ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ୨ ହରିଣକୁ ଦେଖିବାକୁ ମିଳୁଛି। ସେମାନେ ଏକ ଗଛରୁ ପତ୍ର ଖାଉଛନ୍ତି। ହରିଣ ଭିତରୁ ଗୋଟିଏ ଡେଙ୍ଗା ଥିବା ବେଳେ ଅନ୍ୟଟି ଗେଡ଼ାଥିବାରୁ ପତ୍ର ଖାଇପାରୁ ନାହିଁ। ପରେ ଡେଙ୍ଗା ହରିଣଟି ଉପରକୁ ଗୋଡ଼କରି ଡାଳ ଆଣି ଗେଡା ହରରିଣଟିକୁ ଖାଇବାକୁ ଦେଉଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍ରେ ଲେଖିଛନ୍ତିିି, ‘ପ୍ରକୃତ ପ୍ରେମ ବାଣ୍ଟିବାରେ ଥାଏ ’। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।
True love is in sharing pic.twitter.com/XppGvc0nmd
— Susanta Nanda IFS (@susantananda3) March 16, 2021