୨ ବାଇକ୍ ମୁହାଁମୁହିଁ, ଚାଲିଗଲା ଜଣଙ୍କ ଜୀବନ
ବାରିପଦା ଅଫିସ,୧୯ା୧୧: ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା-ଉଦଳା ରାସ୍ତାର ଉତ୍ତରପାଳ ଛକ ନିକଟରେ ବୁଧବାର ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଖୁଣ୍ଟା ଥାନା…
ରାଜଧାନୀରୁ ୪୬ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରୁ କରୋନା ସଂକ୍ରମଣ କମୁଥିବା ଦେଖାଯାଉଛି। ଏହି କ୍ରମରେ ଗୁରୁବାର ସହରରୁ ୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦୩୩୦କୁ ବୃଦ୍ଧି ପାଇଛି। ସେଥିରୁ ୨୯୪୭୯ଜଣ…
ଏପରି ଟି-ଶର୍ଟ ପିନ୍ଧି ଟ୍ରୋଲ ହେଲେ ବିରାଟ କୋହଲି
ଆଇପିଏଲ୍ ୨୦୨୦ ଶେଷ ହେବା ପରେ ଇଣ୍ଡିଆ ଟିମ୍ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ସେଠାରେ ସମସ୍ତ ଖେଳାଳି କ୍ୱାରାଣ୍ଟାଇନ୍ ପିରିୟଡ୍ରେ ରହି ଖେଳ ଅଭ୍ୟାସ କରୁଛନ୍ତି। ଏହି ଅବସରରେ ଅଧିନାୟକ ବିରାଟ କୋହଲିଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ…
ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦକୁ ୧୦ ବର୍ଷ ଜେଲ୍
ନୂଆଦିଲ୍ଲୀ,୧୯।୧୧- ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ସଙ୍ଗଠନ ଜମାତ୍ ଉଦ୍ ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍ ସଇଦଙ୍କୁ ଗୁରୁବାର ୧୦ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି। ପାକିସ୍ତାନର ଆତଙ୍କବାଦ ବିରୋଧୀ ଅଦାଲତ ଦୁଇଟି ଆତଙ୍କବାଦୀ ମାମଲାରେ ତାଙ୍କୁ ଦୋଷୀସାବ୍ୟସ୍ତ…
ମାଲଦା ପ୍ଲାଷ୍ଟିକ କାରଖାନାରେ ଭୟଙ୍କର ବିସ୍ଫୋରଣ: ୫ ମୃତ
ମାଲଦା,୧୯ା୧୧-ପଶ୍ଚିମବଙ୍ଗର ମାଲଦା ଜିଲା ସୁଜାପୁର ଅଞ୍ଚଳରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ଗୁରୁବାର ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବରପାଇ ଘଟଣାସ୍ଥଳରେ…
ପୋଲିସ ହେପାଜତରେ ଥିବା ଯୁବକଙ୍କ ମୃତ୍ୟୁ, ବୀରମିତ୍ରପୁର ଅଞ୍ଚଳରେ ଚାପା ଉତ୍ତେଜନା
କୁଆଁରମୁଣ୍ଡା,୧୯।୧୧(ଡି.ଏନ୍.ଏ.)-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ପୋଲିସ ହେପାଜତରେ ଥିବା ଜଣେ ଯୁବକଙ୍କର ଗୁରୁବାର ମୃତ୍ୟୁୁ ହୋଇଯାଇଛି। ସେ ହେଉଛନ୍ତି ବୀରମିତ୍ରପୁର କରବୋଲା ରୋଡ୍ର ତାରିକ ସଲିମ୍(୨୪) । ଏହି ଖବର ପ୍ରଚାରିତ ହେବାପରେ ଗୁରୁବାର ସକାଳୁ ବୀରମିତ୍ରପୁର ଅଞ୍ଚଳବାସୀଙ୍କ ପକ୍ଷରୁ ଥାନାରେ…
ଏହି ସହରରେ ୨୦୨୧ରେ ହେବ ଆଗାମୀ ସକାଳ: ୨ ମାସ ପର୍ଯ୍ୟନ୍ତ ଲଗାତାର ଜଳିବ ଷ୍ଟ୍ରିଟ୍ ଲାଇଟ୍
ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି ଯାହା ଅଜବ କାରଣ ଯୋଗୁ ଚର୍ଚ୍ଚାରେ ରହିଥାଏ। ଯେମିତିକି ଡେଡ୍ ସି ଅର୍ଥାତ୍ ମୃତ ସମୂଦ୍ର। ଏଠାରେ କୌଣସି ଜିନିଷ ବୁଡି ନ ଥାଏ। ଏମିତି ଏକ ସ୍ଥାନ ରହିଛି ଆମେରିକାରେ। ଯାହାର ନାମ…
ରତନ ଟାଟା କୁକୁରର ନାଁ ରଖିଛନ୍ତି ‘ଗୋଆ’, ଜାଣନ୍ତୁ ଏହା ପଛରେ ଥିବା ମଜାଳିଆ କାହାଣୀ
ଜଣାଶୁଣା ଶିଳ୍ପପତି ରତନ ଟାଟା ପଶୁମାନଙ୍କୁ ଖୁବ୍ ଭଲ ପାଆନ୍ତି। ବିଶେଷ କରି ସେ କୁକୁରମାନଙ୍କୁ ବହୁତ ପସନ୍ଦ କରନ୍ତି। ଟାଟା ଗ୍ରୁପ୍ର ବିଶ୍ୱସ୍ତରୀୟ ମୁଖ୍ୟାଳୟର କିଛି ଅଂଶ ଅର୍ଥାତ୍ ବମ୍ବେ ହାଉସ କେବଳ ରାସ୍ତାର କୁକୁରମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହି…
ଗର୍ଭବତୀଙ୍କୁ ଜଣା ପଡ଼ିବନି ପ୍ରସବ ଯନ୍ତ୍ରଣା, ଡାକ୍ତର ଆପଣାଇଲେ ନୂଆ ପଦକ୍ଷେପ
ବ୍ରିଟେନ୍: ବିଜ୍ଞାନର ଅଗ୍ରଗତି ଯୋଗୁ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଉଦ୍ଭାବନ କରାଯାଉଛି। ଯଦ୍ଦ୍ବାରା ଅସାଧ୍ୟ କାମ ମଧ୍ୟ ସହଜରେ ସାଧନ ହୋଇପାରୁଛି। ଗର୍ଭବତୀମାନଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ବ୍ରିଟେନ୍ର ଡାକ୍ତରମାନେ ଗବେଷଣା କରି ଏକ ସିଦ୍ଧାନ୍ତରେ ଉପନୀତ…
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ମିଛ ଖବର ପ୍ରସାରଣକରି ଲକ୍ଷାଧିକ ଟଙ୍କା ଆୟ କରୁଥିଲେ ଏହି ବ୍ୟକ୍ତି; ଜଣାପଡ଼ିବା ପରେ….
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବିହାରର ରଶିଦ ସିଦ୍ଦିକି ନାମକ ଜଣେ ବ୍ୟକ୍ତି ମିଛ ଖବର ଦେଖାଇ ୪ ମାସରେ ୧୫ ଲକ୍ଷ ଟଙ୍କା ଆୟ କରିଛନ୍ତି। ଏହି କାରଣରୁ ବିହାର ପୋଲିସ ତାଙ୍କୁ ଗିରଫ କରି…
ଏଠାରେ ମଣିଷ ପଞ୍ଜୁରିରେ ରହିବା ପାଇଁ ଦେବାକୁ ପଡ଼େ ଟଙ୍କା, କାରଣ ଜାଣିଲେ ଆଖିରେ ଆସିବ ଲୁହ
ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠି ମଣିଷ ପଶୁପକ୍ଷୀଙ୍କ ପରି ପଞ୍ଜୁରି ଭିତରେ ରହିଥା’ନ୍ତି। କାରଣ ବି ସେତିକି ଦୁଃଖଦାୟକ। ଜାଣନ୍ତୁ ଏ ସମ୍ପର୍କରେ… ହଂକଂରେ ଏପରି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଲୋକମାନେ ଲୁହାରେ ତିଆରି ହୋଇଥିବା…
ଏହି ପ୍ରଶ୍ନର ଉତ୍ତର ଦେଲେ ମିଳିବ ଶାହାରୁଖ୍ ଖାନ୍ଙ୍କ ଘରେ ରହିବାର ସୁଯୋଗ
ବଲିଉଡ୍ର କିଙ୍ଗ୍ ଖାନ୍ ଶାହାରୁଖ୍ଙ୍କର ଅନେକ ପ୍ରଶଂସକ ରହିଛନ୍ତି। ସେମାନେ ଶାହାରୁଖ୍ଙ୍କ ସହ ସେଲ୍ଫି ନେବା ପାଇଁ ଘଣ୍ଟା ଘଣ୍ଟା ତାଙ୍କ ଘର ସମ୍ମୁଖରେ ଛିଡା ହୋଇଥାନ୍ତି। ଖାଲି ସେତିକି ନୁହେଁ ମୁମ୍ବାଇ ସହ ଦିଲ୍ଲୀରେ ଥିବା ତାଙ୍କ ଘର ସମ୍ମୁଖକୁ…
Archives


