Posted inଖେଳ

ସ୍ବତନ୍ତ୍ର ଅର୍ଦ୍ଧଶତକ ପୂର୍ବରୁ ଏହି ପୂର୍ବତନ ଖେଳାଳିଙ୍କ ସହ କଥା ହୋଇଥିଲେ କୋହଲି

ଅହମ୍ମଦାବାଦ୍‌, ୧୫।୩ – ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦମ୍‌ଦାର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଏହି ମ୍ୟାଚ୍‌ ପୂର୍ବରୁ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି)ର ସାଥି ଖେଳାଳି ତଥା ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ଏବି ଡି’ଭିଲିୟର୍ସଙ୍କ ସହ କଥା ହୋଇଥିଲେ।

ମୋତେ ମୋ ବେସିକ୍‌ ଉପରେ ଧ୍ୟାନ ଦେବାର ଥିଲା। ଏ ସମ୍ପର୍କରେ ଟିମ୍‌ ମ୍ୟାନେଜମେଣ୍ଟ ଓ ଅନୁଷ୍କାଙ୍କ ସହ କଥା ହୋଇଥିଲି। ଆଉ ଏହି ମ୍ୟାଚ୍‌ ପୂର୍ବରୁ କଥା ହୋଇଥିଲି ଏବି ଡି’ ଭିଲିୟର୍ସଙ୍କ ସହ। ସେ ମୋତେ ବଲ ଉପରେ ଶେଷ ପର୍ଯ୍ୟନ୍ତ ନଜର ରଖିବାକୁ ଉପଦେଶ ଦେଇଥିଲେ ବୋଲି ମ୍ୟାଚ୍‌ ପରେ କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଲେ

ଦୁବାଇ,୮।୧(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାରେ ପୂର୍ବପରି ଶୀର୍ଷ ସ୍ଥାନ ବଜାୟ...

ଟି-୨୦ ବିଶ୍ୱକପ୍‌ରେ ଭାରତ ଫେଲ୍‌ ମାରିବାର ୫ଟି ପ୍ରମୁଖ କାରଣ

ଦୁବାଇ,୭।୧୧: ଟି -୨୦ ବିଶ୍ୱକପରେ ଟିମ ଇଣ୍ଡିଆର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଭାରତ ସେମିଫାଇନାଲ ଦୌଡ଼ରୁ ମଧ୍ୟ ବାଦ୍‌ ପଡିଛି। ପ୍ରାରମ୍ଭରେ ଲଗାତାର ଦୁଇଟି...

ବର୍ଷେ ପରେ ଟୋକିଓ ଅଲିମ୍ପିକ୍ସ: ପଦକ ଉନ୍ମୋଚିତ

ଟୋକିଓ,୨୫।୭(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ଗୋଟିଏ ବର୍ଷ ବାକି ରହିଛି। ଏହି ଅବଗଣନା ଆରମ୍ଭ କରିବା ଅବସରରେ ଅଲିମ୍ପିକ୍ସର ସ୍ବର୍ଣ୍ଣ, ରୌପ୍ୟ...

ଭାରତ-ଓ୍ବେଷ୍ଟଇଣ୍ଡିଜ ଟି୨୦: ସୁରକ୍ଷା ଦେବାକୁ ମନା କଲା ମୁମ୍ବାଇ ପୋଲିସ

ମୁମ୍ବାଇ,୨୨।୧୧- ଆସନ୍ତା ୬ ତାରିଖରେ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି୨୦ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହି ମ୍ୟାଚ୍‌...

‘ଦୁଇ ଭାଗ ହୋଇଗଲାଣି ଭାରତୀୟ କ୍ରିକେଟ ଟିମ୍‌’

ନୂଆଦିଲ୍ଲୀ,୩।୧୧: ଟି-୨୦ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି ଟିମ୍‌ ଇଣ୍ଡିଆ। ଲଗାତାର ଦୁଇଟି ମ୍ୟାଚ୍‌ରେ ପରାଜିତ ହେବା ପରଠାରୁ ଦଳକୁ ବିଭିନ୍ନ ମହଲରେ ସମାଲୋଚନାର...

ଏହି କାରଣରୁ ଗାଙ୍ଗୁଲିଙ୍କୁ ଘୃଣା କରୁଥିଲେ ଇଂଲଣ୍ଡର ପୂର୍ବ ଅଧିନାୟକ

ନୂଆଦିଲ୍ଲୀ,୫।୭: ଇଂଲଣ୍ଡ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ନାସିର ହୁସେନ ଭାରତୀୟ ଟିମ୍‌ର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବିଷୟରେ ଏକ ମଜାଦାର କଥା କହିଛନ୍ତ।...

ଭାରତ ଛିଡ଼ା କଲା ୨୭୮ ରନ୍‌ର ଟାର୍ଗେଟ

ଅକ୍‌ଲାଣ୍ଡ,୧୯।୩: ଅଷ୍ଟ୍ରେଲିଆ ଆଗରେ ଭାରତ ଛିଡ଼ା କରିଛି ୨୭୮ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ। ସ୍ଥାନୀୟ ଇଡେନ ପାର୍କରେ ଶନିବାର ଖେଳାଯାଉଥିବା ମ୍ୟାଚ୍‌ରେ ଆମନ୍ତ୍ରଣ ପାଇ ପ୍ରଥମେ...

୩୦ ବର୍ଷ ପରେ ପ୍ରଥମ ପ୍ରିମିୟର ଲିଗ୍‌ ଟାଇଟଲ ଜିତିଲା ଲିଭରପୁଲ

ଲିଭରପୁଲ,୨୭।୬(ଏପି): ଦୀର୍ଘ ୩୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଲିଭରପୁଲ ପ୍ରଥମଥର ପାଇଁ ଇଂଲିଶ୍‌ ପ୍ରିମିୟର ଲିଗ୍‌ (ଇପିଏଲ୍‌) ଟାଇଟଲ ହାସଲ କରିଛି। ଏକ ଗୁରୁତ୍ୱପୂର୍ଣ୍ଣ...

Advertisement
Archives

Model This Week