Home Left

ଘରୋଇ ଫେସ୍‌ ପ୍ୟାକ୍‌

ବର୍ତ୍ତମାନ ପରିବେଶ ପ୍ରଦୂଷଣ, ଜୀବନଶୈଳୀ ପରିବର୍ତ୍ତନ, ଅସନ୍ତୁଳିତ ଖାଦ୍ୟାଭ୍ୟାସ ଆଦି କାରଣରୁ ତ୍ୱଚା ମଧ୍ୟ ପ୍ରଭାବିତ ହେଉଛି। ଏମିତିରେ ତ୍ୱଚାକୁ ସୁନ୍ଦର ଏବଂ ଫିଟ୍‌ ରଖିବାକୁ ବିଭିନ୍ନ ଘରୋଇ ଫେସ୍‌ ପ୍ୟାକ୍‌ ବ୍ୟବହାର କରିପାରିବେ। ଜାଣି ରଖନ୍ତୁ ବିଭିନ୍ନ ପ୍ୟାକ୍‌ ସମ୍ପର୍କରେ…

କରୋନା ସମୟରେ ୪୬ ପ୍ରତିଶତ ଭାରତୀୟ ପରିବାର ଉଧାର ନେଇ ଚଳୁଛନ୍ତି!

ନୂଆଦିଲ୍ଲୀ,୩ ।୧୧: କରୋନା ଭାଇରସ ସଂକ୍ରମଣ କାରଣରୁ ବିଶ୍ୱ ଏକ ପ୍ରକାର ସଂଘର୍ଷ କରି ଚାଲିଛି । ଅନେକ ଲୋକ ଏକ ପ୍ରକାର ଏହି ସମୟରେ ରୋଜଗାର ହରାଇ ବସିଛନ୍ତି । ପରିବାର ପୋଷଣ ପାଇଁ ଏବେ ୪୬ ପ୍ରତିଶତ ଭାରତୀୟ…

ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା ପ୍ରକାଶିତ: ସୁଶ୍ରୀ ସୁଭସ୍ମିତା ବେଷ୍ଟ ଗ୍ରାଜୁଏଟ୍‌

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ବହୁ ବାଦବିବାଦ ପରେ ଶେଷରେ ପ୍ରକାଶ ପାଇଲା ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୟୁଜି ଓ ପିଜି ବର୍ଗର ଟପ୍ପର ତାଲିକା ପ୍ରକାଶ ପାଇଛି। ୟୁଜିରେ ଶୁଭସ୍ମିତା ନାୟକ ବେଷ୍ଟ ଗ୍ରାଜୁଏଟ୍‌ ହୋଇଛନ୍ତି। ଅକ୍ଟୋବର…

ମମତାଙ୍କ କୁଶପୁତ୍ତଳିକା ଦାହ

କେନ୍ଦୁଝର, ୩।୧୧(ସ୍ବ.ପ୍ର.): ପଶ୍ଚିମବଙ୍ଗରେ ଭାରତୀୟ ମଜଦ୍ଦୁର ସଂଘର କାର୍ଯ୍ୟକର୍ତ୍ତାଙ୍କୁ ତୃଣମୂଳ କଂଗ୍ରେସର ଗୁଣ୍ଡାଙ୍କ ଆକ୍ରମଣ ପ୍ରତିବାଦରେ କେନ୍ଦୁଝରରେ ମଙ୍ଗଳବାର ଏକ ରାଲି ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲା ମୁଖ୍ୟ ଡାକ୍ତର ମହାନ୍ତଙ୍କ ନେତୃତ୍ୱରେ ଆୟୋଜିତ ଏହି ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ…

ମାଛ ଧରିବାକୁ ଯାଇ ଧୀବର ନିଖୋଜ: ଆଉ ଫେରିଲେନି ତାମ୍ପରା ହଦ୍ରରୁ

ଛତ୍ରପୁର,୩।୧୧(ଡି.ଏନ୍‌.ଏ. ): ମାଛ ଧରିବା ପାଇଁ ଯାଇଥିବା ବେଳେ ଜଣେ ଧୀବର ନିଖୋଜ ହୋଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ତରେଇପାଟପୁର ଗ୍ରାମରେ। ନିଖୋଜ ଧୀବର ହେଲେ ଉକ୍ତ ଗ୍ରାମର ଗୋପାଳ ବେହେରା। ସୋମବାର…

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ଗତ ୨୪ଘଣ୍ଟାରେ ୩୮ହଜାର ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୩।୧୧: ଦେଶରେ ଏବେ ବି କରୋନା ପ୍ରକୋପ ଜାରି ରହିଛି। ଯେ ପର୍ଯ୍ୟନ୍ତ କରୋନା ମୁକାବିଲା ପାଇଁ କୌଣସି ଔଷଧ ବା ଟିକା ଆସିନାହିଁ ସେଯାଏଁ ଅବହେଳାର ପ୍ରଶ୍ନ ଉଠୁନାହିଁ। ଯାହା ଏହି ଯୁଦ୍ଧର ଏବେ ମୂଳ ଲକ୍ଷ୍ୟ ପାଲଟିଛିି। କିନ୍ତୁ…

ଉପନିର୍ବାଚନ: ୧୧ଟା ସୁଦ୍ଧା ମତଦାନ ହାର ୨୬.୨୪ %

ଭୁବନେଶ୍ୱର,୩ା୧୧(ବ୍ୟୁରୋ): ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ କଡ଼ା କଟକଣା ମଧ୍ୟରେ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଏହି ମତଦାନ ଜାରି ରହିଥିବା ବେଳେ ଦିନ ୧୧ଟା ସୁଦ୍ଧା ହାରାହାରି ୨୬.୨୪ % ମତଦାନ ହୋଇଥିବା…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅସଲ ମୁଖା ଖୋଲିଲେ ପୂର୍ବତନ କ୍ରିକେଟର୍‌

ଇସଲାମାବାଦ,୩।୧୧: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସରଫରାଜ ନୱାଜ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟ ଅଧିନାୟକ ଇମ୍ରାନ ଖାନଙ୍କ ବିରୋଧରେ ଏକ ଅଭିଯୋଗ କରିଛନ୍ତି। ସରଫରାଜ ଦାବି କରିଛନ୍ତି ଯେ ଇମ୍ରାନ କୋକେନ (ଡ୍ରଗ୍ସ) ଖାଉଥିଲେ। ସେ ଏହା ମଧ୍ୟ କହିଛନ୍ତି…

ଏଲ୍‌ଏନ୍‌ଜି ଟର୍ମିନାଲରେ ଅଗ୍ନିକାଣ୍ଡ: ୫ ମୃତ

ବେଜିଂ,୩।୧୧: ଚାଇନାର ଏକ ଏଲ୍‌ଏନ୍‌ଜି ଟର୍ମିନାଲରେ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ଚାଇନାର ଗ୍ବାଙ୍ଗସୀ ଝୁଆଙ୍ଗ୍‌ସ୍ଥିତ ଏଲ୍‌ଏନ୍‌ଜି ଟର୍ମିନାଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏଥିରେ କେତେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା…

ସ୍ବାମୀଙ୍କ ନାମରେ ଟାଟୁ କରିଛନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ମୁମ୍ବାଇ ଇଣ୍ଡିଆନ୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଆଇପିଏଲର ଚଳିତ ସିଜନରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚରେ ୩୭୪ ରନ ସଂଗ୍ରହ କରିଛନ୍ତି। ସୂର୍ଯ୍ୟକୁମାରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ତାଙ୍କ ସ୍ତ୍ରୀ ଦେଭିଶା ଜଣେ…

ବାଲେଶ୍ୱର ଉପନିର୍ବାଚନ: ଭୋଟ ଦେଲେ ଭାଜପା ପ୍ରାର୍ଥୀ ମାନସ ଦତ୍ତ

ବାଲେଶ୍ୱର ଅଫିସ, ୩।୧୧: କୋଭିଡ୍‌ କଟକଣା ମଧ୍ୟରେ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ତେବେ ଜଣଙ୍କ ପରେ ଜଣେ ପ୍ରାର୍ଥୀ ନିଜର ମତ ସାବ୍ୟସ୍ଥ କରୁଥିବା ଦେଖିବାକୁ ମିଳୁଛି। ଏହିକ୍ରମରେ ଭାଜପା ପ୍ରାର୍ଥୀ ମାନସ ଦତ୍ତ…

ଲୋକ ସଭା-ରାଜ୍ୟ ସଭା ମିଶିଲେ ବି କଂଗ୍ରେସର ନାହାନ୍ତି ଶହେ ଏମ୍‌ପି: ମୋଦି

ଅରରିୟା,୩ ।୧୧: ବିହାରରେ ଗୋଟିଏ ପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି ଅନ୍ୟପଟେ ତୃ୍‌ତୀୟ ପର୍ଯ୍ୟାୟ ଭୋଟ ଗ୍ରହଣକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri