ଅଷ୍ଟ୍ରାଜେନିକା କୋଭିଡ-୧୯ ଭ୍ୟାକ୍ସିନ ପରୀକ୍ଷଣ ପରେ ବ୍ରାଜିଲ ସ୍ୱେସ୍ଥାସେବୀଙ୍କ ମୃତ୍ୟୁ
ବ୍ରାସିଲିୟା,୨୨ ।୧୦: ବ୍ରାଜିଲର ସ୍ୱାସ୍ଥ୍ୟ ପ୍ରାଧିକରଣ ଏନୱିସା ବୁଧବାର ପ୍ରକାଶ କରିଛି ଯେ ଅଷ୍ଟ୍ରାଜେନିକା ଓ ଅକ୍ସୋଫୋର୍ଡ ବଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କରାଯାଇଥିବା କୋଭିଡ-୧୯ ଭ୍ୟାକ୍ସିନର କ୍ଲିନିକାଲ ପରୀକ୍ଷଣ ବେଳେ ବ୍ରାଜିଲର ଜଣେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ହୋଇଛି । ହେଲେ ଏହାପରେ…
ସିବିଆଇକୁ ମହାରାଷ୍ଟ୍ର ମନା
ମୁମ୍ବାଇ,୨୨ା୧୦: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏଣିକି ମହାରାଷ୍ଟ୍ର ସରକାରଙ୍କ ବିନା ଅନୁମତିରେ ରାଜ୍ୟକୁ ଯାଇ କୌଣସି ମାମଲାର ତଦନ୍ତ କରିପାରିବ ନାହିଁ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ବୁଧବାର ସିବିଆଇର ବାଟ ବନ୍ଦ କରିଦେଇଛନ୍ତି। ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ସରକାର ରାଜ୍ୟରେ…
ଚାଇନା ସୈନ୍ୟଙ୍କୁ ଛାଡ଼ିଦେଲା ଭାରତ
ନୂଆଦିଲ୍ଲୀ,୨୨ା୧୦: ପୂର୍ବ ଲଦାଖର ଡେମ୍ଚୋକ୍ ସେକ୍ଟର ସଂଲଗ୍ନ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍ଏସି)ରେ ସୋମବାର ଧରାପଡ଼ିଥିବା ଚାଇନା ସୈନ୍ୟଙ୍କୁ ଭାରତୀୟ ସେନା ଛାଡ଼ିଦେଇଛି। କେନ୍ଦ୍ର ସରକାରଙ୍କ ସୂତ୍ରରୁ କୁହାଯାଇଛି ଯେ, କର୍ପୋରିଆଲ ଓ୍ବାଙ୍ଗ୍ ୟା ଲୋଙ୍ଗ୍ଙ୍କୁ ପଟ୍ରୋକଲ ଅନୁସାରେ ପଚରାଉଚରା କରାଯାଇଥିଲା। ପୂର୍ବ…
ରାହୁଲଙ୍କୁ ଭେଟିଲେ ଗିରଫ ସିଦ୍ଦିକ କାପ୍ପାନଙ୍କ ସ୍ତ୍ରୀ
ଥିରୁଭାନନ୍ତପୁରମ୍, ୨୨ା୧୦: ହାଥ୍ରସରେ ପୀଡ଼ିତା ପରିବାରକୁ ଭେଟିବା ଲାଗି ଯିବା ବାଟରେ ଉତ୍ତରପ୍ରଦେଶ ପୋଲିସ କେରଳର ଖବରଦାତା ସିଦ୍ଦିକ କାପ୍ପାନଙ୍କ ସହ ଅନ୍ୟ ୩ ଜଣଙ୍କୁ ଗିରଫ କରିଥିଲା। ଇସ୍ଲାମିକ୍ ଆତଙ୍କବାଦୀ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଓ ଏହାର…
କମଳନାଥଙ୍କୁ ଇସି ନୋଟିସ
ନୂଆଦିଲ୍ଲୀ, ୨୨ା୧୦: ମଧ୍ୟପ୍ରଦେଶର ମନ୍ତ୍ରୀ ଇମର୍ତ୍ତୀ ଦେବୀଙ୍କ ବିରୋଧରେ ‘ଆଇଟମ୍’ ମନ୍ତବ୍ୟ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଳନାଥଙ୍କୁ ନିର୍ବାଚନ ଆୟୋଗ (ଇସି) ବୁଧବାର ନୋଟିସ ଜାରି କରିଛନ୍ତି। ନୋଟିସ ପାଇବାର ୪୮ ଘଣ୍ଟା ମଧ୍ୟରେ ଏନେଇ ଉତ୍ତର…
‘କୋଭିରାପ୍’କୁ ଆଇସିଏମ୍ଆର୍ ସ୍ବୀକୃତି
ନୂଆଦିଲ୍ଲୀ, ୨୨ା୧୦ (ଆଇଏଏନ୍ଏସ୍): କରୋନା ସଂକ୍ରମଣ ଚିହ୍ନଟ ଲାଗି ଆଇଆଇଟି ଖଡ଼ଗପୁରର ଗବେଷକଙ୍କ ଦ୍ୱାରା ଏକ ରୋଗ ନିରୂପଣ ଯନ୍ତ୍ର (ଡାଇଗ୍ନୋଷ୍ଟିକ୍ ଟେଷ୍ଟ ମେଶିନ) ବିକଶିତ କରାଯାଇଛି। ଏହାର ନାମ ‘କୋଭିରାପ୍’ ରଖାଯାଇଥିବାବେଳେ ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍)…
୧୦୦ ବର୍ଷ ପଛକୁ ଫେରିଗଲା କଟକ ଦଶହରା
କଟକଣା ଭିତରେ ହଜିଗଲା ପୁରୁଣା ପରମ୍ପରା। ଯାହା ସହରର ପୁରୁଖା ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ କେବେ ଦେଖି ନ ଥିଲେ, ତାହା ଚଳିତବର୍ଷ ଦେଖିବାକୁ ମିଳିଛି। ବିଭିନ୍ନ ମଣ୍ଡପରେ ମା’ଙ୍କ ଆରାଧନା ପାଇଁ ପ୍ରସ୍ତୁତି ହେଲାଣି, ହେଲେ ଆକର୍ଷଣୀୟ ସାଜସଜ୍ଜା ନ…
ଶାହାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୨୨ ।୧୦: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କର ଗୁରୁବାର ଅର୍ଥାତ୍ ଅକ୍ଟୋବର ୨୨ତାରିଖରେ ଜନ୍ମଦିନ । ଏହି ଅବସରରେ ଦେଶର ନେତା, ମନ୍ତ୍ରୀ ତଥା ସମସ୍ତ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତା ଆସୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ…
‘ଆତ୍ମସନ୍ତୋଷର ସ୍ଥାନ ନାହିଁ, ଅଧିକ ସତର୍କ ହୁଅ’
ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନଫରେନ୍ସ ଜରିଆରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ରାଜ୍ୟର ସବୁ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ ଏବଂ କୋଭିଡ୍ ଯୋଦ୍ଧାଙ୍କ କଠିନ ପରିଶ୍ରମ ତଥା ସମ୍ପୃକ୍ତ…
ଆର୍ଟିଆଇ: ଉଦାସୀନତାରୁ ଅଚଳାବସ୍ଥା
ନୂଆଦିଲ୍ଲୀ,୨୨ା୧୦: ସୂଚନା ଅଧିକାର (ଆର୍ଟିଆଇ) ଆଇନ ପ୍ରଣୟନ ହେବାର ୧୫ ବର୍ଷ ବିତିଗଲାଣି। କିନ୍ତୁ ଏହା ଲୋକଙ୍କ କାମରେ କେତେ ଆସିପାରୁଛି। ଏହି ପ୍ରଶ୍ନ ଏଇଥିପାଇଁ ଉଠୁଛି ଯେ, କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି) ଏବଂ ରାଜ୍ୟ ସୂଚନା କମିଶନଗୁଡ଼ିକରେ କମିଶନର…
ଅବହେଳାରୁ ଐତିହ୍ୟ ନଷ୍ଟ
ଭୁବନେଶ୍ୱର,୨୨।୧୦(ବ୍ୟୁରୋ):ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ରାଜ୍ୟର ବହୁ ଐତିହ୍ୟସ୍ଥଳ। ରକ୍ଷଣାବେକ୍ଷଣ ଅଭାବରୁ ଧୀରେ ଧୀରେ ମାଟିରେ ମିଶୁଛି ଐତିହାସିକ କୀର୍ତ୍ତିରାଜି। ଇତିମଧ୍ୟରେ ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଅନେକ ଐତିହ୍ୟ ସତ୍ତା ହରାଇ ବସିଥିବାବେଳେ ଆଉ କିଛି ଧୀରେ ଧୀରେ ନଜରରୁ…
ଏସିଆ ବୁକ୍ ଅଫ୍ ରେକର୍ଡ୍ସରେ ବିଶ୍ୱଜିତ
ପୁରୀ ଅଫିସ,୨୧ା୧୦:ଆଇସ୍କ୍ରିମ କାଠିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ତିଆରି କରି ନିଜ ନଁା ଏସିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନିତ କରିଛନ୍ତି ପୁରୀର ଯୁବ ଶିଳ୍ପୀ ବିଶ୍ୱଜିତ୍ ନାୟକ। ୧୯ ବର୍ଷ ବୟସରେ ନିଜର ନିଆରା କୃତି ପାଇଁ ସେ ଏହି…
Archives


