ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ବିଶାଳକାୟ ପ୍ରାଣୀ, ଉଠାଇବା ପାଇଁ ଡାକିବାକୁ ପଡ଼ିଲା କ୍ରେନ୍
ବେଙ୍ଗାଲୁରୁ,୨୨ା୧୦: କର୍ନାଟକର ସମୁଦ୍ରରେ ଜଣେ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଜାଲ ପକାଇଥିଲେ। ତାଙ୍କ ଜାଲରେ ଦୁଇଟି ‘ମଣ୍ଟା ରେ’ ନାମକ ବିଶାଳକାୟ ପ୍ରାଣୀ ପଡ଼ିଥିଲେ। ଏମାନଙ୍କର ଓଜନ ଯଥାକ୍ରମେ ୭ କ୍ୱିଣ୍ଟାଲ ୫୦ କିଲୋଗ୍ରାମ ଏବଂ ୨ କ୍ୱିଣ୍ଟାଲ ୫୦…
ବିରାଟ-ଅନୁଷ୍କା ବିଜ୍ଞାପନରେ ଏକାଠି କାମ କରିବା ପାଇଁ ନେଇଥାନ୍ତି ଏତିକି ଟଙ୍କା
ବଲିଉଡ୍ ଏବଂ କ୍ରିକେଟ ଦୁନିଆରେ ଅନୁଷ୍କା-ବିରାଟ ଏକ ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡି। ୨୦୧୭ ମସିହାରେ ଏହି ଯୋଡି ଇଟାଲିରେ ବିବାହ କରିଥିଲେ। ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା। ପ୍ରଶଂସକ ଏହି ଯୋଡିକୁ ‘ଭିରୁଷ୍କା’…
୧୮ଟି ଦେଶରେ ପୁଣି ରିଲିଜ ହେବ ଏହି ଫିଲ୍ମ, ଚାହିଁ ରହିଛନ୍ତି ଦର୍ଶକେ
ମୁମ୍ବାଇ: ଶାହାରୁଖ ଏବଂ କାଜଲଙ୍କ ଅଭିନୀତ ଆଇକନିକ ଫିଲ୍ମ‘ ଦିଲ୍ଓ୍ବାଲେ ଦୁଲହାନିଆ ଲେ ଜାୟେଙ୍ଗ’ ଇତିମଧ୍ୟରେ ୨୫ ବର୍ଷ ପୂରଣ କରିଛି। ଏହି ଫିଲ୍ମଟି ବେଶ୍ କିଛିଦିନ ଧରି ହେଡ୍ଲାଇନ୍ରେ ରହିଆସିଛି। ଆଜି ବି ଏହି ଫିଲ୍ମର ଚାହିଦା ରହିଛି। ଫଳସ୍ବରୂପ…
ନବରାତ୍ରିକୁ ନେଇ କ୍ୟାଟ୍ରିନା-ରଣବୀରଙ୍କ ଫଟୋରେ ଅଶ୍ଳୀଳ ଟୁଇଟ୍ କରି ବିବାଦରେ ଏହି କମ୍ପାନୀ
ବର୍ତ୍ତମାନ ସମଗ୍ର ଦେଶରେ ଦେଶହରା ପୂଜା ଜାରି ରହିଛି। ନବରାତ୍ରି ମଧ୍ୟ ଚାଲିଛି। ଏହି ସମୟରେ ‘ଇରୋଜ ନାଓ’ କମ୍ପାନୀ ନବରାତ୍ରିକୁ ନେଇ କ୍ୟାଟ୍ରିନା କୈଫ୍ ଏବଂ ରଣବୀର ସିଂହଙ୍କ ଏକ ଫଟୋ ଉପରେ ଅଶ୍ଳୀଳ ଟୁଇଟ୍ କରିଥିଲା। କମ୍ପାନୀର ଏହି…
ବଲିଉଡ୍ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ପ୍ରସ୍ତୁତ ହେଉଛନ୍ତି ପରିବାର
ମୁମ୍ବାଇ: ବଲଉଡ୍ ଗାୟିକା ନେହା କକ୍କର ଅକ୍ଟୋବର ୨୩-୨୪ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଥିପାଇଁ ପ୍ରାୟ୍ର ସମସ୍ତ ପ୍ରସ୍ତୁତି ସରିଲାଣି । ପଞ୍ଜାବି ଗାୟକ ରୋହନପ୍ରୀତଙ୍କୁ ନେହା ଦିଲ୍ଲୀରେ ବିବାହ କରିବେ । ଏଥିପାଇଁ ନେହାଙ୍କ ପରିବାର…
ପୁତ୍ର ସନ୍ତାନର ଜନନୀ ହେଲେ ଏହି ସ୍ବର୍ଗତ ଅଭିନେତାଙ୍କ ସ୍ତ୍ରୀ
ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସ୍ବର୍ଗତ ଅଭିନେତା ଚିରଞ୍ଜିବୀ ସର୍ଜାଙ୍କ ଘରକୁ ଖୁସି ଫେରିଛି। ସର୍ଜାଙ୍କ ସ୍ତ୍ରୀ ମେଘନା ରାଜ ଗୁରୁବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଚିରଞ୍ଜିବୀଙ୍କ ଭାଇ ଧ୍ରୁବ ସର୍ଜା ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଧ୍ରୁବ…
ସମୁଦ୍ର କୂଳରେ ପଡୁଛି ଶହ ଶହ ମାସ୍କ, ପିପିଇ କିଟ୍, ପକ୍ଷୀ କଲା ଏମିତି
କରୋନା ମହାମାରୀ ଯୋଗୁ ମାସ୍କର ଚାହିଦା ବଢ଼ିଚାଲିଛି। କାରଣ ଏଥିରୁ ରକ୍ଷା ପାଇବାକୁ ହେଲେ ମାସ୍କ ବାଧ୍ୟତାମୂଳକ। ମାତ୍ର ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଲୋକେ ମାସ୍କ ବ୍ୟବହାର କରି ଏତେତେଣେ ଫିଙ୍ଗି ଦେଉଛନ୍ତି। ଯାହାକୁ ବିଭିନ୍ନ ସମୟରେ ପଶୁପକ୍ଷୀମାନେ ଧରି…
ବିହାର ନିର୍ବାଚନ ପୂର୍ବରୁ ଭାଜପାକୁ ଆଉ ଏକ ଝଟ୍କା
ପାଟନା,୨୨ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଲାଗିଛି ଆଉ ଏକ ଝଟ୍କା । ପାର୍ଟିର ଷ୍ଟାର ପ୍ରଚାରକ ଶାହନବାଜ ହୁସେନଙ୍କ ପରେ ଏବେ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କରୋନା ଭାଇରସରେ ସଂକ୍ରମିତ…
କୁକୁଡ଼ାକୁ ଆଲିଙ୍ଗନ କରି ଚର୍ଚ୍ଚାରେ ଏହି କୁନି ବାଳକ, ଦେଖିଲେ ହସି ହସି ଗଡ଼ିବେ
ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ ଅନେକ ଆମକୁ ଶିକ୍ଷା ଦେଉଥିବା ବେଳେ ଆଉ କିଛି ହସର ଖୋରାକ ଯୋଗାଇଥାଏ। ସେହିପରି ଏକ ଭିଡିଓ ଏବେ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ଆପଣ ନ ହସି ରହିପାରିବେନି।…
ମହାମାରୀ ସମୟରେ କରୋନା ଯୋଦ୍ଧା ଗଧକୁ କରୁଛନ୍ତି ଆପଣାର, କାରଣ ଜାଣିଲେ ହେବେ ଚକିତ
ମାଡ୍ରିଡ୍,୨୨ା୧୦: ସମଗ୍ର ବିଶ୍ୱବାସୀ କରୋନା ପରି ଏକ ମାରାତ୍ମକ ମହାମାରୀ ସହ ଲଢୁଛନ୍ତି। ଦୀର୍ଘଦିନ ଧରି ଏହି ସଂଗ୍ରାମରେ ନିୟୋଜିତ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଏବଂ ନର୍ସମାନେ ଦିନରାତି କାମ କରି ଚାଲିଛନ୍ତି। ଫଳରେ ଏହି କର୍ମଚାରୀମାନେ ବର୍ତ୍ତମାନ ଅବସାଦର ଶିକାର…
ଥର୍ ମରୁଭୂମିରେ ନଦୀର ସନ୍ଧାନ: ଲକ୍ଷେ ୭୨ ହଜାର ବର୍ଷ ତଳେ ହେଉଥିଲା ପ୍ରବାହିତ
ଜୟପୁର, ୨୨।୧୦: ରାଜସ୍ଥାନ ଥର୍ ମରୁଭୂମିରେ ପ୍ରବାହିତ ହେଉଥିବା ଏକ ନଦୀର ସନ୍ଧାନ ମିଳିଛି। ବିକାନେର୍ ନିକଟରେ ଷ୍ଟୋନ୍ ଏଜ୍ ସମୟରେ ନଦୀ ପ୍ରବାହିତ ହେଉଥିଲା। ଏସମ୍ପର୍କିତ ରିପୋର୍ଟ କ୍ୱାର୍ଟେନାରୀ ସାଇନ୍ସ୍ ରିଭ୍ୟୁ ପତ୍ରିକାରେ ପ୍ରକାଶ ପାଇଛି। ପୂର୍ବରୁ ଜର୍ମାନୀର ମାକ୍ସ୍…
ଟୁଇଟରକୁ ଚେତାବନୀ ଦେଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୨୨ ।୧୦: ଭାରତର ଭୁଲ୍ ମାନଚିତ୍ର ଦେଖାଇବା ଅଭିଯୋଗରେ କେନ୍ଦ୍ର ସରକାର ଟୁଇଟରକୁ କଡା ଚେତାବନୀ ଦେଇଛନ୍ତି । ସରକାର କହିଛନ୍ତି ଦେଶର ସାର୍ବଭୌମତ୍ନ ଓ ଅଖଣ୍ଡତାକୁ ଅବମାନନା କରିବା ପାଇଁ ଟୁଇଟରର ପ୍ରାୟସ ଗ୍ରହଣୀୟ ନୁହେଁ । ଏହାପରେ ଟୁଇଟର…
Archives


