Home Left

ରମଣ ପ୍ରଭାବ

‘ରମଣ ପ୍ରଭାବ’ ହେଉଛି ଆଲୋକ ବିଚ୍ଛୁରଣର ଗୋଟିଏ ପ୍ରମୁଖ ତତ୍ତ୍ୱ। ଏହାର ଆବିଷ୍କାର କାହାଣୀ ବଡ ଚମତ୍କାର। ଆମ ଦେଶର ବିଶିଷ୍ଟ ବୈଜ୍ଞାନିକ ସାର୍‌ ସି.ଭି. ରମଣ ଏହାକୁ ଆବିଷ୍କାର କରିଥିଲେ। କେବଳ ସେତିକି ନୁହେଁ, ବିଜ୍ଞାନ କ୍ଷେତ୍ରରେ ଏଭଳି ଉଲ୍ଲେଖନୀୟ…

୮୧ ବର୍ଷ ପରେ ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମା

ଲଣ୍ଡନ,୧।୩: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ବୋମାକୁ ୮୧ ବର୍ଷ ପରେ ଫୁଟାଯାଇଛି। ବ୍ରିଟେନ୍‌ର ଏକ୍ସେଟର ସହରରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ରବିବାର ପହଞ୍ଚି ରିମୋର୍ଟ କଣ୍ଟ୍ରୋଲର ସହାୟତାରେ ଏଭଳି କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସହରକୁ ସମ୍ପୂର୍ଣ୍ଣ ଖାଲି କରି ଦିଆଯାଇଥିଲା।…

ଯୁବକଙ୍କୁ ହତ୍ୟା, ଜଣେ ଅଟକ

ଗଞ୍ଜାମ,୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି l ମୃତ ଯୁବକ ହେଲେ ହୁମା ବଡ଼ସାହିର ଦଣ୍ଡପାଣି ବିଶ୍ୱାଳ (୪୮) l ଖବର ପାଇ ଆଡିଶନାଲ ଏସ୍‌ପି ଠାକୁର ପ୍ରସାଦ ପାତ୍ର,…

ନୀତୀଶଙ୍କ ଜନ୍ମଦିନକୁ ‘ବିକାଶ ଦିବସ’ ଭାବେ ପାଳନ କଲେ ଜେଡିୟୁ କର୍ମୀ

ପାଟନା,୧ ।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ତାଙ୍କ ୭୦ ତମ ଜନ୍ମଦିବସ ପାଳନ କରିଛନ୍ତି । ଏହି ଅବସରରେ ଜନତା ଦଳ ୟୁନାଇଟେଡ(ଜେଡିୟୁ) କର୍ମୀମାନେ ତାଙ୍କ ପ୍ରିୟ ନେତା ନୀତୀଶଙ୍କ ଜନ୍ମଦିନକୁ ‘ବିକାଶ ଦିବସ’ ଭାବେ ପାଳନ କରିଛନ୍ତି…

ଭାରତ-ବାଂଲାଦେଶ ସମ୍ପର୍କରେ ଫାଟ ଆଶଙ୍କା !

ନୂଆଦିଲ୍ଲୀ,୧।୩: ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଭାରତ ବାଂଲାଦେଶ ସମ୍ପର୍କରେ ଫାଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ବାଂଲାଦେଶର କୋକ୍ସ୍‌ ବଜାରରୁ ଫେବୃୟାରୀ ୧୧ରେ ୮୧ ଜଣ ରୋହିଙ୍ଗ୍ୟା ବୋଟରେ ବାହାରିଥିଲେ। ଫେବୃୟାରୀ ୧୫ରେ ବୋଟର ଇଞ୍ଜିନ୍‌ ଖରାପ ହୋଇଯାଇଥିଲା। ଫଳରେ ସେମାନେ…

ଏହି କ୍ରିକେଟର୍‌ କରିଥିଲେ ଏମିତି ରେକର୍ଡ ଯାହା ଆଜିପର୍ଯ୍ୟନ୍ତ ଭାଙ୍ଗିପାରିନାହାନ୍ତି ୨୬୦୮ ଖେଳାଳି

ପାକିସ୍ତାନର ଅଲରାଉଣ୍ଡର ତଥା ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି ଆଜି ତାଙ୍କର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ପାକିସ୍ତାନର ଜଣେ ପ୍ରସିଦ୍ଧ ଖେଳାଳି ଭାବେ ଜଣାଶୁଣା। ଆଜି ମଧ୍ୟ ତାଙ୍କ ନାମରେ ତାଙ୍କର ଏକ ବିଶେଷ ରେକର୍ଡ ରହିଛି, ଯାହା…

ଏଏପିରେ ଯୋଗ ଦେଲେ ଭାରତ ସୁନ୍ଦରୀ

ନୂଆଦିଲ୍ଲୀ,୧ ।୩: ମାନସୀ ସେହଗଲ । ମିସ୍ ଇଣ୍ଡିଆ ଦିଲ୍ଲୀ ୨୦୧୯ ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି । ଦଳର ନେତା ରାଘବ ଚଢାଙ୍କ ଉପସ୍ଥିତିରେ ସେ ପାର୍ଟିରେ ଯୋଗ ଦେଇଛନ୍ତି । ପୂର୍ବରୁ ଏହି ଦଳରେ ଆଉ ଜଣେ…

ହୃଦ୍‌ଘାତ ସୃଷ୍ଟି କରିପାରେ ପାଟି ଇନ୍‌ଫେକ୍‌ଶନ

ଆମେ ଖାଇ ସାରିବା ପରେ ଭଲ ଭାବରେ ପାଟି ସଫା କରିବା ଦରକାର। ନ ହେଲେ ଦାନ୍ତ ମୂଳରେ ଖାଦ୍ୟର ଅବଶିଷ୍ଟାଂଶ ରହି ପାଟିରେ ଇନ୍‌ଫେକଶ୍‌ନ ସୃଷ୍ଟି କରିବାର ଆଶଙ୍କା ରହିଛି। ତା’ ସହ ଦାନ୍ତଜନିତ ସମସ୍ୟା ଦେଖାଦେଇପାରେ। ପାଟିରେ ଇନ୍‌ଫେକଶ୍‌ନ…

ଓଡ଼ିଶାରେ ଆନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ର଼୍ୟାକେଟ୍‌

ବଲାଙ୍ଗୀର ଅଫିସ, ୧।୩: ଓଡିଶାର ବିଭିନ୍ନ ସହରରେ ଏବେ ଆନ୍ତଃରାଜ୍ୟ ସେନ୍‌ସର ବ୍ଳକ୍‌ ଏଟିଏମ୍‌ ଲୁଟେରା ର଼୍ୟାକେଟ୍‌ ସକ୍ରିୟ ରହିଛନ୍ତି। ବଲାଙ୍ଗୀର ସହରର ବିଭିନ୍ନ ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍‌ କରିବାବେଳେ ଆଦର୍ଶ ଟାଉନ୍‌ ଥାନା ପୋଲିସ ହାବୁଡରେ ଉତ୍ତରପ୍ରଦେଶ କାନପୁରର…

ଫୋକସ୍‌ରେ ଗ୍ରାହକକୈନ୍ଦ୍ରିକ ସେବା

ମହାମାରୀ କରୋନା ସାରା ବିଶ୍ୱର ଅର୍ଥନୀତିକୁ ଉଜାଡ଼ିଦେଇଛି। କୋଭିଡ୍‌ ମୁକାବିଲା ପାଇଁ ଜାରି କଟକଣା ଯୋଗୁ ପ୍ରାୟ ସବୁ ଇଣ୍ଡଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଲୋକଙ୍କ କ୍ରୟଶକ୍ତି ହ୍ରାସ ପାଇଥିବାରୁ ଅଟୋମୋବାଇଲ୍‌ ଶିଳ୍ପ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହାସତ୍ତ୍ୱେ ଗ୍ରାହକଙ୍କ…

ମାତାଙ୍କ ଶରଣରେ ଧୋନୀ

ରାଞ୍ଚି,୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ ଆରମ୍ଭ ହେବାକୁ ଆଉ କିଛି ସପ୍ତାହ ବାକି ଅଛି। ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମ.ଏସ ଧୋନୀଙ୍କ ଦଳର ଭାଗ୍ୟ ପରିବର୍ତ୍ତନ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଛନ୍ତି। ଆଇପିଏଲ ୨୦୨୦ରେ ଚେନ୍ନାଇର…

ପିଲା କମିଲେ, ଶିକ୍ଷକ ବଢ଼ିଲେ

ଯାଜପୁର ଅଫିସ,୧।୩: ରାଜ୍ୟର ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୫ ବର୍ଷ ମଧ୍ୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୮ ଲକ୍ଷ ୭ ହଜାର କମିଛି। ଏଥିରୁ ସରକାରୀ ସ୍କୁଲ ପ୍ରତି ଆଗ୍ରହ କମିବା ଓ ଡ୍ରପ୍‌ଆଉଟ ଛାତ୍ରୀଛାତ୍ରଙ୍କ ସଂଖ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?