ସମୁଦ୍ର କୂଳରେ ୧୦୦ ତିମି-ଡଲଫିନ୍ଙ୍କ ମୃତଦେହ: ଚିନ୍ତାରେ ପରିବେଶ ବିଜ୍ଞାନୀ
ଓ୍ବିଲିଙ୍ଗଟନ୍,୨୫।୧୧: ନ୍ୟୁଜିଲାଣ୍ଡର ସମୁଦ୍ର କୂଳରେ ତିମି ଏବଂ ଡଲଫିନ୍ଙ୍କ ମୃତ ଦେହ ଆସି ଜମା ହେବାରେ ଲାଗିଛି। ବୁଧବାର ସୁଦ୍ଧା ଚାଥମ୍ ଦ୍ୱୀପର ସମୁଦ୍ର କୂଳରେ ୯୭ ତିମି ଏବଂ ୩ଟି ଡଲଫିନ୍ଙ୍କ ମୃତ ଦେହ ଲାଗିଛି। ୨୬ ଜୀବିତ ତିମିଙ୍କୁ…
ନାଗାର୍ଜୁନ ବେଶ ଦିନ ଜିଲା ବାହାର ଲୋକଙ୍କୁ ପୁରୀ ନ ଆସିବାକୁ ଅନୁୁରୋଧ
ପୁରୀ ଅଫିସ, ୨୫।୧୧(ବ୍ୟୁରୋ): ବୁଧବାରଠାରୁ ଆରମ୍ଭ ହୋଇଛି ପଞ୍ଚକ ବ୍ରତ। ଏଥର ପଞ୍ଚକ ୬ ଦିନ ପଡୁଥିବା ବେଳେ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ତେବେ ମହାମାରୀ କରୋନା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ…
ବନ୍ଦ ପରେ ଟ୍ୟାପ୍ରୁ ପାଣି ପଡ଼ିବା ଘର ପାଇଁ ବଡ଼ ବିପଦ: ଦେଖାଦିଏ ଏସବୁ ସମସ୍ୟା
ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ରୋଷେଇ ଘର, ବାଥ୍ରୁମ କିମ୍ବା ଘରର ଅନ୍ୟ କୌଣସି ସ୍ଥାନରେ ଲଗାଯାଇଥିବା ଟ୍ୟାପକୁ ବନ୍ଦ କରାଯିବା ପରେ ମଧ୍ୟ ଟପ୍ଟପ୍ ହୋଇ ପାଣି ପଡ଼ିଥାଏ, ତେବେ ଏହା ଅଶୁଭ ବୋଲି ବିବେଚନା କରାଯାଏ। ଏହା ଘରେ ନକାରାତ୍ମକ…
ଜେଲ୍ରେ ଥାଇ ମନ୍ଦ ରାଜନୀତି କରୁଛନ୍ତି ଲାଲୁ: ସୁଶୀଲ ମୋଦି
ପାଟନା,୨୫।୧୧: ବିହାର ବିଧାନସଭା ବାଚସ୍ପତି ପଦ ପାଇଁ ବୁଧବାର ନିର୍ବାଚନ ଚାଲିଛି। ଏହା ପୂର୍ବରୁ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି। ଏହି ଅଡିଓରେ ଲାଲୁ ଏନଡିଏର ‘ପାଶୱାନ’ ନାମକ ଜଣେ ବିଧାୟକଙ୍କୁ ଫୋନ…
ମଙ୍ଗଳରେ ବାସ କରିପାରିବେ ପୃଥିବୀର ୪ ପ୍ରଜାତିର ମିଥାନୋଜେନ୍ସ୍
ଓ୍ବାଶିଂଟନ,୨୫।୧୧: ମଙ୍ଗଳରେ ବସତି ସ୍ଥାପନ କରିବା ଲାଗି ମନୁଷ୍ୟ ଉଦ୍ୟମ ଜାରି ରଖିଛି। ଏପରିସ୍ଥଳେ ମହାକାଶ ବିଜ୍ଞାନୀମାନେ କହିଛନ୍ତି ଯେ, ପୃଥିବୀରେ ଥିବା ୪ ପ୍ରଜାତିର ସୁକ୍ଷ୍ମ ଅଣୁଜୀବ ମଙ୍ଗଳରେ ସହଜରେ ବାସ କରିପାରିବେ। ମଙ୍ଗଳରେ ସହଜରେ ମିଥାନୋଥର୍ମୋବ୍ୟାକ୍ଟର ଓ୍ବଲଫେଲି, ମିଥାନୋ…
ଇଣ୍ଡିଆନ୍ ଆଇଡଲ୍ ସେଟ୍ରେ ଝାଡୁ କରୁଥିବା ଯୁବକ ଏବେ ପ୍ରତିଯୋଗୀ: ତାଙ୍କ ସ୍ବର ଶୁଣି କାନ୍ଦିପକାଇଲେ ଜଜ୍
ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’‘ଇଣ୍ଡିଆନ୍ ଆଇଡଲ୍’ର ଆଗାମୀ ସିଜିନ୍ ଏବେ ଚର୍ଚ୍ଚାରେ ରହିଛି। ଏଥର ଶୋ’ରେ ବହୁ ପ୍ରତିଭାବାନ ପ୍ରତିଯୋଗୀମାନେ ଅଂଶଗ୍ରହଣ କରୁଛନ୍ତି। ଶୋ’ର ପ୍ରମୋରୁ ଏହା ସ୍ପଷ୍ଟ ବାରିହୋଇ ପଡ଼ୁଛି। ଶୋ’ର ଆଗାମୀ ସିଜିନର ଏକ ଭିଡିଓ ଏବେ…
ଭାଜପା ସରକାରକୁ ଆସିଲେ ଜୋତା ଚାଟିବ ପୋଲିସ
କୋଲକତା,୨୫।୧୧: ଆସନ୍ତା ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଭାରତୀୟ ଜନତା ପାର୍ଟି ଏବଂ ଶାସକ ଦଳ ତୃଣମୂଳ କଂଗ୍ରେସ ମଧ୍ୟରେ ଆରୋପପ୍ରତ୍ୟାରୋପ ଲାଗି ରହିଛି। ପଶ୍ଚିମବଙ୍ଗର ଭାଜପା ଉପାଧ୍ୟକ୍ଷ ରାଜୁ ବାନାର୍ଜୀ ପଶ୍ଚିମବଙ୍ଗ ସରକାର ଏବଂ ପୋଲିସକୁ…
ଗାଙ୍ଗୁଲି ହୋଇପାରନ୍ତି ଭାଜପାର ନୂଆ ଚେହେରା: ଗରିବଙ୍କ କଥା ବୁଝିପାରିବେ ନାହିଁ ଦାଦା
କୋଲକତା, ୨୫।୧୧: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି ଯେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରି…
ସରକାରୀ ବାବୁଙ୍କୁ ସିଭିସି ଛାଟ: ୩୦ ନଭେମ୍ବର ସୁଦ୍ଧା ଦେବାକୁ ହେବ ସମ୍ପତ୍ତି ତାଲିକା, ଅନ୍ୟଥା ଦୃଢ଼ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୨୫।୧୧: ସେଣ୍ଟ୍ରାଲ ଭିଜିଲାନ୍ସ୍ କମିଶନ(ସିଭିସି) ପକ୍ଷରୁ ସରକାରୀ ବାବୁମାନଙ୍କୁ ତାଗିଦ୍ କରାଯାଇଛି। ନଭେମ୍ବର ୩୦ ସୁଦ୍ଧା ସମସ୍ତ ସରକାରୀ ଅଫିସରଙ୍କୁ ସେମାନଙ୍କର ସମ୍ପତ୍ତି ତାଲିକା ଦାଖଲ କରିବାକୁ ପଡ଼ିବ। ଅନ୍ୟଥା ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଭିସି…
ଦାରିଙ୍ଗବାଡ଼ିରେ ଶୀତ ଅବ୍ୟାହତ: ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ
ଦାରିଙ୍ଗବାଡ଼ି,୨୫।୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଶୀତ ଅବ୍ୟାହତ ରହିଛି। ପାଗ ଶୁଖିଲା ରହିବା ସହ ବୁଧବାର ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ତଳକୁ ଖସିଆସିଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ସମଗ୍ର ଜିଲାରେ ଏବେ ଶୀତର ପ୍ରକୋପ ଦିନକୁ ଦିନ…
ପାକିସ୍ତାନ ସୈନ୍ୟ ବାହିନୀ-ଆଇଏସ୍ଆଇର ଶକ୍ତି ହେବ ବୃଦ୍ଧି
ଇସଲାମାବାଦ୍,୨୫।୧୧: ପାକିସ୍ତାନରେ ସୈନ୍ୟ ବାହିନୀ ଏବଂ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇର ଶକ୍ତିରେ ଏବେ ବୃଦ୍ଧି ଘଟିବ। ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ନ୍ୟାଶନାଲ ଇଣ୍ଟେଲଜେନ୍ସ୍ କୋର୍ଡିନେଶନ କମିଟି ଗଠନ ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛନ୍ତି। ସରକାରଙ୍କ ସ୍ବୀକୃତି ମିଳିବା ପରେ ଏବେ ଦେଶର…
ବଳାତ୍କାରୀଙ୍କୁ କରାଯିବ ନପୁଂସକ: କଡ଼ା ଆଇନକୁ ମଞ୍ଜୁରୀ !
ଇସଲାମାବାଦ୍,୨୫।୧୧: ଏବେ ବଳାତ୍କାରୀଙ୍କୁ କଡ଼ା ଦଣ୍ଡ ମିଳିବ। ସେମାନଙ୍କୁ ନପୁଂସକ କରି ଦିଆଯିବ। ଏନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସରକାର ନୂଆ ଆଇନକୁ ମଞ୍ଜୁରୀ ଦେଇଛନ୍ତି। ସେହିପରି ଏଭଳି ମାମଲାର ଶୁଣାଣି ଶୀଘ୍ର କରାଯିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି।…
Archives


