Posted inଜାତୀୟ

ମନ୍ଦିରରେ ପାଣି ପିଇବାରୁ ମୁସଲମାନ ନାବାଳକଙ୍କୁ ନିସ୍ତୁକ ମାଡ଼

ଗାଜିଆବାଦ୍‌,୧୪।୩ : ଉତ୍ତର ପ୍ରଦେଶର ଗାଜିଆବାଦର ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଜଣେ ନାବାଳକଙ୍କୁ ମନ ଦେଇକି ଜଣେ ବ୍ୟକ୍ତି ଛେଚୁଛି। ମାଡ଼ ଖାଉଥିବା ବ୍ୟକ୍ତିର ଭୁଲ ହେଲା ସେ ଜଣେ ମୁସଲମାନ ଓ ପାଣି ପିଇବା ପାଇଁ ପଶିଯାଇଥିଲା ଏକ ହିନ୍ଦୁ ମନ୍ଦିରରେ।

ଏହି ହୃଦୟ ଥରା ଭିଡିଓରେ ଆରମ୍ଭରୁ ପୀଡ଼ିତର ପରିଚୟ ପାଇଁ ନାମ ଓ ବାପାଙ୍କ ନାମ ପଚରା ଯାଇଥିଲା। ଏଥିରୁ ମୁସଲମାନ ସ୍ପଷ୍ଟ ହେବା ପରେ ମନ୍ଦିରରେ କ’ଣ କରୁଥିଲ? ଏହାର ଉତ୍ତରରେ ପାଣି ପିବାକୁ ଯାଇଥିବା କହିଥିଲେ ମୁସଲମାନ ନାବାଳକ। ଏହାପରେ ଆରମ୍ଭ ହୋଇଥିଲା ମାଡ଼। ପୀଡ଼ିତଙ୍କ ମୁଣ୍ଡ, ବେକ, ପିଠି ଉପରେ ଗୋଇଠା ବିଧାର ହେଲା ବର୍ଷା। ଭାଇରାଲ ଭିଡିଓ ପୋଲିସ ସାମ୍ନାକୁ ଆସିବା ପରେ ଶ୍ରୀଙ୍ଗି ନନ୍ଦନ ଯାଦବ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ ବିହାରର ବାଗଲପୁରରୁ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ। ବର୍ତ୍ତମାନ ତାଙ୍କ ପାଖରେ କୌଣସି ଚାକିରି ନାହିଁ ଓ ଗତ ୩ ମାସ ହେଲା ମନ୍ଦିରରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିତୁର ସଡ଼କ ଦୁର୍ଘଟଣା ୭ ମୃତ, ୪୫ ଆହତ

ଚିତୁର,୨୭ ।୩: ଆନ୍ଧ୍ରପ୍ରଦେଶର ଚିତୁରରେ ଶନିବାର ରାତିରେ ହାଇଥିବା ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହେବା ସହ ୪୫ ଆହତ ହୋଇଛନ୍ତି । ମିଳିଥିବା...

ସମୟ ଥିଲା ଭାଜପାରେ ଥିଲେ ମମତା, ବାଜପେୟୀଙ୍କ ଏହି ଜିଦ୍‌ ଆଗରେ ହାର୍‌ ମାନି ହୋଇଥିଲେ ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ୧୦ ବର୍ଷ ଧରି ପଶ୍ଚିମବଙ୍ଗରେ କ୍ଷମତାରେ ଅଛନ୍ତି। ୨୦୧୧ରେ ବାମପନ୍ଥୀ ଦଳକୁ କ୍ଷମତାରୁ ହଟାଇ ମମତା ବାନାର୍ଜୀ ଦୁଇଥର ରାଜ୍ୟର...

ବହୁ ପ୍ରତିକ୍ଷା ପରେ ବିହାର ପହଞ୍ଚିଲା ମୌସୁମୀ

ପାଟନା,୨୨।୬: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଥିବା ବିହାରବାସୀ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି। ଶୁକ୍ରବାର ସୁଦ୍ଧା ମୌସୁମୀ ବିହାର ଛୁଇଁଥିବା କୁହାଯାଉଛି। ଏହାର ପ୍ରଭାବରେ...

ଲକ୍‌ଡାଉନ ମଧ୍ୟରେ ମା’ ହେଲେ ଟିଏମ୍‌ସି ଏମ୍‌ପି: ଝିଅର ନାଁ ରଖିଲେ ‘କରୋନା’

ହୁଗଳି,୮।୫: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଇତିମଧ୍ୟରେ କେତେଜଣ ଦମ୍ପତି ତାଙ୍କ ନବଜାତକଙ୍କ ନାଁ ଭାଇରସର ନାଁ ଅନୁସାରେ ରଖୁଥିବା...

ପୁଣି ୨୫୦ ଟଙ୍କା ବଢିଲା ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୪: ପୁଣି କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୫୦ ଟଙ୍କା ବୃଦ୍ଧି ଘଟିଛି। ତେବେ ଘରୋଇ ଗ୍ୟାସ ଦର ଅପରିବର୍ତ୍ତିତ ରହିଛି। ବର୍ଦ୍ଧିତ ଦର ଅନୁସାରେ...

ସିନ୍ଦେଙ୍କ ସହ ୩୭ରୁ ଅଧିକ ବିଧାୟକ, ଦଳ ବଦଳ ଆଇନକୁ ନେଇ ଚର୍ଚ୍ଚା

ମୁମ୍ବାଇ,୨୩ ।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବେଳକୁ ବେଳ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାର ଭାଙ୍ଗିବାକୁ ଯାଉଥିବା ବେଳେ ଏବେବି ଆଶା...

ସିନ୍ଧେଙ୍କୁ ଶିବସେନାରୁ ବହିଷ୍କାର କଲେ ଉଦ୍ଧବ

ମୁମ୍ବାଇ,୨ ।୭: ପ୍ରାୟ ୨ ସପ୍ତାହ ପୂର୍ବରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶିବସେନାରେ ବିଦ୍ରୋହ ଆରମ୍ଭ କରି ଦେଇଥିଲେ । ଏହାପରେ ମହାବିକାଶ ଅଘାଡି...

କରୋନା ଭାଇରସ୍‌: ମେଡିକାଲ ଷ୍ଟାଫ୍‌ ଓ ସଫେଇ କର୍ମଚାରୀଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୪: ଦିଲ୍ଲୀରେ କରୋନା ଭାଇରସ୍‌ ବିରୋଧରେ ଯୁଦ୍ଧ ଲଢ଼ୁଥିବା ମେଡିକାଲ ଷ୍ଟାଫ୍‌ଙ୍କଠାରୁ ଆରମ୍ଭ କରି ସଫେଇ କର୍ମଚାରୀମାନଙ୍କ ପାଇଁ ଦିଲ୍ଲୀ ସରକାର ଏକ ବଡ଼ ଘୋଷଣା...

Advertisement
Archives

Model This Week