ଶ୍ରମିକଙ୍କ ଉପରେ ଖସିଲା ସିମେଣ୍ଟ ବସ୍ତା: ଚାପିହୋଇଗଲେ ୩୦ରୁ ଊର୍ଦ୍ଧ୍ୱ, ୪ ଗୁରୁତର

ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ଜିଲା ରୁପ୍ସା ଥାନା ଅଞ୍ଚଳର ଏକ ସିମେଣ୍ଟ ଗୋଦାମରେ ବସ୍ତା ଖସି ୪ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକମାନେ ହେଉଛନ୍ତି ବସ୍ତା ଥାନା ଉଲଡ଼ା ଗ୍ରାମର ଗଙ୍ଗାଧର ଦଳେଇଙ୍କ ପୁଅ କାର୍ତ୍ତିକ(୩୨), ରୁପ୍ସା ଥାନା ତାହାରପୁର ଗ୍ରାମର ବ୍ରଜମୋହନ ସେନାପତିଙ୍କ ପୁଅ ରମେଶ(୨୭) ଓ କାର୍ତ୍ତିକ ଚନ୍ଦ୍ର ବାରିକ(୩୫), ଦୁର୍ଗାପୁର ଗ୍ରାମର ଗୁରୁ ସିଂ (୩୮)। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଶ୍ରମିକମାନେ କାମ କରୁଥିଲେ । ଏତିକିବେଳେ ଥାକମରା ହୋଇଥିବା ସିମେଣ୍ଟ ବସ୍ତା ଖସି ଚାପି ହୋଇ ଯାଇଥିଲେ । ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ ବସ୍ତା ତଳେ ରହି ଯାଇଥିଲେ । କୌଣସି ପ୍ରକାରେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ମାତ୍ର ସେମାନଙ୍କ ମଧ୍ୟରୁ ୪ ଜଣ ଶ୍ରମିକ ଗୁରୁତର ହୋଇ ପଡ଼ିଥିଲେ। ସେମାନଙ୍କୁ ରୁପ୍ସା ଡାକ୍ତରଖାନାରୁ ତୁରନ୍ତ ଜିଲା ମୁଖ୍ୟ ଚକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଣ ତିଆରି ସାମଗ୍ରୀ ଜବତ: ୨ ଗିରଫ

ଭଦ୍ରକ ଅଫିସ/ଚାନ୍ଦବାଲି, ୨୬।୧୦(ଡି.ଏନ.ଏ.) – ଭଦ୍ରକ ଜିଲା ପୁରୁଣାବଜାର ଓ ବାଂଶଡ଼ା ଥାନା ପୋଲିସ ଶୁକ୍ରବାର ଚଢ଼ାଉ କରି ବେଆଇନ ବାଣ ତିଆରି ସାମଗ୍ରୀ ଜବତ...

ଫ୍ୟାଶନ ଶୋ’ରେ ଚମକିଲେ ଶିକ୍ଷକ, ଛାତ୍ରୀ

ଅନୁଗୋଳ ଅଫିସ,୫।୧୨ – ନଭେମ୍ବର ୨୬ ଓ ୨୭ ତାରିଖରେ ପୁରୀଠାରେ ଅନୁଷ୍ଠିତ ଗ୍ଲୋବାଲ ମଡେଲ ଇଣ୍ଡିଆ ଫ୍ୟାଶନ ଶୋ’ରେ ଚମକିଛନ୍ତି ଅନୁଗୋଳର ଶିକ୍ଷକ ସୌମ୍ୟ...

ମୋହନା ବ୍ଲକରେ ପ୍ରବଳ ବର୍ଷା : ବିଦ୍ୟାଳୟ ଛୁଟି ଘୋଷଣା

ମୋହନା,୨୪।୧୦(ଡି.ଏନ୍‌.ଏ): ଗଜପତି ଜିଲାର ମୋହନା ବ୍ଲକରେ ପ୍ରବଳ ବର୍ଷା ଲାଗି ରହିଛି। ତେଣୁ ଜିଲାପାଳଙ୍କ ଚିଠି ନଂ. ୧୦୨୮/ରେସ ତା.୨୪.୧୦.୨୦୧୯ ଅନୁଯାୟୀ ସମସ୍ତ ସରକାରୀ ଓ...

ବାଭଣପଡାରେ କାଳବୈଶାଖୀ: ଘର ଉପରେ ମାଡ଼ି ବସିଲା ବିଶାଳ ଗଛ

ପାଟଣା,୧୮।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଭୁଲୁଦା ବାଭଣପଡା ସାହିରେ ରବିବାର ରାତିରେ କାଳବୈଶାଖୀ ହୋଇଛି। ଫଳରେ ସାହିର ତ୍ରିଲୋଚନ ନାଏକଙ୍କ ଘର ଉପରେ...

ଟ୍ରାଫିକ୍‌ ନିୟନ୍ତ୍ରଣକୁ ଧ୍ୟାନ ଦେଉନି ପୋଲିସ

ବ୍ରହ୍ମପୁର ଅଫିସ,୨୪|୪-ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଅବଧି ସରି ଆସୁଥିବା ବେଳେ ଲୋକମାନଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଜିଲାର ବିଭିନ୍ନ ସ୍ଥାନରୁ ଲୋକମାନେ ମା’ଙ୍କ...

ସହରରେ ଡ୍ରେନେଜ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ବାସୁଦେବପୁର, ୧୫।୮ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହର ଓ ଏହା ସଂଲଗ୍ନ ଅଞ୍ଚଳର ବର୍ଷାପାଣି ନିଷ୍କାସନ ହୋଇପାରୁ...

ପାଇପ ଫାଟି ରାସ୍ତାରେ ଭାସୁଛି ପାଣି

ଲାଠୋର, ୨୦ା୧୦(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ନିକଟରେ ଏକ ଜଳ ଯୋଗାଣ ପ୍ରକଳ୍ପ ରହିଛି। ଗ୍ରାମର ପ୍ରାୟ...

ବେକରେ ବେଲ୍ଟ ବାନ୍ଧି ଝୁଲି ପଡ଼ିଲେ ପ୍ରେମୀ ଯୁଗଳ

ମାଲକାନଗିରି,୨୧।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଗୋମ୍ଫାକୋଣ୍ଡା ପଞ୍ଚାୟତର କନାଗୁଡା କେନାଲ ନିକଟ ଜଙ୍ଗଲ ଭିତରୁ ଜଣେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ...

Advertisement
Archives

Model This Week