ପଶ୍ଚିମବଙ୍ଗ ସମେତ ତିନି ରାଜ୍ୟର ୪୦ ସ୍ଥାନରେ ସିବିଆଇ ଚଢାଉ
ନୂଆଦିଲ୍ଲୀ,୨୮ ।୧୧: ସିବିଆଇ ଦ୍ୱାରା ଶନିବାର ୩ ରାଜ୍ୟର ୪୦ଟି ସ୍ଥାନରେ ଚଢାଉ କରାଯାଉଥିବା ସୂଚନା ମିଳିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଥିରେ କୋଇଲା ମାଫିଆ ସାମିଲ ଥିବା ଜଣାପଡିଛି । ସେମାନେ କହିଛନ୍ତି କି ଚଢାଉ ବିଶେଷ କରି…
ଗୋଟିଏ ସ୍ବପ୍ନ ବଦଳିଦେଲା ଜୀବନ: ମା’ଙ୍କୁ ସାଙ୍ଗରେ ଧରି ଦେଶ ବୁଲିଲେ ପୁଅ
ପିଲାମାନେ ବଡ଼ ହେଲେ ମା’ବାପାଙ୍କ ଯତ୍ନ ନେବା ସହ ଭଲ ପାଇବା ଓ ଦାୟିତ୍ୱ ତୁଲାଇବେ ବୋଲି ସମସ୍ତେ ଆଶା କରିଥାନ୍ତି। ହେଲେ ଆଜିକାଲି ପିଲାମାନେ ନିଜ ଗୋଡ଼ରେ ଠିଆ ହେବା ପରେ ମା’ବାପାଙ୍କୁ ପଚାରିବା ତ ଦୂରରେ କଥା ସେମାନଙ୍କ…
ଚାଷୀ ତାତି ଯୋଗୁ ଅଟକି ରହିଛି ୬୦୦ ସେଓ ଭର୍ତ୍ତି ଟ୍ରକ୍: ୬୦ କୋଟିର କ୍ଷତି ହେବା ଆଶଙ୍କା
ସୋନିପତ୍,୨୮।୧୧: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶବ୍ୟାପି ଜାରି ରହିଥିବା ଚାଷୀ ଆନ୍ଦୋଳନ ଯୋଗୁ ବାଟରେ ୬୦୦ ସେଓ ଭର୍ତ୍ତି ଟ୍ରକ୍ ଅଟକି ରହିଛି। ଟ୍ରକ୍ ଗୁଡ଼ିକ ଜମ୍ମୁ-କଶ୍ମୀରରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲା। ପଞ୍ଜାବ ଟପିବା ପରେ ଟ୍ରକ୍ ଗୁଡ଼ିକ…
ରାଜ୍ୟରେ ପୁଣି ୫୫୦ କରୋନା ପଜିଟିଭ ଚିହ୍ନଟ; ଆଖି ବୁଜିଲେ ୧୨
ଭୁବନେଶ୍ୱର, ୨୮।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ନୂଆ ୫୫୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ …ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ଜଣ କ୍ୱାରାଣ୍ଟାଇନରୁ ଚିହ୍ନଯ ହୋଇଥିବା ବେଳେ ୨୩୩ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ…
ବାଦଶାହାଙ୍କ ବୈବାହିକ ଜୀବନରେ ଝଡ଼
ବମ୍ବେ: ବଲିଉଡର ଅନ୍ୟତମ ଲୋକପ୍ରିୟ ଗାୟକ ତଥା ର଼୍ୟାପର ହେଲେ ବାଦଶାହା। ଏବେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ବାଦଶାହା ଏବଂ ସ୍ତ୍ରୀ ଜାସ୍ମିନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଏପରିକି ଜାସ୍ମିନ ବାଦଶାହାଙ୍କଠାରୁ ଅଲଗା ରହୁଛନ୍ତି। ଲକ୍ଡାଉନ୍…
ମହଙ୍ଗା ପଡିଲା ଲକ୍ଡାଉନ ଅନୁଭୂତି ଶେୟାର କରିବା!
ବେଜିଂ,୨୮ ।୧୧: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହା ପ୍ରଥମେ ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କୁହାଯାଏ । ଜାନୁୟାରୀ ମାସରେ ଏହା ପୃଥିବୀର ବିଭିନ୍ନ ଦେଶକୁ ବ୍ୟାପିଥିବା ବେଳେ ଡିସେମ୍ବର ୨୦୧୯ରେ…
ମହାକାଶ ସଫେଇ ଅଭିଯାନ: ୨୦୨୫ରେ ପଠାଯିବ ସ୍ବତନ୍ତ୍ର ଉପଗ୍ରହ
ବେର୍ନ,୨୮।୧୧: ମହାକାଶରେ ଧୀରେଧୀରେ ଆବଜର୍ନା ବଢ଼ିବାରେ ଲାଗିଛି। ବିଭିନ୍ନ ଦେଶର ମହାକାଶ ଯୋଜନା ଅନ୍ତର୍ଗତ ପଠାଯାଉଥିବା ଉପଗ୍ରହ ଏବଂ ଅନ୍ୟ ସର୍ଭେଲାନ୍ସ୍ ପଦାର୍ଥ ଅକାମୀ ହେବା ପରେ ଏଠାରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଫଳରେ ନୂଆ ମହାକାଶ ଗବେଷଣା କ୍ଷେତ୍ରରେ…
ଭାରିଯାନ ବଢ଼ାଉଛି ପ୍ରଦୂଷଣ
ପାରାଦୀପ,୨୮ା୧୧(ସ୍ବ.ପ୍ର.): ପାରାଦୀପର ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ସବୁବେଳେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଠାରେ ଥିବା ବେଳାଭୂମି ରାସ୍ତାରେ ସବୁବେଳେ ଲୋକ ଓ ପର୍ଯ୍ୟଟକଙ୍କ ଗହଳି ପରଲିକ୍ଷିତ ହୋଇଥାଏ। ଏହାସତ୍ତ୍ୱେ ରାସ୍ତାରେ ଭାରିଯାନ ରଖାଯାଉଛି। ଫଳରେ ଅଧିକ ସମୟ ଯାନଗୁଡିକ ଷ୍ଟାଟ ଅବସ୍ଥାରେ…
ମା’ ହେବାର ତୁରନ୍ତ ପରେ ଏହି କାମ କରିବାକୁ ଚାହୁଁଛନ୍ତି ଅନୁଷ୍କା ଶର୍ମା: ଜାଣନ୍ତୁ ତାହା କ’ଣ…
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହାକୁ ନେଇ ସେ ବହୁତ ଉତ୍ସାହିତ ମଧ୍ୟ ଅଛନ୍ତି। ମା’ ହେବା ପରେ ତାଙ୍କ ଜୀବନରେ କ’ଣ ସବୁ ପରିବର୍ତ୍ତନ ହେବ ତାହା ସେ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।…
ସବୁଠୁ ଦାମୀ ବ୍ୟାଗ୍, ଏହା ବଦଳରେ କିଣି ହେବ ବିଳାସପୂର୍ଣ୍ଣ ଘର ସହ ୧୦ କାର୍
ଇଟାଲୀର ଏକ ବିଳାସପୂର୍ଣ୍ଣ ବ୍ରାଣ୍ଡ୍ ବିଶ୍ୱର ସବୁଠୁ ଦାମୀ ବ୍ୟାଗକୁ ଡିଜାଇନ କରିଛି। କମ୍ପାନୀ ଏହି ବ୍ୟାଗ୍ କିଛିଦିନ ତଳେ ଲଞ୍ଚ କରିଛି। ଏହି ବ୍ୟାଗର ମୂଲ୍ୟ ହଜାରେ କି ଲକ୍ଷେ ନୁହଁ, ୫୩ କୋଟି ଟଙ୍କା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ…
ପାକିସ୍ତାନର ପ୍ରଥମ କିନ୍ନର ହେଲେ ଓକିଲ: କେବେ ଭିକ ମାଗିବାକୁ ହୋଇଥିଲେ ବାଧ୍ୟ
ଇସ୍ଲାମାବାଦ,୨୮।୧୧: ପାକିସ୍ତାନର ନିଶା ରାଓ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିଶା ହେଉଛନ୍ତି ପାକିସ୍ତାନର ପ୍ରଥମ କିନ୍ନର ଯିଏ ଓକିଲ ହୋଇଛନ୍ତି। ଦିନ ଥିଲା କେବେ ସେ ରାସ୍ତାରେ ଭିକ ମାଗୁଥିଲେ। ହେଲେ ଏବେ ସେ ସମାଜର ଜଣେ…
ଦୁର୍ଘଟଣାରେ ଆଖିବୁଜିଲା ନାବାଳକ: ଉତ୍ତ୍ୟକ୍ତ ଲୋକଙ୍କ ଥାନା ଘେରାଉ
ସମ୍ବଲପୁର, ୨୮।୧୧(ବ୍ୟୁରୋ): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଆଶାପାଲି ସ୍କୁଲ ନିକଟରେ ଶନିବାର ପୂର୍ବାହ୍ନରେ ଏକ ଜିପ୍ ଧକ୍କାରେ ୭ ବର୍ଷର ନାବାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସେ ସାହୁ କଲୋନୀର ସାହିଲ ସିଂ ବୋଲି ଜଣାପଡିଛି। ଏହାକୁ ନେଇ…
Archives


