Home Left

କଟ୍‌ନୀ ଆଳରେ ଚାଷୀଙ୍କୁ ଲୁଟ୍‌

ବରଗଡ଼ ଅଫିସ୍‌,୯।୧୨: ଚିରାଚରିତ ଢଙ୍ଗରେ ଚାଲିଥିବା ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀ ପେଷି ହୋଇ ଗଲେଣି। ଧାନ କିଣାବିକା ସମୟରେ ଗୁଣବତ୍ତାକୁ ନେଇ କଟ୍‌ନୀଛଟ୍‌ନୀ ଆଳ ଅଭାବୀ ବିକ୍ରିର ମୁଖ୍ୟ କାରଣ ପାଲଟିଛି। ଧାନ କିଣାବିକାରେ ରହିଥିବା ଅବ୍ୟବସ୍ଥାକୁ ସୁଧାରିବା ବଦଳରେ…

ଆଜି କ୍ୟାବିନେଟ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ବୁଧବାର ଅପରାହ୍ନ ୬ଟା ୪୫ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲାଗିବ। ତେବେ ବୈଠକର ଏଜେଣ୍ଡାକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଛି।…

୨୦୨୧ ଦ୍ୱିତୀୟାର୍ଦ୍ଧରେ ଜିଓ ଆଣିପାରେ ୫ଜି ସେବା

ନୂଆଦିଲ୍ଲୀ: ୨୦୨୧ ଦ୍ୱିତୀୟାର୍ଦ୍ଧରେ ଦେଶରେ ୫ଜି ସେବା ଉପଲବ୍ଧ ହେବ। ଏ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମଙ୍ଗଳବାର ଆଭାସ ଦେଇଛନ୍ତି। ଅଲଟ୍ରା ହାଇସ୍ପିଡ୍‌ ୫ଜି ସେବାକୁ ସାରା ଦେଶରେ ଆରମ୍ଭ କରିବା ଲାଗି ନୀତିଗତ ଭାବେ ପଦକ୍ଷେପ…

ସୁଧ ଛାଡ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ଉତ୍ତର ରଖିଲା କେନ୍ଦ୍ର

ନୂଆଦିଲ୍ଲୀ: ସବୁ ବର୍ଗର ଋଣ ଉପରେ ସୁଧ ଛାଡ ପ୍ରସଙ୍ଗରେ କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ନିକଟରେ ପକ୍ଷ ରଖିଛନ୍ତି। ସବୁ ବର୍ଗର ଋଣ ଏବଂ ଅଗ୍ରୀମ ଉପରେ ଯଦି ସୁଧ ଛାଡ ହୁଏ ତେବେ ଏଥି ଲାଗି ୬ ଲକ୍ଷ…

ଅବସରପ୍ରାପ୍ତ କ୍ରୀଡ଼ାବିତ୍‌ଙ୍କୁ ଚାକିରି ଦେବେ ସରକାର: ଏକହଜାର ଖେଲୋ ଇଣ୍ଡିଆ ସେଣ୍ଟର ଆରମ୍ଭ ହେବ

ନୂଆଦିଲ୍ଲୀ,୯।୧୨(ପି.ଟି.): ଅବସର ନେଇଥିବା କ୍ରୀଡ଼ାବିତ୍‌ଙ୍କୁ ଚାକିରି ଦେବା ପାଇଁ କେନ୍ଦ୍ର ସରକାର ବେଶ୍‌ ଉତ୍ସାହିତ ଅଛନ୍ତି। ଏଥିପାଇଁ ସରକାର ଦେଶରେ ୧୦୦୦ ଖେଲୋ ଇଣ୍ଡିଆ ସେଣ୍ଟର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଏହା ଦ୍ୱାରା…

୭୪ ବର୍ଷରେ ସୋନିଆ: ରାଜନୀତିକୁ ଆସିବାକୁ ଚାହୁଁ ନ ଥିଲେ  

ନୂଆଦିଲ୍ଲୀ,୯।୧୨: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୁଧବାର ୭୪ ବର୍ଷରେ ପାଦ ଥାପିଛନ୍ତି। ୧୯୪୬ ଡିସେମ୍ବର ୯ରେ ସେ ଇଟାଲୀର ଲୁସିଆନାଠାରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୮ରେ ସେ ରାଜୀବ ଗାନ୍ଧୀଙ୍କୁ ବିବାହ କରିଥିଲେ। ଦୀର୍ଘ…

ଆଣ୍ଠୁଗଣ୍ଠି ସମସ୍ୟା ଥିଲେ କରନ୍ତୁ ଏହି ଯୋଗାସନ

ଯୋଗ ଦ୍ୱାରା ଶରୀରର ବିଭିନ୍ନ ପ୍ରକାରର ସମସ୍ୟା ଦୂର ହୋଇଥାଏ। ଯୋଗର ବିଭିନ୍ନ ଅଲଗା ଅଲଗା ଆସନ ରହିଛି। ଯାହା ଦ୍ୱାରା ରୋଗ ଦୂର ହେବାର ସମ୍ଭାବନା ରହିଥାଏ। ଏଥି ମଧ୍ୟରୁ ହଳାସନ ଅନ୍ୟତମ। ଏହା କାନ୍ଧ ଓ କହୁଣୀ ସମେତ…

ସ୍ତ୍ରୀଙ୍କ ସହ ପାଟିତୁଣ୍ଡ ହେବାରୁ ରାଗ ଶାନ୍ତ କରିବାକୁ ଏମିତି ପଦକ୍ଷେପ ନେଲେ ସ୍ବାମୀ: ଶୁଣିଲେ ହେବେ…

ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ ସାଧାରଣ କଥା। ହେଲେ ଏକ ଦମ୍ପତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହେବାରୁ ସ୍ବାମୀ ନିଜକୁ ଶାନ୍ତ କରିବା ପାଇଁ ୪୫୦ କିମି ଚାଲିଲେ। ଏମିତି ଘଟଣା ଘଟିଛି ସ୍ବିଜରଲାଣ୍ଡ ସୀମା ନିକଟ ଇଟାଲୀର କୋମା…

୩୯ ବର୍ଷରେ ଦିୟା ମିର୍ଜା: ‘ତୁମ୍‌ସା ନେହିଁ ଦେଖା’ର ଏକ ଚୁମ୍ବନ ଦୃଶ୍ୟରେ ହରାଇଥିଲେ ନିଜର ନିୟନ୍ତ୍ରଣ…

ମୁମ୍ବାଇ,୯।୧୨: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଦିୟା ମିର୍ଜା ବୁଧବାର ୩୯ ବର୍ଷରେ ପାଦ ଦେଇଛନ୍ତି। ୧୯୮୧ ଡିସେମ୍ବର ୯ରେ ସେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ଏକ ମଲ୍ଟି ମିଡ଼ିଆ କମ୍ପାନୀର ମାକେର୍ଟିଂ ଏକ୍ସିକ୍ୟୁଟିଭ୍‌ ଭାବେ ଦିୟା ନିଜର କ୍ୟାରିୟର ଆରମ୍ଭ କରିଥିଲେ।…

କେବେବି ଭୁଲ୍‌ରେ କରନ୍ତୁ ନାହିଁ ଏମାନଙ୍କୁ ବିଶ୍ୱାସ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନ ସହ ଜଡିତ ଅନେକ କଥା କହିଛନ୍ତି। ଲୋକେ ଚାଣକ୍ୟଙ୍କ ଏହି ନୀତକୁ ଅନୁସରଣ କରି ଅନେକ ଅସୁବିଧାରୁ ରକ୍ଷା ପାଇପାରିବେ। ଏହି ନୀତି କେବଳ ଲୋକଙ୍କୁ ସଫଳତାର ପଥରେ ନେଇଥାଏ ତାହା ନୁହେଁ। ମାତ୍ର…

ସପ୍ତାହରେ ୩ ଥର ଚାମୁଚେ ଲେଖାଏଁ ଏହି ଗୁଣ୍ଡ: ଡାଇବେଟିସ୍‌ରୁ ରହିବେ ଦୂରେଇ…

ନୂଆଦିଲ୍ଲୀ: ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ତେବେ ସପ୍ତାହରେ ୩ ଥର ଚାମୁଚେ ଲେଖାଏଁ ମେଥିଗୁଣ୍ଡ ଉଷୁମ ପାଣିରେ ପିଇଲେ ଡାଇବେଟିସ୍‌ରୁ ଦୂରେଇ ହେବାରେ ସହାୟତା ମିଳିଥାଏ। ଏହା ଶରୀରରେ ଇନସୁଲିନ୍‌…

ମିଳିଲା ଏଲୁରୁରେ ବ୍ୟାପିଥିବା ଅଜଣା ରୋଗର କାରଣ

ଏଲୁରୁ,୮।୧୨- ଆନ୍ଧ୍ର ପ୍ରଦେଶର ଏଲୁରୁ ସହରରେ ଦେଖାଦେଇଥିବା ଅଜଣା ରୋଗର କାରଣ ମଙ୍ଗଳବାର ଜଣାପଡ଼ିଛି। ପାଣିରେ ଲିଡ୍‌ ଓ ନିକେଲ ମାତ୍ରା ଅଧିକ ଏବଂ କ୍ଷୀର ଯୋଗୁ ହିଁ ରୋଗୀଙ୍କ ଠାରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri