Posted inଫୁରସତ

ଭାଇରାଲ ହେଉଛି ‘ବ୍ୟାଟେଲ୍‌ ଅଫ୍‌ ପ୍ରତାପଗଡ଼’ ଭିଡିଓ

ପ୍ରତାପଗଡ଼,୨୬।୨: ସୋସିଆଲ ମିଡିଆରେ ୟୁଜର୍ସ ଉତ୍ତର ପ୍ରଦେଶର ବାଗପଟଠାରେ ଚାଟ ବିକାଳିଙ୍କ ମଧ୍ୟରେ ହୋଇଥିବା ଛଟ ଫାଇଟ୍‌ ଭିଡିଓର ମଜା ନେଉଥିବାବେଳେ ସାମ୍ନାକୁ ଆସିଛି ଆଉ ଏକ ଷ୍ଟ୍ରିଟ୍‌ ଫାଇଟ୍‌ର ଫୁଟେଜ। ଏଥର ମଧ୍ୟ ରାଜ୍ୟ ସମାନ। କିନ୍ତୁ ଯୁଦ୍ଧ ପୁରୁଷଙ୍କ ମଧ୍ୟରେ ନୁହେଁ, ବରଂ ଯୋଦ୍ଧା ସାଜିଛନ୍ତି ମହିଳା। ତେବେ ଏହି ଭିଡିଓ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲାର ପାଟି ଅଞ୍ଚଳର ବୋଲି ଜଣାପଡ଼ିଛି।

ଭାଇରାଲ ଭିଡିଓରେ କିଛି ମହିଳା ପାରମ୍ପରିକ ହ୍ୟାଣ୍ଡ ଟୁ ହ୍ୟାଣ୍ଡ ଫାଇଟ୍‌ କରୁଛନ୍ତି। ସେମାନେ ପରସ୍ପରର ଚୁଟି ଟାଣୁଛନ୍ତି । ବାଡ଼ି ଓ ହାତରେ ଯାହା ପଡ଼ିଲା ସେଥିରେ ପରସ୍ପରକୁ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ଛଟ ଫାଇଟ୍‌ ଭଳି ଏହି ଷ୍ଟ୍ରିଟ୍‌ ଫାଇଟ୍‌ର ଭିଡିଓ ସୋସିଆଲ ମିଡିଆରେ କିଛି ସମୟରେ ହିଁ ଭାଇରାଲ ହୋଇଯାଇଛି। ଏହାର ଖୁବ୍‌ ମଜା ଉଠାଉଛନ୍ତି ୟୁଜର୍ସ। ଜଣେ ୟୁଜର ଲେଖିଛନ୍ତି, ବଲିଉଡର ବ୍ଲକବାଷ୍ଟର ଫିଲ୍ମ ଦଙ୍ଗଲ ଫିଲ୍ମର ଡାଇଲଗ (ମେରି ଛୋରିୟା ଛୋରୋ ସେ କମ୍‌ ହେ କେ)। ଆଉ କିଛି ୟୁଜର୍ସ ଏହାକୁ ବ୍ୟାଟେଲ ଅଫ୍‌ ପ୍ରତାପଗଡ଼ ବୋଲି ଅବିହିତ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆଇପିଏସ୍‌ କହିଲେ ଜିଲାପି ଖାଇବାକୁ ଦେଉନାହାନ୍ତି ସ୍ତ୍ରୀ, ଫଟୋ ଭାଇରାଲ

ଜିଲାପି ଖାଇ ନ ପାରିବାର କଷ୍ଟ ତାମିଲନାଡୁର ଆଇପିଏସ୍‌ ଅଧିକାରୀ ଟୁଇଟରରେ ଶେୟାର କରିଛନ୍ତି। ଯାହା ବର୍ତ୍ତମାନ ଭାଇରାଲ ହେଉଛି। ଏହି ଆଇପିଏସ୍‌ ଅଧିକାରୀ ଟୁଇଟ୍‌...

ହସ୍ପିଟାଲରେ ପଶି ତାଣ୍ଡବ ରଚିଲା ଗାଈ, ଭିଡିଓ ଦେଖିଲେ…

ଦକ୍ଷିଣ ଆମେରିକାର କଲମ୍ବିଆସ୍ଥିତ ଏକ ହସ୍ପିଟାଲରେ ଅଜବ ଘଟଣା ଘଟିଛି। ଏହି ହସ୍ପିଟାଲ ମଧ୍ୟକୁ ଏକ ଗାଈ ପଶି ଆସି ତାଣ୍ଡବ ରଚିଛି। ଏଠାରେ ଥିବା...

ବନାରସ ଯିବାକୁଥିଲେ ଏହିସବୁ ଖାଦ୍ୟ ନିଶ୍ଚେ ଚାଖନ୍ତୁ

ଆଧ୍ୟାତ୍ମିକ ଓ ସଂକୀର୍ତ୍ତନର ସହର ବନାରସ। ଯେଉଁ ସହର ନଁା ରେ ରହିଛି ରସ। ତେବେ ସେହି ସହରର ଖାଦ୍ୟ ପଦାର୍ଥ କେତେ ସ୍ବାଦିଷ୍ଠ ହୋଇ...

କରୋନା ସଙ୍କଟ ଯୋଗୁ ବର୍ଷେ ହେଲାଣି ଦରମା ନେଇନାହାନ୍ତି ମୁକେଶ

ନୂଆଦିଲ୍ଲୀ,୩।୬: ଦେଶରେ କରୋନା ପ୍ରକୋପ ଏବେ ବି ଜାରି ରହିଛି। କରୋନା ସଙ୍କଟର ଭୟାବହତାକୁ ଦେଖି ରିଲାଏନ୍ସ ଇଣ୍ଡଷ୍ଟ୍ରିର (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଗତ...

୧୦ ଘଣ୍ଟା ଧରି ଉଠାଇଲେ ଆବର୍ଜନା, ଉପହାରରେ ମିଳିଲା କାର

ଆମେରିକାର ମିନେପୋଲିସ୍‌ ସହରରେ ପୋଲିସ ହେପାଜତରେ ଥିବା ଜର୍ଜ ଫ୍ଲୋୟଡ୍‌ ନାମକ ଜଣେ କୃଷ୍ଣକାୟଙ୍କ ମୃତ୍ୟୁ ହେବା ପରେ ସାରା ଦେଶରେ ପ୍ରତିବାଦ ନିଆଁ ଜଳିଛି।...

‘ହାଉସ୍‌ଫୁଲ୍‌-୪’ର ଟ୍ରେଲର୍‌ ରିଲିଜ୍‌

ନୂଆଦିଲ୍ଲୀ: ବଲିଉଡ୍‌ ସୁୁପରହିଟ୍‌ ମଲ୍‌ଟିଷ୍ଟାର୍‌ କମେଡ଼ି ସିରିଜ୍‌ ‘ହାଉସ୍‌ଫୁଲ୍‌-୪’ର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ହାଉସ୍‌ଫୁଲ୍‌ ସିରିଜ୍‌ର ପ୍ରତ୍ୟେକ ଫିଲ୍ମ ବଲିଉଡ୍‌ରେ ସୁପରହିଟ୍‌ ରହିଥିବାବେଳେ ଚତୁର୍ଥ ସିରିଜ୍‌...

କୁକୁରର ହେଲା ବାହାଘର: ଭୋଜି ଖାଇ ନାଚିଲେ ଲୋକେ

ଭୋପାଳ,୯।୧: ମଣିଷଙ୍କର ବିବାହ ହୋଇଥାଏ। ତେବେ କେତେକ ଅଞ୍ଚଳରେ ଲୋକେ ବିଭିନ୍ନ ପରମ୍ପରା ଅନ୍ତର୍ଗତ କିଛି ପ୍ରାଣୀଙ୍କ ବିବାହ ମଧ୍ୟ କରାଇଥାନ୍ତି। ମଧ୍ୟପ୍ରଦେଶର ନିଓ୍ବାଡ଼ି ଜିଲାର...

ବିକ୍ରି ହେବ ଭୂତ ଗାଁ, ଦାମ୍‌ ଜାଣିଲେ…

ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହାର ରହସ୍ୟ ବୁଝିବା ବହୁତ କଷ୍ଟକର। କିଛି କଥା ଏହି ସ୍ଥାନଗୁଡ଼ିକୁ ଏତେ ଭୟଭୀତ କରିଦିଏ ଯେ, ଯାହା...

Advertisement


Archives

Model This Week