Home Left

ଦ୍ୱିତୀୟ ସୁପର୍‌ ଓଭର ଟାଇ ରହିଥିଲେ କେମିତି ସ୍ଥିର ହୋଇଥାନ୍ତା ମ୍ୟାଚ୍‌ର ଫଳାଫଳ

ଦୁବାଇ, ୧୯।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଟୁର୍ନାମେଣ୍ଟ ଇତିହାସରେ ସବୁଠାରୁ ରୋମାଞ୍ଚକ ମ୍ୟାଚ୍‌ ଦେଖିବାକୁ ମିଳିଥିଲା। ୨୦ ଓଭର ଖେଳ ପରେ ଦୁଇ ଦଳ ସ୍କୋର ୧୭୬-୧୭୬ରେ ସମାନ ରହି…

ଫିଲ୍ମ ଷ୍ଟାଇଲ୍‌ରେ ଉଡ଼ିଉଡ଼ି ଏମିତି କରୁଛି ସିମ୍ପାଜି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ଆଇପିଏଲ୍‌ ଇତିହାସରେ ପ୍ରଥମଥର ଲାଗି ଗୋଟିଏ ଦିନରେ ୩ ସୁପର୍‌ ଓଭର

ଦୁବାଇ, ୧୯।୧୦: ବିଶ୍ୱର ସବୁଠାରୁ ବ୍ୟୟବହୁଳ କ୍ରିକେଟ୍‌ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ ବର୍ଷର ଇତିହାସରେ ‘ସୁପର୍‌ ସନ୍‌ଡେ’ ପ୍ରଥମଥର ‘ଫନ୍‌ ଡେ’ ବା ମଜାର ଦିନ ବୋଲି ପ୍ରମାଣିତ ହୋଇଛି। ଆଇପିଏଲ୍‌ ଇତିହାସରେ ପ୍ରଥମଥର ଲାଗି ଗୋଟିଏ…

ଏହାକୁ ଶୋଇବା ଘରେ ରଖିଲେ ଜୀବନସାଥୀଙ୍କ ସହ ହେବନାହିଁ ଝଗଡ଼ା

ସୂର୍ଯ୍ୟଙ୍କୁ ପ୍ରତ୍ୟକ୍ଷ ଦେବତା ଭାବରେ ବିବେଚନା କରାଯାଏ। ବାସ୍ତୁର କେତେକ ନିୟମ ସୂର୍ଯ୍ୟ କିରଣ ଉପରେ ଆଧାରିତ। ଯଦି କୌଣସି ସ୍ଥାନ ଶକ୍ତିହୀନ, ତେବେ ଏହା ସୂର୍ଯ୍ୟଙ୍କ କିରଣ ଦ୍ୱାରା ଶକ୍ତିଶାଳୀ ହୋଇପାରିବ। ବାସ୍ତୁରେ କ୍ରିଷ୍ଟାଲ ବହୁତ ଗୁରୁତ୍ୱପୂର୍ଣ୍ଣ। ବାସ୍ତବ ଜୀବନରେ…

ଦିଲ୍ଲୀ ଦଳରେ ଅମିତ୍‌ ମିଶ୍ରାଙ୍କ ସ୍ଥାନ ନେଲେ ଏହି ଖେଳାଳି

ଦୁବାଇ, ୧୯।୧୦: ଦିଲ୍ଲୀ କ୍ୟାପିଟାଲ୍ସର ଅଭିଜ୍ଞ ଲେଗ୍‌-ସ୍ପିନର ଅମିତ୍‌ ମିଶ୍ରା ଆଘାତଜନିତ ସମସ୍ୟା ଲାଗି ଚଳିତ ଆଇପିଏଲ୍‌ ଅଧାରୁ ବାହାର ହୋଇଯାଇଛନ୍ତି। ଫଳରେ ଅମିତ୍‌ଙ୍କ ବଦଳ ଖେଳାଳି ଭାବରେ କର୍ନାଟକ ଲେଗ୍‌-ସ୍ପିନର ପ୍ରବୀଣ ଦୁବେଙ୍କୁ କ୍ୟାପିଟାଲ୍ସ ଦଳରେ ସାମିଲ କରାଯାଇଛି। ଦିଲ୍ଲୀ…

ଏହି ୩ ଅଭ୍ୟାସ ଦେଖାଏ ସଫଳତାର ରାସ୍ତା: ଜାଣନ୍ତୁ ଏମିତି କ’ଣ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ପଦୋନ୍ନତି, ବୈବାହିକ ଜୀବନ, ବନ୍ଧୁତା, ଶତ୍ରୁତା ଏବଂ ସମ୍ମାନ ସହିତ ଜଡିତ ସମସ୍ତ ବିଷୟ ଉପରେ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ଦ୍ୱାରା ବର୍ଣ୍ଣିତ ନୀତିକୁ ଗ୍ରହଣ କରି ଜଣେ ବ୍ୟକ୍ତି ଜୀବନରେ ସଫଳତା ହାସଲ କରିପାରିବ।…

ସକାରାତ୍ମକ ମାନସିକତା ପାଇଁ…

ତଟକା ଫଳମୂଳ ଆମ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। କାରଣ ଏଗୁଡିକରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଯଦି ଏହାକୁ ଜଣେ ବ୍ୟକ୍ତି ନିଜର ନିୟମିତ ଖାଦ୍ୟ ତାଲିକାରେ ସାମିଲ କରନ୍ତି, ତେବେ ତାଙ୍କର…

ନବରାତ୍ରିରେ ମା’ ଦୁର୍ଗାଙ୍କ କୃପା ପାଇଁ ପିନ୍ଧନ୍ତୁ ଏସବୁ ରଙ୍ଗର ପୋଷାକ, ମିଳିବ ଶୁଭଫଳ

ଶାରଦୀୟ ନବରାତ୍ରି ୧୭ ଅକ୍ଟୋବରରୁ ଆରମ୍ଭ ହୋଇଯାଇଛି। ଏହି ନଅ ଦିନରେ ମା’ ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ। ନବରାତ୍ରିରେ ରଙ୍ଗଗୁଡ଼ିକର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । କୁହାଯାଏ ଯେ, ଏହି ନଅ ଦିନର ନଅଟି ରଙ୍ଗ ମାତା…

ହୋଟେଲ କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଗିରଫ କଲା ପୋଲିସ

ଇସଲାମାବାଦ,୧୯।୧୦: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁ ସଫଦର ଏୱାନଙ୍କୁ ପୋଲିସ ଗିରଫ କରିଛି। ସେମାନେ ରହୁଥିବା ହୋଟେଲର କବାଟ ଭାଙ୍ଗି ପୋଲିସ ସଫଦରଙ୍କୁ ଗିରଫ କରିଥିବା ସରିଫଙ୍କ ଝିଅ ମରିୟମ କହିଛନ୍ତି। ସଫଦର ପିଏମଏଲ-ଏନର ଜଣେ ନେତା। ପ୍ରଧାନମନ୍ତ୍ରୀ…

ସ୍ବର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ ଅଫିସ,୧୯ା୧୦: ମହାମାରୀ କରୋନା ପାଇଁ ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଉପରେ ଲଗାଯାଇଥିବା କଟକଣା ହଟିଛି । ସୋମବାର ଜିଲାପାଳ ବଲୱନ୍ତ ସିଂ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଏଣିକି ସରକାରଙ୍କ କୋଭିଡ୍‌ ଗାଇଡ୍‌ ଲାଇନ ଅନୁପାଳନ କରି ଜିଲା…

ନାଁ ମନେ ନ ପଡିବାରୁ ଆଇଟମ୍‌ କହିଥିଲି: କମଳନାଥ

ଭୋପାଳ,୧୯।୧୦: ମଧ୍ୟପ୍ରଦେଶ ବିଧାନସଭାର ୨୮ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ କ୍ୟାବିନେଟ୍‌ ମନ୍ତ୍ରୀ ଇମର୍ତି ଦେବୀଙ୍କୁ ଆଇଟମ୍‌ କହିବାକୁ ନେଇ ରାଜନୀତି ତୀବ୍ର ହୋଇଛି। ଏହି ବିବୃତ୍ତି ବିରୋଧରେ…

ଦୁରାରୋଗ୍ୟରେ ପୀଡିତ ପିଲାଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ: ଡଚ୍‌ ସରକାର ଦେଲେ ଅନୁମତି

ନେଦରଲାଣ୍ଡରେ କିଛି ପିଲା ଏବେ ଏକ ଅଜଣା ରୋଗ ବା ଦୁରାରୋଗ୍ୟରେ ଆକ୍ରାନ୍ତ ହୋଇଛନ୍ତି। ଯାହାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଚିକିତ୍ସା ବାହାରିପାରି ନାହିଁ। ଉକ୍ତ ଶିଶୁଙ୍କ ପରିବାର ଲୋକେ ସେମାନଙ୍କ କଷ୍ଟ ସହିପାରୁ ନାହାନ୍ତି କି ଦେଖି ମଧ୍ୟ ପାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri