ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ
ବାଲୁଗାଁ,୩।୧୧(ଡି.ଏନ୍.ଏ.): ବାୟୁମଣ୍ଡଳରୁ ଉଷ୍ମତା ହ୍ରାସ ପାଇଥିବା ବେଳେ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ସୂଚନା ଅନୁଯାୟୀ, ସୋମବାର ସୁଦ୍ଧା ଚିଲିକାକୁ ୧୫ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ ଆସିଛନ୍ତି। ତନ୍ମଧ୍ୟରୁ ପକ୍ଷୀ ଅଭୟାରଣ୍ୟ ନଳବଣ ଅଞ୍ଚଳରେ…
ଗେହଲଟ ସରକାରଙ୍କ ନୂଆ ଆଇନ: ମାସ୍କ ପିନ୍ଧିବା ଅନିବାର୍ଯ୍ୟ
ଜୟପୁର,୩।୧୧: ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନରେ ସର୍ବ ସାଧାରଣସ୍ଥଳରେ ମାସ୍କ ପିନ୍ଧିବାକୁ ଅନିବାର୍ଯ୍ୟ କରାଯାଇଛି। ରାଜ୍ୟରେ ଦନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବିଧାନସଭାରେ…
ଓଡ଼ିଶାର ବାନ୍ଧକଳା ହେବ ବିଶ୍ୱବ୍ରାଣ୍ଡ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ
ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଜାତୀୟସ୍ତରରେ ଏକ ଉତ୍କୃଷ୍ଟ ପାରମ୍ପରିକ ହସ୍ତତନ୍ତର ମାନ୍ୟତା ହାସଲ କଲାପରେ ଓଡ଼ିଶାର ବାନ୍ଧକଳା(ଇକାତ୍) ଏବେ ଏକ ବିଶ୍ୱବ୍ରାଣ୍ଡ ହେବାକୁ ଯାଉଛି। ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ଆଲୋଚନା…
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି ଷ୍ଟାର ପ୍ରଚାରକ
ପାଟନା,୩ ।୧୧: ବିହାର ବିଧାନସଭା ନିର୍ବାଚନ ଉପରେ ସାରା ଦେଶର ନଜର । ଗୋଟିଏ ପଟେ ମଙ୍ଗଳବାର ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ଭାରତୀୟ ଜନତା ପାର୍ଟି(ଭାଜପା)ର ଷ୍ଟାର ପ୍ରଚାରକ ନରେନ୍ଦ୍ର ମୋଦି ଓ କଂଗ୍ରେସର…
ଚାଇନାରେ ହେଲା ଟଙ୍କା ବର୍ଷା !
ବେଜିଂ,୩।୧୧: ଡ୍ରଗ୍ସ୍ ନେବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ତେବେ ଚାଇନାରେ ଜଣେ ଡ୍ରଗ୍ସ୍ ସେବନକାରୀଙ୍କ ଯୋଗୁ ଲୋକେ ମାଲା ମାଲ୍ ହୋଇଛନ୍ତି। ସମୃକ୍ତ ଯୁବକ ଜଣକ ଡ୍ରଗ୍ସ୍ ନିଶାରେ ସେ ବାସ କରୁଥିବା ୩୦ ମହଲା କୋଠାର ବାଲକୋନୀରୁ ଟଙ୍କା ଉଡ଼ାଇଥିଲେ।…
ଭାବବିହ୍ବଳ ହୋଇ ଆଇପିଏଲ୍କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ ଅଲରାଉଣ୍ଡର
ଚେନ୍ନାଇ ସୁପର୍ କିଙ୍ଗସ ଷ୍ଟାର୍ ଅଲରାଉଣ୍ଡର ଶେନ ୱାଟସନ ସମସ୍ତ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚ ପରେ ୩୯ ବର୍ଷୀୟ ୱାଟସନ ସିଏସକେର ସାଥି ଖେଳାଳିଙ୍କୁ ଭାବବିହ୍ବଳ ହୋଇ ନିଜ ଅବସର ନେଇ…
ସରକାରୀ ବାବୁଙ୍କ ଘରେ ନାବାଳିକାଙ୍କୁ ବଳାତ୍କାର
ବାଲିଚନ୍ଦ୍ରପୁର,୩।୧୧(ସ୍ବ.ପ୍ର.): ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ସୋମବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାପଡ଼ିଛି ଯେ, ନାନପୁର ବିରୂପା ନଦୀ ପୋଲ ନିକଟରେ ଆଦିବାସୀ ସମ୍ପ୍ରଦାୟର ଜଣେ ଲୋକ ପରିବାର ସହ ରହିଆସୁଛନ୍ତି। ସେ ଅତ୍ୟନ୍ତ…
ବାବ୍ରି ମାମଲାର ରାୟ ଦେଇଥିବା ବିଚାରପତିଙ୍କ ସୁରକ୍ଷା ବୃଦ୍ଧିକୁ ନା
ନୂଆଦିଲ୍ଲୀ,୩।୧୧: ବାବ୍ରି ମସ୍ଜିଦ ଭଙ୍ଗ ମାମଲାର ରାୟ ଶୁଣାଇଥିବା ବିଚାରପତି ସୁରେନ୍ଦ୍ର କୁମାର ଯାଦବଙ୍କ ସୁରକ୍ଷା ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଛନ୍ତି। ୨୦୧୫ରୁ ସେ ବାବ୍ରି ଭଙ୍ଗ ମାମଲାର ବିଚାର କରିଆସୁଥିବାରୁ ସୁପ୍ରିମକୋର୍ଟ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ।…
ଲଗାତର ୪ ମ୍ୟାଚ୍ ପରାଜୟ ସତ୍ତ୍ୱେ କେମିତି ଫ୍ଲେ-ଅଫ୍ରେ ପହଞ୍ଚିଲା ବେଙ୍ଗାଲୁରୁ, ଜାଣନ୍ତୁ ପୂରା ଗଣିତ
ଦୁବାଇ,୩।୧୧:ଆଇପିଏଲ ୨୦୨୦ ରେ ପ୍ଲେ ଅଫ ଯୋଗ୍ୟତା ପାଇଁ ଆଉ ମାତ୍ର ଗୋଟିଏ ଲିଗ୍ ମ୍ୟାଚ୍ ବାକି ଅଛି। ତେବେ ସୋମବାର ଆବୁଧାବିରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଉଭୟ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ପ୍ଲେ ଅଫ…
୩୦ ସହରବାସୀ ଭୋଗିବେ ଜଳଯନ୍ତ୍ରଣା
ନୂଆଦିଲ୍ଲୀ,୩।୧୧(ଆଇଏଏନ୍ଏସ୍): କଥାରେ ଅଛି ଜଳ ହିଁ ଜୀବନ। ଜଳ ବିନା ଜୀବଜଗତ ତିଷ୍ଠିରହିବା ଅସମ୍ଭବ। ହେଲେ ଜଳବାୟୁରେ ପରିବର୍ତ୍ତନ ସହ ସାମାଜିକ ଚାଲିଚଳଣି ପରିବେଶକୁ ବିଗାଡ଼ିବାରେ ଲାଗିଛି। ଏବେଠାରୁ ଏହାକୁ ନ ସୁଧାରିଲେ କିମ୍ବା ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା…
ପୋଲାଣ୍ଡରେ ଗର୍ଭପାତ ଆଇନକୁ ବିରୋଧ
ଓ୍ବାର୍ସା,୩ା୧୧: ଭ୍ରୂଣଗତ ତ୍ରୁଟି କାରଣରୁ ଗର୍ଭପାତ ଅସାମ୍ବିଧାନିକ ବୋଲି ପୋଲାଣ୍ଡର ଏକ ଅଦାଲତ ରାୟ ଦେବା ପରେ ଏହା ବିରୋଧରେ ସେଠାରେ ବିକ୍ଷୋଭ ଜୋର୍ଦାର ହୋଇଛି। ରାଜଧାନୀ ଓ୍ବାର୍ସାରେ ଗତ ଶୁକ୍ରବାର ଲକ୍ଷାଧିକ ମହିଳା ଏକାଠି ହୋଇ ଦୀର୍ଘ ୭ ଘଣ୍ଟା…
ଯେକୌଣସି ମାସରେ ଜୀବନ ପ୍ରମାଣପତ୍ର ଦାଖଲ କରିବେ ଇପିଏଫ୍ ଉପଭୋକ୍ତା
ଭୁବନେଶ୍ୱର,୩।୧୧(ବ୍ୟୁରୋ): ଇପିଏଫ୍ ପେନ୍ସନ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଏଣିକି ଯେକୌଣସି ମାସରେ ଜୀବନ ପ୍ରମାଣପତ୍ର (ଲାଇଫ୍ ସାର୍ଟିଫିକେଟ) ଦାଖଲ କରିପାରିବେ। ଇପିଏଫ୍ ଉପଭୋକ୍ତାମାନେ ମାସିକ ପେନସନ ଅବ୍ୟାହତ ରଖିବାକୁ ହେଲେ ପ୍ରତିବର୍ଷ ନଭେମ୍ବର ମାସରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିଥାନ୍ତି।…
Archives


