ଅବସାଦ ପାଇଁ ଦାୟୀ ଅସନ୍ତୁଳିତ ଜୀବନଶୈଳୀ
ଆଜିକାଲିର ବ୍ୟସ୍ତମୟ ଜୀବନରେ ଆମେ ନିଜର ଜୀବନଶୈଳୀ ପ୍ରତି ସତର୍କ ହେବା ନିହାତି ଜରୁରୀ। ଖାଦ୍ୟପେୟ ପ୍ରତି ଯତ୍ନବାନ ହେବା ସହ ନିଜେ କିପରି ସୁସ୍ଥ ରହିବା ସେ ନେଇ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ। କେତେକ ବ୍ୟକ୍ତି ନିଜର ଜୀବନଶୈଳୀକୁ…
୪୦ ଘଣ୍ଟା ଜଳିବ ମାଟିର ଏହି ଦୀପ: ଫୋନ୍କରି ଅର୍ଡର କରୁଛନ୍ତି ଲୋକେ
ଛତିଶଗଡ଼ର କୋଣ୍ଡାଗାଓଁରେ ରୁହନ୍ତି ଅଶୋକ ଚକ୍ରଧାରୀ । ବୃତ୍ତିରେ ସେ ଜଣେ କାରିଗର। ମାଟିରେ ସେ ଭିନ୍ନ ଭିନ୍ନ ଜିନିଷମାନ ତିଆରି କରି ବିକ୍ରି କରିଥାନ୍ତି। ଏବେ ସେ ମାଟିରେ ଏକ ସ୍ବତନ୍ତ୍ର ଦୀପ ତିଆରି କରିଛନ୍ତି। ଯାହାକି ୨୪ରୁ ୪୦…
ସମୟ ପୂର୍ବରୁ ବିଜୟ ଘୋଷଣା କରିବେ ନାହିଁ ଟ୍ରମ୍ପ !
ୱାଶିଂଟନ,୨ ।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କହିଥିଲେ କି ସମୟ ପୂର୍ବରୁ ସେ ବିଜୟ ଘୋଷଣା କରିବେ । ହେଲେ ମଙ୍ଗଳବାର ସେ ଏହାକୁ ଭୁଲ ବୋଲି କହିଛନ୍ତି । ସେ କହିଛନ୍ତି ସମୟ ପୂର୍ବରୁ ସେ ବିଜୟ…
‘ବାବା କା ଢାବା’କୁ ଚର୍ଚ୍ଚାକୁ ଆଣିଥିଲେ ଏହି ୟୁଟ୍ୟୁବର୍, ଏବେ ହେଉଛନ୍ତି ବଦ୍ନାମ: ଜାଣନ୍ତୁ କାହିଁକି
ଦକ୍ଷିଣ ଦିଲ୍ଲୀର ମାଲଭୀୟ ନଗର ସ୍ଥିତ ‘ବାବା କା ଢାବା’ ନିକଟରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା। ଲୋକେ ଏହି ଢାବାକୁ ଚଳାଉଥିବା ୮୦ ବର୍ଷୀୟ କାନ୍ତା ପ୍ରସାଦ ଏବଂ ସ୍ତ୍ରୀଙ୍କ ଦୁଃଖ କାହାଣୀ ଶୁଣି ତାଙ୍କୁ ସହାୟତାର ହାତ…
କରୋନାରୁ ରକ୍ଷା ପାଇଁ ପିପିଇ କିଟ୍ ପିନ୍ଧିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: ଏୟାରପୋର୍ଟରେ ଦେଲେ ପୋଜ୍
ମହାମାରୀ କରୋନା ମଧ୍ୟରେ ଯାତ୍ରା କରିବା ଲୋକଙ୍କ ପାଇଁ ସମସ୍ୟା ପାଲଟିଛି। ଏବେ ଯାତ୍ରା ସମୟରେ ଲୋକମାନେ ଭୟ ଅନୁଭବ କରୁଛନ୍ତି। ବଲିଉଡ୍ କଳାକାରଙ୍କ ମଧ୍ୟରେ ବି ସେମିତି କିଛି ଦେଖିବାକୁ ମିଳୁଛି। ସମସ୍ତ କଳାକାରମାନେ ସୁରକ୍ଷାର ସହ ଯାତ୍ରା କରିବାକୁ…
ନୀତୀଶ-ତେଜସ୍ୱୀଙ୍କୁ ଟାର୍ଗେଟ କଲେ ଚିରାଗ
ପାଟନା,୨ ।୧୧: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଗଲାଣି । ମଙ୍ଗଳବାର ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଏହା ପୂର୍ବରୁ ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ…
ବ୍ୟକ୍ତିତ୍ୱକୁ ପ୍ରଭାବିତ କରେ ଏକୁଟିଆପଣ
କେତେକ ବ୍ୟକ୍ତି ଏକୁଟିଆ ରହିବାକୁ ପସନ୍ଦ କରିଥାଆନ୍ତି। ଏହା ଅଭ୍ୟାସରେ ପରିଣତ ହୋଇଗଲେ ଏକୁଟିଆପଣର ପ୍ରଭାବ ବ୍ୟକ୍ତିତ୍ୱ ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଜାଣିପାରିଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ। ‘ଏକୁଟିଆପଣ ଓ ବ୍ୟକ୍ତିତ୍ୱ’ ଶୀର୍ଷକ ବିଷୟକୁ ନେଇ ସେମାନେ…
ଶିଶୁକନ୍ୟାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି ଅଧିକ ନିସନ୍ତାନ ଦମ୍ପତି
ନୂଆଦିଲ୍ଲୀ,୨।୧୧: ନିସନ୍ତାନ ଦମ୍ପତିମାନେ ଶିଶୁକନ୍ୟାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଏନେଇ ଏକ ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୯ ଏପ୍ରିଲ୍ ୧ଠାରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ୩ ହଜାର ୫୩୧ ଜଣ ଶିଶୁଙ୍କୁ ଅନାଥାଶ୍ରମରୁ…
ଶାହରୁଖଙ୍କ ଜନ୍ମଦିନରେ ୫ ହଜାର କରୋନା କିଟ୍ ଦାନ କରିବେ ପ୍ରଶଂସକ
ବଲିଉଡର କିଙ୍ଗ ଖାନ ଶାହରୁଖ ଆଜି ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଦିନ କେବଳ ଶାହରୁଖଙ୍କ ପାଇଁ ନୁହେଁ ତାଙ୍କ ପ୍ରଶଂସକଙ୍କ ପାଇଁ ମଧ୍ୟ ବେଶ୍ ସ୍ବତନ୍ତ୍ର। ସୁପରଷ୍ଟାର ଶାହରୁଖଙ୍କ ଜନ୍ମଦିନକୁ ଆହୁରି ସ୍ବତନ୍ତ୍ର କରିବା ପାଇଁ ତାଙ୍କର…
ଦୀପାବଳିରେ ଫୁଟିବ ନାହିଁ ବାଣ: ଗେହଲଟ
ଜୟପୁର,୨ ।୧୧: ଦେଶରେ ଜାରି ରହିଥିବା କରୋନା ସଂକ୍ରମଣକୁ ଦେଖି ଏବେ ଲୋକଙ୍କ ଜୀବନ ବଞ୍ଚାଇବା ଏକ ଚ୍ୟାଲେଞ୍ଜ ହୋଇପଡିଛି ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବଜାରରେ ବାଣ ବିକ୍ରି…
ହୃଦ୍ଘାତ ଆଶଙ୍କା କମାଏ ଭିଟାମିନ୍ ‘ସି’
ଆମେ ସମ୍ମୁଖୀନ ହେଉଥିବା ଜଟିଳ ସ୍ବାସ୍ଥ୍ୟ ସମସ୍ୟାଗୁଡିକ ମଧ୍ୟରୁ ହୃଦ୍ଘାତ ଅନ୍ୟତମ। ଅବଶ୍ୟ ଆଜିକାଲି ଏହାର ଉପଚାର ସମ୍ଭବ ହେଲାଣି। ହେଲେ ଯଦି ପରିସ୍ଥିତି ଜଟିଳ ହୁଏ ତେବେ ହୃଦ୍ରୋଗୀ ମୃତ୍ୟୁବରଣ କରିବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ହୃଦ୍ଘାତଠାରୁ ନିଜକୁ…
ଜିନୀୟ ସମ୍ପାଦନା ଉପକରଣ
ସଜୀବର ଜୀବନଶୈଳୀ ନିର୍ଭର କରିଥାଏ ତା’ ଜିନ୍ ଉପରେ। ଏଥିରେ ହିଁ ଲିପିବଦ୍ଧ ହୋଇଥାଏ ତାହାର ମାନଚିତ୍ର। ଏହାର ସଂରଚନାରେ ତାରତମ୍ୟ ସେ ପ୍ରତ୍ୟେକଙ୍କୁ ଅନ୍ୟଠାରୁ ଭିନ୍ନ କରି ଗଢ଼ିଥାଏ। ଅନ୍ୟପକ୍ଷରେ, ତହିଁରେ ସାମାନ୍ୟତମ ତ୍ରୁଟିର ପରିଣାମ ଭୟାବହ ହୋଇପାରେ !…
Archives


