Home Left

ଭାରିଯାନ ବଢ଼ାଉଛି ପ୍ରଦୂଷଣ

ପାରାଦୀପ,୨୮ା୧୧(ସ୍ବ.ପ୍ର.): ପାରାଦୀପର ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ସବୁବେଳେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଠାରେ ଥିବା ବେଳାଭୂମି ରାସ୍ତାରେ ସବୁବେଳେ ଲୋକ ଓ ପର୍ଯ୍ୟଟକଙ୍କ ଗହଳି ପରଲିକ୍ଷିତ ହୋଇଥାଏ। ଏହାସତ୍ତ୍ୱେ ରାସ୍ତାରେ ଭାରିଯାନ ରଖାଯାଉଛି। ଫଳରେ ଅଧିକ ସମୟ ଯାନଗୁଡିକ ଷ୍ଟାଟ ଅବସ୍ଥାରେ…

ମା’ ହେବାର ତୁରନ୍ତ ପରେ ଏହି କାମ କରିବାକୁ ଚାହୁଁଛନ୍ତି ଅନୁଷ୍କା ଶର୍ମା: ଜାଣନ୍ତୁ ତାହା କ’ଣ…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହାକୁ ନେଇ ସେ ବହୁତ ଉତ୍ସାହିତ ମଧ୍ୟ ଅଛନ୍ତି। ମା’ ହେବା ପରେ ତାଙ୍କ ଜୀବନରେ କ’ଣ ସବୁ ପରିବର୍ତ୍ତନ ହେବ ତାହା ସେ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।…

ସବୁଠୁ ଦାମୀ ବ୍ୟାଗ୍‌, ଏହା ବଦଳରେ କିଣି ହେବ ବିଳାସପୂର୍ଣ୍ଣ ଘର ସହ ୧୦ କାର୍‌

ଇଟାଲୀର ଏକ ବିଳାସପୂର୍ଣ୍ଣ ବ୍ରାଣ୍ଡ୍‌ ବିଶ୍ୱର ସବୁଠୁ ଦାମୀ ବ୍ୟାଗକୁ ଡିଜାଇନ କରିଛି। କମ୍ପାନୀ ଏହି ବ୍ୟାଗ୍‌ କିଛିଦିନ ତଳେ ଲଞ୍ଚ କରିଛି। ଏହି ବ୍ୟାଗର ମୂଲ୍ୟ ହଜାରେ କି ଲକ୍ଷେ ନୁହଁ, ୫୩ କୋଟି ଟଙ୍କା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ…

ପାକିସ୍ତାନର ପ୍ରଥମ କିନ୍ନର ହେଲେ ଓକିଲ: କେବେ ଭିକ ମାଗିବାକୁ ହୋଇଥିଲେ ବାଧ୍ୟ

ଇସ୍‌ଲାମାବାଦ,୨୮।୧୧: ପାକିସ୍ତାନର ନିଶା ରାଓ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିଶା ହେଉଛନ୍ତି ପାକିସ୍ତାନର ପ୍ରଥମ କିନ୍ନର ଯିଏ ଓକିଲ ହୋଇଛନ୍ତି। ଦିନ ଥିଲା କେବେ ସେ ରାସ୍ତାରେ ଭିକ ମାଗୁଥିଲେ। ହେଲେ ଏବେ ସେ ସମାଜର ଜଣେ…

ଦୁର୍ଘଟଣାରେ ଆଖିବୁଜିଲା ନାବାଳକ: ଉତ୍ତ୍ୟକ୍ତ ଲୋକଙ୍କ ଥାନା ଘେରାଉ

ସମ୍ବଲପୁର, ୨୮।୧୧(ବ୍ୟୁରୋ): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଆଶାପାଲି ସ୍କୁଲ ନିକଟରେ ଶନିବାର ପୂର୍ବାହ୍ନରେ ଏକ ଜିପ୍‌ ଧକ୍କାରେ ୭ ବର୍ଷର ନାବାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସେ ସାହୁ କଲୋନୀର ସାହିଲ ସିଂ ବୋଲି ଜଣାପଡିଛି। ଏହାକୁ ନେଇ…

ଯୁଦ୍ଧ ପାଇଁ ଚାଇନାର ଅଣ୍ଟାଭିଡ଼ା: ମୃତ୍ୟୁକୁ ଭୟ ନ କରିବାକୁ ସୈନ୍ୟଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି

ବେଜିଂ,୨୮।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଦେଶର ସୈନ୍ୟ ବାହିନୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜିନ୍‌ପିଙ୍ଗ୍‌ ସୈନ୍ୟ ବାହିନୀଙ୍କୁ…

ପ୍ରେମ ସମ୍ପର୍କକୁ ନେଇ ଦେହରେ ନିଆଁ ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା

ଗଞ୍ଜାମ, ୨୮।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଞ୍ଚଳରେ ଶୁକ୍ରବାର ଜଣେ ନାବାଳିକା କଲେଜ ଛାତ୍ରୀ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ l ମୁମୂର୍ଷ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାରକରି ପ୍ରଥମେ ବ୍ରହ୍ମପୁର ଓ ପରେ କଟକ…

ମୋଦିଙ୍କ ଅହଙ୍କାର ଯୋଗୁ ଚାଷୀଙ୍କ ବିରୋଧରେ ଠିଆ ହୋଇଛନ୍ତି ଯବାନ: ରାହୁଲ

ନୂଆଦିଲ୍ଲୀ,୨୮।୧୧: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ଏହି ମର୍ମରେ ରାହୁଲ ଗାନ୍ଧୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ଦେଶରେ ଜୟ ଯବାନ, ଜୟ କିଷାନ ସ୍ଲୋଗାନ…

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର: ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳୁ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଏହାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏନେଇ ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶକଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ ଲାଗି…

ଆଲୋକୀକରଣ ହେଲା ମଣିକର୍ଣ୍ଣିକା ପୁଷ୍କରିଣୀ

ପୁରୁଣା ଭୁବନେଶ୍ୱର, ୨୮ା୧୧(ଡି.ଏନ୍‌.ଏ.): କପିଳେଶ୍ୱର ମନ୍ଦିର ପରିସରରେ ରହିଥିବା ଐତିହ୍ୟ ମଣିକର୍ଣ୍ଣିକା ପୁଷ୍କରିଣୀକୁ ଶୁକ୍ରବାର ଆଲୋକୀକରଣ କରାଯାଇଛି। ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଉଦ୍‌ଘାଟନ କରିଥିଲେ। ଟୁରିଜମ ବିଭାଗ ପକ୍ଷରୁ ୧୧ଲକ୍ଷ ଟଙ୍କା ବ୍ୟୟବରାଦ…

ବଡ଼ମ୍ବା ରାଜବାଟୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ

ବଡ଼ମ୍ବା, ୨୮ା୧୧(ଡି.ଏନ୍‌.ଏ.): ବଡମ୍ବା ରାଜବାଟୀସ୍ଥିତ ଜଗନ୍ନାଥଙ୍କର ଶୁକ୍ରବାର ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବେଶ ପ୍ରଥମଥର ଲାଗି ରାଜବାଟୀରେ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। କୋଭିଡ୍‌ କଟକଣା ମଧ୍ୟରେ କେତେଜଣ ଭକ୍ତ ନାଗାର୍ଜୁନ ବେଶ ଦର୍ଶନ କରିଛନ୍ତି।…

ସୌମ୍ୟ କହିଲେ ଛୋଟ ଘଟଣା, ଲେଖାଶ୍ରୀ ପଚାରିଲେ ବଡ଼ କ’ଣ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ବିଜେଡି ଉପସଭାପତି ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନାବାଳିକା ପରୀ ହତ୍ୟାକାଣ୍ଡକୁ ଏକ ଛୋଟ ଘଟଣା ବୋଲି ମତ ଦେଇଛନ୍ତି। ଏହାକୁ ନେଇ ଭାଜପା ସୌମ୍ୟଙ୍କୁ କଡ଼ା ସମାଲୋଚନା କରିଛି। ନୟାଗଡ଼ ଜିଲାର ୫ ବର୍ଷର ଝିଅ ପରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri