Posted inଫୁରସତ

ନିଶ ଥିବା ଚଢ଼େଇ

ପୁରୁଷଙ୍କୁ ନିଜ ନିଶ ଭାରି ପ୍ରିୟ। ଏହାକୁ ନେଇ ସେମାନେ ଗର୍ବ କରନ୍ତି। ଯାହାର ଯେତେ ଗହଳ ଓ ଲମ୍ବା ନିଶ ସେ ସେତେ ଗର୍ବ ଅନୁଭବ କରନ୍ତି। ତେବେ ଜାଣନ୍ତି କି ଖାଲି ପୁରୁଷ ନୁହନ୍ତି ଏକ କୁନି ଚଢ଼େଇର ବି ନିଶ ଅଛି। ସେ ପୁଣି ଲମ୍ବା ଓ ବେଶ୍‌ ଗହଳିଆ। ଠିକ୍‌ ମଣିଷଙ୍କ ପରି। ହେଲେ ସେହି ନିଶ କଳା ନୁହେଁ ବରଂ ଧଳା ରଙ୍ଗର। ଏହି ଚଢ଼େଇ ପେରୁ ଓ ଚିଲିର ପ୍ରଶାନ୍ତ ମହାସାଗରର ତଟୀୟ ଅଞ୍ଚଳରେ ଦେଖାଯାଆନ୍ତି। ନିଶ ଥିବା ଉକ୍ତ ଚଢ଼େଇର ନାମ ହେଉଛି ‘ଇନ୍‌କା ଟର୍ନ’। ମାଟିଆ ତଥା ଧୂସର ରଙ୍ଗର ଏହି ଚଢ଼େଇର ଥଣ୍ଟ ଲାଲ ଓ ନାରଙ୍ଗି ହୋଇଥାଏ। ଏହାର ଦୁଇ ଆଖିର ତଳଭାଗରେ ଥିବା ଧଳା ରଙ୍ଗର ନିଶ ଲାଗେ ଭାରି ଆକର୍ଷକ। ତେବେ ଏହି ସୁନ୍ଦର ଚଢ଼େଇର ସଂଖ୍ୟା ଏବେ କମିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାତ କରୁଥିବା ୨୦୦ ମାଙ୍କଡ଼ଙ୍କ ପାଇଁ ଅଜବ ନିଷ୍ପତ୍ତି ନେଲେ ସରକାର

ଥାଇଲାଣ୍ଡରେ ଦଳେ ମାଙ୍କଡ଼ ଏଭଳି ଉତ୍ପାତ କଲେ ଯେ, ସେଠାକାର ସରକାର ଏକ ଅଜବ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ବନ୍ୟଜନ୍ତୁଙ୍କ ବିରୋଧରେ...

ବ୍ଲାକବୋର୍ଡରେ ଯୁବତୀ ତିଆରି କଲେ ସୁନ୍ଦର ଚିତ୍ର, ଭିଡିଓ ଦେଖିଲେ ହିଁ ଜାଣିବେ…

ସାଧାରଣତଃ ଜଣେ ବ୍ୟକ୍ତି ଚିତ୍ର ଆଙ୍କିବା ପାଇଁ ପେନ୍‌ସିଲ୍‌, କଲମ, ପେଣ୍ଟ ବ୍ରଶ ବ୍ୟବହାର କରିଥାନ୍ତି। କଳା ସମସ୍ତଙ୍କ ଦ୍ୱାରା ହୁଏ ନାହିଁ। ଯେଉଁମାନଙ୍କ ଦ୍ୱାରା...

ଯୁବତୀଙ୍କ ପେଟରୁ ବାହାରିଲା ୭ କେଜି ଓଜରର ଚୁଟି

ରାଞ୍ଚି, ୨।୯: ଝାଡ଼ଖଣ୍ଡର ବୋକାରୋ ଜିଲାରୁ ଚକିତ କଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ପେଟରୁ ୭...

ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିରର ନୂଆ ଫଟୋ

ଅଯୋଧ୍ୟା,୧୮ା୮: ଅଯୋଧ୍ୟା ରାମମନ୍ଦିରର ପ୍ରଥମ ମହଲାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ବର୍ତ୍ତମାନ ଦ୍ୱିତୀୟ ମହଲାର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଉତ୍ତରପ୍ରଦେଶ...

ମିଳିଲା ହଜିଥିବା ଖେଳନା, ଖୁସିରେ ଏମିତି ପ୍ରତିକ୍ରିୟା ଦେଲେ ଅନାଥ ଶିଶୁକନ୍ୟା

ସାଧାରଣତଃ ଶିଶୁଙ୍କୁ ଖେଳନା ବହୁତ ପସନ୍ଦ। ଇଥିଓପିଆର ଅନାଥାଶ୍ରମରେ ରହୁଥିବା ଜଣେ ଶିଶୁକନ୍ୟାର ଏକ ଖେଳନା ବର୍ଷକ ତଳେ ହଜି ଯାଇଥିଲା। ଏବେ ଏହି ଖେଳନାଟି...

‘ହ୍ୟାଣ୍ଡଲୁମ୍‌- ଏକ ଭାରତୀୟ ଉତ୍ତରାଧିକାରୀ’

ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଛି। ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ହସ୍ତତନ୍ତ କାରିଗରଙ୍କ ଯେଉଁ...

ହୃଦୟ ବିଦାରକ ଦୃଶ୍ୟ: ରାତିସାରା ବାପାଙ୍କ ମୃତଦେହକୁ କୁଣ୍ଢାଇ ଧରି ଶୋଇ ରହିଲେ କୁନିଝିଅ…

ପାଟନା,୨୯।୪: କରୋନା ସଂକ୍ରମଣ ଯୋଗୁ ଦିନକୁ ଦିନ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା ହୃଦୟ ବିଦାରକ ହେବାରେ ଲାଗିଛି।...

ଜାଣନ୍ତି ଫାଶୀରେ ବ୍ୟବହୃତ ଦଉଡ଼ି ପରେ କ’ଣ ହୋଇଥାଏ

ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁଯାୟୀ ଜଘନ୍ୟ ଅପରାଧୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥାଏ। ମାତ୍ର ଫାଶୀ ପରେ ଏହି ଦଉଡ଼ି କେଉଁ କାମରେ ବ୍ୟବହାର କରାଯାଇଥାଏ ହୁଏତ ଅଧିକାଂଶ ଜାଣି...

Advertisement
Archives

Model This Week