Home Left

ଏଲିୟନଙ୍କୁ ନେଇ ବଡ ଖୁଲାସା: ଅସ୍ଥିତ୍ୱ ସତ୍ୟ, ଏଥିପାଇଁ ସେମାନେ ରହସ୍ୟ

ନୂଆଦିଲ୍ଲୀ,୮।୧୨: ମହାକାଶର ଅନେକ ଫର୍ଦ୍ଦ ଆଜିବି ରହସ୍ୟାବୃତ। ତନ୍ମଧ୍ୟରୁ ଏଲିୟନମାନଙ୍କ ଅବସ୍ଥିତି ଗୋଟିଏ। ତେବେ ସେମାନଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ଇସ୍ରାଏଲର ପୂର୍ବତନ ଜେନେରାଲ ତଥା ବର୍ତ୍ତମାନର ପ୍ରଫେସର ହେମ୍‌ ଇସେଡ୍‌। ସେ କହିଛନ୍ତି ଏଲିୟନ ମାନେ ପ୍ରକୃତ। ସେମାନେ…

ଟୁଇଟରରେ ସଭିଙ୍କୁ ଅନଫଲୋ କଲେ ଇମ୍ରାନ ଖାନ

ଇସ୍ଲାମାବାଦ,୮।୧୨- ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ଅଫିସିଆଲ ଟୁଇଟର ଆକାଉଣ୍ଟରୁ ପ୍ରଥମ ସ୍ତ୍ରୀ ଜେମିମା ଗୋଲ୍ଡସ୍ମିଥଙ୍କ ସମେତ ସଭିଙ୍କୁ ଅନ୍‌ଫଲୋ କରିଛନ୍ତି। ଏଥି ଲାଗି ତାଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ ହେବାକୁ ପଡ଼ୁଛି। ‘ଦ ନ୍ୟୁଜ ଇଣ୍ଟରନ୍ୟାଶନାଲ’ରେ ପ୍ରକାଶ…

ଭାରତରେ କରୋନା ଟିକା ପାଇଁ କାର୍ଯ୍ୟକାରୀ ହେବ ଏହି ସ୍ବତନ୍ତ୍ର ଆପ୍‌: ନିଜକୁ କରିବାକୁ ହେବ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୮।୧୨: ଦେଶରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ କରୋନା ଟିକା। ଏଥି ପାଇଁ ସ୍ବତନ୍ତ୍ର ଆପ୍‌ କୋ-ଓ୍ବିନ୍‌ କାର୍ଯ୍ୟକାରୀ ହେବ। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ଆପ୍‌ ଦ୍ୱାରା ଟିକା ପାଇଁ…

୩୦ କୋଟିଙ୍କୁ ଦିଆଯିବ କରୋନା ଟିକା: ଏକକାଳୀନ ହେବ ବ୍ୟବସ୍ଥା

ନୂଆଦିଲ୍ଲୀ,୮।୧୨: ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଟିକା ଅଗ୍ରଗତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ସୂଚନା ଦେଇ କହିଛନ୍ତି,ଟିକା ପାଇଁ ଲାଇସେନ୍ସ ମିଳିଲେ ଟିକାକରଣ ଆରମ୍ଭ କରିଦିଆଯିବ। ଟିକା ଜରୁରୀ…

ବିରୁଷ୍କା ଶେୟାର କରିଥିବା ଗୁଡ୍‌ ନ୍ୟୁଜ ଫଟୋକୁ ମିଳିଛି ଚଳିତ ବର୍ଷର ସବୁଠୁ ଅଧିକ ଲାଇକ୍‌

ଲଣ୍ଡନ,୮।୧୨- କ୍ରିକେଟ ଓ ବଲିଉଡ ଜଗତର ସବୁଠୁ ଲୋକପ୍ରିୟ ଦମ୍ପତି ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଫ୍ୟାନଙ୍କ ସଂଖ୍ୟା ବଢ଼ିଚାଲିଛି। ଚଳିତ ବର୍ଷ ଅଗଷ୍ଟରେ ବିରୁଷ୍କା ସୋସିଆଲ ମିଡିଆରେ ଫ୍ୟାନଙ୍କ ସହ ବାପା-ମା ହେବାକୁ ଯାଉଥିବା ଖୁସି ଖବର ବାଣ୍ଟିଥିଲେ।…

ମୁକେଶ ଅମ୍ବାନୀଙ୍କ ଦୁଇ ସମୁଦିଙ୍କ ମଧ୍ୟରୁ କିଏ ବେଶୀ ଧନୀ? ଜାଣନ୍ତୁ କେଉଁ ପର୍ଯ୍ୟନ୍ତ ବ୍ୟାପିଛି କାରବାର

ନୂଆଦିଲ୍ଲୀ: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ। ସେ ନିଜ ଝିଅ ଇଶା ଏବଂ ପୁଅ ଆକାଶଙ୍କ ବିବାହ ଦୁଇ ବଡ଼ ବ୍ୟବସାୟୀଙ୍କ ପରିବାରରେ କରିଛନ୍ତି। ଆକାଶଙ୍କ ବିବାହ ଶ୍ଳୋକାଙ୍କ ସହ ହୋଇଛି। ଶ୍ଳୋକା ଅରୁଣ ମେହଟ୍ଟାଙ୍କ ଝିଅ।…

ସେନା ଅଧିକାରୀ ହେବାର ସ୍ବପ୍ନ ଥିଲା, ମା’ କହିବାରୁ କ୍ରିକେଟକୁ କରିଥିଲେ କ୍ୟାରିୟର

ନୂଆଦିଲ୍ଲୀ,୮।୧୨: ଆର୍ମି ଅଫିସର(ସେନା ଅଧିକାରୀ) ହେବାର ସ୍ବପ୍ନ ଥିଲା। ହେଲେ ମା’ଙ୍କ ପରାମର୍ଶ ମୁତାବକ ସେ କ୍ରିକେଟର ହୋଇଥିଲେ ବୋଲି କହିଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଓପନର୍‌ ଗୌତମ ଗମ୍ଭୀର। ୟୁଟ୍ୟୁବର ଗୌରବ କପୁରଙ୍କ ଶୋ’ ବ୍ରେକ୍‌ଫାଷ୍ଟ ଉଇଥ୍‌ ଚାମ୍ପିଆନ୍ସରେ…

ବ୍ୟବସାୟ ନୁହେଁ ମଡେଲିଂ କରିବେ ଆପଲ ସହ-ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍ସଙ୍କ ଝିଅ: ଭାଇରାଲ ହେଲା ବାଥ୍‌ଟବ୍‌ରେ ବୋଲ୍ଡ ଫଟୋ

ନୂଆଦିଲ୍ଲୀ: ମୋବାଇଲ ଫୋନର ରାଜା କୁହାଯାଉଥିବା ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ ଜବ୍ସ ଦୁନିଆର ଲୋକପ୍ରିୟ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ। ତାଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥାଏ। ହେଲେ ଏବେ ତାଙ୍କ ଝିଅ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଜୋବ୍ସଙ୍କ ଝିଅ ଇଭ…

ଶଶୁର ହତ୍ୟାକାରୀ ଜ୍ୱାଇଁ ଗିରଫ

ବାରିପଦା ଅଫିସ/ବୈଶିଙ୍ଗା(ଡି.ଏନ୍‌.ଏ.),୮ା୧୨- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖୁଣ୍ଟାପୁର ଗ୍ରାମରେ ଶଶୁରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ଜ୍ୱାଇଁ। ଅଭିଯୁକ୍ତ ଜ୍ୱାଇଁ ରାଜୁ ସିଂଙ୍କୁ ଗିରଫ କରିଛି ପୋଲିସ। ତାଙ୍କୁ ବାଲେଶ୍ୱର ଜିଲା ରୂପସା ଥାନା ଅଞ୍ଚଳରୁ ଗିରଫ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ଘରେ ନଜରବନ୍ଦୀ: ଖଣ୍ଡନ କଲା ପୋଲିସ

ନୂଆଦିଲ୍ଲୀ,୮।୧୨- ଆନ୍ଦୋଳନରତ କୃଷକଙ୍କୁ ଭେଟିବାର ପର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଘରେ ନଜରବନ୍ଦୀ ରଖାଯାଇଥିବା ମଙ୍ଗଳବାର ସକାଳେ ଅଭିଯୋଗ ଆଣିଥିଲା ଆମ ଆଦମି ପାର୍ଟି (ଏଏପି)। ଏହାକୁ ଖଣ୍ଡନ କରିଛନ୍ତି ଦିଲ୍ଲୀର ଉତ୍ତର ଜିଲାର ଡିସିପି ଆଣ୍ଟୋ ଅଲଫୋନସେ।…

ଏଠାରେ ଅଛନ୍ତି ଦୁନିଆର ସବୁଠାରୁ ଛୋଟ ମାଙ୍କଡ: ଆକାର ପିଙ୍ଗପଙ୍ଗ୍‌ ବଲ୍‌ଠାରୁ ମଧ୍ୟ ଛୋଟ

ଦକ୍ଷିଣ ଆମେରିକାର ‘ରେନ୍‌ ଫରେଷ୍ଟ’ କଲମ୍ବିଆ, ଇକ୍ୟୁଏଡର୍‌, ପେରୁ ଏବଂ ପଶ୍ଚିମ ବ୍ରାଜିଲ ପର୍ଯ୍ୟନ୍ତ ବ୍ୟାପିଛ। ଏହି ଜଙ୍ଗଲରେ ଅନେକ ପ୍ରକାରର ଜୀବଜନ୍ତୁ ବାସ କରନ୍ତି, ଯାହା ଏହି ଜଙ୍ଗଲକୁ ଅଧିକ ଆକର୍ଷଣୀୟ କରିଥାଏ। ଏହି ପ୍ରଜାତିଗୁଡିକ ମଧ୍ୟରୁ ଗୋଟିଏ ହେଉଛି…

ଡିସେମ୍ବର ୧୪ ମଧ୍ୟରାତ୍ରରୁ ବଦଳିଯିବ ଟଙ୍କା ନେଣଦେଶ ସମ୍ପର୍କିତ ଏସବୁ ନିୟମ, ଲାଭବାନ ହେବେ..

ମୁମ୍ବାଇ,୮।୧୨: କରୋନା କାଳରେ ଡିଜିଟାଲ ନେଣଦେଣ ପ୍ରକ୍ରିୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ରିଅଲ ଟାଇମ୍‌ ଗ୍ରସ୍‌ ସେଟଲମେଣ୍ଟ(ଆର୍‌ଟିଜିଏସ୍‌) ସିଷ୍ଟମ୍‌ ଡିସେମ୍ବର ୧୪ ତାରିଖରୁ ୨୪ ଘଣ୍ଟା ଧରି କାମ କରିବ ବୋଲି କହିଥିଲା। ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri