ପିଏମ୍ଏଓ୍ବାଇ-ବିପିଜିଓ୍ବାଇ ଲୋଗୋ କଳି
ଭୁବନେଶ୍ୱର,୧ା୪(ବ୍ୟୁରୋ):ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମ୍ଏୱାଇ-ଜି)ରେ ବିଜୁ ପକ୍କାଘର ଯୋଜନା (ବିପିଜିୱାଇ) ଲୋଗୋ ଲଗାଯାଉଛି। ଏହା କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା। ଏଥିରେ ବିପିଜିଓ୍ବାଇ ଲୋଗୋ ନ ଲଗାଇବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ଏନେଇ ମାର୍ଚ୍ଚ ୧୨ରେ ଗ୍ରାମ୍ୟ ଉନ୍ନୟନ…
ବନ୍ଦ ହେଲା ଟିଟିପିଏସ୍: ପୂର୍ବାହ୍ନ ୮ଟା ୪୩ରେ ଲିଭିଲା ଲାଇଟ୍
ତାଳଚେର,୧ା୪(ନି.ପ୍ର.) ଅନୁଗୋଳ ଜିଲା ତାଳଚେରଠାରେ ଥିବା ଏନ୍ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାୱାର ଷ୍ଟେଶନ (ଟିଟିପିଏସ୍) ପୂର୍ବ ଘୋଷଣା ଅନୁଯାୟୀ ବୁଧବାରଠାରୁ ବିଧିବଦ୍ଧ ଭାବେ ବନ୍ଦ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ କାର୍ଯ୍ୟକାରୀ କରି ନ ଥିବାରୁ ୫୪…
ବନ୍ଦ କୋଠରୀରେ ଏମିତି କାମ କରୁଛନ୍ତି ନବବିବାହିତ କ୍ରିକେଟର୍
ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍ରା ପୁଣି ଥରେ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ବିବାହ ପରେ ସେ ପ୍ରଥମ ଥର ପାଇଁ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ବୁମରା ଆଇପିଏଲ୍ ପାଇଁ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି। ମୁମ୍ବାଇ ଆଇପିଏଲର…
କରୋନା ଆକ୍ରାନ୍ତ ଛାତ୍ରୀଛାତ୍ର ପରେ ଦେଇପାରିବେ ପ୍ରାକ୍ଟିକାଲ ପରୀକ୍ଷା
ନୂଆଦିଲ୍ଲୀ,୩୧।୩: ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ) କର୍ତ୍ତୃପକ୍ଷ ବୋର୍ଡ ପରୀକ୍ଷାର୍ଥୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁ ଛାତ୍ରୀଛାତ୍ର କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ପାଇଁ ଚିନ୍ତା କରିବାର କିଛି କାରଣ…
ସ୍ପିନ୍ ବିଭାଗକୁ ଶକ୍ତିଶାଳୀ କରିବେ ହରଭଜନ: ମୋର୍ଗାନ
କୋଲକାତା,୩୧।୩: ଅଭିଜ୍ଞ ଅଫ୍ ସ୍ପିନର ହରଭଜନ ସିଂ ଏଥର କୋଲକାତା ନାଇଟ୍ ରାଇଡର୍ସ (କେକେଆର) ତରଫରୁ ଖେଳିବାକୁ ଯାଉଛନ୍ତି। ହରଭଜନ ସାମିଲ ହେବା ପରେ ଦଳର ସ୍ପିନ ବିଭାଗ ବେଶ୍ ଶକ୍ତିଶାଳୀ ହୋଇପାରିବ ବୋଲି କେକେଆର ଅଧିନାୟକ ଇଅନ ମୋର୍ଗାନ କହିଛନ୍ତି।…
ଆର୍ସିବିର ମୁଖ୍ୟ ଅସ୍ତ୍ର ମ୍ୟାକ୍ସଓ୍ବେଲ
ନୂଆଦିଲ୍ଲୀ,୩୧।୩: ଗ୍ଲେନ୍ ମ୍ୟାକ୍ସଓ୍ବେଲଙ୍କ ବିସ୍ଫୋରକ ତଥା ଆକ୍ରମଣାତ୍ମକ ବ୍ୟାଟିଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଆଗାମୀ ସଂସ୍କରଣରେ ସେ ଦଳର ମୁଖ୍ୟ ଅସ୍ତ୍ର ହେବେ ବୋଲି ଆରସିବି ଡାଇରେକ୍ଟର ଅଫ୍ କ୍ରିକେଟ ମାଇକ ହେସନ…
ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ
ମାଲକାନଗିରି,୩୧ା୩: ମାଲକାନଗିରି ଏସ୍ପିଙ୍କ କାର୍ଯ୍ୟାଳୟରେ ବୁଧବାର ୩ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଛତିଶଗଡ଼ ବିଜାପୁର ଜିଲା ବାସେଗୁଡ଼ା ଥାନା ଅନ୍ତର୍ଗତ ଚିନାତେରେମ ଗ୍ରାମର ମଇନୁ ଓରଫ ଶମ୍ଭୁ ଦୋଡି (୨୫), ଗାଙ୍ଗୁଲୁର ଥାନା ଅନ୍ତର୍ଗତ କର୍ନାଲ ଗ୍ରାମର…
ଚେତାବନୀ ଦେଲେ ମମତା: ନିର୍ବାଚନ ପରେ ନେବି ପଦକ୍ଷେପ
କୋଲକାତା, ୩୧।୩ : ଭାଜପାକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କର। ମୁଁ ପଦକ୍ଷେପ ନେବି। କୋଲକାତାଠାରୁ ୯୦ କିମି ଦୂର ଗୋଘାଟଠାରେ ଆୟୋଜିତ ରାଲିରେ ମମତା ଏଭଳି କହିଛନ୍ତି।…
ଗୁଗଲ୍ ସର୍ଚ୍ଚ କରି ଡାକ୍ତର ଦେଲେ ଇଞ୍ଜେକ୍ଶନ, ଚାଲିଗଲା ଶିଶୁର ଜୀବନ
ନବରଙ୍ଗପୁର/ଡାବୁଗାଁ,୩୧ା୩: ନବରଙ୍ଗପୁର ଜିଲା ଡାବୁଗାଁ ଡାକ୍ତରଖାନାରେ ଶିଶୁ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ଦେଖାଦେଇଛି। ଡାକ୍ତର ଗୁଗଲ୍ରୁ ସର୍ଚ୍ଚକରି ଇଞ୍ଜେକ୍ଶନ ଦେଇଥିବା ମୃତ ଶିଶୁର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଏହାକୁ ନେଇ…
୭ ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ମେଡିକାଲ ଅଧିକାରୀ
ଫୁଲବାଣୀ ଅଫିସ,୩୧।୩: କନ୍ଧମାଳ ଜିଲା ଫିରିଙ୍ଗିଆ ମେଡିକାଲର ଜନସ୍ବାସ୍ଥ୍ୟ ଅଧିକାରୀ ଡା. ନିଶିତ ନିଶାନ୍ତ ମାଲୁ ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମେଡିକାଲରେ କାର୍ଯ୍ୟରତ ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ବେଣୁପାଣି ଦିଗାଲଙ୍କ ବକେୟା ପ୍ରାପ୍ୟ ଅନୁମୋଦନ କରିବାକୁ ସେ ୭ ହଜାର…
ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ
ଗୋପାଳପୁର,୩୧ା୩: ନାବାଳିକାଙ୍କୁ ବଳାତ୍କାର କରିବା ସହ ହତ୍ୟା ଉଦ୍ୟମ ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଗୋପାଳପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ସମ୍ପୃକ୍ତ ଅଞ୍ଚଳର ଜଣେ…
ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା
ସାକ୍ଷୀଗୋପାଳ,୩୧।୩: ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳର ଦାଶବିଦ୍ୟାଧରପୁର ପଞ୍ଚାୟତରେ ବୁଧବାର ଜଣେ ଯୁବକକୁ ଭୁଜାଲିରେ ହାଣି ନର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଡିହପୁର ଗ୍ରାମର କୃଷ୍ଣ ଚନ୍ଦ୍ର ରାଉତ। କୃଷ୍ଣଙ୍କୁ ଦାଶବିଦ୍ୟାଧରପୁର ଗ୍ରାମର ପଦୁ ଦାସ ହତ୍ୟା କରିଥିବା…

