ମଝି ଆକାଶରେ ବିମାନରେ ଅଗ୍ନିକାଣ୍ଡ

କୋଲରାଡୋ,୨୧।୨: ଆମେରିକାରେ ମଝି ଆକାଶରେ ଏକ ବୋଇଙ୍ଗ୍‌-୭୭୭ ବିମାନରେ ଅଗ୍ନିକାଣ୍ଡ ଘଟିଛି। ୟୁନାଇଟେଡ୍‌ ଏୟାର ଲାଇନ୍ସର ବିମାନ ନମ୍ବର-୩୨୮ ବିମାନଟି ଡେନଭେର ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ହୋନୋଲୁଲୁୂ ଅଭିମୁଖେ ଯାତ୍ରା କରୁଥିଲା। ୧୨ ଟା ୪୯ରେ ଏହା ଯାତ୍ରା ଆରମ୍ଭ କରିଥିଲା। ତେବେ ପ୍ରାୟ ହଜାର ଫୁଟ ଉଚ୍ଚରେ ଉଡ଼ାଣ କରୁଥିବା ସମୟରେ ଏହାର ଗୋଟିଏ ଇଞ୍ଜିନ୍‌ରେ ନିଆଁ ଲାଗିଯିବାରୁ ଏହା ୧ଟା ୨୯ରେ ଜରୁରିକାଳୀନ ଅବତରଣ କରିଥିଲା। ବିମାନରେ ଥିତ୍ବା ୨୩୧ ଯାତ୍ରୀ ଏବଂ ୧୦ ଜଣ କର୍ମଚାରୀ ସୁରକ୍ଷିତ ରହିଥିତ୍ବା ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିମାନରେ ନିଆଁ ଲାଗିବାର ଭିଡ଼ିଓ ଜଣେ ଯାତ୍ରୀଙ୍କ ଦ୍ୱାରା ଶୁଟିଂ କରାଯାଇ ପରେ ଏହାକୁ ଟୁଇଟରରେ ଅପଲୋଡ୍‌ କରାଯାଇଛି। ୧୭ ସେକେଣ୍ଡର ଏହି ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ପଦ ଛାଡିବାକୁ ପ୍ରସ୍ତୁତ ହେଲେଣି ଟ୍ରମ୍ପ!

ୱାଶିଂଟନ,୨୪ ।୧୧: ଶେଷରେ ଆମେରିକା ରାଷ୍ଟ୍ରପତି ପଦ ଓ ହ୍ୱାଇଟ ହାଉସ ଛାଡିବାକୁ ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଥିବା ସୂଚନା ମିଳିଛି । ସୋମବାର ଆମେରିକାର...

ଏକ ଛତ୍ରବାଦୀ ଶାସକ କିମ୍‌ଙ୍କ ନୂଆ ଆଦେଶ: ପୋଷା କୁକୁରକୁ ହତ୍ୟାକରି ଖାଇବେ ଲୋକେ

ସିଓଲ, ୧୯।୮: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଏବେ ଦେଶରେ ନୂଆ ଆଦେଶ ଜାରି କରିଛନ୍ତି। ନୂଆ ଆଦେଶ ଅନୁସାରେ ଘରେ ପୋଷା...

ଯୁଦ୍ଧ ବିମାନ ପଠାଇବାକୁ ମନା କଲା ଜର୍ମାନୀ

ବର୍ଲିନ,୯।୩: ୟୁକ୍ରେନକୁ ଯୁଦ୍ଧ ବିମାନ ପଠାଇ ସହାୟତା କରିବାକୁ ମନା କରି ଦେଇଛନ୍ତି ଜର୍ମାନୀର ଚାନ୍‌ସେଲର ଓଲାଫ ସ୍କଲଜ। ପୋଲାଣ୍ଡର ପ୍ରସ୍ତାବକୁ ଆମେରିକାର ପ୍ରତ୍ୟାଖ୍ୟାନ ଯୋଗୁ...

ମୂଳ ଭାରତୀୟଙ୍କୁ ହାତେଇବାକୁ ଚେଷ୍ଟା କରୁଛନ୍ତି ବାଇଡେନ…

ଓ୍ବାଶିଂଟନ,୨୯।୪ : ଆମେରିକାରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ଅଛି। ଏହି ନିର୍ବାଚନରେ ସମୁଦାୟ...

ବିଶପ୍‌ ବୈଠକରେ ମହିଳାଙ୍କୁ ମିଳିଲା ଭୋଟ ଅନୁମତି

ଭାଟିକାନ୍‌ ସିଟି,୨୭ା୪: ବିଶପ୍‌ମାନଙ୍କ ଆଗାମୀ ବୈଠକରେ ମହିଳାମାନଙ୍କୁ ଭୋଟ ଅଧିକାର ଦେବା ପାଇଁ ପୋପ୍‌ ଫ୍ରାନ୍ସିସ୍‌ ନିଷ୍ପତ୍ତି ନେଇଛନ୍ତି। କାଥୋଲିକ୍‌ ଚର୍ଚ୍ଚରେ ମହିଳାମାନଙ୍କୁ ବଡ଼ ନିଷ୍ପତ୍ତି...

ହ୍ବାଇଟ୍ ‌ହାଉସ୍‌ ଛାଡିବା ନେଇ ଟ୍ରମ୍ପଙ୍କ ମତ

ନ୍ୟୁୟର୍କ,୨୭।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ହାରିଯାଇଛନ୍ତି। ଜୋ ବାଇଡେନ୍‌ ଆମେରିକାର ଆଗାମୀ ରାଷ୍ଟ୍ରପତି ହେବା ସ୍ପଷ୍ଟ ହୋଇଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ସେ ଟ୍ରମ୍ପ...

୩୦୦ ଯାତ୍ରୀଙ୍କୁ ନେଇ ଆମେରିକାରୁ ଭାରତକୁ ଆସୁଥିବା ଏୟାର ଇଣ୍ଡିଆର ବିମାନ ସ୍ବିଡେନରେ କଲା ଜରୁରୀ ଅବତରଣ…

ଓ୍ବାଶିଂଟନ,୨୨।୨ : ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନ ଏଆଇ -୧୦୬ ସ୍ବିଡେନର ଷ୍ଟକହୋମ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନରେ ଏକ ବୈଷୟିକ ତ୍ରୁଟି ଦେଖିବା...

କୋଭିଡ୍‌ ଭୟରେ ୫ ବର୍ଷର ଝିଅଙ୍କୁ ୧୫ ଥର ଭୁଷିଲେ ଛୁରି

ଲଣ୍ଡନ,୨୫।୬: କୋଭିଡ୍‌-୧୯ ଭୟରେ ୩୬ ବର୍ଷୀୟା ମହିଳା ଭାରତୀୟ ବଂଶଦ୍ଭୋବ ୟୁକେରେ ନିଜ ଘରେ ୫ ବର୍ଷର ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ।...

Advertisement
Archives

Model This Week