ମଡର୍ନ ଲୁକ୍‌ ଷ୍ଟାଇଲ୍‌

ମଡର୍ନ ଲୁକ୍‌ ଷ୍ଟାଇଲ୍‌
ନିଜକୁ ମଡର୍ନ ଲୁକ୍‌ ଦେଇ ଆଧୁନିକ ଟ୍ରେଣ୍ଡରେ ସାମିଲ କରିବାକୁ ଚାହୁଁଥିଲେ, ସବୁବେଳେ ଫ୍ୟାଶନ୍‌ ଟ୍ରେଣ୍ଡରେ ଅପଡେଟ୍‌ ରହିବାକୁ ହେବ। ତେବେ ଏଭଳି ଏକ ଲୁକ୍‌ ପାଇଁ ଜାଣିରଖନ୍ତୁ
କିଛି ଟିପ୍ସ…

ଆଜିକାଲି ଫ୍ୟାଶନ ଟ୍ରେଣ୍ଡ୍‌ରେ ସିକ୍ୱିଣ୍ଡ ଡ୍ରେସ ଅବା ସ୍କର୍ଟର ଚାହିଦା ବହୁତ ରହିଛି। ତେଣୁ ଆପଣ ଚାହିଁଲେ ଏପରି ଫ୍ୟାଶନ୍‌ କ୍ୟାରି କରିପାରିବେ। ଏହା ସହିତ ଢିଲା ହାଇ କଲରଥିବା ବେବି ପିଙ୍କ୍‌ ଶାର୍ଟ ମଧ୍ୟ ଭଲ ଲାଗିବ।
ମଡର୍ନ ଲୁକ୍‌ ପାଇଁ ଫ୍ୟାବ୍ରିକ୍‌ କିମ୍ବା ପ୍ରିଟେଣ୍ଟ ଡ୍ରେସର ଲାଟେଷ୍ଟ ଡିଜାଇନ୍‌ ଚୟନ କରନ୍ତୁ। ଏହା ସୁନ୍ଦର ଲାଗିବ ଏବଂ ମଡର୍ନ ଲୁକ୍‌ ବି ଦେବ।
କେମି ଷ୍ଟାଇଲର ଟପ୍‌ ସହିତ ଜିନ୍ସ ମଧ୍ୟ ଉଭୟ କ୍ଲାସିକ୍‌ ଏବଂ ଟ୍ରେଣ୍ଡି ଲୁକ୍‌ ଦେବ।
ଯେଉଁମାନଙ୍କୁ ପିଙ୍କ୍‌ କିମ୍ବା ରେଡ୍‌ କଲର ପସନ୍ଦ ନୁହେଁ, ସେମାନେ ଆଙ୍କେଲ ଲେନ୍‌ଥ ଜିନ୍ସ ସହିତ ବଡି ଫିଟ୍‌ ପଫ୍‌ ସ୍ଲିଭର ଟପ୍‌ ପିନ୍ଧିପାରିବେ।
ଆଙ୍କେଲ ଲେନ୍‌ଥ ବେସିକ୍‌ ବ୍ଲୁ ଜିନ୍‌ସ ସହିତ ପୋଲ୍‌କା ଡଟ୍‌ସ ଶାର୍ଟ ବି ବହୁତ ଭଲ ଲାଗିବ। ଏହି ଲୁକ୍‌ରେ ହିଲ୍‌ ଚପଲ ପିନ୍ଧିଲେ ଭଲ ଲାଗିବ।
ଡ୍ରେସ୍‌ ସାଙ୍ଗକୁ ଷ୍ଟାଇଲ୍‌ ବଢ଼ାଇବାକୁ ଚାହୁଁଥିଲେ ସେହି ଅନୁସାରେ ମ୍ୟାଚିଂ ବ୍ୟାଗ୍‌ ଏବଂ ଚପଲ ପିନ୍ଧନ୍ତୁ।
ମଡର୍ନ ଲୁକ୍‌ ପାଇଁ ହେୟାର ଷ୍ଟାଇଲ୍‌ ଏବଂ ଗହଣା ଉପରେ ମଧ୍ୟ ଗୁରୁତ୍ୱ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ୱଚାରେ ଆସିବ ଚମକ

ତ୍ୱଚାରେ କିପରି ଗ୍ଳୋ ଆସିବ ଏବଂ ତାହା ଆକର୍ଷଣୀୟ ଦେଖାଯିବ ସେ ସମ୍ପର୍କରେ ଟିପ୍ସ… ବୟସ ବଢ଼ିବା ସାଙ୍ଗକୁ ତ୍ୱଚା ପ୍ରତି ଅଧିକ ଧ୍ୟାନ ଦେବା...

ସ୍ବାସ୍ଥ୍ୟ ପାଇଁ ହିତକର ସାଇକେଲିଂ

ଯାତାୟାତ ଲାଗି ସାଇକେଲ ସ୍ବାସ୍ଥ୍ୟ ପାଇଁ ହିତକର । ଆଜିକାଲିର ଲାଇଫ୍‌ ଷ୍ଟାଇଲ୍‌ ଓ ଖାଦ୍ୟପେୟ ଦିନକୁ ଦିନ ଲୋକଙ୍କୁ ରୁଗ୍ଣ କରିଦେଉଛି। ଅଧିକ ଫ୍ୟାଟ୍‌...

ବ୍ୟାୟାମ କରିବା ପୂର୍ବରୁ…

ବ୍ୟାୟାମ କରିବା ପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ପ୍ରଥମେ ଏ ନେଇ ଜଣେ ବ୍ୟାୟାମ ଏକ୍ସପର୍ଟଙ୍କ ସହ ବିଷଦଭାବରେ...

ସ୍ନାକ୍‌ସ ଖାଉଥିଲେ, ହୋଇଯାନ୍ତୁ ସାବଧାନ

ଅଧିକାଂଶ ଲୋକ ସକାଳେ ହେଉ କି ସନ୍ଧ୍ୟାବେଳେ ଚା ସହିତ ସ୍ନାକ୍‌ସ ଭାବରେ ଗରମ ଗରମ ପକୁଡି,  ସିଙ୍ଗଡା ଇତ୍ୟାଦି ଖାଇବାକୁ ପସନ୍ଦ କରିଥାନ୍ତି। ବଡ...

ସକାଳୁ ଅଧାଗ୍ଲାସ୍‌ ତ୍ରିଫଳା ପାଣି…

ସକାଳୁ ନିତ୍ୟକର୍ମ ପରେ ତ୍ରିଫଳା ପାଣି ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ତ୍ରିଫଳା ପାଣିରେ ଲାକ୍ସାଟିଭ୍‌, ଭିଟାମିନ୍‌, ଖଣିଜ ଦ୍ରବ୍ୟ ଆଦି ପ୍ରଚୁର ପରିମାଣରେ...

ଆଜି ମହାଶିବରାତ୍ରି: ଜାଣନ୍ତୁ ଉପବାସଧାରୀ କ’ଣ ଖାଇବା ଉଚିତ

ଆଜି ମହାଶିବରାତ୍ରି। ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ଭକ୍ତମାନେ ଏହିଦିନ ଉପବାସ ରହି ମହାଦେବଙ୍କ ଉପାସନା କରିଥାନ୍ତି। ଏପରି କି ଶ୍ରଦ୍ଧାଳୁମାନେ ଉଜାଗର ରହି...

ସ୍ମାର୍ଟ କିଚେନ ଟିପ୍ସ

ବ୍ୟସ୍ତବହୁଳ ଜୀବନରେ କିପରିଭାବେ ଶୀଘ୍ର ରୋଷେଇ ଘର କାମ ସାରିବେ ସେଇ ଲକ୍ଷ୍ୟରେ ସମସ୍ତେ କାମ କରିଥାନ୍ତି। ଏକ୍ଷେତ୍ରରେ ଆପଣଙ୍କୁ ସ୍ମାର୍ଟ କିଚେନ ଟିପ୍ସ ସମ୍ପର୍କରେ...

ଜଳ ଓ ସୁସ୍ଥ ଜୀବନ

ସମଗ୍ର ପୃଥିବୀ ପୃଷ୍ଠରେ ଜୀବଜଗତ ସୃଷ୍ଟି ହେବା ଦିନଠାରୁ ଆଜି ସୁଦ୍ଧା ଜୀବବିଜ୍ଞାନ ଇତିହାସ ପୃଷ୍ଠାକୁ ଆମେ ଅନୁଧ୍ୟାନ କଲେ ଜାଣିପାରିବା ଯେ, ପରିବେଶ ଓ...

Play 250+ Trending Games
Archives

Model This Week

Why Dharitri