Home Left

ଏହି ଲୋକପ୍ରିୟ ଅଭିନେତାଙ୍କୁ ଗୁଳିକରି ହତ୍ୟା: ପ୍ରେମିକାଙ୍କ ଘର ସମ୍ମୁଖରୁ ମିଳିଲା ମୃତଦେହ

ହଲିଉଡ୍‌ର ଲୋକପ୍ରିୟ ଅଭିନେତା ଏଡି ହୈଜଲଙ୍କର ମୃତ୍ୟୁ ଘଟିଛି। ୩୦ ବର୍ଷୀୟ ଏହି ଅଭିନେତାଙ୍କୁ କେହି ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି। ଟେକ୍ସାସର ଗ୍ରାଣ୍ଡ ପ୍ରିରିରେ ଗର୍ଲଫ୍ରେଣ୍ଡଙ୍କ ଆପାର୍ଟମେଣ୍ଟ ସମ୍ମୁଖରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ଘଟିବା ପରେ…

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦଙ୍ଗା ଆଶଙ୍କା

ୱାଶିଂଟନ,୩ ।୧୧; ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ନାନା ଆଶଙ୍କା ପ୍ରକାଶ ପାଇଛି । ତେବେ କୁହାଯାଉଛି କି ଆମେରିକାରେ ଗତ କିଛିଦିନ ହେବ ଅସ୍ତ୍ରଶସ୍ତ୍ର ବିକ୍ରି ବଢି ଯାଇଥିବାରୁ ରାଷ୍ଟ୍ରପତି ନିର୍ବାଚନରେ ଦଙ୍ଗା ଆଶଙ୍କା କରାଯାଉଛି । ନିର୍ବାଚନ…

କଲ୍ୟାଣ ମଣ୍ଡପର ଅନ୍‌ଲାଇନ୍‌ ବୁକିଂ ଆରମ୍ଭ

ଭୁବନେଶ୍ୱର,୩।୧୧(ବ୍ୟୁରୋ) : ଭୁବନେଶ୍ୱରରେ ଖୋଲିବ କଲ୍ୟାଣ ମଣ୍ଡପ। ସୋମବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶ ପରେ ବିଏମ୍‌ସି ପକ୍ଷରୁ ଏ ନେଇ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯିବା ସହ ପ୍ଲାନ୍‌ ଆପ୍ରୁଭାଲ ଥିବା ମଣ୍ଡପ ଓ ବିଏମ୍‌ସି କଲ୍ୟାଣ ମଣ୍ଡପଗୁଡ଼ିକରେ…

୧ ମିନିଟ୍‌ରେ ୩୪ଥର ପୁଲ୍‌ଅପ୍ସ ମାରି ବିଶ୍ୱ ରେକର୍ଡ ହାସଲ କଲେ ଏହି ମହିଳା

ଆମେରିକାର ପଶ୍ଚିମ ଭର୍ଜିନିଆରେ ରହୁଥିବା ଫିଟ୍‌ନେସ୍‌ ଟ୍ରେନର୍‌ ରୂପା ହୁଲେଟ୍‌ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି। ସେ ଗୋଟିଏ ମିନିଟ୍‌ରେ ୩୪ଥର ପୁଲ୍‌ଅପ୍ସ୍‌ ମାରିବାର କାରନାମା କରିଛନ୍ତି। ଲକ୍‌ଡାଉନ୍‌ରେ ସ୍ବାମୀଙ୍କ ସହ ଟାଇମ୍‌ପାସ୍‌ କରିବା ପାଇଁ ଏକ ଫିଟ୍‌ନେସ୍‌…

ଅଲ୍‌ରାଉଣ୍ଡର, ଶୋ’ମ୍ୟାନ୍‌

ଓଡ଼ିଆ ଚଳଚ୍ଚିତ୍ର ଜଗତର ଶୋ’ ମ୍ୟାନ୍‌ଭାବେ ପରିଚିତ ଥିଲେ ରାଜୁ ମିଶ୍ର। ତାଙ୍କର ପ୍ରତିଟି ସିନେମା ଥିଲା ଭିନ୍ନ ସ୍ବାଦର। ନିଜର ଦକ୍ଷତା ଓ ଲକ୍ଷ୍ୟ ହାସଲ କରିବାର ଦୃଢ ମନୋବଳ ଯୋଗୁ ସେ ଜନ୍ମମାଟି ଜଟଣୀରୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚତ୍ ପାରିଥିଲେ।…

ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ସ୍ବାମୀ

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ପ୍ରଥମ ସ୍ବାମୀଙ୍କ ଠାରୁ ଅଲଗା ହେବା ପରେ ଶ୍ୱେତା ୨୦୧୩ରେ ଅଭିନଭ କୋହଲିଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କର ଏକ ପୁତ୍ର ସନ୍ତାନ ଜନ୍ମ…

ଆର୍‌ଆର୍‌ ନଗରରେ ୪୨ ହଜାର ନକଲି ଭୋଟର: ଭାଜପାକୁ ଦୋଷ ଦେଲା କଂଗ୍ରେସ

ବେଙ୍ଗାଲୁରୁ,୩।୧୧: କର୍ନାଟକରେ ମଙ୍ଗଳବାର ଆର୍‌ଆର୍‌ ନଗର(ରାଜରାଜେଶ୍ୱରୀ ନଗର) ଏବଂ ତୁମକୁରର ସିରା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଡି.କେ. ଶିବ କୁମାର ଶାସକ ଭାଜପା ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଆର୍‌ଆର୍‌ ନଗରରେ ଜାଣିଶୁଣି…

ଏହି ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ସିଦ୍ଧାର୍ଥ ମାଲହୋତ୍ରା

ଅଭିନେତ୍ରୀ କିଆରା ଆଡଭାନୀଙ୍କ ପ୍ରେମରେ ପଡିଛନ୍ତି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା। ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି। ଉଭୟଙ୍କୁ ଅନେକ ପାର୍ଟିରେ ଅନେକ ଥର ଏକାଠି ନଜର ଆସିଥିଲେ। ଅବଶ୍ୟ ଦୁହେଁ ଏନେଇ କୌଣସି ପ୍ରତିକ୍ରିୟା…

ଭୁବନେଶ୍ୱରରେ ସାଇବର କମ୍ପ୍ଲେକ୍ସ ଉଦ୍‌ଘାଟିତ

ଭୁବନେଶ୍ୱର,୩।୧୧ (ବ୍ୟୁରୋ): ରାଜ୍ୟରେ ବଢ଼ି ଚାଲିଥିବା ସାଇବର ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ନୂଆ ପ୍ରୟାସ ଆରମ୍ଭ କରିଛି। ଭୁବନେଶ୍ୱର କେଶରୀନଗରଠାରେ ଏକ ସାଇବର କମ୍ପ୍ଲେକ୍ସ ସ୍ଥାପନ କରାଯାଇଛି। ସୋମବାର ଏହାକୁ ପୋଲିସ ଡିଜି ଅଭୟ ଉଦ୍‌ଘାଟନ କରିଛନ୍ତି। ଏହି…

କେନ୍ଦ୍ର, ରାଜ୍ୟରେ ଅଘୋଷିତ ମେଣ୍ଟ ସରକାର ଚାଲିଛି: କଂଗ୍ରେସ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ୨୦୧୪ରୁ କେନ୍ଦ୍ର ଶାସନ ଦାୟିତ୍ୱ ଭାଜପା ହାତକୁ ଯିବାଠାରୁ ଓଡ଼ିଶାରେ ଭିନ୍ନ ସମୀକରଣ ଦେଖିବାକୁ ମିଳୁଛି। ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଚାଲିଥିବା ଅଘୋଷିତ ମେଣ୍ଟ ସରକାର ଯୋଗୁ ରାଜକୋଷକୁ ୭୨ ହଜାର କୋଟିର କ୍ଷତି ପହଞ୍ଚିଛି ବୋଲି କଂଗ୍ରେସ…

ଖୋଲିବ ବାଣ ଦୋକାନ, ଜଗିବ ୧୫ ପ୍ଲାଟୁନ ଫୋସ

କଟକ ଅଫିସ, ୩।୧୧: ଦୀପାବଳି ପାଇଁ ପ୍ରସ୍ତୁତ ହୋଇଛି କଟକ ପୋଲିସ। ସମ୍ପୂର୍ଣ୍ଣ କଟକଣା ଭିତରେ ଦୀପାବଳୀ ଓ କାଳିପୂଜା ଆୟୋଜନ ହେବ। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ ଗାଇଡ୍‌ଲାଇନକୁ ପାଳନ କରାଯିବ। କାଳୀପୂଜାରେ ମୃଣ୍ମୟୀଙ୍କ ଉଚ୍ଚତା ୪ଫୁଟ କରାଯିବ।…

ଦରବୃଦ୍ଧି ପ୍ରତିବାଦରେ ସବୁ ଜିଲାରେ ଆନ୍ଦୋଳନ ପ୍ରସ୍ତୁତି

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ଯୁବକଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ବିରୋଧରେ ସୋମବାର କଂଗ୍ରେସ ଭବନଠାରୁ ଏକ ର଼୍ୟାଲି ବାହାରି ମାଷ୍ଟରକ୍ୟାଣ୍ଟିନ୍‌ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri