ୟୁଟ୍ୟୁବ୍‌ରେ ହିଟ୍‌ ‘ଓ୍ବାଲର୍‌ଡ ଫେମସ୍‌ ଲଭର’

ମୁମ୍ବାଇ, ୯ା୨: ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଥିବା ସାଉଥ ଫିଲ୍ମ ‘ଓ୍ବାଲର୍‌ଡ ଫେମସ୍‌ ଲଭର’ ୟୁଟ୍ୟୁବ୍‌ରେ ହିଟ୍‌ ହୋଇଛି। ସପ୍ତାହକ ପୂର୍ବରୁ ହିନ୍ଦୀ ଭାଷାରେ ଏହି ଚଳଚ୍ଚିତ୍ର ୟୁଟ୍ୟୁବ୍‌ରେ ରିଲିଜ ହେବାରେ ଏହାକୁ ସାଢ଼େ ୬ କୋଟିରୁ ଅଧିକ ଲୋକେ ଦେଖିସାରିଲେଣି। ସାଉଥର ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଦେବେରକୋଣ୍ଡାଙ୍କ ଏହି ଫିଲ୍ମ ଗତ ବର୍ଷ ରିଲିଜ ହୋଇଥିଲା। କିନ୍ତୁ କ୍ରାନ୍ତି ମାଧବଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ଫ୍ଲପ ହେବା ସହ ଦର୍ଶକଙ୍କ ସମାଲୋଚନାର ଶିକାର ହୋଇଥିଲା। କିନ୍ତୁ ଏବେ ଏହାର ହିନ୍ଦୀ ଭର୍ସନୁ ଭଲ ପ୍ରତିକ୍ରିୟା ମିଳିବା ସହ ୟୁଟ୍ୟୁବରେ ଦର୍ଶକଙ୍କ ସଂଖ୍ୟା ବଢ଼ିଛି। ଅନ୍ୟପକ୍ଷରେ ବିଜୟଙ୍କୁ ଖୁବଶୀଘ୍ର ବଲିଉଡ୍‌ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ବୋଲି ଜଣାପଡିଛି। କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେବାକୁ ଥିବା ଫିଲ୍ମ ‘ଲିଗର’ର ହିନ୍ଦୀ ଭର୍ସନରେ ବିଜୟ ବଲିଉଡ୍‌ ଅଭିନେତା ଅନନ୍ୟା ପାଣ୍ଡେଙ୍କ ସହ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି ଏହି ଷ୍ଟାରକିଡ୍‌ଙ୍କ ଫଟୋ: ହୃଦୟ ଜିତୁଛି ଭଉଣୀଭାଇଙ୍କ ଯୋଡ଼ି

ବମ୍ବେ: ବଲିଉଡ୍‌ର ହିଟ୍‌ ଷ୍ଟାରକିଡ୍‌ଙ୍କ ମଧ୍ୟରୁ ସୈଫ ଲଳନା ସାରା ଅଲ୍ଲୀ ଖାନ ଏବଂ ପୁଅ ଇବ୍ରାହିମ ଅନ୍ୟତମ। ସୋସିଆଲ ମିଡିଆରେ ଉଭୟଙ୍କ ଫଲୋଅର୍ସ ମଧ୍ୟ...

ଶେଷରେ ଅନନ୍ୟା

ଯାହାହେଉ ଶେଷରେ କରନ୍‌ ଟେନସନରୁ ମୁକ୍ତ ହେଲେ। କଥା କ’ଣ କି ତାଙ୍କର ଆଗାମୀ ଫିଲ୍ମ ‘ଫାଇଟର’ର ନାୟିକା କିଏ ହେବ ସେ ନେଇ ଅଡୁଆରେ...

ବିବାହ କରିବାକୁ ଯାଉଛନ୍ତି ଆଦିତ୍ୟ ରୟ କପୁର

ବଲିଉଡର ଆଉ ଜଣେ ଅଭିନେତା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଆଶିକ୍‌-୨ ଫେମ୍‌ ଆଦିତ୍ୟ ରୟ କପୁର ଗର୍ଲଫ୍ରେଣ୍ଡ୍‌ ଦିଭା ଧାଓ୍ବନଙ୍କ ବିବାହ କରିବାକୁ...

ସୋନୁ ସୁଦଙ୍କୁ ‘ଗୁଡ ବୟ’ କହିଲେ କୁନି ଝିଅ

ବଲିଉଡ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି। ତାଙ୍କ ପ୍ରଶଂସକଙ୍କମାନେ ସୋନୁଙ୍କୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି।...

ଦର୍ଶକଙ୍କୁ ପସନ୍ଦ ଆସିଲା ଅକ୍ଷୟ-ଇମ୍ରାନଙ୍କ ଫିଲ୍ମର ଟ୍ରେଲର

ମୁମ୍ବାଇ: ଅକ୍ଷୟ କୁମାର ଓ ଇମ୍ରାନ ହାସମୀଙ୍କ ଷ୍ଟାରର ମୁଭି ‘ସେଲ୍ଫି’ର ଧମାକାଦାର ଟ୍ରେଲର ଶେଷରେ ରିଲିଜ୍ ହୋଇଛି । ଟ୍ରେଲରକୁ ଦର୍ଶକଙ୍କ ଜବରଦସ୍ତ ରେସନ୍ସ...

ସ୍ବର୍ଗଠାରୁ କମ୍‌ ନୁହେଁ ବିଗ୍‌ ବି’ଙ୍କ ବଙ୍ଗଳା ‘ଜଲ୍‌ସା’

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ୫୦ ବର୍ଷ ଧରି ହିନ୍ଦୀ ଫିଲ୍ମ ଜଗତରେ ଅଛନ୍ତି। ତାଙ୍କୁ ଶତାବ୍ଦୀର ମହାନାୟକ ମଧ୍ୟ କୁହାଯାଏ। ପ୍ରଥମ ଫିଲ୍ମ...

ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ଅନୁଷ୍କା, ୟୁଜର୍ସ କହିଲେ ଏମିତି…

ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଲ୍ମ ‘ଜିରୋ’ ଫ୍ଲପ୍‌ ହେବା ପରେ ଆଜିପର୍ଯ୍ୟନ୍ତ କୌଣସି ଫିଲ୍ମରେ ସାଇନ୍‌ କରିନାହାନ୍ତି। ହାତରେ ଫିଲ୍ମ ନ ଥିଲେ କ’ଣ ହେଲା...

ବିବାହ ପରେ ଫିଲ୍ମ ଛାଡ଼ିବେ କାଟ୍ରିନା!

ମୁମ୍ବାଇ: ବଲିଉଡ୍‌ର ବାର୍ବି ଡଲ୍‌ କୁହାଯାଉଥିବା କାଟ୍ରିନା କୈଫ୍‌-ଭିକି କୌଶଲଙ୍କ ବିବାହକୁ ନେଇ ଆଜିକାଲି ଜୋର୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି, ଡିସେମ୍ବର ୯ରେ ଏହି ଯୋଡ଼ି...

Advertisement
Archives

Model This Week