Home Left

ଟସ୍‌ ଜିତିଲା ଇଂଲଣ୍ଡ

ପୁଣେ,୨୬।୩:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଶୁକ୍ରବାର ଆରମ୍ଭ ହୋଇଛି। ପୁଣେରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡର ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ…

ସର୍ବଦା ଶିକାର କରୁଥିବା ସିଂହ ବି କରୁଛି ଏମିତି ସାହାଯ୍ୟ, ଭାଇରାଲ ଭିଡିଓ ଦେଖିଲେ ….

ସିଂହ ଏବଂ ବାଘଙ୍କ କଥା ଉଠିଲେ ଅଧିକାଂଶ ଲୋକ ଏହା କହନ୍ତି ସେମାନେ ଭୟଙ୍କର ପଶୁ। ଯେଉଁମାନେ ସର୍ବଦା ଶିକାର କରନ୍ତି। ମାତ୍ର ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦଙ୍କ ଦ୍ୱାରା ଟୁଇଟରରେ ଶେୟାର ହୋଇଥିବା ଏକ ଭିଡିଓ ସେହି…

ସାଇରସ୍‌ ମିସ୍ତ୍ରୀଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ୨୬।୩: ଟାଟା ସନ୍ସ ଲିମିଟେଡ୍‌ ଏବଂ ଶାପୁରଜୀ ପଲୋନଜୀ ଗ୍ରୁପ୍‌ର ସାଇରସ୍‌ ମିସ୍ତ୍ରୀ ମାମଲାରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଟାଟା ଗ୍ରୁପ ପକ୍ଷରୁ ସାଇରସ ମିସ୍ତ୍ରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଠିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏଥିସହ ସୁପ୍ରିମକୋର୍ଟ ଟାଟା…

ବିଧାନସଭାରେ ଜୟଲଳିଥାଙ୍କର ଚିରି ଦିଆଯାଇଥିଲା ଶାଢ଼ି

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କର ଆମାଗୀ ଫିଲ୍ମ ‘ଥଲାଇଭି’କୁ ନେଇ ବିଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ୨ ଦିନ ପୂର୍ବେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା। ଦର୍ଶକ ଏହାକୁ ବହୁତ ପସନ୍ଦ ମଧ୍ୟ କରିଥିଲେ। ଏହା ପରଠାରୁ…

ବ୍ୟକ୍ତିଙ୍କ ପ୍ରାଇଭେଟ ପାର୍ଟରୁ ବାହାରିଲା ୫୯ ଫୁଟର ପୋକ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ଥାଇଲାଣ୍ଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଯେଉଁଠାରେ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ପେଟରେ ଦରଜ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ପରେ ତାଙ୍କ ପେଟରୁ ୫୯ ଫୁଟର ପୋକ ବାହାରିଥିଲା। ଏହି…

ଛୋଟ ଘଟଣା ଯୋଗୁ ୫ ବର୍ଷର ପୁଅଙ୍କୁ ହରାଇଥିଲେ ଏହି ଲୋକପ୍ରିୟ ଅଭିନେତା, ପରେ ବଦଳି ଯାଇଥିଲା ଜୀବନ

ବମ୍ବେ: ପ୍ରକାଶ ରାଜ୍‌। ଦକ୍ଷିଣ ଭାରତୀୟ ସିନେମାର ଜଣେ ପରିଚିତ ନାମ। ଆଜି ଅର୍ଥାତ୍‌ ମାର୍ଚ୍ଚ ୨୬ରେ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ୧୯୬୫ରେ ବାଙ୍ଗାଲୋରରେ ଜନ୍ମ ନେଇଥିଲେ ପ୍ରକାଶ। ଏବେ ୫୬ ବର୍ଷର ହୋଇଛନ୍ତି ଅଭିନେତା। କେବଳ ଅଭିନେତା…

ପଞ୍ଚାୟତ ନିର୍ବାଚନ ପାଇଁ ହେଲା ତାରିଖ ଘୋଷଣା

ଲକ୍ଷ୍ନୌ,୨୬।୩: ଉତ୍ତରପ୍ରଦେଶରେ ନିର୍ବାଚନ ଆୟୋଗ ଶୁକ୍ରବର ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶର ୭୫ଟି ଜିଲାରେ ଚାରିଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୫ରେ ହେବ। ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୧୯ରେ,…

ସ୍ତ୍ରୀଙ୍କ ଜନ୍ମଦିନରେ ଏପରିି ଦାମୀ ଉପହାର ଦେଲେ ଏହି ଅଭିନେତା, ମୂଲ୍ୟ ଜାଣିଲେ…

ବଲିଉଡ ଅଭିନେତା ଅନିଲ କପୁର ତାଙ୍କ ସ୍ତ୍ରୀ ସୁନିତା କପୁରଙ୍କୁ ଜନ୍ମଦିନରେ ଏକ ସୁନ୍ଦର ଉପହାର ଦେଇଛନ୍ତି। ସୁନିତାଙ୍କ ଜନ୍ମଦିନରେ ଏକ ନୂଆ ମର୍ସିଡିଜ କାର୍‌ ଉପହାର ଦେଇଛନ୍ତି। ଗାଡ଼ିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ଏକ କଳା…

ଏବେ ବି ତୁମକୁ ଝୁରୁଛି ମା’, ତୁମେ ଫେରିଆସ: ଅର୍ଜୁନ

ବମ୍ବେ: କଥାରେ ଅଛି ମା’ ନାହିଁ ଯାହାର ସାହା ନାହିଁ ତାହାର। ମା’ଙ୍କୁ ହରାଇବାର କ୍ଷତି ଅପୂରଣୀୟ। ନଅ ବର୍ଷ ପୂର୍ବେ ଏହି ଯନ୍ତ୍ରଣା ଦେଇ ଗତି କରିଥିଲେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର। ଯେଉଁ ବର୍ଷ ଅଭିନେତା ଭାବେ ସେ…

ବାଂଲାଦେଶ ଶହୀଦ ସ୍ମାରକରେ ପହଞ୍ଚିଲେ ମୋଦି: କଲେ ଚାରା ରୋପଣ

ଢାକା,୨୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଅଛନ୍ତି। କରୋନା ଆରମ୍ଭ ହେବା ପରଠାରୁ ଏହା ତାଙ୍କର ପ୍ରଥମ ବିଦେଶ ଯାତ୍ରା। ସେ ଢାକାର ସାଭରରେ ଥିବା ଜାତୀୟ ଶହୀଦ ମେମୋରିଆଲ ପରିଦର୍ଶନ କରିଥିଲେ। ଏଠାରେ ସେ ଚାରା…

ଦିଲ୍ଲୀର ସବୁଠୁ ବଡ଼ ଜମ୍ବୋ ମୋମୋ: ବଢ଼ୁଛି ଲୋକଙ୍କ ଚାହିଦା

ଦିଲ୍ଲୀର ଅଧିକାଂଶ ଲୋକଙ୍କ ପ୍ରିୟ ଚାଇନିଜ୍‌ ଖାଦ୍ୟ ହେଉଛି ମୋମୋ। ତେଣୁ ସେଠାରେ ମଲ୍‌ ହେଉ କି ପାର୍କ ପ୍ରାୟ ସବୁସ୍ଥାନରେ ମୋମୋ ଷ୍ଟଲ୍‌ ଦେଖିବାକୁ ମିଳିଥାଏ। କିନ୍ତୁ ଦିଲ୍ଲୀର ଏକ ଭିନ୍ନ ପ୍ରକାର ମୋମୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର…

ଆଜି ରାଜ୍ୟରୁ ୨୩୪ କରୋନା ପଜିଟିଭ୍‌ ଚିହ୍ନଟ, ନୂଆପଡ଼ାରୁ ସର୍ବାଧିକ

ଭୁବନେଶ୍ୱର,୨୬।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରୁ ୨୩୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୬୯୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?