Home Left

ପିପିଇ କିଟ୍‌ ପିନ୍ଧି କୋଭିଡ୍‌ ସେଣ୍ଟରରେ ବିବାହ କଲେ ବରକନ୍ୟା

ଜୟପୁର,୭ା୧୨: ବିବାହ ଦିନ ବରକନ୍ୟାଙ୍କ କରୋନା ଟେଷ୍ଟ୍‌ କରାଯିବା ପରେ ସେମାନେ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ତେଣୁ ବିବାହ ଉତ୍ସବକୁ ଅଟକା ନ ଯାଇ ପିପିଇ କିଟ୍‌ ପିନ୍ଧି କରୋନା କଟକଣା ମାନି ରବିବାର ସନ୍ଧ୍ୟାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି…

ଭାରତ ବନ୍ଦ ସପକ୍ଷରେ ଏଏପି: ଅନ୍ନଦାତାଙ୍କ ଦାବି ନ୍ୟାୟସଙ୍ଗତ

ନୂଆଦିଲ୍ଲୀ, ୭।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ସମର୍ଥନ କରୁଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର କହିଛନ୍ତି।…

ମୋଦି ଜଣେ ଏକଛତ୍ରବାଦୀ ଶାସକ: ତାରିକ୍‌ ଅନଓ୍ବାର

ପାଟନା, ୭।୧୨: କଂଗ୍ରେସ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟାର୍ଗେଟ୍‌ କରାଯାଉଛି। ଏବେ କଂଗ୍ରେସ ସଦସ୍ୟ ତାରିକ୍‌ ଅନଓ୍ବାର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ତାରିକ୍‌ କହିଛନ୍ତି ଯେ, ମୋଦି ଜଣେ ଏକ ଛତ୍ରବାଦୀ ଶାସକ। ଅନ୍ନଦାତାଙ୍କ ସହିତ…

ଏହି କାରଣରୁ ସାଇରାଙ୍କୁ ବିବାହ ଦିନ ଛାଡି ଚାଲିଯାଇଥିଲେ ଦିଲ୍ଲୀପ କୁମାର

ମହାମାରୀ କରୋନା ଯୋଗୁ ଏହି ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ କାହାଣୀ, ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ସାଇରା ବାନୁ ଏବଂ ଦିଲ୍ଲୀପ କୁମାରଙ୍କ ଏକ କାହାଣୀ ସାମ୍ନାକୁ ଆସିଛି। ନିକଟରେ ଏକ…

ସ୍ପେଶାଲ ଟ୍ରେନ୍‌ର ସମୟ ପରିବର୍ତ୍ତନ

ଭୁବନେଶ୍ୱର,୭ା୧୨(ବ୍ୟୁରୋ): ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର ସ୍ପେଶାଲ ଏକ୍ସପ୍ରେସ ସମୟରେ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ବରରୁ ଅପରାହ୍ନ ୨ଟା ୧୦ରେ ଛାଡ଼ୁଥିବା ଏହି ଟ୍ରେନ୍‌ ଡିସେମ୍ବର ୫ରୁ ଅପରାହ୍ନ ୧ଟା ୪୦ରେ ଭୁବନେଶ୍ବର ରେଳ ଷ୍ଟେଶନ ଛାଡ଼ି ରାତି ୯ଟାରେ ରାଉରକେଲାରେ ପହଞ୍ଚୁଛି। ସେହିପରି ଫେରିବାବେଳେ ଏହା…

ଏନ୍‌ଡିଏରେ ଫାଟ ବଢ଼ିଲା: ଭାରତ ବନ୍ଦକୁ ସମର୍ଥନ କଲା ଆର୍‌ଏଲ୍‌ପି

ନୂଆଦିଲ୍ଲୀ,୭।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଏନ୍‌ଡ଼ିଏରେ ଫାଟ ବଢ଼ିବା ଆରମ୍ଭ କରିଛି। ଏନ୍‌ଡ଼ିଏର ସହଯୋଗୀ ଦଳ ଅନ୍ନଦାତାଙ୍କ ପ୍ରତି ଢ଼ଳୁଥିବା ଦେଖିବାକୁ ମିଳୁଛି। ଏବେ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆର୍‌ଏଲ୍‌ପି) ଚାଷୀ ସଂଗଠନ ପକ୍ଷରୁ ମଙ୍ଗଳବାର ଡାକରା ଦିଆଯାଇଥିବା…

ପାକିସ୍ତାନକୁ ପଛରେ ପକାଇ ଭାରତ ରଚିଲା ଇତିହାସ

ସିଡନୀ,୭।୧୨: ଶିଖର ଧାୱନଙ୍କ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଟି -୨୦ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ସିଡନୀରେ ରବିବାର ଦ୍ୱିତୀୟ ଟି -୨୦ ରେ ଅଷ୍ଟ୍ରେଲିଆ ୬ଟି ଉଇକେଟରେ ଭାରତ ହରାଇଥିଲା।…

ଆୟୁର୍ବେଦ ଚିକିତ୍ସକଙ୍କ ଦ୍ୱାରା ଅସ୍ତ୍ରୋପଚାରକୁ ବିରୋଧ

ଯାଜପୁର ଅଫିସ,୭ା୧୨: ଆୟୁର୍ବେଦ ଚିକିତ୍ସକମାନେ ରୋଗୀଙ୍କ କେତେକ ନିର୍ଦ୍ଦିଷ୍ଟ ଅସ୍ତ୍ରୋପଚାର କରିପାରିବେ। ଏନେଇ ଗତ ନଭେମ୍ବର ୧୯ରେ ଆୟୁଷ ମନ୍ତ୍ରଣାଳୟ ଅଧୀନ ଭାରତୀୟ ଚିିକିତ୍ସା କେନ୍ଦ୍ରୀୟ ପରିଷଦ(ସିସିଆଇଏମ୍‌) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିକୁ ଭାରତୀୟ ଚିକିତ୍ସକ ସଂଘ…

ଘରଭଙ୍ଗା ସାହାଯ୍ୟ ମିଳିଲାନି

ଯାଜପୁର ଅଫିସ,୭।୧୨: ଗତ ଅଗଷ୍ଟରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ୩ ମାସ ଅତିକ୍ରାନ୍ତ ହୋଇଛି। ଏଥିରେ ଯାଜପୁର ଜିଲାର ୨ ପକ୍କା ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବାବେଳେ ୧୭୦୮ ପକ୍କା ଘର ଅଧିକ ମାତ୍ରାରେ, ୩୧୯ ପକ୍କା ଘର ଆଂଶିକ, ୨୧୧୧୬…

ଭାରତୀୟ ଡ୍ରେସିଂ ରୁମ୍‌ରେ କଟାଗଲା ୩ କେକ୍‌

ସିଡନୀ,୭।୧୨: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଶିଖର ଧୱନ ଓ କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ଇନିଂସ ବଳରେ ଟିମ ଇଣ୍ଡିଆ ଏଠାରେ ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ…

୫ଟି ସଚିବଙ୍କ ଏକାମ୍ରକ୍ଷେତ୍ର ପରିଦର୍ଶନ: ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ନେଇ ସମୀକ୍ଷା

ଭୁବନେଶ୍ୱର,୭ା୧୨(ବ୍ୟୁରୋ.): ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ ସୋମବାର ସକାଳେ ଏକାମ୍ରକ୍ଷେତ୍ର ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କରି ସେଠାରେ ଥିବା ବରିଷ୍ଠ ଅଧିକାରୀଙ୍କ ସହ ଅଗ୍ରଗତିର ସମୀକ୍ଷା କରିଥିଲେ। ଦୋକାନୀମାନଙ୍କ ପୁନଃ ଥଇଥାନ ପାଇଁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ…

ନିର୍ଦ୍ଦେଶକ-ଅଭିନେତାଙ୍କ ମଧ୍ୟରେ ଟୁଇଟର୍‌ ଯୁଦ୍ଧ

ଆଜିକାଲି ବଲିଉଡ ଷ୍ଟାର୍‌ମାନେ ସୋସିଆଲ ମିଡିଆରେ ବିଭିନ୍ନ ମୁଦ୍ଦାକୁ ନେଇ ନିଜ ମତ ରଖୁଥିବା ଦେଖାଯାଉଛି। ଏସବୁ ଭିତରେ ସେମାନଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହେଉଛି। ନିକଟରେ କଙ୍ଗନା ରାଣାଓ୍ବତ ଏବଂ ଦିଲଜିତ ଦୋସାଞ୍ଝ ଟୁଇଟରରେ କୃଷକ ଆନ୍ଦୋଳନ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri