Home Left

ଅବହେଳାରୁ ଐତିହ୍ୟ ନଷ୍ଟ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ):ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ରାଜ୍ୟର ବହୁ ଐତିହ୍ୟସ୍ଥଳ। ରକ୍ଷଣାବେକ୍ଷଣ ଅଭାବରୁ ଧୀରେ ଧୀରେ ମାଟିରେ ମିଶୁଛି ଐତିହାସିକ କୀର୍ତ୍ତିରାଜି। ଇତିମଧ୍ୟରେ ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଅନେକ ଐତିହ୍ୟ ସତ୍ତା ହରାଇ ବସିଥିବାବେଳେ ଆଉ କିଛି ଧୀରେ ଧୀରେ ନଜରରୁ…

ଏସିଆ ବୁକ୍‌ ଅଫ୍‌ ରେକର୍ଡ୍‌ସରେ ବିଶ୍ୱଜିତ

ପୁରୀ ଅଫିସ,୨୧ା୧୦:ଆଇସ୍‌କ୍ରିମ କାଠିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ତିଆରି କରି ନିଜ ନଁା ଏସିଆ ବୁକ୍‌ ଅଫ୍‌ ରେକର୍ଡ୍‌ସରେ ସ୍ଥାନିତ କରିଛନ୍ତି ପୁରୀର ଯୁବ ଶିଳ୍ପୀ ବିଶ୍ୱଜିତ୍‌ ନାୟକ। ୧୯ ବର୍ଷ ବୟସରେ ନିଜର ନିଆରା କୃତି ପାଇଁ ସେ ଏହି…

୨୦୧୯ରେ ୧.୧୬ ଲକ୍ଷ ଶିଶୁ ମୃତ

ନୂଆଦିଲ୍ଲୀ, ୨୨ା୧୦: ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ବିଶ୍ୱରେ ଏହାର ପ୍ରଭାବ ବଢ଼ିି ବିଭିନ୍ନ ସମସ୍ୟା ଦେଖାଯାଉଛି। ଭାରତରେ ବାୟୁ ପ୍ରଦୂଷଣ ଉଗ୍ରରୂପ ଧାରଣ କରିଥିବାବେଳେ ଏହାର ପ୍ରଭାବରେ ୨୦୧୯ରେ ୧.୧୬ ଲକ୍ଷ ଶିଶୁଙ୍କ ପ୍ରାଣହାନି ଘଟିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।…

ଧର୍ମପଦ ପୁରସ୍କାର ଗ୍ରହଣ କଲେ ଯତୀନ ଦାସ

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ଓଡ଼ିଶା ଲଳିତ କଳା ଏକାଡ଼େମୀ ତରଫରୁ ଖ୍ୟାତନାମା ଚିତ୍ରଶିଳ୍ପୀ ଯତୀନ ଦାସଙ୍କୁ ଏକଡ଼େମୀର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ପ୍ରଦାନ କରାଯାଇଛି। ୨୦୧୩ ମସିହା ଲାଗି ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଗତ ଅଗଷ୍ଟ ୧୦ରେ ଓଡ଼ିଆ ଭାଷା…

ଏଲ୍‌ଏସିରେ ଲ୍ୟାଣ୍ଡମାଇନ ବିଛାଉଛି ଚାଇନା

ନୂଆଦିଲ୍ଲୀ,୨୨ା୧୦: ଭାରତ-ଚାଇନା ସୀମା ବିବାଦ ଥମିବାର ନାଁ ନେଉନାହିଁ। ଗତ ଜୁନ୍‌ ମାସରୁ ଦୁଇଦେଶ ମୁହଁାମୁହିଁ ଅବସ୍ଥାରେ ଥିବାବେଳେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଲ୍ୟାଣ୍ଡମାଇନ୍‌ ବିଛାଇବା ଆରମ୍ଭ କରିଛି। ଲ୍ୟାଣ୍ଡମାଇନ୍‌ ପାଇଁ ପିଏଲ୍‌ଏ ଏକ…

ଆରୋଗ୍ୟ ପରବର୍ତ୍ତୀ ପରିଚାଳନା ପାଇଁ ଆଡ୍‌ଭାଇଜରି

ଭୁବନେଶ୍ୱର,୨୨।୧୦(ବ୍ୟୁରୋ):କରୋନାରୁ ଆରୋଗ୍ୟ ପରବର୍ତ୍ତୀ ପରିଚାଳନା ସଂକ୍ରାନ୍ତରେ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଆଡ଼ଭାଇଜରି ଜାରି ହୋଇଛି। ସୁସ୍ଥ ହେବା ପରେ ମଧ୍ୟ ଅଧିକାଂଶ ଆକ୍ରାନ୍ତଙ୍କ ପାଖରେ ଅନ୍ୟକିଛି ରୋଗର ଲକ୍ଷଣ ଦେଖାଯାଉଛି। ତେଣୁ ଏକ୍ଷେତ୍ରରେ…

‘ନାଗ’ ମିଶାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ,୨୨ ।୧୦: ଭାରତ-ଚାଇନା ସୀମା ବିବାଦ ମଧ୍ୟରେ ମିଶାଇଲ ପରୀକ୍ଷଣରେ ଭାରତ ଆଉ ଏକ ପାଦ ଅଗାକୁ ଯାଇଛି । ଭାରତ ଗୁରୁବାର ୱାରହେଡ ସହ ‘ନାଗ’ ଆଣ୍ଟିଟେକ ଗାଇଡେଡ ମିଶାଇଲର ସଫଳ ପରୀକ୍ଷଣ କରିଛି । ଗୁରୁବାର ସକାଳ ୬ଟା…

ଦାନ ସୁନାରେ ମହାପ୍ରଭୁଙ୍କ ଆଭୂଷଣ

ପୁରୀ ଅଫିସ,୨୨।୧୦:ମହାପ୍ରଭୁଙ୍କୁ ଦାନ ଦେବାକୁ ଦାତାଙ୍କ ମଧ୍ୟରେ ଆଗ୍ରହ ବଢିଛି। ଶ୍ରୀମନ୍ଦିରର ୩ଟି କବାଟ ରୁପା ଛାଉଣି ପାଇଁ ଆବଶ୍ୟକ ରୁପା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବାକୁ ଜଣେ ଦାତା ପୂର୍ବରୁ ଆଗେଇ ଆସିଥିବାବେଳେ ଏବେ ଆଉଜଣେ ଦାତା ମହାପ୍ରଭୁଙ୍କ…

ଆଜି ୧୫ ମିନିଟ୍‌ ବିଦ୍ୟୁତ୍‌ ନ ଜାଳିବାକୁ ନିବେଦନ

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ବିଦ୍ୟୁତ୍‌ ଦର ବୃଦ୍ଧିକୁ ବିରୋଧ କରି ପ୍ରତୀକାତ୍ମକ ପ୍ରତିବାଦ ଲାଗି ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ ସହ ଅନ୍ୟାନ୍ୟ ସଙ୍ଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି। ଗୁରୁବାର ସା ୬ଟାରୁ ୬ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ବିଜୁଳି ନ ଜାଳିବାକୁ ଲୋକଙ୍କୁ ନିବେଦନ…

ବିଲୀନ ହେବ ବୌଦ୍ଧସ୍ତୂପ ପାରାଭାଡ଼ି

ଚଣ୍ଡିଖୋଲ, ୨୨।୧୦:ମାନବ ସଭ୍ୟତାକୁ ଶାନ୍ତିର ବାର୍ତ୍ତା ଦେଇଛି ବୈଦ୍ଧ ଧର୍ମ। ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ପାଇଁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ହାସଲ କରିଛି ସ୍ବତନ୍ତ୍ର ପରିଚୟ। ଲଳିତଗିରି, ରତ୍ନଗିରି ଓ ଉଦୟଗିରିକୁ ନେଇ ପରିକଳ୍ପିତ ‘ହୀରକ ତ୍ରିଭୂଜ’ ବିଶ୍ୱ ମାନଚିତ୍ରରେ…

ବାରାକ୍‌ରେ ମଦ ପିଇ ଏସ୍‌ଆଇ ନିଲମ୍ବିତ

ନାଉଗଁା,୨୨।୧୦(ସ୍ବ.ପ୍ର.):ଥାନା ବାରାକରେ ମଦ୍ୟପାନ କରିବା ଜଣେ ପୋଲିସ ଏସ୍‌ଆଇଙ୍କ ପାଇଁ ମହଙ୍ଗା ପଡ଼ିଛି। ସମ୍ପୃକ୍ତ କର୍ମଚାରୀ ମଦ୍ୟପାନ କରୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ବରୂପ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସମ୍ପୃକ୍ତ…

୨୦୨୧ରେ ୧୦୬ ଦିନ ସରକାରୀ ଛୁଟି

ଭୁବନେଶ୍ୱର,୨୨।୧୦(ବ୍ୟୁରୋ):୨୦୨୧ ମସିହା ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ନିମନ୍ତେ ଛୁଟି ତାଲିକା ଘୋଷଣା କରିଛି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ। ଏନେଇ ବିଭାଗ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ୨୦୨୧ରେ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ମୋଟ ୧୦୬ଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri