Posted inଖେଳ

ପୃଥ୍ବୀ ଶ’ ରଚିଲେ ଇତିହାସ: ପ୍ରଥମ ଖେଳାଳି ଭାବେ ହାସଲ କଲେ ଏମିତି କାରନାମା

ନୂଆଦିଲ୍ଲୀ,୧୪।୩: ବିଜୟ ହଜାରେ ଟ୍ରଫି ଟୁର୍ନାମେଣ୍ଟ ୨୦୨୧ରେ ମୁମ୍ବାଇ ଅଧିନାୟକ ତଥା ଓପନର୍‌ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ଦ୍ୱାରା କି ଚମତ୍କାର ପ୍ରଦର୍ଶନ। ଏହି ସିଜିନ୍‌ରେ ସେ ଅନେକ ରେକର୍ଡ ଅର୍ଜନ କରିଛି ଯାହା ପୂର୍ବରୁ କେହି କରିନାହାଁନ୍ତି। ବିଜୟ ହଜାରେ ଟ୍ରଫି ଟୁର୍ନାମେଣ୍ଟର ଗୋଟିଏ ସିଜନରେ ୮୦୦ କିମ୍ବା ଅଧିକ ରନ ସ୍କୋର କରିଥିବା ପୃଥ୍ବୀ ଶ’ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇ ଇତିହାସ ସୃଷ୍ଟି କରିଥିଲେ। ପୃଥ୍ବୀ ଶ’ଙ୍କ ପୂର୍ବରୁ ଏହି ଟୁର୍ନାମେଣ୍ଟର ଗୋଟିଏ ସିଜନରେ କୌଣସି ବ୍ୟାଟ୍ସମ୍ୟାନ ୮୦୦ ରନ ମାର୍କ ଛୁଇଁ ନଥିଲେ। ପୃଥ୍ବୀ ଶ’ ବିଜୟ ହଜାରେ ଟ୍ରଫି ଟୁର୍ନାମେଣ୍ଟ ୨୦୨୧ ସିଜନରେ ମୋଟ ୮ଟି ମ୍ୟାଚ ଖେଳି ୮ ଇନିଂସରେ ୮୨୭ ରନ ସ୍କୋର କରି ତିନିଥର ଅପରାଜିତ ରହିଥିଲେ। ଚଳିତ ସିଜନରେ ତାଙ୍କର ସର୍ବୋତ୍ତମ ଇନିଂସ ଅପରାଜିତ ୨୨୭ ରନ ହୋଇଥିବାବେଳେ ତାଙ୍କର ହାରାହାରି ୧୬୫.୪୦ ଥିଲା। ସେ ଏହି ସିଜିନରେ ୪ ଶତକ ଏବଂ ଗୋଟିଏ ଅର୍ଦ୍ଧ ଶତକ ସହିତ ୧୩୮.୨୯ ର ଷ୍ଟ୍ରାଇକରେ ରନ୍‌ କରିଥିଲେ।

୮୨୭ ରନ – ପୃଥ୍ବୀ ଶ’- ୨୦୨୧

୭୩୭ ରନ – ଦେବଦତ୍ତ ପାଡିକଲ – ୨୦୨୧

୭୨୩ ରନ -ମୟଙ୍କ ଅଗ୍ରୱାଲ -୨୦୧୮

୬୦୯ରନ – ଦେବଦତ୍ତ ପାଡିକଲ – ୨୦୧୯

୬୦୭ ରନ – ଦୀନେଶ କାର୍ତ୍ତିକ – ୨୦୧୭


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri