ସ୍କୁଲ ଖୋଲିବା ପରେ ୨୭ ଛାତ୍ର କରୋନା ପଜିଟିଭ
କୁର୍ନୁଲ, ୨୧।୧୦: ଆନ୍ଧ୍ର ପ୍ରଦେଶ କୁର୍ନୁଲ ଜିଲାର ୪ଟି ଘରୋଇ ବିଦ୍ୟାଳୟର ୨୭ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ସ୍ବାସ୍ଥ୍ୟ ଅଧିକାରୀମାନେ ଶ୍ରୀସାଇଲାମ ମଣ୍ଡଳରେ ୧୬୯ ଛାତ୍ରୀଛାତ୍ରଙ୍କ କରୋନା ଟେଷ୍ଟ କରାଇଥିଲେ।…
କୋହଲିଙ୍କ ସାମ୍ନାରେ ମାତ୍ର ୮୫ ରନ୍ ଲକ୍ଷ୍ୟ ରଖିଲା କୋଲକାତା
ଆବୁଧାବି, ୨୧।୧୦: ଆଇପିଏଲ୍ ୧୩ତମ ସିଜନର ୩୯ତମ ମ୍ୟାଚ୍ରେ ବୁଧବାର ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ମୁକାବିଲା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସହ ହୋଇଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍…
ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିବା ପରେ ଶ୍ୱଶୁରକୁ ହତ୍ୟା କଲା ସାନ ବୋହୂ
ବାଗପତ୍, ୨୧।୧୦: ଉତ୍ତର ପ୍ରଦେଶ ବାଗପତ୍ ଜିଲାରେ ଅକ୍ଟୋବର ୯ରେ ଘଟିଥିବା ଜଣେ ବୃଦ୍ଧଙ୍କ ହତ୍ୟା ମାମଲାରେ ପୋଲିସ ଚଳିତ କଲା ଭଳି ଖୁଲାସା କରିଛି। ପୋଲିସର ସୂଚନା ଅନୁଯାୟୀ, ବୃଦ୍ଧଙ୍କ ହତ୍ୟା ଆଉ କେହି ନୁହେଁ ବରଂ ତାଙ୍କ ସାନ…
୧୩ ଦିନ ଜେଲ୍ ଦଣ୍ଡ; ୧୫୦୦ ଟଙ୍କା ଜରିମାନା
ଲକ୍ଷ୍ନୌ, ୨୧।୧୦: ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଯୁବକଙ୍କୁ କୋର୍ଟ ୧୩ ଦିନ ଜେଲ୍ ଦଣ୍ଡ ଦେଇଛନ୍ତି। ଏହି ଘଟଣାଟି ଉତ୍ତର ପ୍ରଦେଶ ମୁଜାଫରନଗର ଜିଲାର ବୁଦ୍ଧାନା ସହରରୁ ସାମ୍ନାକୁ ଆସିଛି। ନାଫିସ ନାମକ ଜଣେ ଯୁବକ ୨୬ ଅଗଷ୍ଟ…
ଜୟପୁରର ଅଟୋମୋବାଇଲ କମ୍ପାନୀର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ
ଜୟପୁର, ୨୧।୧୦- ରାଜସ୍ଥାନର ରାଜଧାନୀ ଜୟପୁରର ଅମ୍ବରର କୁକସରେ ଅବସ୍ଥିତ ଏକ ଅଟୋମୋବାଇଲ କମ୍ପାନୀରେ ଭୟାଭହ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ୨୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଖବରଲେଖା ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ ସୂଚନା…
ଆଇପିଏଲ୍ରେ ଫ୍ଲପ୍ ହୋଇଥିବା ୫ କୋଟିପତି ଖେଳାଳି
ନୂଆଦିଲ୍ଲୀ, ୨୧।୧୦: ୟୁଏଇରେ ଚାଲିଥିବା ଆଇପିଏଲ୍ ତ୍ରୟୋଦଶ ସଂସ୍କରଣର ଅଧାରୁ ଅଧିକ ମ୍ୟାଚ୍ ଖେଳାଯାଇ ସାରିଛି। ଚଳିତ ଥର ଅନେକ କୋଟିପତି ଖେଳାଳି ସେମାନଙ୍କ ପ୍ରଦର୍ଶନରେ ନିଜ ଟିମ୍କୁ ବହୁତ ନିରାଶ କରିଛନ୍ତି। ଏହି ଖେଳାଳିମାନଙ୍କ ମଧ୍ୟରେ କୋଲକାତା ନାଇଟ୍ ରାଇଡର୍ସର…
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ କେକେଆର୍; କୋହଲିଙ୍କ ଉପରେ ରହିବ ନଜର
ଆବୁଧାବି, ୨୧।୧୦: ଆଇପିଏଲ୍ ୧୩ତମ ସିଜନର ୩୯ତମ ମ୍ୟାଚ୍ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ମୁକାବିଲା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସହ ହୋଇଛି। ଏହି ମ୍ୟାଚରେ ଟସ୍ ଜିତି କେକେଆର୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
୧୬ ବାଘ ଦାନ୍ତ ସହ ୪ ଗିରଫ
ଦିସପୁର, ୨୧।୧୦: ଆସାମର କର୍ବି ଆଙ୍ଗ୍ଲୋଙ୍ଗ ଜିଲାରୁ ପୋଲିସ ବୁଧବାର ୧୬ଟି ବାଘ ଦାନ୍ତ ଜବତ କରିଛି। ବାଘ ଦାନ୍ତ ଚୋରା ଚାଲାଣ ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗୁପ୍ତ ସୂଚନାକୁ ଆଧାର କରି ମଞ୍ଜା ପୋଲିସ ପକ୍ଷରୁ…
ଶାହରୁଖ, ପ୍ରୀତି ଜିଣ୍ଟାଙ୍କ ପରେ କ୍ରିକେଟ୍ ଟିମ୍ କିଣିଲେ ସଲ୍ମାନ
ନୂଆଦିଲ୍ଲୀ, ୨୧।୧୦: ବଲିଉଡ୍ ଓ କ୍ରିକେଟ୍ ମଧ୍ୟରେ ସମ୍ପର୍କ ଏବେ ମଧ୍ୟ ଅତୁଟ ରହିଛି। ବିବାହ ବିଷୟ ହେଉ କିମ୍ବା କ୍ରିକେଟ୍ ଲିଗ୍ରେ ଏକ ଟିମ୍ କିଣିବା କଥା, ବଲିଉଡ୍ ଷ୍ଟାର୍ମାନେ କ୍ରିକେଟ୍ ପଡ଼ିଆକୁ ବହୁତ ଭଲ ପାଆନ୍ତି। ପୂର୍ବରୁ ବଲିଉଡ୍…
୧.୫ କୋଟି ଦାନ କରିବେ ସୁପରଷ୍ଟାର ପ୍ରଭାସ
ହାଇଦ୍ରାବାଦ,୨୧।୧୦-ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି ଦେଖାଯାଇଛି । ଫଳରେ ବର୍ତ୍ତମାନ ସୁଦ୍ଧା ସେଠାରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ବନ୍ୟା ଯୋଗୁ ପ୍ରମୁଖ ହ୍ରଦର ବନ୍ଧ ଭାଙ୍ଗିଯାଇଛି। ଏଥିଯୋଗୁ ହାଇଦ୍ରାବାଦର ଅନେକ ଜାଗାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପୋଲିସ,…
ଛକା, ଚୌକାରେ ସ୍ବତନ୍ତ୍ର କୀର୍ତ୍ତିମାନ ସ୍ଥାପନ କରିବେ କୋହଲି
ଆବୁଧାବି, ୨୧।୧୦: ଚଳିତ ଆଇପିଏଲ୍ର ୩୯ତମ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ପରସ୍ପର ସାମ୍ନା ସାମ୍ନି ହେବେ। ସ୍ଥାନୀୟ ଶେଖ୍ ଜାୟେଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଅବସରରେ ଆର୍ସିବି ଅଧିନାୟକ…
ଲଘୁଚାପ ପ୍ରଭାବ: ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି। ବୁଧବାର ଓ ଗୁରୁବାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବର୍ଷା ହେବ। ତେବେ ଗୁରୁବାର…
Archives


