ଯୁବକଙ୍କୁ ଅଜ୍ଞାତରେ ନୁହେଁ, ଥାନାରେ କରାଯାଉଛି ଜେରା: ପୋଲିସ କମିଶନର
ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ନ୍ୟାଶନାଲ ଇନ୍ଭେଷ୍ଟିଗେସନ ଏଜେନ୍ସି ଟିମ୍ (NIA) ଭୁବନେଶ୍ୱରରୁ ଜଣଙ୍କୁ ଉଠାଇ ନେଇ ଖଣ୍ଡଗିରି ଥାନାରେ ପଚରାଉଚରା କରୁଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସେ କହିଛନ୍ତି, ଉକ୍ତ ଯୁବକଙ୍କୁ ଅଜ୍ଞାତରେ ନୁହେଁ; ଖଣ୍ଡଗିରି ଥାନାରେ…
କୋଲକାତାରେ ହେବ ରାବଣ ପୋଡ଼ି
କୋଲକାତା,୨୧ା୧୦: ଚଳିତବର୍ଷ କରୋନା ମହାମାରୀ ଯୋଗୁ ଦଶହରା ମହୋତ୍ସବ ଫିକା ପଡ଼ିବ। ମାତ୍ର ସମସ୍ତ ରୀତି ନୀତି ଅନୁଯାୟୀ ପୂଜା ପାଇବେ ମା’। ଏହି ପରିପ୍ରେକ୍ଷୀରେ ରାବଣ ପୋଡ଼ି କୋଲକାତାରେ ସିଧା ପ୍ରସାରଣ ହେବ ବୋଲି ଆୟୋଜକ କମିଟିର ସଦସ୍ୟ ସୂଚନା…
ମହାରାଷ୍ଟ୍ରରେ ଭାଜପାକୁ ଝଟ୍କା: ଅସନ୍ତୁଷ୍ଟ ଏକନାଥ ଖଡ଼ସେ ଦେଲେ ଇସ୍ତଫା
ମୁମ୍ବାଇ, ୨୧।୧୦: ମହାରାଷ୍ଟ୍ରରେ ଭାଜପାକୁ ବଡ଼ ଝଟ୍କା ଲାଗିଛି। ରାଜ୍ୟର ଦଳୀୟ ନେତୃତ୍ୱଉପରେ ଦୀର୍ଘଦିନ ଧରି ଅସନ୍ତୁଷ୍ଟ ଥିବା ବରିଷ୍ଠ ନେତା ଏକନାଥ ଖଡ଼ସେ ବୁଧବାର ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସେ ସନ୍ଧ୍ୟାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେବେ। ଦୁଇ…
ନବରାତ୍ରିରେ ମା’ଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ: ମନସ୍କାମନା ହେବ ପୂର୍ଣ୍ଣ
ଲବଙ୍ଗକୁ ଏକ ଚମତ୍କାର ମସଲା ସହ ପ୍ରଭାବଶାଳୀ ଶକ୍ତି ଭାବରେ ବିବେଚନା କରାଯାଏ। ନବରାତ୍ରିରେ ଦେବୀଙ୍କ ପୂଜାରେ ଲବଙ୍ଗ ବହୁଳ ବ୍ୟବହୃତ ହୁଏ। କୁହାଯାଏ ମନସ୍କାମନା ପୂରଣ ପାଇଁ ନବରାତ୍ରିରେ ଦୁର୍ଗାଙ୍କୁ ଲବଙ୍ଗ ଅର୍ପଣ କରାଯାଏ। ତେବେ ଜାଣନ୍ତୁ କିପରି ମନସ୍କାମନା…
୨୦ ଥର କରୋନା ଟେଷ୍ଟ କରିସାରିଲେଣି ଆଇପିଏଲ୍ର ଏହି ମାଲିକାଣୀ
ବର୍ତ୍ତମାନ ଆଇପିଏଲ୍ ମ୍ୟାଚ୍ ଚାଲିଛି। ମହାମାରୀ କରୋନା ସମୟରେ ଆଇପିଏଲ୍ ଖେଳାଯାଉଥିବାରୁ ଆୟୋଜକମାନେ ଏଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ଏ ନେଇ କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ମାଲିକାଣୀ ତଥା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏନେଇ ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥା…
୧୨୧ ଫୁଟର ବିଲେଇ, ଜାଣନ୍ତୁ କେଉଁଠି ଦେଖିବାକୁ ମିଳେ
ପିଲାଦିନେ ଆମେ ସମସ୍ତେ ରାତିରେ ତାରାମାନଙ୍କୁ ଦେଖୁଥିଲେ। ବେଳେବେଳେ ଏମାନଙ୍କୁ ଗଣୁ ମଧ୍ୟ ଥିଲେ। କେତେବେଳେ ଚଢ଼େଇ, ତ କେତେବେଳେ ମାଙ୍କଡ଼ । ଆଉ କେତେବେଳେ ଭିନ୍ନ ଭିନ୍ନ ଆକୃତିର ପଶୁପକ୍ଷୀ ଆକାଶରେ ଥିବା ପରି ଆମକୁ ଜଣାପଡ଼େ। କିନ୍ତୁ ଆମକୁ…
ଘରେ ସୁଖ, ଶାନ୍ତି ପାଇଁ ରଖିଛନ୍ତି କି କ୍ରିଷ୍ଟାଲ, ଜାଣନ୍ତୁ କେଉଁ ଦିଗ ପ୍ରତି ଦେବେ ଧ୍ୟାନ
ବାସ୍ତୁରେ କ୍ରିଷ୍ଟାଲ ବହୁତ ଗୁରୁତ୍ୱପୂର୍ଣ୍ଣ। ବାସ୍ତବ ଜୀବନରେ ଏହା ଅନେକ ଉନ୍ନତି କରିଥାଏ। ଏହି ସ୍ଫଟିକ ଉଜ୍ଜ୍ୱଳ ଏବଂ ବହୁତ ଆକର୍ଷଣୀୟ ଦେଖାଯାଏ। ଯଦି ତୁମେ ନିଜ ଅନୁଯାୟୀ ଘରେ ସ୍ଫଟିକ ରଖିଥାଅ ତେବେ ତୁମେ ଚାହୁଁଥିବା ଲାଭ ମିଳି ନ…
ବିବାହର ୪ ମାସ ପରେ ସ୍ବାମୀଙ୍କୁ ମାଡ ମାରି ଘରୁ ବାହାର କରିଦେଲେ ଏହି ଲୋକପ୍ରିୟ ଅଭିନେତ୍ରୀ
ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଭନିତା ବିଜୟକୁମାର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ତାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛିି। ବିବାହର ୪ ମାସ ପରେ ସେ ସ୍ବାମୀଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଥିବା ଜଣାପଡ଼ିଛି।…
ମାଛ ଧରିବାକୁ ନଦୀରେ ବନ୍ଶୀ କଣ୍ଟା ପକାଇଲେ ମତ୍ସ୍ୟଜୀବୀ, ଏଥିରେ ଲାଗିଲା ଏକ ବିରାଟକାୟ…
ଅଷ୍ଟ୍ରେଲିଆର ଜଣେ ମତ୍ସ୍ୟଜୀବୀ ମାଛ ଧରିବାକୁ ନଦୀରେ ବନ୍ଶୀକଣ୍ଟା ପକାଇଥିଲେ। ମାତ୍ର ମାଛ ବଦଳରେ ଏଥିରେ ଏକ ବଡ଼ କୁମ୍ଭୀର ଲାଗିଗଲା। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କ୍ୟାଥରିନ୍ ସହର ନିକଟସ୍ଥ ଟ୍ରେଣ୍ଟ୍ ଡେ ଏକ ଲୋକପ୍ରିୟ…
ବିହାର ବିଧାନସଭା ନିର୍ବାଚନ: ଘୋଷଣା ପତ୍ର ଜାରି କଲା କଂଗ୍ରେସ, ଚାଷୀଙ୍କୁ ଋଣଛାଡ ପ୍ରତିଶ୍ରୁତି
ପାଟନା, ୨୧।୧୦: ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଛି। ଚାଷୀଙ୍କ ଋଣ ଛାଡ, ବିଦ୍ୟୁତ୍ ବିଲ୍କୁ ଅଧା କରିବା ସହିତ ବାଳିକାଙ୍କୁ ନ୍ୟାୟ ଦେବାର ପ୍ରତିଶ୍ରୁତି ଘୋଷଣା ପତ୍ରରେ ରହିଛି। ସେହିପରି ବେକାରଙ୍କୁ…
ନିଆରା ଢଙ୍ଗରେ ବିବାହ ଫଟୋଶୁଟ୍ କଲେ ମହିଳା କ୍ରିକେଟର୍
ଢାକା,୨୧।୧୦: ନିକଟରେ ବାଂଲାଦେଶର ଅନ୍ତର୍ଜାତୀୟ କ୍ରିକେଟର ସଞ୍ଜିଦା ଇସଲାମ ବିବାହ କରିଛନ୍ତି। ସଞ୍ଜୀଡା ରଙ୍ଗପୁରର ପ୍ରଥମ ଶ୍ରେଣୀ କ୍ରିକେଟର ମିମ ମୋସାଦକଙ୍କୁ ବିବାହ କରିଛନ୍ତି। ସଞ୍ଜିଦା ତାଙ୍କର ଅନନ୍ୟ ବିବାହ ଫଟୋସୁଟ ଯୋଗୁ ଏବେ ଚର୍ଚ୍ଚାରେ ଅଛନ୍ତି। ସଞ୍ଜିଦା ଏବଂ ମିମ…
କିଏ କଙ୍କଡା ତ, କିଏ ଆଚାର..ଜାଣନ୍ତୁ କ’ଣ ଖାଇବାକୁ ଭଲ ପସନ୍ଦ କରନ୍ତି ଭାରତୀୟ କ୍ରିକେଟର୍
ଭାରତରେ କ୍ରିକେଟ ଖେଳାଳିଙ୍କ ଚାହିଦା ଆକାଶଛୁଆଁ। ଖେଳାଳିଙ୍କ ପ୍ରେମ ସମ୍ପର୍କ ହେଉ କି ଫ୍ୟାଶନ୍ ଷ୍ଟାଇଲ୍ ସବୁବେଳେ ଚର୍ଚ୍ଚାରେ ଥାଏ। ପଡିଆରେ କଠିନ ପରିଶ୍ରମ କରି ଭାରତକୁ ବିଜୟୀ କରୁଥିବା ଖେଳାଳିମାନେ କ’ଣ ଖାଇବାକୁ ଭଲ ପାଆନ୍ତି ଆସନ୍ତୁ ଜାଣିବା.. ମହେନ୍ଦ୍ର…
Archives


