Home Left

ଘରେ ପୁରୁଣା ୨୫ ପଇସା ରଖିଛନ୍ତି କି, ହେବେ ମାଲାମାଲ୍‌

ପୁରୁଣା ମୁଦ୍ରା ବିକ୍ରି କରି ଲକ୍ଷପତି ହେବାର ଏକ ଭଲ ସୁଯୋଗ ଅଛି। ଏହି ମୁଦ୍ରାଗୁଡ଼ିକ ଦେଇ ସହଜରେ ଲକ୍ଷପତି ହୋଇପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ କିଛି କରିବା ଆବଶ୍ୟକ ନାହିଁ। କେବଳ ଯଦି ପାଖରେ ୨୫ ପଇସା…

ଟ୍ରାଫିକ ହାବିଲଦାର ଲଳିତ ସମ୍ମାନିତ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): କଟକରେ କାର୍ଯ୍ୟରତ ଟ୍ରାଫିକ ହାବିଲଦାର ଲଳିତ ମୋହନ ରାଉତଙ୍କୁ ମଙ୍ଗଳବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସମ୍ମାନିତ କରିଛନ୍ତି। ୧ହଜାର ଟଙ୍କା ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି। ଗତ ୧୭ତାରିଖ ଅପରାହ୍ନରେ ଲଳିତ କଟକ ଶିଖରପୁର ଟ୍ରାଫିକ ଛକରେ ଡ୍ୟୁଟି…

ସୁବ୍ରତଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୧୮ ଲାଗି ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ପାଇଁ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟଙ୍କୁ ସମ୍ମାନଜନକ ‘ବିଜୁ ପଟ୍ଟନାୟକ ପୁରସ୍କାର’ ଦିଆଯାଇଛି। ଏ ବାବଦରେ ତାଙ୍କୁ ୨ ଲକ୍ଷ ଟଙ୍କାର…

ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣା: ଘଟଣାସ୍ଥଳ ଯାଞ୍ଚ କଲେ ୪ଜଣିଆ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ରାଜଭବନ ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣାର କାରଣ ଏବେ ବି ରହସ୍ୟ ହୋଇରହିଛି। କେଉଁ କାରଣ ପାଇଁ ଏଭଳି ବଡ଼ ବିସ୍ଫୋରଣ ହେଲା ସେନେଇ କେହି ବି ମୁହଁ ଖୋଲୁ ନାହାନ୍ତି। କମିଶନରେଟ ପୋଲିସ, ପେସୋ(ପେଟ୍ରୋଲିୟମ୍‌ ଆଣ୍ଡ୍‌ ଏକ୍ସପ୍ଲୋସିଭ୍‌ ସେଫ୍ଟି…

କୃଷି ଆଇନ ବିରୋଧରେ ପଞ୍ଜାବରେ ବିଲ୍‌ ପାସ୍‌

ଚଣ୍ଡିଗଡ଼, ୨୧ା୧୦: କେନ୍ଦ୍ରର କୃଷି ଆଇନକୁ ବିରୋଧକରି ପଞ୍ଜାବ ବିଧାନସଭାରେ ସର୍ବସମ୍ମତିକ୍ରମେ ୪ଟି ବିଲ୍‌ ପାସ୍‌ ହୋଇଛି। ଗୃହରେ ଏନେଇ ପ୍ରାୟ ୫ ଘଣ୍ଟାକାଳ ଆଲୋଚନା କରାଯାଇଥିଲା। ଏଥିରେ ଭାଜପା ବିଧାୟକମାନେ ଅଂଶଗ୍ରହଣ କରି ନ ଥିଲେ। କଂଗ୍ରେସ ସରକାରଙ୍କ ଦ୍ୱାରା…

୩୧% ପ୍ରାର୍ଥୀଙ୍କ ନଁ।ରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୨୧ା୧୦: ବିହାର ବିଧାନସଭା ନିର୍ବାଚନ ଲାଗି ୨୮ରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ପ୍ରାର୍ଥୀ ହୋଇଥିବା ୧,୦୬୪ ଜଣଙ୍କ ମଧ୍ୟରୁ ୩୧% (୩୨୮)ଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର୍‌) ରିପୋର୍ଟରେ…

ନିର୍ଣ୍ଣାୟକ ହେବେ ଭାରତୀୟ ବଂଶୋଦ୍ଭବ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧ା୧୦: ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ୯ ଝୁଲା ରାଜ୍ୟ ଉପରେ ନିର୍ଭର କରେ। ତେଣୁ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ଓ ଡେମୋକ୍ରାଟ ଜୋ ବିଡେନଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣରେ ରାଜ୍ୟଗୁଡ଼ିକରେ ବସବାସ କରୁଥିବା ୧.୪ ନିୟୁତ ଭାରତୀୟ ବଂଶୋଦ୍ଭବଙ୍କ…

କରୋନାକୁ ହରାଇଲେ ୯୦ ବର୍ଷୀୟ କ୍ୟାନ୍‌ସର ପୀଡ଼ିତ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ)- କରୋନାକୁ ହରାଇଛନ୍ତି ୯୦ ବର୍ଷୀୟ ମୁରଲୀଧର ଶତପଥୀ। ସେ ଗଳା କର୍କଟ ରୋଗରେ ପୀଡ଼ିତ ଥାଇ ମଧ୍ୟ କୋଭିଡ୍‌କୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି। ଗତ ୧୦ତାରିଖରେ ସେ କରୋନାରେ ସଂକ୍ରମିତ ହେବାପରେ ତାଙ୍କୁ କ୍ୟାନ୍‌ସର ହସ୍ପିଟାଲ୍‌ରୁ ଭୁବନେଶ୍ୱରସ୍ଥିତ ଏକ…

ବିଦ୍ୟୁତ୍‌ ଦର ବୃଦ୍ଧିରେ ଯୁବକଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ଚାଲିଛି। ମଙ୍ଗଳବାର ରାଜ୍ୟ ବିଦ୍ୟୁତ୍‌ ନିୟାମକ ବୋର୍ଡ ସମ୍ମୁଖରେ ଯୁବକଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଟିଭି ଓ କମ୍ପ୍ୟୁଟର ପୋଡ଼ି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କରୋନାରେ ଜୀବନ…

ମେକ୍‌ ଇନ୍‌ ଓଡ଼ିଶା ପାଇଁ ଏଫ୍‌ଆଇସିସିଆଇ ହେବ ପାର୍ଟନର

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ମେକ୍‌-ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ ପାଇଁ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ(ଏଫ୍‌ଆଇସିସିଆଇ) ନ୍ୟାଶନାଲ ପାର୍ଟନର ହେବ। ଏନେଇ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଇପିକଲ ଏବଂ ଏଫ୍‌ଆଇସିସିଆଇ ମଧ୍ୟରେ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷର…

ହାତୀ ନେଲା ୩ ଜୀବନ

ବାରିପଦା ଅଫିସ/ ଚିତ୍ରଡା/ ଆଠମଲ୍ଲିକ, ୨୧ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଓ ଅନୁଗୋଳ ଜିଲାରେ ମଙ୍ଗଳବାର ହାତୀ ଆକ୍ରମଣରେ ୩ଜଣଙ୍କ ଜୀବନ ଯାଇଛି। ମୟୂରଭଞ୍ଜ ରାସଗୋବିନ୍ଦପୁର ରେଞ୍ଜ ମୋରଡା ବ୍ଲକ ଅଞ୍ଚଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକମାନେ…

ନୟାଗଡ଼ରେ ନକଲି ଟଙ୍କା କାରଖାନା ଠାବ

ନୟାଗଡ଼ ଅଫିସ,୨୧ା୧୦: ନୟାଗଡ଼ ସହରର ଅମରେନ୍ଦ୍ର ବଜାରରେ ଚାଲିଥିଲା ନକଲି ଟଙ୍କା ଛାପା କାରଖାନା। ବାଇକ୍‌ କିଣିବାବେଳେ ୧ ଲକ୍ଷ ୨୫ ହଜାର ନକଲି ୫୦୦ ଟଙ୍କିଆ ଜବତ ପରେ ଏହା ଦୃଷ୍ଟିକୁ ଆସିଛି। ଥାନାଠାରୁ ପ୍ରାୟ ୫୦୦ ମିଟର ଦୂରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri