ଏମିତି ମନ୍ଦିର: ଯେଉଁଠି ପବନରେ ଝୁଲି ରହିଛି ଏକ ଖମ୍ବ, ଆଜି ବି ରହସ୍ୟାବୃତ୍ତ
ଭାରତକୁ ମନ୍ଦିରର ଦେଶ କୁହାଯାଏ। କାରଣ ଏଠାରେ ଅନେକଗୁଡ଼ିଏ ମନ୍ଦିର ଅଛି, ଯାହାକୁ ଗଣିବା ଅସମ୍ଭବ। ସେଥିମଧ୍ୟରୁ କିଛି ମନ୍ଦିର ମହାନତା ଏବଂ ଅନନ୍ୟ ବିଶ୍ୱାସ ପାଇଁ ବେଶ୍ ଜଣାଶୁଣା। ଏମିତି ଏକ ଅନନ୍ୟ ମନ୍ଦିର ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲାରେ ଅଛି।…
ଦ୍ରୁତ ଗତିରେ ଆସି ଘରେ ପଶିଗଲା କାର୍, ଆଉ ତା’ ପରେ…
ଲଣ୍ଡନ,୨୫ା୧୧: ବ୍ରିଟେନର ଜଣେ ଯୁବକ ଦ୍ରୁତଗତିରେ ଏକ କାର୍ ଚଳାଇ ଏକ ଘର ଭିିତରେ ପଶିଗଲେ। ଯେତେବେଳେ ବାହାରକୁ ଆସିଲେ, ସେତେବେଳେ ଘରର ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ତାଙ୍କ କାର୍ରେ ଲାଖି ରହିଥିଲା। ଏହି ଘଟଣା ଜଣା ପଡ଼ିବା ପରେ…
ଏମିତି କରିଦେଲା ମାଙ୍କଡ଼ ଛୁଆ: ରାଗିଗଲା ସିମ୍ପାଜି
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…
ପ୍ରେମରେ ଉବୁଟୁବୁ ଇରା: ବାପାଙ୍କ ଫିଟ୍ନେସ୍ କୋଚଙ୍କୁ କରୁଛନ୍ତି ଡେଟ୍
ମୁମ୍ବାଇ: ବଲିଉଡ୍ ପରଫେକ୍ଟନିଷ୍ଟ ଅମିର ଖାଁଙ୍କ ଝିଅ ଇରା ଖଁା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ପ୍ରାୟ ସମରେ ସେ ନିଜ ଜୀବନ ହେଉ ବା ମନର କଥାକୁ ପ୍ରଶଂସକଙ୍କ ସହ ଶେୟାର କରିଥାନ୍ତି। ନିକଟରେ ସେ ଡିପ୍ରେସନ ଥିବା…
ମହାଭାରତର ଏହି ଭୂମିକା ଲାଗି ସାଇନ୍ କରିଥିଲେ ଜୁହି ଚାଓ୍ବଲା, ପରେ କରିଥିଲେ ମନା
ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ସେ ବଲିଉଡ୍କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ତେବେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଅଭିନୟ କରିବାକୁ ସେ ଏଗ୍ରିମେଣ୍ଟ ସାଇନ୍ କରିଥିଲେ । ମାତ୍ର ପରେ ଚୋପ୍ରାଙ୍କୁ ଏହା ନ…
ଗୁଗଲ ପେ’ ବ୍ୟବହାରକାରୀ ଏହି କଥା ଜାଣିବା ନିହାତି ଦରକାର, ନଚେତ୍…
ନୂଆଦିଲ୍ଲୀ: ଯଦି ଆପଣ ଗୁଗଲ ପେ’ରୁ ପଇସା ନେଣଦେଣ କରୁଛନ୍ତି ତେବେ ଏହି କଥା ଜାଣିବା ନିହାତି ବହୁତ ଜରୁରୀ । ଡିଜିଟାଲ ପ୍ଲାଟଫର୍ମ ଗୁଗଲ ପେ’ ଆଗାମୀ ବର୍ଷ ଜାନୁୟାରୀରୁ ନିଜ ପିୟର-ଟୁ-ପିୟର ପେମେଣ୍ଟ ସୁବିଧାକୁ ବନ୍ଦ କରିବାକୁ ଯାଉଛି…
ଭାରତରୁ ମାଲାୟାଲମ୍ ଫିଲ୍ମ ‘ଜଲିକଟ୍ଟୁ’ ୯୩ତମ ଓସ୍କାର ଆଓ୍ବାର୍ଡ ପାଇଁ ମନୋନୀତ
ମୁମ୍ବାଇ: ୯୩ତମ ଓସ୍କାର ଆଓ୍ବାର୍ଡ ପାଇଁ ଭାରତ ପକ୍ଷରୁ ମାଲାୟାଲମ୍ ଫିଲ୍ମ ‘ଜଲିକଟ୍ଟୁ’କୁ ମନୋନୀତ କରାଯାଇଛି। ଭାରତରୁ ଜଲିକଟ୍ଟୁ ବ୍ୟତୀତ ଅନ୍ୟ ଅନେକ ପିଲ୍ମ ଓସ୍କାର ରେସ୍ରେ ରହିଥିଲେ। ସେଥିମଧ୍ୟରୁ ଶକୁନ୍ତଳା ଦେବୀ, ଶିକାରା, ଗୁଞ୍ଜନ ସକ୍ସସେନା, ଭୋଁସଲେ, ଗୁଲାବୋ ସିତାବୋ,…
ପରୀ ହତ୍ୟାକାଣ୍ଡର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ନୟାଗଡ଼ ଅଫିସ,୨୫ା୧୧: ନୟାଗଡ଼ର ବହୁଚର୍ଚ୍ଚିିତ ପରୀ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ହେବ ବୋଲି ଶୀତକାଳୀନ ଅଧିବେଶନରେ ବୁଧବାର ଗୃହ ରାଷ୍ଟ୍ରମନ୍ତ୍ରୀ ଶକ୍ତିି ଶଙ୍କର ମିଶ୍ର ବିବୃତ୍ତି ରଖିଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁସାରେ ମାମଲାରେ ଏଯାବତ ୩୪ଜଣଙ୍କୁ ଜେରା କରାଯାଇଛି। ୪…
ଭୁବନେଶ୍ୱରରୁ ଆଜି ପୁଣି ୩୧ ପଜିିଟିଭ୍ ଚିହ୍ନଟ: ସଂଖ୍ୟା କମିଲେ ବି କମୁନି ଲୋକାଲ କେସ୍
ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ବୁଧବାର ଆଉ ୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୮ ଜଣ ରହିଥିବା ବେଳେ ଲୋକାଲ କେସ୍୨୩ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ହେଲିକପ୍ଟର ଉଡ଼ାଣ ସମୟରେ ସାମ୍ନାକୁ ଆସିଲା ରହସ୍ୟମୟ ଜିନିଷ, ପାଇଲଟ ହେଲେ ଆଶ୍ଚର୍ଯ୍ୟ
ଓ୍ବାଶିଂଟନ,୨୫ା୧୧: ଆମେରିକାରେ ହେଲିକପ୍ଟରରେ ଉଡ଼ିବା ସମୟରେ ପାଇଲଟ ଏକ ରହସ୍ୟମୟ ତଥା ଅଜବ ଜିନିଷ ଦେଖିବାକୁ ପାଇଥିଲେ। ଯାହା ବହୁତ ବଡ଼ ଏବଂ ଅସାଧାରଣ ଆକୃତିର ଥିଲା। ସ୍ଥାନୀୟ ଅଧିକାରୀମାନେ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଏକ ରିପୋର୍ଟ…
ଶୁଟିଂ ସେଟ୍ରେ ଭୋଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଜାଣନ୍ତୁ କାହିଁକି
ଅଭିନେତ୍ରୀ ରୁପା ଗାଙ୍ଗୁଲି ୧୯୬୬ ନଭେମ୍ବର ୨୫ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା ମଧ୍ୟ। ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ସମ୍ପର୍କିତ କିଛି କଥା ଜାଣନ୍ତୁ। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ…
ପ୍ରତିଶୋଧ ନେବାକୁ ଆସୁଛି ‘ଦୁର୍ଗାମତି’
ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଶଦ ଓ୍ବାରସି ଓ ଭୂମି ପେଡନେକରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦୁର୍ଗାମତି’ର ଟ୍ରେଲର ବୁଧବାର ରିଲିଜ୍ ହୋଇଛି। ଏହାକୁ ଅମାଜନ ପ୍ରାଇମ୍ ଭିଡିଓ ଇଣ୍ଡିଆର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍ କରାଯାଇଛି। ଏହି ଟ୍ରେଲର ୩ମିନିଟ୍ ୨୦ ସେକେଣ୍ଡର।…
Archives


