Home Left

ହ୍ରିତିକ ରୋଶନଙ୍କର ହେବ ଇଣ୍ଟରନ୍ୟାଶନାଲ ଡେବ୍ୟୁ!

ମୁମ୍ବାଇ: ବଲିଉଡ୍ ନାୟକ ହ୍ରିତିକ ରୋଶନ ତାଙ୍କର ଇଣ୍ଟରନ୍ୟାଶନାଲ ଡେବ୍ୟୁ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । ଗତବର୍ଷ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘ସୁପର-୩୦’ର ଇଂଲିସ ଭର୍ସନରେ ନଜର ଆସିବେ ହ୍ରିତିକ । ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ…

୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭାଜପା କାଉସିଲର ଗିରଫ

ନୂଆଦିଲ୍ଲୀ,୫।୧୨-ଗୋଟିଏ ଘର ତିଆରିକୁ ଅନୁମତି ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭାଜପା କାଉସିଲର ମନୋଜ ମାହାଲାୱତଙ୍କୁ ଶୁକ୍ରବାର ସିବିଆଇ ଗିରଫ କରିଛି। ଟଙ୍କା ନେଉଥିବା ବେଳେ ମନୋଜଙ୍କୁ ସିବିଆଇ ରେଡ ହ୍ୟାଣ୍ଡେଡ ଗିରଫ କରିଥିଲା।…

ବିରୋଧି ଟିମ୍‌ ବୋଲରଙ୍କ ନିଦ ହଜାଇଦିଅନ୍ତି ଭାରତୀୟ ଟିମ୍‌ର ଗବ୍ବର: ଏହି ୫ ପାଳିକୁ ଆଜି ବି ମନେପକାନ୍ତି ପ୍ରଶଂସକ

ନୂଆଦିଲ୍ଲୀ,୫।୧୨: ଭାରତୀୟ ଟିମ୍‌ର ଦ୍ରୁତ ଓପନୀ୍‌ ଶିଖର ଧଓ୍ବନ୍‌ ଶନିବାର ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୯ ବର୍ଷ ପୂର୍ବେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଖେଳିବା ଆରମ୍ଭ କରିଥିଲେ ସେ। ଏବେ ସେ ପଡ଼ିଆକୁ ଓହ୍ଲାଇବା ମାତ୍ରେ ବିରୋଧି ଦଳ ମଧ୍ୟରେ ଝନକା…

ବଡ଼ ହୋଇଯାଇଛନ୍ତି କାଜଲ ଓ ଶାହାରୁଖ୍‌ଙ୍କ ଏହି ପୁଅ: ଚିହ୍ନି ପାରୁ ନାହାନ୍ତି ଲୋକେ

କେତେକ ବଲିଉଡ ଅଭିନେତା ଅଛନ୍ତି, ଯେଉଁମାନେ ଶିଶୁ କଳାକାର ଭାବରେ ଅନେକ ସୁନାମ ଅର୍ଜନ କରିଛନ୍ତି। ତାଙ୍କର ଅଭିନୟକୁ ସର୍ବଦା ଦର୍ଶକମାନେ ପସନ୍ଦ କରୁଥିଲେ, କିନ୍ତୁ ଏହି କଳାକାର ପିଲାଦିନେ ଯେତିକି ପ୍ରସିଦ୍ଧ ହୋଇଥିଲେ ବଡ଼ ହୋଇ ମଧ୍ୟ ହୋଇପାରି ନାହାନ୍ତି।…

ଏୟାର ଆମ୍ବୁଲାନ୍ସରେ ମୁମ୍ବାଇ ଆସିଲେ ନିତୁ କପୁର

ଏୟାର ଆମ୍ବୁଲାନ୍ସରେ ମୁମ୍ବାଇ ଆସିଲେ ନିତୁ କପୁରମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ନାୟକ ରଣବୀର କପୁରଙ୍କ ମାଆ ନିତୁ କପୁରଙ୍କୁ ଏୟାର ଆମ୍ବୁଲାନ୍ସରେ ଚଣ୍ଡିଗଡ଼ରୁ ମୁମ୍ବାଇ ନିଆଯାଇଛି । ସୂଚନାଯୋଗ୍ୟ, ନିତୁଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ପୁଅ…

ଅକ୍ଷୟ କୁମାରଙ୍କୁ ଦେଖି ଦୌଡ଼ିଲେ ସାରା

ମୁମ୍ବାଇ: ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଅକ୍ଷୟ କୁମାରଙ୍କୁ ଦେଖି ଖୁବ୍‌ ଜୋର୍‌ରେ ଦୌଡୁଛନ୍ତି। ସାରାଙ୍କ ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାସ୍ତବ କଥା ହେଲା ସାରା ଏବଂ ଅକ୍ଷୟ ଫିଲ୍ମ ‘ଅନ୍ତରଙ୍ଗୀ ରେ’ର ଶୁଟିଂ କରୁଛନ୍ତି।…

ଡିସେମ୍ବର ୧୦ରେ ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ ମୋଦି

ନୂଆଦିଲ୍ଲୀ,୫ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୧୦ରେ ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ । ଏହି ସୂଚନା ଲୋକ ସଭା ଅଧ୍ୟକ୍ଷ ଓମ ବିରଲା ଶନିବାର ଦେଇଛନ୍ତି । ସାମାଚାର ଏଜେନ୍ସି ଏଏନ୍‌ଆଇକୁ ସୂଚନା ଦେଇ ବିରଲା କହିଛନ୍ତି…

ଚଳନ୍ତା କାର୍‌ରୁ ବାହାରି ମଦ ପିଇଲେ ଦୁଇ ଯୁବକ, ଷ୍ଟଣ୍ଟ୍‌ ଦେଖି ଲୋକେ କହିଲେ…

ସୋସିଆଲ ମିଡିଆରେ ଦୁଇ ଯୁବକ ଚଳନ୍ତା କାର୍‌ରେ ଠିଆ ହୋଇ ମଦ ପିଉଥିବା ଦୃଶ୍ୟ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ମୁମ୍ବାଇ ରାସ୍ତାରେ ୩ ଜଣ ଯୁବକ ଏକ କାର୍‌ରେ ଯାଉଥିଲେ। ଜଣେ ଯୁବକ କାର୍‌ ଚଳାଉଥିବା ବେଳେ ଆଉ ଦୁଇଜଣ…

ହ୍ବାଟ୍ସଅପ୍‌ ବ୍ୟବହାର କରୁଛନ୍ତି କି? ଏଥିପ୍ରତି ଧ୍ୟାନ ନଦେଲେ ଡିଲିଟ୍‌ କରିବାକୁ ପଡ଼ିବ ଆକାଉଣ୍ଟ

ନୂଆଦିଲ୍ଲୀ,୫।୧୨: ବିଶ୍ୱର ସବୁଠାରୁ ବଡ ମେସେଜିଂ ଆପ୍‌ ‘ହ୍ବାଟ୍ସଆପ୍‌’ ନିଜର ସେବା ନିୟମରେ କିଛି ପରିବର୍ତ୍ତନ କରିବାକୁ ଯାଉଛି। ଉଭୟ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ବ୍ୟବହାରକାରୀଙ୍କ ଉପରେ ଏହାର ସିଧା ପ୍ରଭାବ ପଡ଼ିବ। ଏହି ଆପ୍‌କୁ ବ୍ୟବହାର କରିବାକୁ ହେଲେ ବ୍ୟବହାରକାରୀଙ୍କୁ…

ଅଣ୍ଡାରୁ ଛୁଆଫୁଟାଇବା ସମୟରେ ଛଞ୍ଚାଣ ସହ ଘଟିଲା ଏମିତି

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…

ବସ୍‌ରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ପାଇଲେ ଏହି ଯୁବତୀ, ଆଉ ତା’ ପରେ…

ଭୋପାଳ,୫ା୧୨: ମଧ୍ୟପ୍ରଦେଶର ବୈତୁଲର ଜଣେ ଯୁବତୀ ଏମିତି ମହାନ କାର୍ଯ୍ୟ କରିଛନ୍ତି, ଯାହାକୁ ନେଇ ବିଭିନ୍ନ ମହଲରୁ ତାଙ୍କ ପ୍ରଶଂସାର ସୁଅ ଛୁଟୁଛି। ଜଣେ ଯୁବତୀ ବସ୍‌ରେ ଯିବା ସମୟରେ ଏକ ଟଙ୍କା ଭର୍ତ୍ତି ବ୍ୟାଗ୍‌ ପାଇଥିଲେ। ମାତ୍ର ଏହାକୁ ସେ…

ରାଜସ୍ଥାନରେ ସରକାର ଭାଙ୍ଗିବାକୁ ଯୋଜନା କରୁଛି ଭାଜପା: ଗେହଲଟ

ଜୟପୁର,୫ ।୧୨: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସଦ୍ୟ ବୟାନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ । ଗେହଲଟ କହିଛନ୍ତି ରାଜସ୍ଥାନରେ ସରକାର ଭାଙ୍ଗିବାକୁ ପୁଣିଥରେ ଖେଳ ଆରମ୍ଭ ହୋଇଗଲାଣି ଏହାକୁ ନେଇ ଚର୍ଚ୍ଚାବି ହେଲାଣି । ଅଜୟ ମାକେନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri