ସର୍ଦ୍ଦାର ପଟେଲ ପ୍ରାଣୀ ଉଦ୍ୟାନର ଉଦ୍ଘାଟନ କଲେ ମୋଦି
ଅହମଦାବାଦ,୩୦ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଶୁକ୍ରବାର ସେଠାରେ ପହଞ୍ଚିଛନ୍ତି । ପ୍ରଥମେ ମୋଦି ନର୍ମଦା ଜିଲାର କେବଡିୟା ପହଞ୍ଚି ସେଠାରେ ଆରୋଗ୍ୟ ବନର ଲୋକର୍ପଣ କରିଛନ୍ତି । ପ୍ରାୟ ୧୭ ହେକ୍ଟର ପରିମିତ ସ୍ଥାନରେ…
୧୦ ଥର ବିବାହ କରିସାରିଲେଣି ଏହି ମହିଳା, ଏବେ ବି ଖୋଜୁଛନ୍ତି ନୂଆ ଜୀବନସାଥୀ; କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ବିବାହ କରିବାକୁ ସମସ୍ତେ ଉତ୍ତମ ଜୀବନସାଥୀଟିଏ ଚାହିଁଥାନ୍ତି। ଯାହା ସହିତ ସାରା ଜୀବନ ଭଲରେ କଟିବ। ମାତ୍ର ଆମେରିକାର ଜଣେ ମହିଳା ଗୋଟିଏ ପରେ ଗୋଟିଏ ସ୍ବାମୀ ବଦଳାଇ ଚାଲିଛନ୍ତି। ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ। ଭଲ ସ୍ବାମୀଟିଏ ପାଇବା ପାଇଁ…
ଏପଟେ ଆଉଟ୍ କଲେ ସେପଟେ ଟିପ୍ସ ନେଲେ
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୧୬ ବର୍ଷର ଦୀର୍ଘ କ୍ରିକେଟ୍ କ୍ୟାରିୟର ମଧ୍ୟରେ ୫୩୮ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାର ଅଭିଜ୍ଞତା ହାସଲ କରିଛନ୍ତି ଏବଂ ୧୭ହଜାରରୁ ଅଧିକ ରନ କରିଛନ୍ତି। ତାଙ୍କ ଭଳି ଜଣେ କିମ୍ବଦନ୍ତୀ…
ଛାତ ଉପରେ ସ୍ତ୍ରୀଙ୍କ ସହ ବ୍ୟାଟିଂ ଅଭ୍ୟାସ କରୁଥିଲେ ଏହି ଖେଳାଳି, ଏବେ କଲେ କମାଲ୍
ଆଇପିଏଲ୍ ୨୦୨୦ରେ କୋଲକାତା ନାଇଟ ରାଇଡର୍ସ ଯୁବ ବ୍ୟାଟ୍ସମ୍ୟାନ ନୀତିଶ ରାଣା ଗୁରୁବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଦମ୍ଦାର ବ୍ୟାଟିଂ କରିଥିଲେ। ଚେନ୍ନାଇ ବିପକ୍ଷରେ ୬୧ ବଲରେ ସେ ୮୭ ରନର ଇନିଂସ ଖେଳିଥିଲେ। ଏହି ପାଳିରେ ରାଣା ୪ଟି…
ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
ହରଭଙ୍ଗା,୩୦ା୧୦(ଡି.ଏନ୍.ଏ.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ସିଙ୍ଗାଣିବିଡ଼ା ନିକଟରେ ଗୁରୁବାର ରାତିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମୃତ ଯୁବକ ଜଣକ ହରଭଙ୍ଗା ବ୍ଲକ ତିଲେଶ୍ବର ପଞ୍ଚାୟତ ବାଦିକଟା ଗ୍ରାମର ଅର୍ଜୁନ…
ବାୟୁ ପ୍ରଦୂଷଣ ରୋକିବ ନୂଆ ଆଇନ
ନୂଆଦିଲ୍ଲୀ,୩୦ା୧୦(ପି.ଟି.):ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍)ରେ ବାୟୁ ପ୍ରଦୂଷଣ ରୋକିବା ଲାଗି କେନ୍ଦ୍ର ସରକାର ଏକ ନୂଆ ଆଇନ ଆଣିଛନ୍ତି। ଆଇନରେ ପ୍ରଦୂଷଣକୁ ଏକ ଅପରାଧ ଭାବେ ନିଆଯାଇଛି। ଏହାର ଉଲ୍ଲଂଘନ କଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ଏବଂ ୧ କୋଟି…
ଏହି ଲୋକପ୍ରିୟ ଅଭିନେତାଙ୍କୁ ଆକ୍ରମଣ: ଜୀବନରୁ ମାରିଦେବାକୁ ମିଳିଲା ଧମକ
ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ‘ତାରକ ମେହତା କା ଓଲଟା ଚଶମା’ରେ ଗୋଗୀ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସମୟ ଶାହଙ୍କ ଉପରେ ଆକ୍ରମଣ ହୋଇଛି। ଘର ବାହାରେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଖାଲି ସେତିକି ନୁହେଁ,…
ଦିଲ୍ଲୀରେ ବାୟୁ ପ୍ରଦୂଷଣ ଭାଙ୍ଗିଲା ରେକର୍ଡ, ଜଳୁଛି ଆଖି
ନୂଆଦିଲ୍ଲୀ,୩୦।୧୦: ଦୀପାବଳି ପୂର୍ବରୁ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ହୋଇଛି। ଶୁକ୍ରବାର ଦିଲ୍ଲୀର ବୱାନା ଅଞ୍ଚଳରେ ବାୟୁ ଗୁଣବତ୍ତର ସୂଚକାଙ୍କ(ଏକ୍ୟୁଆଇ) ଚଳିତ ସିଜିନ୍ରେ ରେକର୍ଡ ଭାଙ୍ଗିଛି। ପ୍ରଦୂଷଣ ସ୍ତର ୪୪୭ରେ ପହଞ୍ଚିଛି। ଏଠାରେ ରହୁଥିବା ଏବଂ ଏହି ଅଞ୍ଚଳ ଦେଇ…
ଏହି ଲୋକପ୍ରିୟ ଅଭିନେତା ଗୋଡ଼ରେ କଲେ ଖାସ୍ ଟାଟୁ: ଏଥିପାଇଁ ଲାଗିଲା ୩୦ ଘଣ୍ଟା
ବଲିଉଡ୍ ଅଭିନେତା କୁନାଲ ଖେମୁ ଟାଟୁ କରିବାକୁ ବହୁତ ଭଲ ପାଆନ୍ତି। କିଛିଦିନ ତଳେ ସେ ଝିଅ ଇନାୟାଙ୍କ ଜନ୍ମଦିନରେ ଝିଅ ନାମରେ ନିଜ ଛାତିରେ ଏକ ଟାଟୁ ତିଆରି କରିଥିଲେ। ଉକ୍ତ ଟାଟୁ ତାଙ୍କ ପାଇଁ ସବୁଠାରୁ ସ୍ବତନ୍ତ୍ର ।…
ସଭାମଞ୍ଚରୁ ଖସିପଡିଲେ କଂଗ୍ରେସ ନେତା
ପାଟନା,୩୦।୧୦: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରଦାର ଚାଲିଛି। ଜଲେ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା କଂଗ୍ରେସ ପ୍ରାର୍ଥୀ ମଶକୁର ଅହମ୍ମଦ ଉସମାନୀ ଦରଭଙ୍ଗାରେ ପ୍ରଚାର କରୁଥିବା ବେଳେ…
ବିବାହ ପରେ ନାମ ବଦଳାଇଲେ ନେହା କକ୍କର: ଜାଣନ୍ତୁ କ’ଣ ରଖିଲେ…
ବଲିଉଡ୍ ଗାୟିକା ନେହା କକ୍କର ଏବଂ ରୋହନପ୍ରିତ ସିଂହ ଇତିମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି। ବିବାହ ପରେ ଏହି ଯୋଡି ନିଜର ନୂଆ ଜୀବନ ଆରମ୍ଭ କରିଛନ୍ତି। ତେବେ ଏହି ବିବାହ ହେଉଛି ଚଳିତ ବର୍ଷର ଚର୍ଚ୍ଚିତ ବିବାହ। ବିବାହ…
ଆଇସିଏମ୍ଆର୍ର ବଡ ଘୋଷଣା: କରୋନା ମୁକାବିଲା କରିବ ବିସିଜି ଟିକା
ନୂଆଦିଲ୍ଲୀ, ୩୦।୧୦: ମହାମାରୀ କରୋନା ରୋକିବାକୁ ଏବେ ବିଶ୍ୱର ଅନେକ ଦେଶ ଟିକା ପ୍ରସ୍ତୁତିରେ ଲାଗିପଡିଛନ୍ତି। ଏହି ସମୟରେ ଆଇସିଏମ୍ଆର୍ ଏକ ଆଶ୍ୱସ୍ତିକର ଖବର ଦେଇଛି। ଆଇସିଏମ୍ଆର୍ ବୈଜ୍ଞାନିକଙ୍କ ମୁତାବକ ଟ୍ୟୁବୋରକ୍ଲୋସିସ୍ରୁ ରକ୍ଷା ପାଇବା ପାଇଁ ବ୍ୟବହାର କରାଯାଉଥିବା ବିସିଜି ଟିକା…
Archives


