Posted inଜାତୀୟ

ବସ୍‌-ଟ୍ରକ୍‌-ଅଟୋରେ ଅଶ୍ଳୀଳ ଗୀତ ବଜାଇଲେ ପରିମିଟ୍‌ ହେବ ରଦ୍ଦ

ପାଟନା,୧୬।୩: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାର ଏକ ଆଇନ ଜାରି କରିଛନ୍ତି। ଏଣିକି ବସ୍‌, ଟ୍ରକ୍‌ ଅଟୋ ଆଦି ଯାନରେ ଅଶ୍ଳୀଳ ଗୀତ ବଜାଇଲେ ଅବା ଭିଡ଼ିଓ ପ୍ରଦର୍ଶନ କଲେ ସମ୍ପୃକ୍ତ ଯାନ ମାଲିକଙ୍କର ପରିମିଟ୍‌ ରଦ୍ଦ କରିଦିଆଯିବ। ଏନେଇ ପରିବହନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ୨୦୧୮ ଜୁଲାଇ ୬ରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମାତ୍ର ଏହାର ପାଳନ ହେଉ ନ ଥିବାରୁ ଏବେ ଏଭଳି ପଦକ୍ଷେପ ନିଆଯାଇଛି। ଏହି ନିୟମର କଡ଼ାକଡ଼ି ପାଳନ ଲାଗି ବିଭିନ୍ନ ଜିଲାର ଟ୍ରାଫିକ୍‌ ଏସ୍‌ପି, ପୋଲିସ ଅଧିକାରୀ, ପରିବହନ ଅଧିକାରୀ, ମୋଟର ଯାନ ନିରୀକ୍ଷକ ଆଦିଙ୍କୁ ନୋଟିସ୍‌ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ସପକ୍ଷରେ ସୁସାନ

ନୂଆଦିଲ୍ଲୀ, ୭।୨: ଭାରତରେ ଚାଷୀ ଆନ୍ଦୋଳନକୁ ହଲିଉଡ୍‌ର ବର୍ଷୀୟାନ ଅଭିନେତ୍ରୀ ସୁସାନ ସରାଣ୍ଡନ୍‌ ସମର୍ଥନ ଜଣାଇଛନ୍ତି। ପପ୍‌ ଷ୍ଟାର ରିହାନାଙ୍କ ଟୁଇଟ୍‌କୁ ଦେଇ ବିବାଦ ଦେଖାଦେବା...

କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ୨୦ ଏବଂ ଲଦାଖରେ ରହିବ ୨ ଜିଲା

ଶ୍ରୀନଗର, ୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଐତିହାସିକ ଘୋଷଣା ପରେ ଏଣିକି କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ୨୦ଟି ଜିଲା ରହିବ। ସେହିପରି ଲଦାଖରେ ୨...

‘ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌ରେ ଅଛନ୍ତି ନଓ୍ବାବ ମଲିକ’

ମୁମ୍ବାଇ,୧।୧୧: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ବରିଷ୍ଠ ନେତା ତଥା ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନଓ୍ବାବ ମଲିକ ଅଣ୍ଡରଓ୍ବାଲର୍‌ଡ ସହ ଲିଙ୍କ୍‌ରେ ଅଛନ୍ତି। ଦୀପାବଳି ପରେ...

ଏନ୍‌ଡ଼ିଏ ସରକାର ‘ଜୋକର ଅଫ୍‌ ଦି ଇୟର’: ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ,୨୮।୧୨: ଭାଜପା-କଂଗ୍ରେସ ପରସ୍ପର ବିରୋଧରେ ଲଗାତାର ବିବାଦୀୟ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଏହି ମର୍ମରେ ଭାଜପା ନେତୃତ୍ୱାଧୀନ ଏନ୍‌ଡ଼ିଏ ସରକାରଙ୍କୁ କଂଗ୍ରେସ ପକ୍ଷରୁ ଅଧୀର ରଞ୍ଜନ...

ଅର୍ଥାଭାବ ଯୋଗୁ ଲିଭ୍‌ଇନ୍‌ରେ ୫୦ ବର୍ଷ ରହିବା ପରେ ବିବାହ କଲେ ବୃଦ୍ଧାବୃଦ୍ଧ

ଉଦୟପୁର, ୨୮।୫: ଅର୍ଥାଭାବ ଯୋଗୁ ଦୀର୍ଘ ୫୦ ବର୍ଷ ଲିଭ୍‌ଇନ୍‌ରେ ରହିବା ପରେ ବୃଦ୍ଧାବୃଦ୍ଧ ବୋହୂପୁଅ ଏବଂ ନାତୁଣୀନାତିଙ୍କ ଉପସ୍ଥିିତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।...

ସନ୍ଧାନୀ କୁକୁର ବଦଳି ନେଇ କଂଗ୍ରେସ-ଭାଜପା ମୁହାଁମୁହିଁ

ଭୋପାଳ,୧୬।୭: ମଧ୍ୟପ୍ରଦେଶରେ ୪୬ ସନ୍ଧାନୀ କୁକୁରଙ୍କ ବଦଳି ନେଇ ଶାସକ କଂଗ୍ରେସ ଏବଂ ବିରୋଧୀ ଭାଜପା ମୁହାଁମୁହିଁ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମିଡ଼ିଆ ପରାମର୍ଶଦାତା...

କର୍ନାଟକ ମନ୍ତ୍ରିମଣ୍ଡଳର ହେଲା ସମ୍ପ୍ରସାରଣ

ବେଙ୍ଗାଲୁରୁ,୨୦।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ମଙ୍ଗଳବାର କରାଯାଇଛି। ଏଥିରେ ୧୭ ଜଣ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି। ଜୁଲାଇ ୨୬ ତାରିଖରେ...

ଚନ୍ଦ୍ରୟାନ-୨: ଇସ୍ରୋକୁ ମିଳିଛି ୯୫ ପ୍ରତିଶତ ସଫଳତା

ଶ୍ରୀହରିକୋଟା,୭।୯: ଚନ୍ଦ୍ରୟାନ-୨ ମିଶନ୍‌ରେ ଇସ୍ରୋକୁ ୯୫ ପ୍ରତିଶତ ସଫଳତା ମିଳିଛି। ଲ୍ୟାଣ୍ଡର ବିକ୍ରମ ଅବତରଣ କରିଥିଲେ ଏଥିରେ ଥିବା ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠର କେତେକ ଫଟୋ...

Advertisement
Archives

Model This Week