Home Left

ଅର୍ଣ୍ଣବଙ୍କ ଜାମିନ ଆବେଦନ ରାୟ ସଂରକ୍ଷିତ

ମୁମ୍ବାଇ, ୮।୧୧: ରିପବ୍ଲିକାନ ଟିଭିର ଏଡିଟର-ଇନ୍‌-ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀ ଅନ୍ତରୀଣ ଜାମିନ ପାଇଁ କରିଥିବା ଆବେଦନ ଉପରେ ବମ୍ବେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଫଳରେ ଶନିବାର ତାଙ୍କର ହାଜତରୁ ବାହାରିବା ସମ୍ଭବ ହୋଇନାହିଁ। ୨୦୧୮ରେ ସେ ଇଣ୍ଟେରିୟର ଡିଜାଇନର ଅନ୍ବୟ…

ଏକ୍‌ଜିଟ୍‌ ପୋଲ୍‌ରେ ମହାମେଣ୍ଟ

ନୂଆଦିଲ୍ଲୀ,୮ା୧୧: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଶାସନ କରୁଥିବା ବିହାରରେ ଏଥର କ୍ଷମତା ପରିବର୍ତ୍ତନର ଆଭାସ ମିଳିଛି। ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତୃତ୍ୱାଧୀନ ବିରୋଧୀ ମହାମେଣ୍ଟ ହାତକୁ ଶାସନର ଡୋରି ଯାଇପାରେ। ହିନ୍ଦୀ ଭାଷୀ ଏହି ରାଜ୍ୟରେ ତେଜସ୍ବୀ ଯାଦବଙ୍କ…

୪ ବର୍ଷରେ ସରିନି ଅଧା

ତାଳଚେର, ୮ା୧୧(ନି.ପ୍ର.):  ଦିନ ପରେ ଦିନ ଗଡ଼ିଚାଲିଛି। ବଢ଼ିଚାଲିଛି ବ୍ୟୟବରାଦ। ହେଲେ ପୂର୍ଣ୍ଣାଙ୍ଗ ରୂପ ନେଇପାରୁନି ତାଳଚେର-ଘଣ୍ଟପଡ଼ା ଓଭରବ୍ରିଜ୍‌। ଇତିମଧ୍ୟରେ କାମ ଅବଧି ସରିବା ୨ବର୍ଷ ବିତିଲାଣି। ହେଲେ ୩୫ କୋଟି ବ୍ୟୟରେ ହେଉଥିବା ଏହି ଡ୍ରିମ୍‌ ପ୍ରୋଜେକ୍ଟ କାମ ମାତ୍ର ୭ଟି…

ଷ୍ଟିଭେନ୍‌ ଟେଲର ଓଡ଼ିଶା ଏଫ୍‌ସି ଅଧିନାୟକ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଆଗାମୀ ସପ୍ତମ ସଂସ୍କରଣ ପାଇଁ ଓଡ଼ିଶା ଏଫ୍‌ସି ନୂଆ ଅଧିନାୟକ ନିଯୁକ୍ତ କରିଛି। ପୂର୍ବତନ ନ୍ୟୁ କ୍ୟାସେଲ ଡିଫେଣ୍ଡର ତଥା ୩୪ ବର୍ଷୀୟ ଇଂଲଣ୍ଡର ପେସାଦାର ଫୁଟବଲର ଷ୍ଟିଭେନ୍‌ ଟେଲରଙ୍କୁ ଓଡ଼ିଶା ଏଫ୍‌ସିର ନେତୃତ୍ୱ…

ବନ୍ଦ ହୋଇଯିବ ରାଜ୍ୟର ୧୦୦୦ ଏମ୍‌ଏସ୍‌ଏମ୍‌ଇ

ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ର ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ବିଭିନ୍ନ ନୀତି କାର୍ଯ୍ୟକାରୀ କରାଇବା ବେଳେ କ୍ଷୁଦ୍ରଶିଳ୍ପଗୁଡିକ ଯେଭଳି ସଙ୍କଟ ମଧ୍ୟକୁ ଚାଲି ନ ଯାଆନ୍ତି ତାକୁ ସରକାର ଧ୍ୟାନରେ ରଖିବା ଉଚିତ…

ଆଗାମୀ ଆର୍ଥତ୍କ ବର୍ଷରେ ସ୍ବାଭାବିକ ହେବ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: ଆସନ୍ତା ବର୍ଷରେ ଦେଶର ଅର୍ଥ ବ୍ୟବସ୍ଥା ସ୍ବାଭାବିକ ସ୍ଥିତିକୁ ଫେରିବା ନେଇ ଆଶା ରହିଛି ବୋଲି ଏସ୍‌ବିଆଇ ଅଧ୍ୟକ୍ଷ ଦିନେଶ କୁମାର ଖାରା ଶନିବାର କହିଛନ୍ତି। କୋଭିଡ୍‌-୧୯ ଯୋଗୁ ଅର୍ଥ ବ୍ୟବସ୍ଥାକୁ ବଡ଼ ସମସ୍ୟା ସାମ୍ନା କରିବାକୁ ପଡିଛି। ଏହି…

ଶେଷ ଦୁଇ ଟେଷ୍ଟ ଖେଳି ନ ପାରନ୍ତି କୋହଲି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁୟାରୀ ପ୍ରଥମ ସପ୍ତାହରେ ପ୍ରଥମ ସନ୍ତାନର ପିତା ହେବାର ସମ୍ବାବନା ଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଅନ୍ତର୍ଗତ ଶେଷ ଦୁଇଟି ମ୍ୟାଚ ଖେଳି ନ ପାରନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି।…

ପ୍ରଥମ ଟି୨୦ରେ ପାକିସ୍ତାନ ବିଜୟୀ

ରାଓ୍ବଲପିଣ୍ଡି: ସ୍ଥାନୀୟ ରାଓ୍ବଲପିଣ୍ଡି ଷ୍ଟାଡିୟମରେ ଅନୁଷ୍ଠିତ ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ପାକିସ୍ତାନ ୬ ଉଇକେଟରେ ବିଜୟ ହାସଲ କରିଛି। ଶନିବାର ଅନୁଷ୍ଠିତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାଓ୍ବେ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ…

ଅବସର ନେବେ ଚିଗୁମ୍ବୁରା

ରାଓ୍ବଲପିଣ୍ଡି:ପାକିସ୍ତାନ ବିପକ୍ଷ ଚଳିତ ଟି୨୦ ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ଜିମ୍ବାଓ୍ବେର ପୂର୍ବତନ ଅଧିନାୟକ ଏଲଟନ୍‌ ଚିଗୁମ୍ବୁରା। ତାଙ୍କ ଦେଶର କ୍ରିକେଟ ବୋର୍ଡ ଶନିବାର ଏହି ସୂଚନା ଦେଇଛି। ଜିମ୍ବାଓ୍ବେର ଏହି ଭେଟେରାନ କ୍ରିକେଟରଙ୍କ କ୍ୟାରିୟର ୨୦୦୪ରେ ଆରମ୍ଭ…

ମହିଳା ଟି୨୦ ଚ୍ୟାଲେଞ୍ଜ: ସୁପରନୋଭାସ- ଟ୍ରେଲବ୍ଲେଜର୍ସ ଫାଇନାଲ

ଶାରଜା: ଏଠାରେ ଚାଲିଥିବା ମହିଳା ଟି୨୦ ଚ୍ୟାଲେଞ୍ଜରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ସୁପରନୋଭାସ ୨ ରନରେ ଟ୍ରେଲବ୍ଲେଜର୍ସକୁ ପରାସ୍ତ କରିଛି। ଟୁର୍ନାମେଣ୍ଟରେ ଭାଗ ନେଇଥିବା ୩ଟି ଦଳ ଗୋଟିଏ ଲେଖାଏ ବିଜୟ ସହ ୨ ପଏଣ୍ଟ ହାସଲ କରିଛନ୍ତି। ତେବେ ନେଟ୍‌…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୮୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୭।୧୧(ବ୍ୟୁରୋ)-ରାଜ୍ୟରେ ଆଜି ମୋଟ ୧୬୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୧୭ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୧୩, କଟକରୁ ୧୦୪, ବୌଦ୍ଧରୁ ୯୧, କଳାହାଣ୍ଡିରୁ ୮୩, ମୟୂରଭଞ୍ଜରୁ ୮୦, ବାଲେଶ୍ବରରୁ ୭୮, ନୂଆପଡାରୁ ୭୬,…

ହୋଟେଲରେ ଦେହ ବ୍ୟବସାୟ: ୩ ଗିରଫ, ୫ ବଙ୍ଗୀୟ ଯୁବତୀ ଅଟକ

ପୁରୀ ଅଫିସ,୭ା୧୧- ହୋଟେଲରେ ଦେହ ବ୍ୟବସାୟ ଚାଲୁଥିବାବେଳେ ବଳିଆପଣ୍ଡା ପୋଲିସ ଚଢାଉ କରି ୫ ବଙ୍ଗୀୟ ଯୁବତୀଙ୍କୁ ଅଟକ ରଖିଥିବାବେଳେ ୩ ଜଣ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ଏଥିସହ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ପୋଲିସ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri