ଚେନ୍ନାଇକୁ ବଡ ଝଟ୍କା
ଦୁବାଇ,୨୧।୧୦:ଆଇପିଏଲ୍ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରାୟତଃ ପ୍ଲେ-ଅଫ୍ ଦୌଡରୁ ବାଦ୍ ପଡିଛି। ଦଳକୁ ଏବେ ଆଉ ଏକ ଝଟକା ଲାଗିଛି। ଆଘାତ ଯୋଗୁ ଷ୍ଟାର ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କୁ ଚଳିତ ଆଇପିଏଲରୁ ବାଦ ପଡିଛନ୍ତି। ଆଘାତ କାରଣରୁ ୩୭ ବର୍ଷୀୟ…
କ୍ୟାନସର୍ ଲଢେଇ ଜିତିଲେ ସଞ୍ଜୟ ଦତ୍ତ
ବଲିଉଡର ଅଭିନେତା ସଞ୍ଜୟ ଦତ୍ତ କ୍ୟାନସର୍ ଲଢେଇ ଜିତିଛନ୍ତି। ଏନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏହି କଷ୍ଟ ସମୟରେ ତାଙ୍କ ସହ ଛିଡା ହୋଇଥିବା ତାଙ୍କ ପରିବାର, ବନ୍ଧୁ ଏବଂ ସମସ୍ତ ପ୍ରଶଂସକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ସେ…
ଗାନ୍ଧୀଛକରେ ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ
ଭବାନୀପାଟଣା,୨୧।୧୦(ଡି.ଏନ.ଏ.): ଭାଜପା ନେତା ବୈଜୟନ୍ତ ପଣ୍ଡା ସୋସିଆଲ ମଡିଆରେ ଓଡ଼ିଶା ଭଳି ଏକ ଶାନ୍ତି ପ୍ରିୟ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ଏ ନେଇ କଳାହାଣ୍ଡି ଜିଲା ପ୍ରୋଗ୍ରେସିଭ ୟୁଥ ଅଫ କଳାହାଣ୍ଡି ସଂଗଠନ…
ନେହାଙ୍କ ବିବାହକୁ ନେଇ ଏମିତି କହିଲେ ଆଦିତ୍ୟ
ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ୍ ସିଂଙ୍କ ବିବାହ ଖବର ଖୁବ୍ ଚର୍ଚ୍ଚା ହେଉଛି। ଏହି ସମୟରେ ନେହା ତାଙ୍କ ଇନ୍ଷ୍ଟାଗ୍ରାମରେ ଫଟୋ ପରେ ଫଟୋ ପୋଷ୍ଟ କରିଚାଲିଛନ୍ତି। ଏବେ ନେହା ତାଙ୍କ ନିର୍ବନ୍ଧର ଏକ ଭିଡିଓ ଇନ୍ଷ୍ଟାଗ୍ରାମରେ…
ବନ୍ଧାଥିବା କୁକୁର ସହ ଏପରି ବ୍ୟବହାର ପଡ଼ିଲା ମହଙ୍ଗା: ବ୍ୟକ୍ତି ପାଇଲେ ପାନେ
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ଦୀପାବଳି ବୋନସ୍
ନୂଆଦିଲ୍ଲୀ,୨୧।୧୦: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ଉପହାର। ଦେଶର ୩୦ ଲକ୍ଷ କର୍ମଚାରୀଙ୍କୁ ଦୀପାବଳି ବୋନସ୍ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏଥିପାଇଁ ୩୭୧୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ…
ଜାଣନ୍ତୁ ମା’ ଦୁର୍ଗାଙ୍କୁ କେଉଁ ଦେବତା କେଉଁ ଅସ୍ତ୍ର ପ୍ରଦାନ କରିଥିଲେ
ଚଳିତବର୍ଷ କରୋନା କଟକଣା ପାଇଁ ଦଶହରା ଫିକା ପଡ଼ିଛି। ମାତ୍ର ରୀତିନୀତି ଅନୁଯାୟୀ ମା’ଙ୍କ ପୂଜା ଆରମ୍ଭ ହୋଇଛି। ଆଶ୍ୱୀନ ମାସ ଶୁକ୍ଳପକ୍ଷ ୬ଷ୍ଠୀ ତିଥିରୁ ଆରମ୍ଭ ହୋଇଛି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା। ଦେବୀ ଦୁର୍ଗାଙ୍କୁ ନେଇ ଏକ କାହାଣୀ ରହିଛି।…
ଆଜି ରାଜଧାନୀରୁ ୨୩୯ ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୩୦୨
ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ବୁଧବାର ରାଜଧାନୀରୁ ଆଉ ୨୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୩ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୧୭୬ ସ୍ଥାନୀୟ ସଂକ୍ରମିତ ବୋଲି ଟୁଇଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ସେହିପରି ଆଜି…
ଦଶହରାରେ ଚାଇନା ସୀମାରେ ଅସ୍ତ୍ରଶସ୍ତ୍ର ପୂଜା କରିବେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ,୨୧।୧୦: ଚାଇନା ସୀମାରେ ନିୟୋଜିତ ଯବାନଙ୍କ ମନୋବଳ ବଢାଇବା ପାଇଁ ଏଥର ଦଶହରାରେ ବାସ୍ତବିକ ନିୟନ୍ତ୍ରଣ ରେଖ(ଏଲ୍ଏସି) ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରାଜନାଥ ୨୩-୨୪ ଅକ୍ଟୋବରରେ ସିକ୍କିମ୍ ସେକ୍ଟରରେ ଏଲ୍ଏସି ଗସ୍ତ କରିବେ ଏବଂ ସେଠାରେ ଅସ୍ତ୍ର…
ଆଫଗାନିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୨୫ ସୁରକ୍ଷାକର୍ମୀ ମୃତ
କାବୁଲ,୨୧।୧୦: ଆଫଗାନସ୍ତାନରେ ବଡ ଧରଣର ତାଲିବାନ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୨୫ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ଆଫଗାନସ୍ତାନ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ପିତାଙ୍କ ମୃତ୍ୟୁ ଖବର ସହିପାରିଲେନି ଝିଅ, ନେଲେ ଏମିତି ପଦକ୍ଷେପ
ଭୋପାଳ,୨୧ା୧୦: ପିତା ଏବଂ କନ୍ୟାଙ୍କ ସମ୍ପର୍କ ଦୁନିଆରେ ସବୁଠାରୁ ଅନନ୍ୟ ବୋଲି ବିବେଚନା କରାଯାଏ। ଗୋଟିଏ ଝିଅ ଜୀବନଠାରୁ ଅଧିକ ଭଲ ପାଏ ତା’ ପିତାଙ୍କୁ। ବୋଧହୁଏ ଏହି କାରଣରୁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଜଣେ ଝିଅ ପିତାଙ୍କ ଦେହାନ୍ତ ଖବର…
ଏହିପରି ଝିଅଙ୍କ ବାପା ହେବା ଜୀବନରେ ସବୁଠୁ ବଡ଼ କଷ୍ଟ: ମୁଣ୍ଡରେ ଛିଣ୍ଡି ପଡ଼ିବା ଭଳି ଲାଗେ ପାହାଡ଼
ମନୁଷ୍ୟ ଜୀବନରେ ସମସ୍ତ ପ୍ରକାରର ସମସ୍ୟା, ଅସୁବିଧା ସତ୍ତ୍ୱେ ସୁଖ ଏବଂ ଶାନ୍ତି ଖୋଜନ୍ତି। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏପରି କିଛି ପରିସ୍ଥିତି ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଥିପାଇଁ ମଣିଷ ସର୍ବଦା ଅସନ୍ତୁଷ୍ଟ ଥାଏ। ସେ କହିଛନ୍ତି ଯେ, ସୁଖ…
Archives


