Home Left

ଖୁବ୍‌ଶୀଘ୍ର ଅନୁଷ୍ଠିତ ହେବ ଏଆଇସିସି ବୈଠକ

ନୂଆଦିଲ୍ଲୀ,୩୦ ।୧୦: ଅଖିଳ ଭାରତୀୟ କଂଗ୍ରେସ କମିଟି ତା’ର ବୈଠକ ଖୁବ୍‌ଶୀଘ୍ର କରିବ ବୋଲି ଜଣାପଡିଛି । କଂଗ୍ରେସ ପକ୍ଷରୁ ଏହାର ତାରିଖ ଘୋଷଣା କରାଯାଇ ନ ଥିଲେ ମଧ୍ୟ କୁହାଯାଉଛି କି ଏହି ବୈଠକରେ କରୋନା ଭାଇରସ, ଅର୍ଥବ୍ୟବସ୍ଥା ଓ…

ଅଡୁଆରେ ଅମୀର

ମୁମ୍ବାଇ: ବଲିଉଡ୍‌ର ପରଫେକ୍ଟନିଷ୍ଟ ଅମୀର ଖାନ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ଆଗାମୀ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’କୁ ନେଇ ନୁହେଁ, ବରଂ ଦିଲ୍ଲୀ ନିକଟସ୍ଥ ଗାଜିଆବାଦର ଲୋନି ବିଧାନସଭା ଆସନରୁ ଭାଜପା ବିଧାୟକ ନନ୍ଦ କିଶୋର ଗୁରଜାର ଅମୀରଙ୍କ…

ହାଫ୍ ପ୍ୟାଣ୍ଟ ପିନ୍ଧି ବଜାରରେ ବୁଲି ପାରିବେନି ଯୁବକ!

ବାଗପତ,୩୦ ।୧୦: ବର୍ତ୍ତମାନ ପର୍ଯ୍ୟନ୍ତ ଝିଅମାନଙ୍କ ପୋଷାକକୁ ନେଇ ନିୟମ ଜାରି କରୁଥିବା ହରିୟାଣାର ବଲିୟାନ ଖାପ ପଞ୍ଚାୟତର ମୁଖିଆ ତଥା ଭାରତୀୟ କୃଷକ ୟୁନିୟନର ଅଧ୍ୟକ୍ଷ ଏବେ ଯୁକକଙ୍କ ପୋଷାକକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ବାଗପତ…

ଝିଅ ବାହାଘର କଲେ ସରକାର ଦେବେ ୨୦ ହଜାର ଟଙ୍କା

ଲକ୍ଷ୍ନୌ,୩୦ା୧୦: ଉତ୍ତରପ୍ରଦେଶର ଯୋଗୀ ସରକାର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଏକ ବିଶେଷ ଉପହାର ଦେଇଛନ୍ତି। ଯୋଗୀ ସରକାରଙ୍କ ଘୋଷଣା ଅନୁଯାୟୀ, ସଂଖ୍ୟାଲଘୁ ସମ୍ପ୍ରଦାୟର ଝିଅ ବିବାହ ପାଇଁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ କହିଛନ୍ତି…

ବରଗଡରୁ ନୂଆ ୩୫ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୬୯କୁ ବୃଦ୍ଧି

ବରଗଡ଼ ଅଫିସ,୩୦।୧୦: ବରଗଡ ଜିଲାରେ ଶୁକ୍ରବାର ପୁଣି ୩୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳରୁ ୩ଜଣ ରହିଥିବା ବେଳେ ବରଗଡ଼ ବ୍ଲକର ୨, ଅତାବିରା ବ୍ଳକର ୩, ପଦ୍ମପୁର ବ୍ଲକର ୧,…

ପଦ୍ମପୁରରେ କୃଷି ବିଲ୍‌ ବିରୋଧରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୩୦।୧୦: କୃଷି ବିଲକୁ ନେଇ ସାରାଦେଶରେ ବିରୋଧର ସ୍ବର ଉଠିଛି। ଏହି କ୍ରମରେ ଶୁକ୍ରବାର ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତି ଆହ୍ବାନରେ ବରଗଡ଼ ଜିଲା ପଦ୍ମପୁର ଗୋରୁ ମାର୍କେଟ ପରିସରରେ କୃଷକ ଚେତାବନୀ ବିକ୍ଷୋଭ ସମାବେଶ ଅନୁଷ୍ଠିତ…

ଦୁଇମାସର ହାତୀ ଛୁଆ କଲା ଏମିତି, ଭିଡିଓ ଦେଖିଲେ ହସିହସି ଗଡ଼ିବେ

କେନିଆରେ ଦୁଇ ମାସର ଏକ ହାତୀ ଛୁଆ ଏମିତି କିଛି କରିଛି, ଯାହା ଦେଖିଲେ ଆପଣ ହସ ରୋକି ପାରିବେନି। ଛୁଆଟି ନିଜର ବଡ଼ଭାଇ ନିକଟକୁ ଭିଡ଼ି ଯାଇ ଖୁବ୍‌ ସୁନ୍ଦର ଭାବରେ ତା’ ସହ ଲଢ଼ାଇ କରୁଥିବା ଭିଡିଓରେ ଦେଖିବାକୁ…

ଭିଡିଓ ଶୁଟିଂ ହେଲା କାଳ: ମହୁମାଛି ଆକ୍ରମଣରେ ୧ ଗୁରୁତର, ୫ ଆହତ

ବାରିପଦା ଅଫିସ,୩୦।୧୦: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଘାଟି ଅଞ୍ଚଳକୁ ୟୁଟ୍ୟୁବ୍‌ ପାଇଁ ଭିଡିଓ ଶୁଟିଂ ଓ ସେଲ୍‌ଫି ନେବାକୁ ଯାଇଥିବା ବେଳେ ୬ ଛାତ୍ର ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପ୍ରକାଶ…

ବିବାହ ପରେ ରୋମାଣ୍ଟିକ୍‌ ଫଟୋ ଶେୟାର କଲେ ନେହା କକ୍କର

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତ ୨୪ ତାରିଖରେ ସେ ଦିଲ୍ଲୀର ଏକ ଗୁରୁଦ୍ୱାରରେ ପଞ୍ଜାବୀ ଗାୟକ ରୋହନପ୍ରୀତ୍‌ ସିଂଙ୍କୁ ବିବାହ କରିଛନ୍ତି। ବିବାହ ପରେ ନେହା ଏବେ ସୋସିଆଲ ମିଡିଆରେ କିଛି ରୋମାଣ୍ଟିକ୍‌…

୩ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର,୩୦।୧୦: ଆତଙ୍କବାଦୀଙ୍କ ଟାର୍ଗେଟରେ ଏବେ ନେତା। ଦକ୍ଷିଣ କଶ୍ମୀରର କୁଲଗାମ ଜିଲା ଗୁରୁବାର ଆତଙ୍କବାଦୀମାନେ ୩ ଜଣ ସ୍ଥାନୀୟ ଭାଜପା କର୍ମୀଙ୍କୁ ହତ୍ୟା କରିଛନ୍ତି। ସେମାନେ ହେଲେ କୁଲଗାମ ଭାଜପା ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଫିଦା ହୁସେନ ଇଠୋ, ସହଯୋଗୀ…

ଏହି ଖେଳାଳିଙ୍କ ସ୍ତ୍ରୀ ଭାରି ଅଳସୁଆ

ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଷ୍ଟାର୍‌ ଖେଳାଳି ଆରୋନ ଫିଞ୍ଚ୍‌ ଦଳକୁ ପ୍ରଥମଥର ଚାମ୍ପିୟନ୍‌ କରାଇବା ପାଇଁ ଲାଗି ପଡିଛନ୍ତି। ଆରସିବି ପକ୍ଷରୁ ଏହା ତାଙ୍କର ପ୍ରଥମ ସିଜିନ୍‌। ବ୍ୟକ୍ତିଗତ ଜୀବନରେ ଫିଞ୍ଚ୍‌ଙ୍କ ପାଇଁ ଆଇପିଏଲ୍‌ ସବୁଠୁ…

ରେଷ୍ଟୁରାଣ୍ଟ ଭିତରକୁ ପଶିଆସିଲା ଚିତାବାଘ: ଆଉ ତାପରେ…

ବାଘର ଅନେକ ଭିଡିଓ ସୋସିଆଲ ମିଡିଆରେ ହେଉ ଅବା ଟିଭିରେ ଆମେ ଦେଖିଛୁ। କେତେବେଳେ ତାକୁ ଚୁପ୍‌ଚାପ୍‌୍‌ ବସିଥିବାର ତ ଆଉ କେତେବେଳେ ବୁଲୁଥିବାର ଦେଖିବାକୁ ମିଳିଥାଏ। ସେମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ଏକ ଚିତାବାଘ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri