Posted inଜାତୀୟ

ଏଏପିରେ ଯୋଗ ଦେଲେ ଭାରତ ସୁନ୍ଦରୀ

ନୂଆଦିଲ୍ଲୀ,୧ ।୩: ମାନସୀ ସେହଗଲ । ମିସ୍ ଇଣ୍ଡିଆ ଦିଲ୍ଲୀ ୨୦୧୯ ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି । ଦଳର ନେତା ରାଘବ ଚଢାଙ୍କ ଉପସ୍ଥିତିରେ ସେ ପାର୍ଟିରେ ଯୋଗ ଦେଇଛନ୍ତି । ପୂର୍ବରୁ ଏହି ଦଳରେ ଆଉ ଜଣେ ଗ୍ଲାମରସ୍ ନେତ୍ରୀ ଅଳକା ଲାମ୍ବା ଥିବା ବେଳେ ଅନେକ ସମୟରେ ସେ ଆସୁଥିଲେ ଚର୍ଚ୍ଚାକୁ । ଆଉ ଏବେ ମିସ୍ ଇଣ୍ଡିଆଙ୍କ ଯୋଗଦାନ ହୁଏତ ଦଳ ପାଇଁ କିଛି ଲାଭ ଆଣିପାରେ ବୋଲି ଆଲୋଚନା ହେଉଛି । ଦିଲ୍ଲୀ ପବ୍ଲିକ ସ୍କୁଲ, ଦ୍ୱାରକାରେ ସ୍କୁଲ ସାରିବା ପରେ ମାନସୀ ନେତାଜୀ ସୁଭାଷ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରୁ ବି,ଟେକ୍ ଶେଷ କରିଛନ୍ତି । ଫାବ କଲର୍ସ ଫେମିନା ମିସ୍ ଇଣ୍ଡିଆ ଦିଲ୍ଲୀ ୨୦୧୯ ଅଡିଶନ ସମୟରେ ମାସୀ କହିଥିଲେ ଭବିଷ୍ୟତରେ ସେ ଜନହୀତକର କାର୍ଯ୍ୟରେ ଯୋଗଦେବେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ପଛକୁ ହଟିବି ନାହିଁ: ବ୍ରିଜଭୂଷଣ

ନୂଆଦିଲ୍ଲୀ,୨୩।୫: ଭାରତୀୟ ଜନତା ପାର୍ଟି(ଭାଜପା)ର ଏମପି ତଥା ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂ ଲଗାତାର ଖବରର ଶିରୋନାମାରେ ରହି ଆସୁଛନ୍ତି।...

କଂଗ୍ରେସରେ ନେତୃତ୍ୱ ସଙ୍କଟ: ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଚିଠି ଲେଖିଲେ ୨୩ ନେତା

ନୂଆଦିଲ୍ଲୀ, ୨୩।୮: କଂଗ୍ରେସରେ ଏବେ ନେତୃତ୍ୱ ସଙ୍କଟ ଦେଖାଦେଇଛି। ଦଳର ସାଂଗଠନିକ କ୍ଷେତ୍ରରେ ଉପର ତଳ ପର୍ଯ୍ୟନ୍ତ ପରିବର୍ତ୍ତନର ଆବଶ୍ୟକତା ଥିବା ଦଳରେ ଚର୍ଚ୍ଚା ହେଉଛି।...

ଲକ୍ଷେ ୪୮ ହଜାର ଟପିଲା ସକ୍ରିୟ ମାମଲା …

ନୂଆଦିଲ୍ଲୀ, ୨୧।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣା, ୨ ପାଇଲଟ ସହିଦ

ଇଟାନଗର,୧୬।୩: ଅରୁଣାଚଳ ପ୍ରଦେଶର ବମ୍‌ଡିଲା ନିକଟରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨ ପାଇଲଟ ସହିଦ ହୋଇଛନ୍ତି। ସେମାଙ୍କ ମଧ୍ୟରୁ...

ପ୍ରଶଂସକଙ୍କ ପ୍ରାର୍ଥନା ଭିକ୍ଷା କଲେ ଶାରଦା

ପାଟନା,୨୧।୮: ପଦ୍ମ ଭୂଷଣରେ ସମ୍ମାନୀତ ଲୋକପ୍ରିୟ ଲୋକ ସଙ୍ଗିତ ଗାୟିକା ଶାରଦା ସିହ୍ନା କରୋନା ଭାଇରସରେ ପୀଡ଼ିତ ହୋଇଛନ୍ତି। ସେ ନିଜେ ଏକ ଭିଡିଓ ଜାରି...

ମେଦବହୁଳତାଠୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ଉଷୁମ ପାଣିରେ ମିଶାଇ ପିଅନ୍ତୁ ଏହି ଲୁଣ…

ସକାଳେ ଟିପେ କଳା ଲୁଣ(ସୈନ୍ଧବ ଲବଣ) ଗ୍ଲାସେ ଉଷୁମ ପାଣି ସହିତ ପିଇଲେ ମିଳିଥାଏ ଅନେକ ଉପକାର। ଏହା ପାଚନ କ୍ରିୟାକୁ ସ୍ବାଭାବିକ କରେ। ମେଦବହୁଳତା...

ଗଣେଶ ପୂଜାରେ ବାଣ ଫୁଟାଇଲେ ଅବା ଚାନ୍ଦା ମାଗିଲେ ହୋଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ

ହାଇଦ୍ରାବାଦ,୨୦।୮: ପାଖେଇ ଆସିଲାଣି ଗଣେଶ ପୂଜା। ଏବେଠାରୁ ଏହାପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ହେଲେ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସାରିବାକୁ ପୋଲିସ ମଧ୍ୟ...

କଂଗ୍ରେସର ବିରୋଧ ସତ୍ତ୍ୱେ ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟରେ ପହଞ୍ଚିଯାଇଥିଲେ ପ୍ରଣବ: ଆଉ ତା’ ପରେ କରିଥିଲେ ସର୍ଜିକାଲ ଷ୍ଟ୍ରାଇକ୍‌ !

ନୂଆଦିଲ୍ଲୀ,୧।୯: ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି। ସୋମବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ମଙ୍ଗଳବାର ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ...

Advertisement
Archives

Model This Week