Posted inଫୁରସତ

ଭୋକିଲା ହରିଣ ପେଟ ପୁରାଇବା ପାଇଁ ଅନ୍ୟଟି କରୁଛି ଏପରି

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ୨ ହରିଣକୁ ଦେଖିବାକୁ ମିଳୁଛି। ସେମାନେ ଏକ ଗଛରୁ ପତ୍ର ଖାଉଛନ୍ତି। ହରିଣ ଭିତରୁ ଗୋଟିଏ ଡେଙ୍ଗା ଥିବା ବେଳେ ଅନ୍ୟଟି ଗେଡ଼ାଥିବାରୁ ପତ୍ର ଖାଇପାରୁ ନାହିଁ। ପରେ ଡେଙ୍ଗା ହରିଣଟି ଉପରକୁ ଗୋଡ଼କରି ଡାଳ ଆଣି ଗେଡା ହରରିଣଟିକୁ ଖାଇବାକୁ ଦେଉଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍‌ରେ ଲେଖିଛନ୍ତିିି, ‘ପ୍ରକୃତ ପ୍ରେମ ବାଣ୍ଟିବାରେ ଥାଏ ’। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୨୫ ବର୍ଷ ପରେ ସ୍ତ୍ରୀଙ୍କୁ ଏମିତି ସର୍‌ପ୍ରାଇଜ ଦେଲେ ସ୍ବାମୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୋଇଥାଏ ଯାହା ଆମ ହୃଦୟ ଜିଣିନିଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ...

୨୦ ମାସର ଶିଶୁ ୫ ଜଣଙ୍କ ଜୀବନ ରକ୍ଷା କଲେ

ନୂଆଦିଲ୍ଲୀ,୧୪।୧: କୁହାଯାଏ ଖୁସି ବାଣ୍ଟିଲେ ବଢ଼ିଥାଏ। ଏଭଳି କାର୍ଯ୍ୟ ଜଣେ ୨୦ ମାସର ଶିଶୁ କରିଛନ୍ତି। ସେ ୫ ଜଣ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି।...

ପେଚା ସହିତ ଟିକ୍‌ଟକ୍‌ ଭିଡ଼ିଓ କରିବା ପଡ଼ିଲା ମହଙ୍ଗା: ବନ ବିଭାଗ ପକ୍ଷରୁ ୨୫ ହଜାର ଜରିମାନା ନୋଟିସ୍‌

ଅହମଦାବାଦ୍‌,୧୫।୨: ବନ୍ୟପ୍ରାଣୀଙ୍କ ସହିତ ଟିକ୍‌ ଟିକ୍‌ ଭିଡ଼ିଓ କରିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ଗୁଜରାଟର ସୁରଟରେ ବାସ କରୁଥିବା ଟିକ୍‌ଟକ୍‌ ଷ୍ଟାର କୀର୍ତ୍ତି ପଟେଲ...

ଯେଉଁ ଦେଶରେ ସର୍ବସମ୍ମୁଖରେ ହାତୀକୁ ଦିଆଯାଇଥିଲା ଫାଶୀ

କୌଣସି ଗୁରୁତର ଅପରାଧ ପାଇଁ ମଣିଷକୁ ଫାଶୀ ଦିଆଯିବା କଥା ସମସ୍ତେ ଶୁଣିଥିବେ। ହେଲେ ହାତୀକୁ ଫାଶୀ ଦିଆଯିବା କଥା ଶୁଣିଲେ ଟିକେ ଅଡୁଆ ଲାଗେ।...

ଦେଶପ୍ରେମର ବାର୍ତ୍ତା ବାଣ୍ଟୁଛନ୍ତି ପାଇକ ପୁଅ

ଏଇ ଯେ ଦିଶୁଛି ଲାଲ୍‌ମାଟିର ଖୋର୍ଦ୍ଧାଗଡ଼।ଏ ବୀରମାଟିର ଉଷ୍ମ ରକତେ ଯୁଗଯୁଗ ଧରି ଉଷ୍ମତର। ଏପରି ଆହ୍ବାନ ଦେଉଥିବା କବିତା ମନେପକାଇଦିଏ- ଓଡ଼ିଶାର ପାରମ୍ପରିକ ସମରକଳା...

ପ୍ରଥମ ଦରମା ଟଙ୍କା ମା’ଙ୍କୁ ଦେଇଥିଲି: କେସିଙ୍ଗା ବ୍ଲକ୍‌ ବିଡିଓ ଭୀମସେନ ଶବର

କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ର ବିଡିଓ ଭୀମସେନ ଶବର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ରାୟଗଡ଼ା ଜିଲା ଗୁଣୁପୁର ସବ୍‌ଡିଭିଜନ ଅନ୍ତର୍ଗତ ରାମନାଗୁଡ଼ା...

ବଡ଼ ଟେଡି ବିୟର

ଟେଡି ବିୟର ସମସ୍ତଙ୍କର ପସନ୍ଦ। ଛୋଟ ପିଲା ତ ଏହାକୁ ଦଣ୍ଡେ ଛାଡି ରହି ପାରନ୍ତି ନାହିଁ। ଏମିତିକି ଧରିକି ବି ଶୋଇଥାଆନ୍ତି। ହେଲେ ମେକ୍ସିକୋରେ...

କେତେଟା ଫୋନ୍‌ ବ୍ୟବହାର କରନ୍ତି ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ

ଓ୍ବାଶିଂଟନ,୧୪।୭: ଗୁଗୁଲ ଏବଂ ଆଲଫାବେଟ ସିଇଓ ସୁନ୍ଦର ପିଚାଇ ତାଙ୍କର କିଛି ବୈଷୟିକ ଅଭ୍ୟାସ ବିଷୟରେ ସୂଚନା ଦେଇଛନ୍ତି। ପାସୱାର୍ଡ କେବେ ଏବଂ କେତେ ଶୀଘ୍ର...

Advertisement
Archives

Model This Week