ମଡର୍ନ ଲୁକ୍‌ ଷ୍ଟାଇଲ୍‌

ମଡର୍ନ ଲୁକ୍‌ ଷ୍ଟାଇଲ୍‌
ନିଜକୁ ମଡର୍ନ ଲୁକ୍‌ ଦେଇ ଆଧୁନିକ ଟ୍ରେଣ୍ଡରେ ସାମିଲ କରିବାକୁ ଚାହୁଁଥିଲେ, ସବୁବେଳେ ଫ୍ୟାଶନ୍‌ ଟ୍ରେଣ୍ଡରେ ଅପଡେଟ୍‌ ରହିବାକୁ ହେବ। ତେବେ ଏଭଳି ଏକ ଲୁକ୍‌ ପାଇଁ ଜାଣିରଖନ୍ତୁ
କିଛି ଟିପ୍ସ…

ଆଜିକାଲି ଫ୍ୟାଶନ ଟ୍ରେଣ୍ଡ୍‌ରେ ସିକ୍ୱିଣ୍ଡ ଡ୍ରେସ ଅବା ସ୍କର୍ଟର ଚାହିଦା ବହୁତ ରହିଛି। ତେଣୁ ଆପଣ ଚାହିଁଲେ ଏପରି ଫ୍ୟାଶନ୍‌ କ୍ୟାରି କରିପାରିବେ। ଏହା ସହିତ ଢିଲା ହାଇ କଲରଥିବା ବେବି ପିଙ୍କ୍‌ ଶାର୍ଟ ମଧ୍ୟ ଭଲ ଲାଗିବ।
ମଡର୍ନ ଲୁକ୍‌ ପାଇଁ ଫ୍ୟାବ୍ରିକ୍‌ କିମ୍ବା ପ୍ରିଟେଣ୍ଟ ଡ୍ରେସର ଲାଟେଷ୍ଟ ଡିଜାଇନ୍‌ ଚୟନ କରନ୍ତୁ। ଏହା ସୁନ୍ଦର ଲାଗିବ ଏବଂ ମଡର୍ନ ଲୁକ୍‌ ବି ଦେବ।
କେମି ଷ୍ଟାଇଲର ଟପ୍‌ ସହିତ ଜିନ୍ସ ମଧ୍ୟ ଉଭୟ କ୍ଲାସିକ୍‌ ଏବଂ ଟ୍ରେଣ୍ଡି ଲୁକ୍‌ ଦେବ।
ଯେଉଁମାନଙ୍କୁ ପିଙ୍କ୍‌ କିମ୍ବା ରେଡ୍‌ କଲର ପସନ୍ଦ ନୁହେଁ, ସେମାନେ ଆଙ୍କେଲ ଲେନ୍‌ଥ ଜିନ୍ସ ସହିତ ବଡି ଫିଟ୍‌ ପଫ୍‌ ସ୍ଲିଭର ଟପ୍‌ ପିନ୍ଧିପାରିବେ।
ଆଙ୍କେଲ ଲେନ୍‌ଥ ବେସିକ୍‌ ବ୍ଲୁ ଜିନ୍‌ସ ସହିତ ପୋଲ୍‌କା ଡଟ୍‌ସ ଶାର୍ଟ ବି ବହୁତ ଭଲ ଲାଗିବ। ଏହି ଲୁକ୍‌ରେ ହିଲ୍‌ ଚପଲ ପିନ୍ଧିଲେ ଭଲ ଲାଗିବ।
ଡ୍ରେସ୍‌ ସାଙ୍ଗକୁ ଷ୍ଟାଇଲ୍‌ ବଢ଼ାଇବାକୁ ଚାହୁଁଥିଲେ ସେହି ଅନୁସାରେ ମ୍ୟାଚିଂ ବ୍ୟାଗ୍‌ ଏବଂ ଚପଲ ପିନ୍ଧନ୍ତୁ।
ମଡର୍ନ ଲୁକ୍‌ ପାଇଁ ହେୟାର ଷ୍ଟାଇଲ୍‌ ଏବଂ ଗହଣା ଉପରେ ମଧ୍ୟ ଗୁରୁତ୍ୱ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri