Posted inଜାତୀୟ

ସ୍ବାମୀଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଦେଖି ସ୍ତ୍ରୀ କଲେ ଏମିତି

ମିରଟ,୧୬।୩: ଉତ୍ତର ପ୍ରଦେଶର ମିରଟ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିବାହିତ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହ ବୁଲିବା ମହଙ୍ଗା ପଡିଛି। ଏହା ଦେଖି ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ  ବଜାର ଉପରେ ତାଙ୍କୁ ପିଟିଥିଲେ। ସୂଚନାଯୋଗ୍ୟ,ଅଦନାନ ଘରେ ସ୍ତ୍ରୀଙ୍କୁ ଛାଡି ଅନ୍ୟ ଜଣେ ମହିଳାଙ୍କ ସହ ବଜାରରେ ବୁଲୁଥିଲେ। ଖବର ପାଇଁ ତାଙ୍କ ସ୍ତ୍ରୀ ଆୟଶା ବଜାର ଆସି ତାଙ୍କୁ ଧରିଦେଇଥିଲେ। ଏହାପରେ ଉଭୟ ଅଦନାନ ଏବଂ ଆୟଶାଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ଦୁହେଁ ପରସ୍ପରକୁ ଚାପୁଡା ମାରିଥିଲେ। ଏହି ଘଟଣାପରେ ଅଦନାନ କହିଛନ୍ତି ମୁଁ ଆୟଶାଙ୍କୁ ଛାଡପତ୍ର ଦେଇସାରିଛି। କିନ୍ତୁ ତାଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ ଏବେ କୋର୍ଟରେ ମାମଲା ଚାଲିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇ ପଚରାଉଚରା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଭ୍‌ ଇନ୍‌ରେ ରହିପାରିବେ ପ୍ରେମୀଯୁଗଳ

ଚଣ୍ଡୀଗଡ, ୩୧ା୧୨: ବିବାହ ବୟସ ହୋଇ ନ ଥିଲେ ବି ଯୁବତୀଯୁବକ ଏକାଠି ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ରହିପାରିବେ ବୋଲି କହିଛନ୍ତି ପଞ୍ଜାବ ହରିୟାଣା ହାଇକୋର୍ଟ।...

ସରକାରୀ ହସ୍ପିଟାଲରୁ ଉଦ୍ଧାର ହେଲା ୩ଫୁଟର ଝିଟିପିଟି

ଫତେହବାଦ,୨୫।୬: ହରିୟାଣାର ଫତେହବାଦର ତୋହାନା ନିକଟସ୍ଥ ସରକାରୀ ହସ୍ପିଟାଲର ଏମାରଜେନ୍ସୀ ଓ୍ବାର୍ଡରୁ ଏକ ବିଶାଳକାୟ ଝିଟିପିଟିକୁ ଉଦ୍ଧାର କରାଯାଇଛି। ଏହି ଝିଟିପିଟିର ଲମ୍ବ ପ୍ରାୟ ୩ଫୁଟ...

ଓମିକ୍ରନ୍‌ ଅଣାୟତ୍ତ ମୁହାଁ, ୨୩ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୨୫ ଛୁଇଁଲା…

ନୂଆଦିଲ୍ଲୀ, ୨।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ସଂକ୍ରମଣ ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଇତିମଧ୍ୟରେ...

ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି ବାୟୁସେନା: ଭଦୌରିଆ

ନୂଆଦିଲ୍ଲୀ,୫ ।୧୦: ଲଦ୍ଦାଖ ସୀମାରେ ଚାଇନା ସହ ଲାଗି ରହିଥିବା ବିବାଦ ମଧ୍ୟରେ ସୋମବାର ବାୟୁସେନା ମୁଖ୍ୟ ଆର୍‌କେଏସ୍ ଭଦୌରିଆ କହିଛନ୍ତି ଭାରତ ଦୁଇ ପଟରୁ...

ପ୍ରୋଟୋକଲ ଭାଙ୍ଗିଲେ ମୋଦି

ବାରାଣସୀ,୧୩ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀ ଗସ୍ତ କରିଛନ୍ତି । ସେଠାରେ ସେ ଶ୍ରୀ କାଶୀ ବିଶ୍ୱନାଥ କରିଡରର...

ଏସବୁ ରୋଗରୁ ବି ଦୂରେଇ ରଖେ ଆମ୍ବ ଟାକୁଆ…

ଆମ୍ବ ଶରୀର ପାଇଁ ଉପକାରୀ। ଏହା ସହିତ ଆମ୍ବ ଟାକୁଆ ମଧ୍ୟ ଶରୀର ପାଇଁ ବେଶ୍‌ ଲାଭପ୍ରଦ। ଟାକୁଆରୁ କୋଇଲି ବାହାର କରି ଏହାକୁ ଶୁଖାଇ...

ପାର୍ଲାମେଣ୍ଟ୍‌ରେ ହେଉନି ଉପଯୁକ୍ତ ବିତର୍କ, ପ୍ରତିକ୍ରିୟା ଦେଲେ ସିଜେଆଇ…

ନୂଆଦିଲ୍ଲୀ,୧୫।୮: ପାର୍ଲାମେଣ୍ଟ୍‌ରେ ଉପଯୁକ୍ତ ବିତର୍କ ନ ହୋଇ ଆଇନ ପାରିତ ହେଉଛି। ଏହାଦ୍ୱାରା ସମ୍ପୃକ୍ତ ଆଇନର ସ୍ପଷ୍ଟତାର ଅଭାବ ପରିଲକ୍ଷିତ ହେଉଛି ବୋଲି ସୁପ୍ରିମ୍‌କୋର୍ଟର ପ୍ରଧାନ...

ପଶ୍ଚିମବଙ୍ଗରେ ସିଏଏ ବିରୋଧରେ ପାସ୍‌ ହେଲା ପ୍ରସ୍ତାବ

କୋଲକାତା,୨୭।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ପାସ୍‌ ହୋଇଛି। ଏଭଳି ବିରୋଧକୁ ନେଇ ଏବେ ପଶ୍ଚିମବଙ୍ଗ ୪ର୍ଥ ରାଜ୍ୟ...

Advertisement
Archives

Model This Week