Home Left

ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କ ପରଲୋକ

କଟକ ଅଫିସ,୭ା୧୧: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ହାଇକୋର୍ଟ ବାର୍‌ ଆସୋସିଏଶନର ପୂର୍ବତନ ସଭାପତି ଡକ୍ଟର ଅଶୋକ ମହାପାତ୍ରଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ଅସୁସ୍ଥତା ଯୋଗୁ ସେ ଭୁବନେଶ୍ୱରର ଏକ ଘରୋଇ…

ଆରଜେଡି ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ପାଟଣା, ୭।୧୧-ବିହାରରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ବିଟୁ ସିଂଙ୍କ ଭାଇ ବେନି ସିଂଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ପୂର୍ଣ୍ଣେୟା ଜିଲା ଧାମଦାହା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାର୍ସି ଅଞ୍ଚଳରେ…

ବଲିଉଡ ଚଳଚ୍ଚିତ୍ର ନିର୍ମାତା ସୁଦର୍ଶନ ରତନଙ୍କ କରୋନାରେ ପରଲୋକ

ମୁମ୍ବାଇ,୭।୧୧-ବଲିଉଡ ଚଳଚ୍ଚିତ୍ର ନିର୍ମାତା ସୁଦର୍ଶନ ରତନଙ୍କ କରୋନାରେ ପରଲୋକ ହୋଇଛି। ଏ ନେଇ ଅଭିନେତା ଶେଖର ସୁମନ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ଶେଖର ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟ ଜରିଆରେ ଟୁଇଟ କରି ଲେଖିଛନ୍ତି, କରୋନା କାରଣରୁ ମୋର…

ବିହାରରେ ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି: ସନ୍ଧ୍ୟା ୫ଟା ସୁଦ୍ଧା ୫୨.୮୦ ପ୍ରତିଶତ ମତଦାନ

ପାଟନା,୭ା୧୧: ବିହାର ବିଧାନସଭାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି। ତେବେ ସା ୫ଟା ସୁଦ୍ଧା ୫୨.୮୦ ପ୍ରତିଶତ ଭୋଟର ମତଦାନ କରିଥିବା ଜଣାପଡ଼ିଛି। ଶନିବାର ୭୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ କରାଯାଇଛି। ଅପରାହ୍ନ ୫ଟା ସୁଦ୍ଧା କିଶନଗଞ୍ଜ…

ମୁଖ୍ୟ ସୂଚନା କମିଶନର ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଯଶବର୍ଦ୍ଧନ ସିହ୍ନା

ନୂଆଦିଲ୍ଲୀ,୭ା୧୧: ଯଶବର୍ଦ୍ଧନ କୁମାର ସିହ୍ନା ଦେଶର ନୂତନ ମୁଖ୍ୟ ସୂଚନା କମିଶନର (ସିଆଇସି) ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶନିବାର ରାଷ୍ଟ୍ରୀୟ ଭବନରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ସୂଚନା କମିଶନର ଯଶବର୍ଦ୍ଧନ ପୂର୍ବତନ ଭାରତୀୟ ବୈଦେଶିକ ସେବା…

ଚାଷ ଜମିରେ ପିତାଙ୍କ ସହ ନଜର ଆସିଲେ ତୈମୁର

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ଭାଇରାଲ ହେଉଛି। ଶନିବାର ବଲିଉଡ ଅଭିନେତା ଶୈଫ ଅଲ୍ଲି ଖାଁ ଓ ତାଙ୍କ ପୁଅ ତୈମୁର ଅଲ୍ଲି ଖାଁ ହରିୟାଣା ପାଟାଉଡିସ୍ଥିତ ଫାର୍ମ ହାଉସରେ ନଜର ଆସିଛନ୍ତି। ଏହି ଫଟୋ ସୋସିଆଲ…

ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ଦୀପିକା, କହିଲେ ପୋଲିସରେ ଦେଇଦେବି

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିଙ୍କୁ ସାଧାରଣତଃ ଫଟୋଗ୍ରାଫରଙ୍କ ସାମ୍ନା କରିବାକୁ ପଡ଼ିଥାଏ। ଯେଉଁଠି ଷ୍ଟାର ସେଠି ଫଟୋଗ୍ରାଫରଙ୍କ ଭିଡ଼। ସେଲିବ୍ରିଟିମାନେ ମଧ୍ୟ ଭିନ୍ନ ଭିନ୍ନ ପୋଜ୍‌ରେ ଫଟୋ ଉଠାଇଥାନ୍ତି। ବେଳେବେଳେ ସେଲିବ୍ରିଟିମାନେ ଫଟୋଗ୍ରାଫରଙ୍କ ଉପରେ ଚିଡ଼ି ଯା’ନ୍ତି। କାରଣ ଫଟୋଗ୍ରାଫରମାନେ ସେଲିବ୍ରିଟିଙ୍କ ବ୍ୟକ୍ତିଗତ…

ଆର୍‌ସିବି କ’ଣ କେବେ ଜିତିପାରିବନି ଆଇପିଏଲ୍‌? ଇଂଲଣ୍ଡର ଏହି ମହିଳା କ୍ରିକେଟର କହିଲେ ‘ଡେଫିନାଇଟଲି ନଟ୍‌’

ନୂଆଦିଲ୍ଲୀ,୭।୧୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଟାଇଟଲ ହାସଲ କରିବାରୁ ଲଗାତାର ୮ମ ଥର ପାଇଁ ବଞ୍ଚିତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଶୁକ୍ରବାର ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଟିମ୍‌ ସନରାଇଜର୍ସ ହାଇଦ୍ରାବାଦଠୁ ପରାସ୍ତ ହୋଇଥିଲା। ହେଲେ ଆର୍‌ସିବିର ପ୍ରଶଂସକମାନେ…

ସମାଜରେ ଏପରି ଲୋକଙ୍କୁ କୁହାଯାଏ ଯୋଗ୍ୟ, କେବେ ହୁଅନ୍ତିନି ବିଫଳ

ଜଣେ ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଭାବରେ ବିବେଚିତ ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡ଼ିତ ଅନେକ ବିଷୟ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ସେ ତାଙ୍କ ନୀତିଶାସ୍ତ୍ରରେ ଏହା ଉଲ୍ଲେଖ କରିଛନ୍ତି। ସେଥିରେ ଚାଣକ୍ୟ ଯୋଗ୍ୟ ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି।…

ବିବାହ କରିବେ ଅର୍ଜୁନ

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ମହାଭାରତ’ରେ ଅର୍ଜୁନ ଭୂମିକାରେ ଅଭିନୟ କରି ଖୁବ୍‌ ଲୋକପ୍ରିୟ ହୋଇଥିଲେ ଅଭିନେତା ଶାହିର ଶେଖ୍‌। ଏବେ ତାଙ୍କ ବିଷୟରେ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ପରେ ମହିଳା ପ୍ରଶଂସକଙ୍କ ମନ…

ଚର୍ଚ୍ଚାରେ ଗୌହରଙ୍କ ଲଭ୍‌ ଲାଇଫ୍‌: ୧୭ ବର୍ଷ ପୂର୍ବେ ସାଜିଦଙ୍କ ସହ କରିଥିଲେ ନିର୍ବନ୍ଧ, ହେଲେ..

ବମ୍ବେ: ଆଜିକାଲି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ ଗୌହର ଖାନ। ନିକଟରେ ସେ ପ୍ରେମିକ ଜୈଦ ଦରବାରଙ୍କ ସହ ନିର୍ବନ୍ଧ କରିନେଇଛନ୍ତି। ଆସନ୍ତା ଡିସେମ୍ବର ୨୫ରେ ସେ ବିବାହ କରିବା ନେଇ କୁହାଯାଉଛି। ଏସବୁ ଭିତରେ ଗୌହରଙ୍କ ପୂର୍ବ…

ଲମ୍ବା କେଶ ରଖି ଗିନିଜ୍‌ ରେକର୍ଡ କଲେ ଏହି ଯୁବତୀ

୧୮ ବର୍ଷୀୟା ନୀଲାଂଶୀ ପଟେଲ ନିଜର ଲମ୍ବା କେଶ ପାଇଁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗୁଜରାଟରେ ରହୁଥିବା ନୀଲାଂଶୀଙ୍କ କେଶର ଲମ୍ବ ୬ ଫୁଟ ୬ ଇଞ୍ଚ। ନୀଲାଂଶୀ ୬ ବର୍ଷ ଦିନରୁ ନିଜର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri