ଏହି ଅଭିନେତ୍ରୀଙ୍କ ଲାଟେଷ୍ଟ ଫଟୋ ଶୁଟ୍‌, ସୋସିଆଲ ମିଡିଆରେ ହେଉଛି ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫ୍ୟାଶନକୁ ନେଇ ପ୍ରଶଂସକ ମହଲରେ ସବୁବେଳେ ଚର୍ଚ୍ଚା ହୋଇଥାଏ। ବର୍ତ୍ତମାନ ଏକ ଲାଲ୍‌ ରଙ୍ଗର ବଡିଫିଟ୍‌ ଡ୍ରେସ୍‌ ପିନ୍ଧି ଦେଶୀଗର୍ଲ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏହି ଲାଟେଷ୍ଟ ଫଟୋ ଶୁଟ୍‌ ଏବେ ସୋସିଆଲ ମିଡିଆରେ ଛାଇଯାଇଛି। ପ୍ରିୟଙ୍କା ଆମେରିକୀୟ ସ୍ବାମୀ ନିକ୍‌ ଜୋନାସଙ୍କ ଏକ ମ୍ୟୁଜିକ୍‌ ଆଲବମ୍‌ ‘ସ୍ପେସମ୍ୟାନ’ର ପ୍ରମୋଶନ ପାଇଁ ଏମିତି କରିଛନ୍ତି। ଏଥିରେ ପ୍ରିୟଙ୍କାଙ୍କୁ ଗ୍ଲାମରସ ଲୁକ୍‌ରେ ଦେଖିବାକୁ ମିଳିଛି।

ଫଟୋରେ ପ୍ରିୟଙ୍କା ମୁଣ୍ଡଠୁ ଗୋଡ଼ ଯାଏ ଏକ ଲାଲ ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ନଜର ଆସିଛନ୍ତି। ତାଙ୍କର ପୋଜ୍‌ ମଧ୍ୟ ଜବରଦସ୍ତ ହୋଇଛି। ପ୍ରିୟଙ୍କା ନିଜେ ଏହି ଫଟୋଗୁଡ଼ିକୁ ତାଙ୍କ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ‘ନିକ୍‌ଙ୍କୁ ଅଭିନନ୍ଦନ’। ମୁଁ ଜାଣେ ଏହା ତୁମ ପାଇଁ କେତେ ବ୍ୟକ୍ତିଗତ। ମୋ ପ୍ରତି ତୁମର ଭଲପାଇବା ପାଇଁ ମୁଁ କୃତଜ୍ଞ। ଏହି ଆଲବମ୍‌ ହେଉଛି କଳାର ଏକ ଉଦାହରଣ। ଏଗୁଡ଼ିକୁ ମଧ୍ୟରୁ ଅଧିକାଂଶ ଗୋଟିଏ ବ୍ୟାଙ୍ଗର’। ମୁଁ ତୁମକୁ ଭଲ ପାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶାହରୁଖଙ୍କୁ ପ୍ରଶଂସକଙ୍କ ଧମକ

ମୁମ୍ବାଇ: କିଛି ଦିନ ହେବ ବଡ଼ ପରାଦାରୁ ଦୂରେଇ ରହିଛନ୍ତି ବଲିଉଡ୍‌ ବାଦଶାହ। ଶେଷଥର ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରୟଙ୍କ ଫିଲ୍ମ ‘ଜିରୋ’ରେ ତାଙ୍କୁ ଦେଖିବାକୁ...

ବହୁପ୍ରତିକ୍ଷୀତ ଫିଲ୍ମ ‘କେଜିଏଫ୍‌-୨’ର ଟ୍ରେଲର୍‌ ରିଲିଜ୍‌

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଫିଲ୍ମ କେଜିଏଫ୍‌-ଚାପ୍ଟର-୧ର ସଫଳତା ପରେ, ଦର୍ଶକମାନେ ଏହି ଫିଲ୍ମର ଦ୍ୱିତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଦର୍ଶକଙ୍କ ଅପେକ୍ଷାର...

ବଲିଉଡ୍‌ ଡେବ୍ୟୁ ଲାଗି ପ୍ରସ୍ତୁତ

ବମ୍ବେ: ହିନ୍ଦୀ ସିନେମାର ପ୍ରଶଂସକ ଏବେ ଦକ୍ଷିଣ ଭାରତୀୟ କଳାକାରଙ୍କୁ ବେଶ ପସନ୍ଦ କରୁଛନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ପୁଷ୍ପା’ରୁ ତାହା ସ୍ପଷ୍ଟ ଅନୁମେୟ।...

ଗୌରୀଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଦେଖି ଭାଙ୍ଗିଯାଇଥିଲା ଶାହରୁଖଙ୍କ ହୃଦୟ

ଅଭିନେତା ଶାହରୁଖ ଖାନ ଏବଂ ଗୌରୀଙ୍କ ଆଜି ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଉଭୟଙ୍କ ବିବାହକୁ ୩୦ ବର୍ଷ ପୂରିଛି। ଏଥର ଉଭୟ ବିବାହ ବାର୍ଷିକୀ...

ଫିଫା ଟ୍ରଫି ଉନ୍ମୋଚନ କରିବେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ୧୫ ବର୍ଷ ମଧ୍ୟରେ ଅନେକ ବ୍ଲକବଷ୍ଟର ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଚଳିତବର୍ଷ ଅଭିନେତ୍ରୀ କାନ୍ସ ଫିଲ୍ମ...

ସଞ୍ଜୟଙ୍କ ବିଦେଶ ଗସ୍ତକୁ ନେଇ ଉପୁଜିପାରେ ବାଧା

ମୁମ୍ବାଇ,୧୩।୮: ବଲିଉଡ୍‌ ନାୟକ ସଞ୍ଜୟ ଦତ୍ତ କ୍ୟାନସରରେ ପୀଡ଼ିତ ହେବା ଜଣାପଡିବା ପରେ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ତେବେ କ୍ୟାନସର ଚିକିତ୍ସା...

‘କିସି କା ଭାଇ କିସି କି ଜାନ୍‌’ ର ପ୍ରଥମ ଗୀତ ରିଲିଜ୍‌

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ଅପକମିଙ୍ଗ୍‌ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ମାଧ୍ୟମରେ ଦୀର୍ଘବର୍ଷ ପରେ ପରଦାକୁ ଫେରୁଛନ୍ତି। ଯାହାକୁ ଦେଖିବାକୁ...

ଚର୍ଚ୍ଚାରେ ଜ୍ୟାକଲିନଙ୍କ ଫଟୋ ଶୁଟ୍‌

ମୁମ୍ବାଇ: ଜ୍ୟାକଲିନ ଫର୍ନାଡିଜ । ବଲିଉଡର ବ୍ୟସ୍ତ ନାୟିକା । ବଲିଉଡରେ ସକ୍ରିୟ ଥିବା ଏହି ନାୟିକା ସୋସିଆଲ ମିଡିଆରେ ବି ଖୁବ୍ ଆକ୍ଟିଭ ।...

Advertisement
Archives

Model This Week