ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଫଟୋଗ୍ରାଫର୍‌ କହିଲେ ଆଜି ପ୍ରପୋଜ ଡେ’, ଜବାବରେ ମିଳିଲା ଏମିତି ଉତ୍ତର

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ପ୍ରାୟତଃ ପ୍ରଶଂସକଙ୍କ ସହ ତାଙ୍କର ଫଟୋ ଏବଂ ଭିଡିଓ ଶେୟାର କରୁଥିବା ଦେଖାଯାଏ। ସମ୍ପ୍ରତି ସାରା ଅଲି ଖାନଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସାରା ଅଲି ଖାନ ଫଟୋଗ୍ରାଫରଙ୍କ ସହ ନଜର ଆସିଛନ୍ତି। ଫଟୋଗ୍ରାଫରମାନେ ସାରା ଅଲି ଖାନଙ୍କୁ ଏକ ଗ୍ଲାସ କଫି ଧରି ଘେରି ରହିଛନ୍ତି। ଯାହା ପରେ ଫଟୋଗ୍ରାଫର୍‌ ତାଙ୍କୁ କହିଛନ୍ତି ଯେ ଆଜି ହେଉଛି ପ୍ରପୋଜ ଡେ’। ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ ସାରା କହିଛନ୍ତି ଆଜି ପ୍ରପୋଜ୍‌ ଡେ? ସେ ଫଟୋଗ୍ରାଫର୍‌ଙ୍କୁ ଧନ୍ୟବାଦ କହି ନିଜ ଗାଡିରେ ବସି ପଳାଇଥିଲେ।
ସାରା ଅଲି ଖାନଙ୍କ ଅଭିନୀତ ଫିଲ୍ମ କୁଲି ନମ୍ବର ୱାନ ନିକଟରେ ମୁକ୍ତିଲାଭ କରିଛି। ଏହି ଫିଲ୍ମରେ ସାରା ଅଲି ଖାନ ବରୁଣ ଧାୱନଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହି ଯୋଡିକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି। ଏହା ବ୍ୟତୀତ ସାରା ଅଲି ଖାନ ଖୁବଶୀଘ୍ର ଅତରଙ୍ଗୀ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ସାରା ଅକ୍ଷୟ କୁମାର ଏବଂ ଧନୁଷଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁନମ୍‌ଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ ପୂର୍ବସ୍ବାମୀ

ବମ୍ବେ: ପୂର୍ବ ସ୍ବାମୀଙ୍କ ବିରୋଧରେ ବିଷ ଓଗାଳିଲେ ମଡେଲ ତଥା ଅଭିନେତ୍ରୀ ପୁନମ୍‌ ପାଣ୍ଡେ। ଏକତା କପୁରଙ୍କ ଦ୍ୱାରା ନିର୍ମିତ ରିଆଲିଟି ଶୋ’ ‘ଲକ୍‌ ଅପ୍‌’ରେ...

ରଣବୀରଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କୁ ଚୋରାଇ ନେଇଥିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆଦିତ୍ୟ ରାୟ କପୁର ଆଜି ତାଙ୍କର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି। ଆଦିତ୍ୟ ୧୬ ନଭେମ୍ବର ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ।...

ବ୍ରେକ୍‌ଅପ୍‌ ପରେ ପ୍ରସିଦ୍ଧ ହୋଇଥିଲେ ଏହି ଅଭିନେତା

ମୁମ୍ବାଇ: ଅଭିନେତା ହିମାଂଶ କୋହଲିଙ୍କ ଆଜି ହେଉଛି ୩୨ ତମ ଜନ୍ମଦିନ। ୧୯୮୯ ମସିହା ନଭେମ୍ବର ୩ରେ ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଆଜିର ଏହି...

ଘରକୁ ଆସି କାନ୍ଦୁଥିଲେ ଅମିର ଖାଁ, ଜାଣନ୍ତୁ କାହିଁକି

ବଲିଉଡର ପରଫେକ୍ସନିଷ୍ଟ ଅମିର ଖାଁ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଦର୍ଶକ ମଧ୍ୟ ଅମିରଙ୍କ ଫିଲ୍ମକୁ ଦେଖିବା ପାଇଁ ଉତ୍ସୁକତାର...

ପୁଣି ଭୋଭୋ ହୋଇ କାନ୍ଦିଲେ ଏହି ଅଭିନେତ୍ରୀ

ବିଗ ବସ୍‌ ସିଜନ୍‌ -୧୪ ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି। ଫାଇନାଲ ଯେତିକି ପାଖେଇ ଆସୁଛି, ପ୍ରତିଯୋଗୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି। ପ୍ରତିଯୋଗୀମାନେ...

୧୨ ଦିନ ଧରି ଗାଧୋଇ ନ ଥିଲେ ଏହି ଅଭିନେତା, କାରଣ…

ମୁମ୍ବାଇ: ଫରଫେକ୍ଟନିଷ୍ଟ ଅଭିନେତା ଅମିର ଖାନ ଏପରି ଜଣେ କଳାକାର, ଯିଏ କି ତାଙ୍କର ପ୍ରତ୍ୟେକ ଭୂମିକା ପାଇଁ କଠିନ ପରିଶ୍ରମ କରନ୍ତି। ଯେ କୌଣସି...

ମହଙ୍ଗା ବିବାହ: ଏହି ସେଲିବ୍ରେଟି କପଲଙ୍କ ଖର୍ଚ୍ଚ ଜାଣିଲେ…

ଚଳଚ୍ଚିତ୍ର, ଟିଭି ଅଭିନେତାଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଆସିଛି। କାରଣ ଷ୍ଟାରମାନଙ୍କର ବିବାହ ସାଧାରଣତଃ ବିଳାସପୂର୍ଣ୍ଣ ଭାବେ ହୁଏ। ତେବେ ବଲିଉଡ ଷ୍ଟାରଙ୍କ ମହଙ୍ଗା ବିବାହ...

ଡରିଯାଇଥିଲେ କରିନା

ମୁମ୍ବାଇ: ବଲିଉଡ୍ ନାୟିକା କରିନା କପୁର ଖାଁ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ସେ ଖୁବଶୀଘ୍ର ଦ୍ୱିତୀୟଥର ଲାଗି ମା’ ହେବାକୁ ଯାଉଛନ୍ତି ।...

Advertisement
Archives

Model This Week