।

ସମାନ ଛାତି: ସମାନ ଛାତି ବିଶିଷ୍ଟ ପୁରୁଷମାନେ ବହୁତ ଧନୀ ହୋଇଥାନ୍ତି। ଏହି ପୁରୁଷମାନଙ୍କଠାରେ ମୌଳିକତା କମ୍‌ ଦେଖିବାକୁ ମିଳିଥାଏ। ଏମାନେ ପରିବାର ଅପେକ୍ଷା ସେମାନଙ୍କ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। ତେଣୁ ଅଧିକାଂଶ ସମୟରେ ଏମାନଙ୍କର ସ୍ତ୍ରୀଙ୍କ ସହ ପାଟିତୁଣ୍ଡ ହୋଇଥାଏ।

ଛାତିରେ କେଶ: ଛାତିରେ ଅଧିକ ଶେଷ ରହିବା ଶୁଭ ଲକ୍ଷଣ ଭାବେ ବିବେଚନା କରାଯାଏ। ଏମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏହି ପୁରୁଷଙ୍କୁ ଜୀବନର ସବୁ ପ୍ରକାରର ସୁଖ ଶାନ୍ତି ସୁବିଧାରେ ମିଳିଯାଏ। ଏମାନେ ବହୁତ ଦୟାଳୁ ଏବଂ ବିନା କାରଣରେ କାହାସହ ଝଗଡ଼ା କରି ନ ଥାନ୍ତି।

ଛାତିରେ କେଶ ନ ଥିବା ପୁରୁଷ: ଯେଉଁ ପୁରୁଷଙ୍କ ଛାତିରେ କେଶ ନାହିଁ ସେମାନେ ବିଶ୍ୱାସ ଯୋଗ୍ୟ ନୁହନ୍ତି। ଏମାନେ ବହୁତ ନିଷ୍ଠୁର। ଏମାନଙ୍କ ଆଚରଣ ବହୁତ ଖରାପ। ତେଣୁ ଲୋକମାନେ ଏମାନଙ୍କୁ କମ୍‌ ପସନ୍ଦ କରିଥାନ୍ତି। ଏହି ପୁରୁଷମାନେ ସାଧାରଣ ଜୀବନ ଅତିବାହିତ କରିଥାନ୍ତି। ଜୀବନରେ ବେଶି ଆଗକୁ ମଧ୍ୟ ଏମାନେ ଯାଇପାରନ୍ତି ନାହିଁ। ଏହି କାରଣରୁ ଛାତିରେ କେଶ ନ ଥିବାକୁ ଅଶୁଭ ସଙ୍କେତ ବୋଲି କୁହାଯାଏ।

ଚଉଡ଼ା ଛାତି ଥିବା ପୁରୁଷ:
ଚଉଡ଼ା ଛାତି ଥିବା ପୁରୁଷମାନେ ବହୁତ ସାହସୀ। ଏମାନେ ପରିଶ୍ରମୀ ମଧ୍ୟ। ଏମାନେ ପରିଶ୍ରମ ବଳରେ ଜୀବନରେ ସଫଳତା ପାଇଥାନ୍ତି। ଏମାନେ ବହୁତ ଜ୍ଞାନୀ ଏବଂ ବୁଦ୍ଧିମାନ ମଧ୍ୟ। ନିଜ ଜ୍ଞାନ ଏବଂ ବୁଦ୍ଧି ପ୍ରଯୋଗ କରି ଏମାନେ ଜୀବନରେ ସଫଳତା ପାଇ ପାରନ୍ତି। ଏମାନେ ଜୀବନରେ ସଂଘର୍ଷକୁ ନେଇ କେବେ ଭୟଭୀତ ହୋଇ ନ ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IRGC କ୍ଷେପଣାସ୍ତ୍ର ଆକ୍ରମଣର ପ୍ରତିଶୋଧ ନେଲା ଇସ୍ରାଏଲ, କେନ୍ଦ୍ରୀୟ ଇରାନରେ ସାମରିକ ସ୍ଥାନଗୁଡ଼ିକୁ କଲା ଭୟଙ୍କର ଆକ୍ରମଣ

ଜେରୁଜେଲମ,୮।୬: ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବାର ସମସ୍ତ ପ୍ରୟାସ ବିଫଳ ହୋଇଛି, ଏବଂ ଉଭୟ ପକ୍ଷରୁ ପୁଣି ଥରେ ତୀବ୍ର, ଦ୍ରୁତ ଆକ୍ରମଣ ଆରମ୍ଭ ହୋଇଛି। ଇସ୍ରାଏଲ…

ପୁରୁଣା ଓ୍ବାରେଣ୍ଟିଙ୍କୁ ଧରିବାକୁ ଯାଇ ମଦଭାଟି ଠାବକଲା ପୋଲିସ

ରାଇକିଆ,୮ା୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳରେ ଘଟିଥିବା ବିଭିନ୍ନ ମାମଲାରେ ସଂପୃକ୍ତ ଥିବା ୧୮ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଥାନା ଅଧିକାରୀ ଏ.ସ୍ବର୍ଣ୍ଣଲତା…

ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ ଆସିବେ ଛାତ୍ରୀଛାତ୍ର, ସପ୍ତମ ଶ୍ରେଣୀ ପାଇଁ ସପ୍ତାହକୁ…

ଭୁବନେଶ୍ୱର,୮ା୬: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ ଆସିବେ ଛାତ୍ରୀଛାତ୍ର। ଜାତୀୟ ଶିକ୍ଷା ନୀତି-୨୦୨୦କୁ ସ୍କୁଲରେ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି। ଏନଇପି-୨୦୨୦ ଅନୁଯାୟୀ, ପାଠ୍ୟକ୍ରମ…

ବଜ୍ରପାତ ନେଉଛି ଜଣଙ୍କ ପରେ ଜଣଙ୍କ ଜୀବନ, ୧୦ ବର୍ଷରେ ଗଲାଣି…

ମହାକାଳପଡ଼ା, ୮ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନରେ ବିଗୁଡୁଛି ପରିବେଶ। ବିଶ୍ୱରେ ତାପମାତ୍ରା ବୃଦ୍ଧି ଯୋଗୁ ଏହାର ପ୍ରଭାବରେ ଗ୍ରୀନ୍‌ଲାଣ୍ଡରୁ ପୂର୍ବାପେକ୍ଷା ଅଧିକ ମାତ୍ରାରେ ବରଫ…

କଂଗ୍ରେସକୁ ବଡ଼ ଉପହାର ଦେଲେ ବିଜୟ, ହେଲେ DMK…

ନୂଆଦିଲ୍ଲୀ,୮।୬: TVK ତାମିଲନାଡୁରେ ଏହାର ପ୍ରଥମ ରାଜ୍ୟ ସଭା ଆସନ କଂଗ୍ରେସକୁ ଦେବାକୁ ନିଷ୍ପତ୍ତି ନେଇଛି। ଥାଲାପତି ବିଜୟଙ୍କ କଂଗ୍ରେସକୁ ଆସନ ଦେବାର ନିଷ୍ପତ୍ତି ପରେ, DMK…

ମିଶାଇଲ ଆକ୍ରମଣକୁ ନେଇ ନାଲି ହୋଇଗଲେ ଟ୍ରମ୍ପ, ଫୋନ କରି ନେତାନ୍ୟାହୁଙ୍କୁ ଦେଲେ କଡ଼ା ଚେତାବନୀ

ଓ୍ବାଶିଂଟନ,୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବେ ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧକୁ ନେଇ ମତଭେଦରେ ଅଛନ୍ତି। ଟ୍ରମ୍ପ ସ୍ପଷ୍ଟ…

ଏମରଜେନ୍ସି ଲ୍ୟାଣ୍ଡିଂ ସମୟରେ ଜଳିଗଲା ବିମାନ, ସାମ୍ନାକୁ ଆସିଲା ଲୋମ ଟାଙ୍କୁରା ଭିଡ଼ିଓ

କିନସାସା,୮।୬: ଡୋମିନିକାନ ଗଣରାଜ୍ୟର ଏକ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବିମାନରେ ଥିବା ଉଭୟ…

TVK ଏଣ୍ଟ୍ରି, DMK-AAP ଆଉଟ, ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗଦେବେ ରାହୁଲ, ମମତା, ଅଖିଳେଶ

ନୂଆଦିଲ୍ଲୀ,୮।୬: ପଶ୍ଚିମବଙ୍ଗରେ ଟିଏମସି ଏବଂ ତାମିଲନାଡୁରେ ଡିଏମକେର ପରାଜୟ ପରେ ପରିବର୍ତ୍ତନଶୀଳ ରାଜନୈତିକ ସମୀକରଣ ମଧ୍ୟରେ ସୋମବାର ଇଣ୍ଡିଆ ମେଣ୍ଟର ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri