ନାଇଜର ସୀମାରେ ଆକ୍ରମଣ, ୪୦ ମୃତ

ନିଆମେ, ୨୩ା୩: ନାଇଜରର ତାହୋଆ ଅଞ୍ଚଳରେ ଏକ ସଶସ୍ତ୍ର ଆକ୍ରମଣ ଯୋଗୁ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ସେନା ଓ ଆକ୍ରମଣକାରୀ ମୁହାଁମୁହିଁ ହୋଇଥିଲେ। ସମ୍ପ୍ରତି ରାଷ୍ଟ୍ରପତି ନିର୍ବାଚନ ପରେ ନାଇଜରରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ମହମ୍ମଦ ବେଜୋମ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଏହାକୁ ପୂର୍ବତନ ରାଷ୍ଟ୍ରପତି ମହାମାନେ ଓସ୍‌ମାନେ ବିରୋଧ କରିଥିଲେ। ନିର୍ବାଚନରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିବା ସହ ପ୍ରକୃତରେ ସେ ବିଜେତା ବୋଲି ଓସ୍‌ମାନେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଫିଜ୍‌ ସୟିଦଙ୍କୁ ୩୨ ବର୍ଷ ଜେଲ

ଲାହୋର,୯ା୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ନିଷିଦ୍ଧ ଘୋଷିତ ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍‌ ସୟିଦଙ୍କୁ ଦୁଇଟି ଟେରର୍‌ ଫଣ୍ଡିଂ ମାମଲାରେ ୩୨ ବର୍ଷ...

ପାକିସ୍ତାନରେ ଖାଦ୍ୟ ସଙ୍କଟ: ମିଳୁନି ଚିକେନ୍‌

ଇସ୍‌ଲାମାବାଦ,୩।୧୦: ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶାସନ ଭାର ନେବା ପରଠାରୁ ପାକିସ୍ତାନରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି। ଯାହା ଇମ୍ରାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।...

ସଙ୍କଟରେ ବିଶ୍ୱର ଅଧା ଶ୍ରମଶକ୍ତି

ଜେନେଭା,୩।୫ : ମହାମାରୀ କରୋନା ମୁକାବିଲା ପାଇଁ ଜାରି ଲକ୍‌ଡାଉନ୍‌ ଯୋଗୁ ଅଣସଙ୍ଗଠିତ ଅର୍ଥନୀତିର ପ୍ରାୟ ୧୬୦ କୋଟି ଶ୍ରମିକ ଜୀବିକା ହରାଇବେ, ଯାହାଙ୍କୁ ବିଶ୍ୱର...

ବିପଦ ଆଁରେ କାନାଡ଼ା: ୧୫୦ଟି ଜାହାଜ ଆକାରର ୨ ହିମଖଣ୍ଡ ଆସୁଛି ମାଡ଼ି

ଓଟଓ୍ବା, ୨୧।୩: ବିଶ୍ୱତାପନ ଯୋଗୁ ମେରୁ ଅଞ୍ଚଳରେ ଥିବା ହିମପାହାଡ଼ ତରଳିବାରେ ଲାଗିଛି। ଏହାଯୋଗୁ ଏବେ କାନାଡ଼ା ଉପରେ ବିପଦ ମାଡ଼ି ଆସୁଛି। ୨ ହିମଖଣ୍ଡ...

ନେପାଳ-ବାଂଲାଦେଶକୁ କନ୍ଦାଉଛି ପିଆଜ: କିଲୋ ୧୫୦ ଟପିଲା

ଢାକା/ କାଠମାଣ୍ଡୁ, ୧୭।୯: ଭାରତରେ ପିଆଜ ଦାମରେ ନିୟନ୍ତ୍ରଣ ଆଣିବା ଲାଗି କେନ୍ଦ୍ର ସରକାର ଏହାର ରପ୍ତାନୀ ବନ୍ଦ କରିଛନ୍ତି। ଏହାର ପ୍ରଭାବ ଭାରତର ପଡ଼ୋଶୀ...

ଥରିଲା ଇରାନ୍‌

ତେହେରାନ୍‌,୨।୧: ଇରାନ୍‌ର ଉତ୍ତରପଶ୍ଚିମ ଅଞ୍ଚଳରେ ଗୁରୁବାର ସକାଳ ୮ଟା ୨ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୮ଥିଲା ବୋଲି ସ୍ଥାନୀୟ ଭୂକମ୍ପ...

ବାଂଲାଦେଶରେ ମୋଦିଙ୍କ ଗସ୍ତକୁ ବିରୋଧ କାହିଁକି

ଢାକା,୨୭ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତକୁ ପଡ଼ୋଶୀ ଦେଶରେ ବିରୋଧ କରାଯାଉଛି। ଏହାର ବିଭିନ୍ନ କାରଣ ମଧ୍ୟରୁ ମୋଦିଙ୍କ ହିନ୍ଦୁବାଦୀ ତଥା ମୁସଲମାନ ବିରୋଧୀ...

ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ କେଉଁଠି ରହିବେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୭ା୧୨: ଡିସେମ୍ବର ଶେଷ ହେବା ସହିତ ଆମେରିକା ରାଷ୍ଟ୍ରପତି ଭବନରୁ ଡୋନାଲ୍ଡ ଟ୍ରମ୍ପ୍‌ ବିଦା ହେବାର ସମୟ ମଧ୍ୟ ଆସିଯାଉଛି। ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା...

Advertisement
Archives

Model This Week