ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ମାଲାୟାଲମ ସିନେମାର ପ୍ରସିଦ୍ଧ  ତଥା ଲେଖକ ପି ବାଲାଚନ୍ଦ୍ରନଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ସେ କେରଳର ଭାଏକୋମ ସ୍ଥିତ ତାଙ୍କ ବାସଭବନରେ ସୋମବାର ସକାଳ ପ୍ରାୟ ପାଞ୍ଚଟା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଗତ କିଛି ମାସ ଧରି, ବାଲାଚନ୍ଦ୍ରନ ଅମୃତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ପଦ୍ମନାଭନ ବାଲାଚନ୍ଦ୍ରନ ନାୟାର ଫେବୃୟାରୀ ୨, ୧୯୫୨ରେ କେରଳର କୋଲାମ ଜିଲାର ଏକ ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍କ୍ରିନ ରାଇଟର୍‌ ଏବଂ ଅଭିନେତା ଭାବରେ କାର୍ଯ୍ୟ କରିଥିଲେ। ଏହି ଅଭିନେତା ‘ତ୍ରିଭେନ୍ଦ୍ରମ ଲଜ’, ‘ଥ୍ୟାଙ୍କ୍‌ ୟୁ’, ‘ସାଇଲେନ୍ସ’ ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଅଧ୍ୟୟନ କରିଥିଲେ ଏବଂ ୧୯୯୧ରେ ମୋହନଲାଲଙ୍କ ଦ୍ୱାରା ରିଲିଜ ହୋଇଥିବା ‘ଅଙ୍କଲ ବନ୍‌’ରୁ ତାଙ୍କ କ୍ୟାରିଅର୍‌ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କ ବୋଲ୍ଡ ଫଟୋ ଦର୍ଶକଙ୍କ ହୃଦୟରେ ଲଗାଇଲା ନିଆଁ

ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ମୋନାଲିସା ନିଜର ଗ୍ଲାମରକୁ ନେଇ ବେଶ୍‌ ପରିଚିତ। ଏମିତିରେ ସେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବାକୁ ସୋସିଆଲ...

ମନେ ମନେ ମନ ଖୋଜୁଥିଲା

ନୂଆ ଓଡ଼ିଆ ସିନେମା ‘ମନେ ମନେ ମନ ଖୋଜୁଥିଲା’ ପରଦା ଉପରକୁ ଆସୁଛି। ଚଳିତ ମାସ ୮ ତାରିଖରେ ଏହି ଫିଲ୍ମଟି ମୁକ୍ତିଲାଭ କରିବ ବୋଲି...

ବର୍ଷକର ହେଲେ କମେଡି କିଙ୍ଗ୍‌ଙ୍କ ଅଲିଅଳି

ଛୋଟ ପରଦାର କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଝିଅ ଗୁରୁବାର ଏକ ବର୍ଷର ହୋଇଯାଇଛନ୍ତି। କପିଲ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅନାୟରାଙ୍କର ଅନେକ ଫଟୋ ଶେୟାର...

ଅଭିନୟକୁ ଅଲ୍‌ବିଦା କହିଲେ ଅନୁପମା ଫେମ୍‌ ଏହି ଅଭିନେତ୍ରୀ

ବମ୍ବେ: ଅଭିନୟ ଜଗତକୁ ଅଲ୍‌ବିଦା କହିଲେ ଆଉ ଜଣେ ଅଭିନେତ୍ରୀ। ଆଧ୍ୟାତ୍ମିକ କାରଣରୁ ଟେଲିଭିଜନର ପ୍ରସିଦ୍ଧ ଧାରାବାହିକ ‘ଅନୁପମା’ ଫେମ ଅଭିନେତ୍ରୀ ନନ୍ଦିନୀ ଓରଫ ଅନଘା...

ରିଲିଜ ହେଲା ଅକ୍ଷୟଙ୍କ ‘ସେଲଫି’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ପୁଣିଥରେ ତାଙ୍କ ନୂଆ ଚଳଚ୍ଚିତ୍ର ‘ସେଲଫି’ ସହିତ ସିନେମା ହଲରେ ପ୍ରବେଶ କରିଛନ୍ତି। ତାଙ୍କର ଏହି ଫିଲ୍ମଟି ଶୁକ୍ରବାର...

ହଲିଉଡ୍‌ରେ ଜ୍ୟାକ୍‌ଲିନ୍‌

ଜ୍ୟାକ୍‌ଲିନ୍‌ ଫର୍ନାଡିସ୍‌ଙ୍କ ଖୁସି କହିଲେ ନ ସରେ। କାରଣ କ’ଣ ଜାଣନ୍ତି? ସେ ଏବେ ଆଉ ଏକ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଅର୍ଥାତ୍‌, ବଲିଉଡ୍‌...

ପରଲୋକରେ ପ୍ରସିଦ୍ଧ ଗାୟକ

ପ୍ରସିଦ୍ଧ ପଞ୍ଜାବୀ ଗାୟକ ସରଦୁର୍‌ ସିକନ୍ଦରଙ୍କ ପରଳୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। କିଡନୀ ସମସ୍ୟା ଯୋଗୁ ତାଙ୍କୁ ଗତ ସପ୍ତାହରେ...

ମୋ ଚିତାଭସ୍ମକୁ ଗଙ୍ଗାରେ ପକାଇବ ନାହିଁ: କଙ୍ଗନା

ବମ୍ବେ: ବିବାଦର ଅନ୍ୟନାମ କଙ୍ଗନା। ବଲିଉଡ୍‌ର ଏହି ଅଭିନେତ୍ରୀ ସର୍ବଦା ବ୍ୟକ୍ତିଗତ ତଥା ସାମାଜିକ ପ୍ରସଙ୍ଗରେ ମତ ରଖି ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ଏବେ ସେ...

Advertisement
Archives

Model This Week